Posted inଖେଳ

ବଡ଼ ଡିଆଁ ମାରିଲେ ଶ୍ରେୟାସ

ଦୁବାଇ,୨।୩: ଚମତ୍କାର ଫର୍ମରେ ଥିବା ଭାରତୀୟ ବ୍ୟାଟର ଶ୍ରେୟାସ ଆୟାର ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ଡିଆଁ ମାରିଛନ୍ତି। ଶ୍ରଲଙ୍କା ବିପକ୍ଷ ସିରିଜ୍‌ ପୂର୍ବରୁ ୪୫ତମ ସ୍ଥାନରେ ଥିଲେ ଶ୍ରେୟାସ। ହ୍ୟାଟ୍ରିକ ଅର୍ଦ୍ଧଶତକ ପରେ ତାଙ୍କ ର଼୍ୟାଙ୍କିଙ୍ଗ୍‌ ୨୭ଟି ସ୍ଥାନ ଉପରକୁ ଉଠିଛି। ସଦ୍ୟ ପ୍ରକାଶିତ ଆଇସିସି ଟି୨୦ ବ୍ୟାଟରଙ୍କ ର଼୍ୟାଙ୍କିଙ୍ଗ୍‌ ଅନୁଯାୟୀ, ୨୭ ବର୍ଷୀୟ ଶ୍ରେୟାସ ୧୮ତମ ସ୍ଥାନରେ ଅଛନ୍ତି। ଅନ୍ୟପକ୍ଷରେ ଦୀର୍ଘଦିନ ପରେ ଟପ୍‌-୧୦ରୁ ବାଦ୍‌ ପଡ଼ିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି। ସିରିଜ୍‌ ପାଇଁ ଉପଲବ୍ଧ ନ ଥିବା ୩୩ ବର୍ଷୀୟ କୋହଲି ୫ଟି ସ୍ଥାନ ତଳକୁ ଖସି ଆସି ୧୫ତମ ମାନ୍ୟତାରେ ପହଞ୍ଚିଛନ୍ତି।

ବୋଲିଂ ବିଭାଗରେ ଭୁବନେଶ୍ୱର କୁମାର ପୂର୍ବ ଅପେକ୍ଷା ୩ ସ୍ଥାନ ଉପରକୁ ଉଠି ୧୭ତମ ସ୍ଥାନ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁମ୍ବାଇ ୪୦ ରନରେ ବିଜୟୀ

ନୂଆଦିଲ୍ଲୀ,୧୯।୪(ପି.ଟି)- ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୪ତମ ମ୍ୟାଚ୍‌ରେ ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସକୁ ୪୦ ରନରେ ପରାସ୍ତ...

ଭାରତ ବିପକ୍ଷ ସିରିଜରୁ ସୈଫୁଦ୍ଦିନ ଓହରିଲେ

ଢାକା, ୨୫।୧୦(ପି.ଟି.)-ପିଠିରେ ଯନ୍ତ୍ରଣା କାରଣରୁ ବାଂଲାଦେଶ ଅଲରାଉଣ୍ଡର ମହମ୍ମଦ ସୈଫୁଦ୍ଦିନ ଭାରତ ବିପକ୍ଷ ଟି୨୦ କ୍ରିକେଟ ସିରିଜରୁ ଓହରି ଯାଇଛନ୍ତି। ଆହତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆ...

ଯୁବରାଜ ସିଂଙ୍କ ଭଉଣୀ ରିତିକାଙ୍କୁ କେମିତି ପ୍ରେମ କରି ବସିଥିଲେ ରୋହିତ୍‌ ଶର୍ମା

ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ରିତିକା ସଜଦେହଙ୍କୁ ବିବାହ କରିଛନ୍ତି। ରିତିକା ପୂର୍ବତନ ଭାରତୀୟ ଖେଳାଳି ଯୁବରାଜ ସିଂଙ୍କ ଭଉଣୀ ତାହା...

ରାଜ୍ୟ ୯ ବର୍ଷରୁ କମ୍‌ ଚେସ୍‌ ଉଦ୍‌ଯାପିତ

ଭୁବନେଶ୍ୱର, ୮।୮ (ତପନ ସ୍ବାଇଁ) :କଟକ ଜିଲା ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମ ହର୍ଷଗେଟ୍‌ ପରିସରରେ ରାଜ୍ୟ ୯ ବର୍ଷରୁ କମ୍‌ ଚେସ୍‌ ପ୍ରତିଯୋଗିତା...

ଆର୍‌ସିବି ନୁହଁ କି ପଞ୍ଜାବ କିଙ୍ଗ୍ସ; ଏ ହେଉଛି ଆଇପିଏଲ୍‌ରେ ସବୁଠାରୁ ଅଧିକ ମ୍ୟାଚ୍‌ ହାରିଥିବା ଟିମ୍‌

ନୂଆଦିଲ୍ଲୀ,୩।୪: ଆଇପିଏଲ୍‌ ଇତିହାସରେ ଅନେକ ଲଜ୍ଜାଜନକ ରେକର୍ଡ ହୋଇଛି। ସେଥିରୁ ଗୋଟିଏ ହେଲା ସବୁଠାରୁ ଅଧିକ ଥର ମ୍ୟାଚ୍‌ ହାରିବାର ରେକର୍ଡ। ବିଶ୍ୱର ଏହି ବଡ଼...

ଭାରତୀୟ ଦଳକୁ ପୁଣି ଲାଗିଲା ଝଟ୍‌କା

କଲମ୍ବୋ,୩୦।୭: ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଦଳକୁ ଆଉ ଏକ ଝଟ୍‌କା ଲାଗିଛି। ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟାଙ୍କ ପରେ ଦଳର ଆଉ ୨ ଖେଳାଳି କରୋନା...

ମୁମ୍ବାଇ ଇଣ୍ଡିଆନ୍ସକୁ ୨୩୪ ରନ୍‌ ବିଜୟ ଟାର୍ଗେଟ ଦେଲା ଗୁଜୁରାଟ ଟାଇଟନ୍ସ

ଅହମ୍ମଦାବାଦ,୨୬।୫: ମୁମ୍ବାଇ ଇଣ୍ଡିଆନ୍ସକୁ ୨୩୪ ରନ୍‌ ବିଜୟ ଟାର୍ଗେଟ ଦେଇଛି ଗୁଜୁରାଟ ଟାଇଟନ୍ସ। ପ୍ରଥମେ ଟସ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ...

ଶାହରୁଖ ଖାନ୍‌ଙ୍କ ନାଇଟ୍‌ ରାଇଡର୍ସ ଦଳ ଅପରାଜେୟ

ତ୍ରିନିଦାଦ୍‌, ୬।୯: କାରିବୀୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ର ୨୭ତମ ମ୍ୟାଚ୍‌ରେ ତ୍ରିନିବାଗୋ ନାଇଟ୍‌ ରାଇଡର୍ସ ୨୩ ରନରେ ସେଣ୍ଟ ଲୁସିଆ ଜୌକସ୍‌ ଦଳକୁ ପରାସ୍ତ କରିଛି।...

Advertisement
Archives

Model This Week