ବିଶ୍ୱରେକର୍ଡ ଭାଙ୍ଗି ବାପାଙ୍କ ନାଁ ରଖିଥିଲେ ଏହି କ୍ରିକେଟର୍
କ୍ରିକେଟରେ ପ୍ରତି ମ୍ୟାଚ୍ରେ ରେକର୍ଡ ସୃଷ୍ଟି ହୁଏ ଏବଂ ଭାଙ୍ଗେ ମଧ୍ୟ। କିନ୍ତୁ ଏମିତି କିଛି ରେକର୍ଡ ରହିଛି ଯାହା ଭାଙ୍ଗିବା କଷ୍ଟକର। ଶ୍ରୀଲଙ୍କାର ମହାନ ସ୍ପିନର ମୁଥିୟା ମୁରଲୀଥରନଙ୍କ ୮୦୦ ଟେଷ୍ଟ ଉଇକେଟକୁ କୌଣସି ବୋଲର ଭାଙ୍ଗିବା ସହଜରେ...
ଇଂଲଣ୍ଡ ଦଳକୁ ଷ୍ଟୋକ୍ସ, ରବିନସନ୍ଙ୍କ ପ୍ରତ୍ୟାବର୍ତ୍ତନ
ଲଣ୍ଡନ, ୨୨।୭(ପି.ଟି.)- ଭାରତ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ୨ଟି ମ୍ୟାଚ ପାଇଁ ବୁଧବାର ୧୭ ଜଣିଆ ଇଂଲଣ୍ଡ ଦଳ ଘୋଷଣା କରାଯାଇଛି। ତାରକା ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେହିପରି ବର୍ଣ୍ଣବୈଷମ୍ୟ...
ବ୍ରିସ୍ବେନ୍ରେ ଆୟୋଜନ ହେବ ୨୦୩୨ ଅଲିମ୍ପିକ୍ସ
ଟୋକିଓ,୨୨।୭(ଏପି): ଅଷ୍ଟ୍ରେଲିଆର ପୂର୍ବ ଉପକୂଳବର୍ତ୍ତୀ ସହର ବ୍ରିସ୍ବେନ୍ରେ ଆୟୋଜନ ହେବ ୨୦୩୨ ଅଲିମ୍ପିକ୍ସ। ଏ ନେଇ ବୁଧବାର ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଆୟୋଜନ ଦୌଡ଼ରେ ଆଉ କୌଣସି ସହର ସାମିଲ ନ ଥିଲେ। ଆଉ କୌଣସି ସହର ଏହି...
ଅଭ୍ୟାସ ମ୍ୟାଚ୍: ହମିଦଙ୍କ ଶତକ ସତ୍ତ୍ୱେ ଭାରତ ଅଗ୍ରଣୀ
ଚେଷ୍ଟର-ଲି-ଷ୍ଟ୍ରିଟ୍,୨୨।୭: ଏଠାରେ ଚାଲିଥିବା କାଉଣ୍ଟି ସିଲେକ୍ଟ ଏକାଦଶ ବିପକ୍ଷ ୩ ଦିନିଆ ଅଭ୍ୟାସ ମ୍ୟାଚ୍ରେ ଭ୍ରମଣକାରୀ ଭାରତ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। ଟସ୍ ଜିତି ଭାରତ ପ୍ରଥମ ଇନିଂସରେ ଲୋକେଶ ରାହୁଲଙ୍କ ଶତକ (୧୦୧ ରନ) ଓ...
ପେସରଙ୍କ ପାଇଁ ଅଭ୍ୟାସ ମ୍ୟାଚ୍ରେ ଭାରତ ଆଗୁଆ
ଚେଷ୍ଟର-ଲି-ଷ୍ଟ୍ରିଟ୍,୨୧।୭: କାଉଣ୍ଟି ସିଲେକ୍ଟ ଏକାଦଶ ବିପକ୍ଷ ୩ ଦିନିଆ ଅଭ୍ୟାସ ମ୍ୟାଚ୍ରେ ଭ୍ରମଣକାରୀ ଭାରତ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। ଟସ୍ ଜିତି ଭାରତ ପ୍ରଥମ ଇନିଂସରେ ଲୋକେଶ ରାହୁଲଙ୍କ ଶତକ (୧୦୧ ରନ) ଓ ରବିନ୍ଦ୍ର ଜାଡେଜାଙ୍କ...
ଫ୍ୟାନ୍ସଙ୍କୁ ଆଶ୍ୱସ୍ତି ଦେଲେ କୋହଲି
ଡର୍ହାମ,୨୧।୭: ଭାରତୀୟ ଅଧିନାୟକ ବିରାଟ କୋହଲି ପିଠି ଜନିତ ସମସ୍ୟା ଲାଗି ଏଠାରେ ଚାଲିଥିବା କାଉଣ୍ଟି ସିଲେକ୍ଟ ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚ୍ରେ ଖେଳୁ ନାହାନ୍ତି। କୋହଲି ଓ ଉପ ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ଅନୁପସ୍ଥିତିରେ ଅଭ୍ୟାସ ମ୍ୟାଚ୍ରେ ରୋହିତ...
ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍ରେ ଖେଳିବେ ରବିନସନ
ଲଣ୍ଡନ,୨୧।୭: ଆସନ୍ତା ୪ ତାରିଖରୁ ଟ୍ରେଣ୍ଟ ବ୍ରିଜଠାରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ଟେଷ୍ଟ ସିରିଜ୍ର ପ୍ରଥମ ଦୁଇ ମ୍ୟାଚ୍ ଲାଗି ବୁଧବାର ଘୋଷିତ ହୋଇଯାଇଛି ଇଂଲଣ୍ଡ ଦଳ। ଇଂଲଣ୍ଡ ଦଳକୁ ଫେରିଛନ୍ତି ଓଲି ରବିନସନ। ପ୍ରାୟ ୯...
ଦିନିକିଆ ର଼୍ୟାଙ୍କିଙ୍ଗ୍ରେ ବଡ଼ ପରିବର୍ତ୍ତନ
ଦୁବାଇ,୨୧।୭: ଭାରତ-ଶ୍ରୀଲଙ୍କା ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ସହିତ ବାଂଲାଦେଶ-ଜିମ୍ବାଓ୍ବେ ଓ ଦକ୍ଷିଣ ଆଫ୍ରିକା-ଆୟର୍ଲାଣ୍ଡ ଦିନିକିଆ ସିରିଜ୍ ଶେଷ ହେବା ପରେ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍ରେ ଅଦଳବଦଳ ଦେଖିବାକୁ ମିଳିଛି। ଭାରତୀୟ ଓପନର ଶିଖର ଧାଓ୍ବନ ପୂର୍ବ ଅପେକ୍ଷା ୨ଟି ସ୍ଥାନ ଉପରକୁ...
ଡ୍ରେସିଂ ରୁମ୍ରୁ ଓହ୍ଲାଇ ଆସି ଦୀପକଙ୍କୁ ମେସେଜ ଦେଇଥିଲେ ଡ୍ରାଭିଡ୍
ନୂଆଦିଲ୍ଲୀ,୧୭।୭: ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍ ସିରିଜ୍ ବିଜୟ ସହ ଭାରତୀୟ ଦଳର କୋଚ୍ ଭାବେ କ୍ୟାରିୟର ଆରମ୍ଭ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ମ୍ୟାଚ୍ରେ ପରାଜୟ ମୁହଁରୁ ମ୍ୟାଚ୍ ଛଡ଼ାଇ ଆଣିଥିଲା ଭାରତୀୟ ଦଳ। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ଟି...
ହାରିବା ପରେ ପଡିଆରେ ଅଧିନାୟକ-କୋଚ୍ଙ୍କ ମଧ୍ୟରେ ପ୍ରବଳ ଝଗଡା
କଲମ୍ବୋ,୨୧।୭: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି। ଟିମ ଇଣ୍ଡିଆ ସମ୍ମୁଖରେ ଶ୍ରୀଲଙ୍କା ୨୭୬ ରନ ଲକ୍ଷ୍ୟ ରଖିଥିଲା। ଏକ ସମୟରେ ଦଳ ଏକଦା ୧୯୩ ରନରେ ୭ ଉଇକେଟ ହରାଇଥିଲା। କିନ୍ତୁ ଟିମ...
ବାଲାଦେବୀ, ମନୀଷାଙ୍କୁ ଏଆଇଏଫ୍ଏଫ୍ ପୁରସ୍କାର
ନୂଆଦିଲ୍ଲୀ, ୨୧।୭(ପି.ଟି.)- ଭାରତୀୟ ଟିମ୍ ଫରଓ୍ବାର୍ଡ ବାଲାଦେବୀ ଏଆଇଏଫ୍ଏଫ୍ (ସର୍ବଭାରତୀୟ ଫୁଟ୍ବଲ ଫେଡେରେଶନ) ଓମେନ୍ସ ଫୁଟବଲର ଅଫ୍ ଦି ଇୟର ପୁରସ୍କାର ପାଇଛନ୍ତି। ଯୁବ ଖେଳାଳି ମନୀଷା କଲ୍ୟାଣ ୨୦୨୦-୨୧ ସିଜନ ପାଇଁ ଇମର୍ଜିଂ ପୁରସ୍କାର ହାସଲ କରିଛନ୍ତି। ବାଲାଦେବୀ...
ଭାରତୀୟ ମହିଳା ଫୁଟ୍ବଲ କୋଚ୍ ପଦ ଛାଡ଼ିଲେ ମେମୋଲ
ନୂଆଦିଲ୍ଲୀ, ୨୧।୭(ପି.ଟି.)- ମେମୋଲ ରକି ଭାରତୀୟ ମହିଳା ଫୁଟ୍ବଲ ଦଳର କୋଚ୍ ପଦ ଛାଡ଼ିଛନ୍ତି। ଗତ ୪ ବର୍ଷ ଧରି ଜାତୀୟ ଦଳ ଦାୟିତ୍ୱରେ ଥିବା ମେମୋଲ ବ୍ୟକ୍ତିଗତ କାରଣ ଦର୍ଶାଇ ଓହରି ଯାଇଛନ୍ତି। ପୂର୍ବରୁ ସହକାରୀ କୋଚ୍ ଥିବା...
Archives


