ଭାରତ ପାଇଁ ସହଜ ନୁହେଁ ସେମିଫାଇନାଲ ରାସ୍ତା: ଜାଣନ୍ତୁ କ’ଣ ରହିଛି ସମୀକରଣ
ଦୁବାଇ,୨୬।୧୦: ଟି -୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ପରାଜୟ ପରେ ଭାରତୀୟ ଦଳ ଚିନ୍ତାରେ ପଡିଯାଇଛି। ଏହି ପରାଜୟ କେବଳ ଟିମ ଇଣ୍ଡିଆର ମନୋବଳକୁ ପ୍ରଭାବିତ କରିବ ନାହିଁ, ବରଂ ସେମିଫାଇନାଲରେ ପହଞ୍ଚିବା ପାଇଁ ଦଳକୁ ବହୁ କଷ୍ଟ…
ପୁଣି ନିକଟତର ହେଉଛନ୍ତି କି ଉର୍ବଶୀ-ପନ୍ତ
ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -୨୦ ବିଶ୍ୱକପ ମ୍ୟାଚ ଦେଖିବାକୁ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ଥିଲେ। ଏହା ସହିତ ଅକ୍ଷୟ କୁମାର, ମୌନି ରୟଙ୍କ ସମେତ ଅନେକ ଭାରତୀୟ ସେଲିବ୍ରିଟି ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ହୋଇଥିଲେ। କିନ୍ତୁ, ଏସବୁ…
୬୦ରେ ରୋକିଦେଲେ ମୁଜୀବ-ରଶିଦ
ଶାରଜା,୨୫।୧୦: ସ୍କଟଲାଣ୍ଡକୁ ୬୦ ରନ୍ରେ ଅଲଆଉଟ୍ କରି ଦେଇଛି ଆଫଗାନିସ୍ତାନର ଦୁଇ ସ୍ପିନରଙ୍କ ଯୋଡ଼ି। ମୁଜୀବ ଉର ରେହମାନ ୪ ଓଭରରେ ୨୦ ରନ୍ ବ୍ୟୟରେ ୫ ଉଇକେଟ ନେଇଥିଲେ। ତାଙ୍କ ସହଯୋଗୀ ପାଲଟିଥିଲେ ରଶିଦ ଖାନ (୨.୨ ଓଭରରେ ୯…
ଶାରଜାରେ ଛକା ବର୍ଷା କଲା ଆଫଗାନିସ୍ତାନ
ଶାରଜା,୨୫।୧୦: ଶାରଜାର ଧିମା ପିଚ୍ରେ ସବୁଠୁ ବଡ଼ ସ୍କୋର ଛିଡ଼ା କରିଛି ଆଫଗାନିସ୍ତାନ। ସ୍କଟଲାଣ୍ଡ ବିପକ୍ଷ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ମହମ୍ମଦ ନବିଙ୍କ ନେତୃତ୍ୱାଧୀନ ଦଳ ଧାର୍ଯ୍ୟ ୨୦ ଓଭରରେ ୪ ଉଇକେଟ ହରାଇ ୧୯୦ ରନ୍ କରିଛି। ଏହା…
ଆଇପିଏଲରେ ଖେଳିବେ ଲକ୍ଷ୍ନୌ, ଅହମ୍ମଦାବାଦ୍
ନୂଆଦିଲ୍ଲୀ,୨୫।୧୦: ଆଗାମୀ ସିଜନରୁ ଆଇପିଏଲ ପରିବାରରେ ସାମିଲ ହୋଇଛନ୍ତି ଲକ୍ଷ୍ନୌ ଓ ଅହମ୍ମଦାବାଦ ଦୁଇଟି ନୂଆ ଫ୍ରାଞ୍ଚାଇଜ। ଆରପିଏସ୍ଜି ଗ୍ରୁପ୍ ଓ ଅନ୍ତର୍ଜାତୀୟ ଇନଭେଷ୍ଟମେଣ୍ଟ ଫାର୍ମ ସିଭିସି କ୍ୟାପିଟାଲ ଆଇପିଏଲର ନୂଆ ଫ୍ରାଞ୍ଚାଇଜର ମାଲିକାନା ହାସଲ କରିଛନ୍ତି। ଆରପିଏସ୍ଜି ଗ୍ରୁପ୍ ଲକ୍ଷ୍ନୌକୁ…
‘ମୌକା ମୌକା’ ବିଜ୍ଞାପନରେ ପୂର୍ଣ୍ଣଛେଦ
ଦୁବାଇ,୨୫।୧୦: ୧୦ ଉଇକେଟରେ ବିଜୟ ସହ ବିଶ୍ୱକପ୍ ଇତିହାସରେ ଭାରତର ଅପରାଜେୟ ଧାରାରେ ପୂର୍ଣ୍ଣଚ୍ଛେଦ ପକାଇଛି ପାକିସ୍ତାନ। ମ୍ୟାଚ୍ର ଏଭଳି ଫଳାଫଳ ସହ ‘ମୌକା ମୌକା’ ବିଜ୍ଞାପନ ଉପରେ ଅନେକ ମିମ୍ସ ଭାଇରାଲ ହେଉଛି। ‘ମୌକା ମୌକା’ ବିଜ୍ଞାପନ ମୁଖ୍ୟତଃ ବିଶ୍ୱକପ୍ରେ…
