ଆରସିବିକୁ ମିଳିଲା ନୂଆ ଫିନିଶର
ଦୁବାଇ,୮।୧୦: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆରସିବି) ପାଇଁ ଶେଷ ବଲରେ ହାରିବା କିଛି ନୂଆ କଥା ନାହିଁ। କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ ଏଭଳି ଘଟିନାହିଁ। ଶେଷ ବଲରେ ଦଳକୁ ଜିତିବା ପାଇଁ ୫ ରନ୍ ଦରକାର ଥିଲା। କିନ୍ତୁ…
ପ୍ଲେ-ଅଫ୍ ଆଶା ଧୂଳିଶାତ୍: ପାରିଲେନି ବୋଲର
ଆବୁଧାବି,୮।୧୦: ମୁମ୍ବାଇ ଇଣ୍ଡିଆନ୍ସର ପ୍ଲେ-ଅପ୍କୁ ଉଠିବା ଆଶା ଧୂଳିଶାତ୍ ହୋଇଯାଇଛି। ପ୍ରଥମେ ଦଳକୁ ଯାହା ଦରକାର ଥିଲା ତାହା କରି ଦେଖାଇଥିଲେ ବ୍ୟାଟ୍ସମ୍ୟାନମାନେ। ହାଇଦ୍ରବାଦ୍ ଆଗରେ ଛିଡ଼ା କରିଥିଲେ ୨୩୬ ରନ୍ର ବିଶାଳ ଟାର୍ଗେଟ। ପ୍ରତିପକ୍ଷ ଦଳକୁ ୬୫ ରନ୍ ମଧ୍ୟରେ…
ଆର୍ସିବିର ସ୍ଥିତି ଗୁରୁତର
ଦୁବାଇ,୮।୧୦: ପ୍ଲେ-ଅପ୍କୁ କ୍ୱାଲିଫାଏ କରିସାରିଥିବା ଦୁଇ ଦଳ ମଧ୍ୟରେ ଚାଲିଥିବା ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସ୍ଥିତି ସମ୍ପୂର୍ଣ୍ଣ ଗମ୍ଭୀର। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୫ ଉଇକେଟ କ୍ଷତିରେ ୧୬୪ ରନ୍ କରିଛି। ୧୬୫…
ମୁମ୍ବାଇ ପାଇଁ କିଛି ଅସମ୍ଭବ ନୁହେଁ
ଆବୁଧାବି,୮।୧୦: ପ୍ଲେ-ଅପ୍ରେ ସ୍ଥାନ ନିଶ୍ଚିତ କରିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ସବୁଠୁ ଜରୁରୀ ଥିଲା ହାଇଦ୍ରାବାଦ୍ ଆଗରେ ଏକ ବିଶାଳ ଟାର୍ଗେଟ ଛିଡ଼ା କରିବା। ପ୍ରଥମେ ଇଶାନ କିଷନ ଓ ପରେ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ପାଳି ବଳରେ ତାହା…
ଛକା, ଚୌକା ବର୍ଷା ଭାଙ୍ଗିଲା ରେକର୍ଡ
ଆବୁଧାବି,୮।୧୦: ପ୍ଲେ-ଅପ୍ରେ ସ୍ଥାନ ପାଇବା ପାଇଁ ସନରାଇଜର୍ସ ହାଇଦ୍ରାବାଦ୍ ବିପକ୍ଷ ମ୍ୟାଚ୍ରେ ବିଶାଳ ସ୍କୋର ଛିଡ଼ା କରିବା ପାଇଁ ଦୃଢ଼ ମୂଳଦୁଆ ପକାଇଛି ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇ ପାଓ୍ବରପ୍ଲେର ୬ ଓଭରରେ ୧ ଉଇକେଟ ହରାଇ ୮୩ ରନ୍ କରିଛି। ଅଧିନାୟକ…
ନୂଆ ଜର୍ସି ପିନ୍ଧି ବିଶ୍ୱକପ୍ ଖେଳିବ ଭାରତ
ମୁମ୍ବାଇ,୮।୧୦: ଆସନ୍ତା ୧୭ ତାରିଖରୁ ୟୁଏଇ ଏବଂ ଓମାନଠାରେ ଆରମ୍ଭ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍। ଏହି ବିଶ୍ୱକପ୍ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆକୁ ନୂଆ ଜର୍ସିରେ ଦେଖିବାକୁ ମିଳିବ। ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)…
କେକେଆର୍ ପାଇଁ ଖୁସି ଖବର
