ଆଜି ଦ୍ୱିତୀୟ ଦିନ: ପଞ୍ଜାବ ପାଖରେ ସବୁଠାରୁ ଅଧିକ ୨୮ କୋଟି ବାକି, ଅବଶିଷ୍ଟ ଟିମ୍‌…

ବେଙ୍ଗାଲୁରୁ,୧୩।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ନିଲାମର ଆଜି ଦ୍ୱିତୀୟ ଦିନ। ବିଶେଷକରି ବିକ୍ରି ହୋଇ ନ ଥିବା ପ୍ରମୁଖ ଖେଳାଳିଙ୍କୁ କେଉଁ ଦଳ ଟିମ୍‌ରେ ସ୍ଥାନ ଦେବେ ତା’ ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଜାଣନ୍ତୁ ଏଯାବତ କ’ଣ ରହିଛି ଦଳର ସ୍ଥିତି:

ଚେନ୍ନାଇ ସୁପର କିଙ୍ଗ୍ସ: ଖେଳାଳି କ୍ରୟ: ୧୦, ଅବଶିଷ୍ଟ ବଜେଟ: ୨୦.୪୫ କୋଟି ଟଙ୍କା

ଦିଲ୍ଲୀ କ୍ୟାପିଟାଲ୍ସ: ଖେଳାଳି କ୍ରୟ: ୧୩, ଅବଶିଷ୍ଟ ବଜେଟ: ୧୬.୫୦ କୋଟି ଟଙ୍କା

ଗୁଜୁରାଟ ଟାଇଟାନ୍ସ: ଖେଳାଳି କ୍ରୟ: ୧୦, ଅବଶିଷ୍ଟ ବଜେଟ: ୧୮.୮୫ କୋଟି ଟଙ୍କା

କୋଲକାତା ନାଇଟ ରାଇଡର୍ସ:ଖେଳାଳି କ୍ରୟ: ୯, ଅବଶିଷ୍ଟ ବଜେଟ: ୧୨.୬୫ କୋଟି ଟଙ୍କା

ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ:ଖେଳାଳି କ୍ରୟ: ୧୧, ଅବଶିଷ୍ଟ ବଜେଟ: ୬.୯୦ କୋଟି ଟଙ୍କା

ମୁମ୍ବାଇ ଇଣ୍ଡିଆନ୍ସ: ଖେଳାଳି କ୍ରୟ: ୮, ଅବଶିଷ୍ଟ ବଜେଟ: ୨୭.୮୫ କୋଟି ଟଙ୍କା

ପଞ୍ଜାବ କିଙ୍ଗ୍ସ: ଖେଳାଳି କ୍ରୟ: ୧୧, ଅବଶିଷ୍ଟ ବଜେଟ: ୨୮.୬୫ କୋଟି ଟଙ୍କା

ରାଜସ୍ଥାନ ରୟାଲ୍ସ: ଖେଳାଳି କ୍ରୟ: ୧୧, ଅବଶିଷ୍ଟ ବଜେଟ: ୧୨.୧୫ କୋଟି ଟଙ୍କା

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଖେଳାଳି କ୍ରୟ: ୧୧, ଅବଶିଷ୍ଟ ବଜେଟ: ୯.୨୫ କୋଟି ଟଙ୍କା

ସନରାଇଜର୍ସ ହାଇଦ୍ରାବାଦ: ଖେଳାଳି କ୍ରୟ: ୧୩, ଅବଶିଷ୍ଟ ବଜେଟ: ୨୦.୧୫ କୋଟି ଟଙ୍କା


Enter your email to get our daily news in your inbox.

All Right Reserved By Dharitri.Com

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri