ଖେଳ

ଅଧିନାୟକ ପଦରୁ ହଟାଯିବା ପରେ କୋହଲିଙ୍କ ଫୋନ୍‌ ସୁଇଚ୍‌ ଅଫ୍‌: ପିଲାଦିନର କୋଚ କହିଲେ…

ନୂଆଦିଲ୍ଲୀ.୧୨।୧୨: ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକତ୍ୱରୁ ହଟାଇବା ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାପୂର୍ବରୁ ବିରାଟ ଟି -୨୦ ବିଶ୍ୱକପରୁ ମଧ୍ୟ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲା। ଏଭଳି ପରିସ୍ଥିତିରେ…

ଯନ୍ତ୍ରଣା ବଖାଣିଲେ କୋହଲି

ନୂଆଦିଲ୍ଲୀ.୧୨।୧୨: ଡିସେମ୍ବର ୧୧ରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର୍‌ ବିରାଟ କୋହଲି ଚତୁର୍ଥ ବାର୍ଷିକୀ ପାଳନ କରିଛନ୍ତି। ଏହି ଦିନ କୋହଲି କିଛି ଫଟୋ ମଧ୍ୟ ଶେୟାର କରିଥିଲେ। ଫଟୋରେ ଝିଅ ଭାମିକା ମଧ୍ୟ ନଜର ଆସିଥିଲେ। ଫଟୋ ଶେୟାର…

ଆଜିର ଦିନରେ ବିଶ୍ୱରେକର୍ଡ କରିଥିଲେ ୟୁନିଭର୍ସ ବସ୍‌

ୱେଷ୍ଟଇଣ୍ଡିଜର ‘ସିକ୍ସର୍‌ କିଙ୍ଗ’ କ୍ରିସ ଗେଲ କ୍ରିକେଟ୍‌ରେ ଅନେକ ରେକର୍ଡ କରିଛନ୍ତି। ୪ ବର୍ଷ ପୂର୍ବେ, ଆଜିର ଦିନ ଅର୍ଥାତ୍‌ ୧୨ ଡିସେମ୍ବର (କ୍ରିକେଟ ରେ ଏହି ଦିନ) ବାଂଲାଦେଶରେ ଗେଲ ଝଡ ମିଳିଥିଲା। ଏକ ଟି -୨୦ ମ୍ୟାଚରେ ସର୍ବାଧିକ…

ଭାରତକୁ ୪ଥର ବିଶ୍ୱ ଚାମ୍ପିଅନ୍‌ କରାଇଥିଲେ ଯୁବରାଜ

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଷ୍ଟାଇଲିସ୍‌ ଖେଳାଳି ଯୁବରାଜ ସିଂ ଆଜି ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ୧୨ ଡିସେମ୍ବର ୧୯୮୧ରେ ଚଣ୍ଡିଗଡ଼ରେ ସେ ଜନ୍ମଗ୍ରହଣ କରିଥିଲେ। ସିକ୍ସର୍‌ କିଙ୍ଗ ନାମରେ ପ୍ରସିଦ୍ଧ ଯୁବରାଜ ଦୀର୍ଘ ଦିନ ଧରି ଦେଶ ପାଇଁ…

ପଞ୍ଜାବ ନିର୍ବାଚନ ପୂର୍ବରୁ ଭାଜପାରେ ସାମିଲ ହେବେ ହରଭଜନ ସିଂ!

ଚଣ୍ଡିଗଡ଼,୧୨ ।୧୨: ଆସନ୍ତା ବର୍ଷ ହେବାକୁ ଯାଉଛି ପଞ୍ଜାବ ବିଧାନସଭା ନିର୍ବାଚନ । ଏଥିପାଇଁ ଏବେଠାରୁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଲେଣି । ଏହାରି ଭିତରେ ଶୁଣିବାକୁ ମିଳିଥିଲା କି କ୍ରିକେଟର ହରଭଜନ ସିଂ ଏଥର ବିଧାନସଭା…

ମିଳିଲା ମାରାଡୋନାଙ୍କ ୨୦ ଲକ୍ଷ ଟଙ୍କାର ଚୋରି ଘଣ୍ଟା

ଦିଶପୁର,୧୧ା୧୨: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନାଙ୍କର ଚୋରି ଘଣ୍ଟା ଆସାମରୁ ମିଳିଛି। ଆସାମ ପୋଲିସ ଦୁବାଇ ପୋଲିସ ସହ ମିଶି ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ସମାଧାନ କରିଛି। ତେବେ ଘଣ୍ଟା ଚୋରି କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଆସାମ ମୁଖ୍ୟମନ୍ତ୍ରୀ…

ଏଲିଟ୍‌ କ୍ଲବରେ ସାମିଲ ହେଲେ ଏହି ସ୍ପିନର

ବ୍ରିସ୍‌ବେନ୍‌,୧୧।୧୨: ଅଷ୍ଟ୍ରେଲୀୟ ଅଭିଜ୍ଞ ସ୍ପିନର ନାଥନ ଲିୟନ ଏକ ବିରଳ ସଫଳତା ହାସଲ କରିଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଆଶେସ ଟେଷ୍ଟରେ ସେ ୪୦୦ ଉଇକେଟ ଅକ୍ତିଆର କରି ଏଲିଟ୍‌ କ୍ଲବରେ ସାମିଲ ହୋଇଛନ୍ତି। ୩୯୯ ଉଇକେଟ ହାସଲ କରିଥିବା ଲିୟନଙ୍କୁ…

ଦଣ୍ଡିତ ହେଲା ଇଂଲଣ୍ଡ

ବ୍ରିସ୍‌ବେନ,୧୧।୧୨: ପ୍ରଥମ ଆଶେଷ ଟେଷ୍ଟରେ ମନ୍ଥର ବୋଲିଂ କରି ଇଂଲଣ୍ଡ ଜରିମାନାର ସମ୍ମୁଖୀନ ହୋଇଛି। ଶତପ୍ରତିଶତ ମ୍ୟାଚ ପାଉଣା ଜରିମାନା ଆକାରରେ ଇଂଲଣ୍ଡ ଦେବ। ଏଥିସହ ଇଂଲଣ୍ଡ ୫ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପଏଣ୍ଟ ହରାଇବ। ଏଲିଟ ପ୍ୟାନେଲ ଅଫ…

ଗାବା ଟେଷ୍ଟରେ ବାଜି ମାରିଲା ଅଷ୍ଟ୍ରେଲିଆ

ବ୍ରିସ୍‌ବେନ,୧୧।୧୨: ଦେଢ ଦିନ ବାକି ଥାଇ ନୂଆ ଅଧିନାୟକ ପ୍ୟାଟ କୁମିନ୍ସଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଦଳ ଆଶେସ ସିରଜର ପ୍ରଥମ ଟେଷ୍ଟରେ ବିଜୟୀ ହୋଇଛି। ସ୍ଥାନୀୟ ଗାବା ଷ୍ଟାଡିୟମରେ ଶନିବାର ଅଷ୍ଟ୍ରେଲିଆ ୯ ଉଇକେଟରେ ଇଂଲଣ୍ଡକୁ ପରାସ୍ତ କରି ୫ ମ୍ୟାଚ…

ପ୍ରଶଂସକଙ୍କୁ ଚ୍ୟାଲେଞ୍ଜ ଦେଲେ ଭଜି

ମୁମ୍ବାଇ,୧୦।୧୨: ଅନ୍ତିମ ଥର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ପକ୍ଷରୁ ଆଇପିଏଲ୍‌ରେ ପ୍ରତିନିଧିତ୍ୱ କରିଥିବା ପୂର୍ବତନ ଭାରତୀୟ ଅଫ୍‌ ସ୍ପିନର ହରଭଜନ ସିଂ ୨୨ ବର୍ଷ ତଳର ଏକ ଫଟୋ ଶେୟାର କରିଛନ୍ତି। ଫଟୋଟି ହେଲା ଭଜିଙ୍କର ୧୯ ବର୍ଷରୁ କମ୍‌…

ପୂର୍ବତନ ଅଧିନାୟକଙ୍କ ରେକର୍ଡ ଭାଙ୍ଗିଲେ ରୁଟ୍‌

ବ୍ରିସବେନ,୧୦।୧୨: ଗୋଟିଏ ବର୍ଷରେ ଇଂଲିଶ ଖେଳାଳି ଭାବେ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ୍‌ କରିବାରେ ପୂର୍ବତନ ଅଧିନାୟକ ମାଇକେଲ ଭନଙ୍କ ରେକର୍ଡ ଭାଙ୍ଗିଛନ୍ତି ଇଂଲଣ୍ଡ ଅଧିନାୟକ ଜୋ ରୁଟ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଆଶେସ ଟେଷ୍ଟର ତୃତୀୟ ଦିନରେ ତଥା ଶୁକ୍ରବାର…

ରୋହିତ-କୋହଲିଙ୍କ ମଧ୍ୟରୁ କାହାକୁ ମିଳେ କେତେ ପାରିଶ୍ରମିକ

ନୂଆଦିଲ୍ଲୀ.୧୦।୧୨: ଭାରତୀୟ କ୍ରିକେଟ ଦଳକୁ ଆଗକୁ ନେବା ଦାୟିତ୍ୱ ଏବେ ରୋହିତ ଶର୍ମାଙ୍କ କାନ୍ଧକୁ ଆସିଛି। ମୁମ୍ବାଇର ଏହି ତାରକା ଖେଳାଳିଙ୍କୁ ଭାରତୀୟ ଦିନିକିଆ ଏବଂ ଟି -୨୦ କ୍ରିକେଟ ଦଳର ନୂତନ ଅଧିନାୟକ କରାଯାଇଛି। ରୋହିତ ବିରାଟ କୋହଲିଙ୍କ ସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?