ଶାରଜା,୮।୧୦: ପ୍ଲେ-ଅପ୍ରେ ପ୍ରାୟତଃ ସ୍ଥାନ ପକ୍କା କରିସାରିଥିବା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ପାଇଁ ଏକ ଖୁସି ଖବର। ଆସନ୍ତା ସୋମବାର ହେବାକୁ ଥିବା ଏଲିମିନେଟର ମ୍ୟାଚ୍ ଲାଗି ଅଲରାଉଣ୍ଡର ଆନ୍ଧ୍ରେ ରସେଲ ଉପଲବ୍ଧ ହୋଇପାରନ୍ତି। ଏ ନେଇ ସୂଚନା ଦେଇଛନ୍ତି…
ଏଥର ଆର୍ସିବି ହାତେଇବ ଆଇପିଏଲ ଟ୍ରଫି
ନୂଆଦିଲ୍ଲୀ,୮।୧୦: ତାରକା ଖଚ୍ଚିତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଏଥର ଆଇପିଏଲ୍ ଟ୍ରଫି ଜିତିବ। ଏଭଳି ପୂର୍ବନୁମାନ କରିଛନ୍ତି ପୂର୍ବତନ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ତଥା ବର୍ତ୍ତମାନ ଆଫଗାନିସ୍ତାନ ଦଳର ମୁଖ୍ୟ କୋଚ୍ ଲାନ୍ସ କ୍ଲୁଜନର। ବିରାଟ କୋହଲିଙ୍କ ନେତୃତ୍ୱଧୀନ ଆରସିବି…
ବିସ୍ଫୋରକ ଇନିଂସ ଖେଳି ସେହ୍ବାଗଙ୍କ ରେକର୍ଡ ଭାଙ୍ଗିଲେ ପଞ୍ଜାବ ଅଧିନାୟକ; ପୁଣି ୬୦୦ ରନ୍ ପାର୍…
ଦୁବାଇ,୮।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍ ୨୦୨୧)ର ଗୁରୁବାର ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଅତି ରୋମାଞ୍ଚକର ଥିଲା। ଚଳିତ ସିଜିନର ଦ୍ୱିତୀୟ ସ୍ଥାନରେ ଥିବା ଦଳ ସହ ଟପ୍-୪ ବାହାରେ ଥିବା ପଞ୍ଜାବର ଟକ୍କର ଥିଲା।…
ଧୋନୀଙ୍କ କଥା ମାନି ପ୍ରପୋଜ ସମୟ ବଦଳାଇଥିଲେ ଚହର
ଦୁବାଇ,୮।୧୦: ଆଇପିଏଲ ୨୦୨୧ର ୫୩ତମ ମ୍ୟାଚ ପରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ତାରକା ବୋଲର ଦୀପକ ଚହର ଷ୍ଟାଡିୟମରେ ତାଙ୍କ ଗର୍ଲଫ୍ରେଣ୍ଡ ଜୟା ଭରଦ୍ୱାଜଙ୍କୁ ପ୍ରପୋଜ ଦେଇଥିଲେ। ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ ପରେ ଲାଜକୁଳା ଚହର ସମସ୍ତଙ୍କ ଆଗରେ…
ବାପା ମ୍ୟାଚ୍ ହାରିବା ପରେ ବି ଖୁସିରେ ନାଚିଲେ ଜିଭା: ଜାଣନ୍ତୁ କାହିଁକି
ଦୁବାଇ,୮।୧୦: ଆଇପିଏଲରେ ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ ହୋଇଥିବା ମ୍ୟାଚ ଅତ୍ୟନ୍ତ ଉତ୍ସାହଜନକ ଥିଲା। ଚେନ୍ନାଇ ହୁଏତ ମ୍ୟାଚ ହାରିଥାଇପାରେ କିନ୍ତୁ ଚେନ୍ନାଇର ପ୍ରଶଂସକମାନେ ଏହା ସତ୍ତ୍ୱେ ନିରାଶ ହୋଇ ନ ଥିଲେ। ଗୋଟିଏ ପଟେ ଦୀପକ ଚହର ମ୍ୟାଚ ପରେ…
ଇତିହାସ ରଚିଲେ ଭାରତର ଜ୍ୱାଇଁ
ଲାହୋର,୮।୧୦: ପାକିସ୍ତାନର ବରିଷ୍ଠ ଖେଳାଳି ଶୋଏବ ମଲିକ ଦିନ ଟି -୨୦ କ୍ରିକେଟରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଦୁନିଆର ତୃତୀୟ ଏବଂ ପାକିସ୍ତାନ ପ୍ରଥମ କ୍ରିକେଟର୍ ଭାବେ ଟି-୨୦ରେ ୧୧,୦୦୦ ରନ ସ୍କୋର କରିବାରେ ହୋଇଥିଲେ। ସବୁଠୁ…

