Posted inଖେଳ

କୋହଲିଙ୍କୁ ନେଇ ଗାଭାସ୍କରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୧୧: ଦକ୍ଷିଣ ଆଫ୍ରିକା ଗସ୍ତରେ ୩ ଟେଷ୍ଟ ଏବଂ ସମାନ ସଂଖ୍ୟକ ଦିନିକିଆ ଖେଳିବ ଭାରତ। ଏହି ଗସ୍ତରେ ଟେଷ୍ଟ ଦଳର ନେତୃତ୍ୱ ନେବେ ବିରାଟ କୋହଲି। ଏଥିସହ ଟି-୨୦ ଫର୍ମାଟର ପରିଚାଳନା କରିବେ ରୋହିତ ଶର୍ମା। ଏହି ଗସ୍ତ ପୂର୍ବରୁ ଦିନିକିଆ ଅଧିନାୟକ ପଦରୁ କୋହଲିଙ୍କୁ ହଟାଇ ଦିଆଯାଇଛି। ପୂର୍ବରୁ ଟି-୨୦ ଦଳର ଅଧିନାୟକତ୍ୱ କୋହଲି ଛାଡ଼ିଥିବା ହେତୁ ଏବେ କେବଳ ଟେଷ୍ଟ ଦଳର ଦାୟିତ୍ୱ ସେ ନେବେ। ଏହାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଭେଟେରାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ବଡ଼ କଥା କହିଛନ୍ତି।

ଗାଭାସ୍କର କହିଛନ୍ତି, ଦିନିକିଆ ଏବଂ ଟି-୨୦ ଅଧିନାୟକ ନ ଥିବାରୁ ସେ ଖୋଲାମନରେ ଖେଳିପାରନ୍ତି। ଗତ ୨ ବର୍ଷ ମଧ୍ୟରେ ଶତକ ମାରି ନ ଥିବା କୋହଲି ବ୍ୟାଟ୍ସମ୍ୟାନ୍‌ ଭାବେ ପୂର୍ବ ଫର୍ମକୁ ଫେରିବାର ବଡ଼ ସମ୍ଭାବନା ରହିଛି। ପୁଣିଥରେ ବଡ ଶତକ ସେ ମାରିପାରନ୍ତି। ରୋହିତଙ୍କୁ ଦେଖିଲେ ସେ ୨୦୧୩ରେ ମୁମ୍ବାଇ ଦଳର ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଖେଳରେ ଉନ୍ନତି କରିଥିଲେ। ସେତେବେଳେ ସେ ୨୦,୩୦,୪୦ ରନ୍‌ର ପାଳିକୁ ବଡ଼ ସ୍କୋରରେ ପରିଣତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା ହକି: ଭାରତ- ବ୍ରିଟେନ ମ୍ୟାଚ୍‌ ଡ୍ର

ମାର୍ଲୋ (ଇଂଲଣ୍ଡ), ୩୦।୯ (ପି.ଟି.)- ୟୁକେ ଗସ୍ତରେ ଯାଇଥିବା ଭାରତୀୟ ମହିଳ ହକି ଦଳ ତା’ର ଦ୍ୱିତୀୟ ମ୍ୟାଚରେ ଆୟୋଜକ ଗ୍ରେଟ ବ୍ରିଟେନ୍‌ ବିପକ୍ଷରେ ମ୍ୟାଚ୍‌...

ଦମ୍ପତି ଜିତିଲେ ସ୍ବର୍ଣ୍ଣ

ଟୋକିଓ, ୨୯ା୮: ଟୋକିଓ ପାରାଲିମ୍ପିକ ଗେମ୍ସରେ ଗ୍ରେଟ୍‌ ବ୍ରିଟେନର ଦମ୍ପତି ନିଲ୍‌ ଓ ଲୋରା ଫାଚି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ତାହା ପୁଣି ୧୬ ମିନିଟ୍‌ର...

ପୁଅ ସହ କ୍ୟୁଟ୍‌ ଫଟୋ ଶେୟାର କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଏମିତି ପ୍ରତିକ୍ରିୟା ଦେଲେ ଅନୁଷ୍କା

ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ତ୍ରୀ ତଥା ମଡେଲ ନତାଶା ଷ୍ଟାନକୋଭିକ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସବୁ ସମୟରେ ସେ...

ଶତକୀୟ ଓପନିଂ ଭାଗୀଦାରି

ଲଡର୍‌ସ, ୧୨।୮: ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଗୁରୁବାର ଠାରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତକୁ ଭଲ ଆରମ୍ଭ ଦେଇଛନ୍ତି ଦୁଇ ଓପନର।...

କ୍ୱାର୍ଟର ଫାଇନାଲରେ ଭାରତ

ଭୁବନେଶ୍ୱର,୨୭।୧୧(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ହକି ପୁରୁଷ ଜୁନିୟର ବିଶ୍ୱକପ୍‌ର କ୍ବାର୍ଟର ଫାଇନାଲରେ ଭାରତ ପ୍ରବେଶ କରିଛି। ପୁଲ୍‌ ‘ବି’ର ଶନିବାର ଅନୁଷ୍ଠିତ...

୨୫୦ ଡିସ୍‌ମିସ୍‌ କରିବାରେ ଧୋନୀ ବିଶ୍ୱର ପ୍ରଥମ ଉଇକେଟ୍‌କିପର

ଆବୁଧାବି, ୨୦।୯: ଆଇପିଏଲ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ୫ ଉଇକେଟ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ ଅବସରରେ...

ସିନିୟର ମହିଳା ଫୁଟ୍‌ବଲ: ଭାରତୀୟ ଦଳରେ ପ୍ୟାରୀ

ଭୁବନେଶ୍ୱର, ୧୨।୨(କ୍ରୀଡ଼ା ପ୍ରତିନିଧି)-ଚଳିତ ମାସ ୧୪ରୁ ୨୪ ପର୍ଯ୍ୟନ୍ତ ତୁର୍କୀରେ ଭାରତୀୟ ସିନିୟର ମହିଳା ଫୁଟବଲ ଦଳ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ଖେଳିବ। ୨୦୨୨ ଏଏଫ୍‌ସି ମହିଳା...

ବିଦେଶରେ ଟି୨୦ ଖେଳିବେ ଯୁବରାଜ

ନୂଆଦିଲ୍ଲୀ, ୧୯ା୬ (ପି.ଟି.)- ନିକଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଯୁବରାଜ ସିଂ ବିଶ୍ୱବ୍ୟାପୀ ଟି୨୦ ଲିଗ୍‌ରେ ଖେଳିବାକୁ ଆଗ୍ରହୀ। ଏଥିଲାଗି ସେ ଭାରତୀୟ କ୍ରିକେଟ...

Advertisement
Archives

Model This Week