ଟ୍ରୋଲ ପରେ ଶାମିଙ୍କ ସପକ୍ଷରେ ପୂର୍ବତନ ଖେଳାଳି
ଦୁବାଇ,୨୫।୧୦: ଚଳିତ ଟି୨୦ ବିଶ୍ୱକପ୍ରେ ପାକିସ୍ତାନଠାରୁ ୧୦ ଉଇକେଟରେ ପରାସ୍ତ ହେବା ପରେ ଭାରତୀୟ ଦଳର ଖେଳାଳିଙ୍କୁ ସୋସିଆଲ ମିଡିଆରେ ଟ୍ରୋଲରେ କରାଯାଉଛି। ଏହି ମ୍ୟାଚ୍ରେ ୩.୫ ଓଭରରେ ୪୩ ରନ୍ ଖର୍ଚ୍ଚ କରିଥିଲେ ମହମ୍ମଦ ଶାମି। ତାଙ୍କର ଏଭଳି ସାଧାରଣ…
ଖୁସି ନାହାନ୍ତି ପାକିସ୍ତାନ ଅଧିନାୟକ
ଦୁବାଇ,୨୫।୧୦: ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଆଇସିସି ଟି -୨୦ ବିଶ୍ୱ ମ୍ୟାଚରେ ପାକିସ୍ତାନ ଭାରତକୁ ୧୦ ଉଇକେଟରେ ପରାସ୍ତ କରିଛି। ଟି -୨୦ ବିଶ୍ୱକପରେ ଭାରତ ଉପରେ ଏହା ପାକିସ୍ତାନର ପ୍ରଥମ ବିଜୟ। ବିଶ୍ୱକପ ପରି ଏକ ଟୁର୍ନାମେଣ୍ଟରେ ୨୯…
ଧୋନୀଙ୍କ ଭବିଷ୍ୟବାଣୀ ହେଲା ସତ
ନୂଆଦିଲ୍ଲୀ,୨୮।୧୦: ଟି -୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ପରାଜୟ ପରେ ଟିମ ଇଣ୍ଡିଆର ପ୍ରଶଂସକମାନେ ଅତ୍ୟନ୍ତ ନିରାଶ ହୋଇଛନ୍ତି। ଏହି ସମୟରେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଦଳର ବର୍ତ୍ତମାନର ପରାମର୍ଶଦାତା ମହେନ୍ଦ୍ର ସିଂ ଧୋନୀଙ୍କ ଏକ ପୁରୁଣା ଭିଡିଓ…
କୋହଲିଙ୍କ ନାଁରେ ଲଜ୍ଜାଜନକ ରେଡର୍କ
ଦୁବାଇ,୨୫।୧୦: ଯଦି ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ମ୍ୟାଚ ହୁଏ ତେବେ ଟିମ ଇଣ୍ଡିଆ ସର୍ବଦା ବିଜୟର ଗ୍ୟାରେଣ୍ଟି ପାଇଥାଏ। କିନ୍ତୁ ରବିବାର ଇତିହାସ ବଦଳିଥିଲା। ୨୯ ବର୍ଷ ପରେ ପାକିସ୍ତାନ ଦଳ ବିଶ୍ୱକପ ମ୍ୟାଚରେ ଭାରତକୁ ପରାସ୍ତ କରିବାରେ ସଫଳ ହୋଇଥିଲା।…
ହାରିବା ପରେ ବି ହୃଦୟ ଜିତିଲେ କୋହଲି: ଦେଖନ୍ତୁ ଭିଡିଓ
ଦୁବାଇ,୨୫।୨୦: ରବିବାର ଆଇସିସି ଟି -୨୦ ବିଶ୍ୱକପ୍ରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ହାତରୁ ୧୦ ଉଇକେଟରେ ପରାଜୟ ଭୋଗିଛି ଟିମ ଇଣ୍ଡିଆ। ଏହି ପରାଜୟ ସତ୍ତ୍ୱେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏକ କାର୍ଯ୍ୟ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି।…
ଭାରତ ପରାଜୟର ୫ ମୁଖ୍ୟ କାରଣ
ଦୁବାଇ,୨୫।୧୦: ଟି -୨୦ ବିଶ୍ୱକପ ୨୦୨୧ରେ ପାକିସ୍ତାନ ଟିମ ଇଣ୍ଡିଆକୁ ୧୦ ଉଇକେଟରେ ପରାସ୍ତ କରିଛି। ଦିନିକିଆ ଏବଂ ଟି -୨୦ ବିଶ୍ୱକପର ୨୯ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ପାକିସ୍ତାନ ଭାରତୀୟ ଦଳକୁ ପରାସ୍ତ କରିଛି। ମ୍ୟାଚ୍ରେ ଟିମ…

