ଖେଳ

ବ୍ୟାଟିଂ ବେଳେ ଛାତିରେ ଯନ୍ତ୍ରଣା, ହସ୍ପିଟାଲରେ ପାକିସ୍ତାନ ଓପନର

କରାଚୀ, ୨୧ା୧୨ (ପି.ଟି.)- କ୍ୱେଦ୍‌-ଇ-ଟ୍ରଫି ଘରୋଇ କ୍ରିକେଟ ଟୁର୍ନାମେଣ୍ଟରେ ବ୍ୟାଟିଂ କରୁଥିବା ବେଳେ ପାକିସ୍ତାନ ଟେଷ୍ଟ ଓପନର ଆବିଦ ଅଲି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏଣୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟୁର୍ନାମେଣ୍ଟରେ ଆବିଦ ସେଣ୍ଟ୍ରାଲ ପଞ୍ଜାବ…

ଏସିଆନ ଚାମ୍ପିୟନଶିପ୍‌ ଟ୍ରଫି ବଜାୟ ରଖିପାରିଲା ନାହିଁ ଭାରତ

ଢାକା,୨୧।୧୨: ଏଠାରେ ଚାଲିଥିବା ଏସିଆନ ଚାମ୍ପିୟନଶିପ୍‌ ଟ୍ରଫି ହକି ଟୁର୍ନାମେଣ୍ଟରେ ଭାରତ ସେମିଫାଇନାଲ ବାଧା ଅତିକ୍ରମ କରିବାରେ ବିଫଳ ହୋଇଛି। ଇଭେଣ୍ଟରେ ଅପରାଜିତ ଥିବା ଟିମ୍‌ ଇଣ୍ଡିଆକୁ ସେମିଫାଇନାଲରେ ୫-୩ ଗୋଲରେ ହରାଇ ଦେଇଛି ଅପେକ୍ଷାକୃତ ଦୁର୍ବଳ ଜାପାନ। ଏହି ପରାଜୟ…

‘ବିରାଟଙ୍କ କାନ୍ଧରୁ କମ୍‌ ହୋଇଗଲା ବୋଝ’

ନୂଆଦିଲ୍ଲୀ,୨୧।୧୨: ସମସ୍ତ ତିନୋଟି ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ଥିବା ବିରାଟ କୋହଲିଙ୍କୁ ବର୍ତ୍ତମାନ କେବଳ ଟେଷ୍ଟର ଦାୟିତ୍ୱ ଦିଆଯାଇଛି। କୋହଲି ଟି-୨୦ ବିଶ୍ୱକପ ପରେ ଏହି ଫର୍ମାଟର ଅଧିନାୟକତ୍ୱ ଛାଡିଛନ୍ତି। ଏହାପରେ ଦକ୍ଷିଣ ଆଫ୍ରିକା ଗସ୍ତକୁ ଯିବା ପୂର୍ବରୁ କୋହଲିଙ୍କ…

ଦକ୍ଷିଣ ଆଫ୍ରିକାକୁ ଶକ୍ତ ଧକ୍କା

ଜୋହାନ୍ସବର୍ଗ,୨୧।୧୨: ଭାରତ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଶକ୍ତ ଧକ୍କା ଲାଗିଛି। ଦଳର ପେସର ଅନରିଚ ନର୍ଟଜେ ପୂରା ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ଆହତ ସମସ୍ୟା କାରଣରୁ ତାଙ୍କୁ ଏଭଳି ଅବସ୍ଥା ଭୋଗିବାକୁ ପଡ଼ିଛି।…

ଆସନ୍ତା ୨ ମାସ ପାଇଁ ପଡ଼ିଆକୁ ଓହ୍ଲାଇବେ ନାହିଁ ପାଣ୍ଡ୍ୟା!

ନୂଆଦିଲ୍ଲୀ,୨୧।୧୨: ୨୦୨୧ ଭାରତୀୟ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଦୌ ଭଲ ନ ଥିଲା। ସେ ପ୍ରଥମେ ଆଇପିଏଲ ୨୦୨୧ରେ ବିଫଳ ହୋଇଥିଲେ। ତା’ପରେ ଟି -୨୦ ବିଶ୍ୱକପରେ ମଧ୍ୟ ଭଲ ପ୍ରଦର୍ଶନ କରିପାରି ନ ଥିଲେ। ଏହା ପରେ ମୁମ୍ବାଇ ଇଣ୍ଡିଆନ୍ସ…

ଫିଲ୍ମ ‘୮୩’ ଦେଖି କାନ୍ଦିଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତା ରଣଭୀର ସିଂ ତାଙ୍କର ଆଗାମୀ ଫିଲ୍ମ ‘୮୩’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ୧୯୮୩ ମସିହାରେ ଭାରତର କ୍ରିକେଟ ବିଶ୍ୱକପ ବିଜୟ ଉପରେ ଆଧାରିତ ଏହି ଫିଲ୍ମରେ ରଣଭୀର କ୍ରିକେଟର କପିଲ ଦେବଙ୍କ ଭୂମିକାରେ ନଜର ଆସିବେ।…

‘୮ ମିନିଟ୍‌ରେ ୨ କିଲୋମିଟର୍‌ ଦୌଡି ନ ପାରିଲେ କଟିବ ଦରମା’

କଲମ୍ବୋ,୨୧।୧୧: ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଖେଳାଳିଙ୍କ ଫିଟନେସ ଉପରେ ଜୋର ଦେଇଛି। ଏଥିପାଇଁ ଆସନ୍ତା ବର୍ଷ ଠାରୁ ଦଳର ଖେଳାଳିଙ୍କ ପାଇଁ ଚୟନ ମାନଦଣ୍ଡ ଅଧିକ କଠୋର ହେବ। ଶ୍ରୀଲଙ୍କା ବୋର୍ଡ ଏହାର ନିର୍ଦ୍ଦେଶାବଳୀ ଜାରି କରିଛି। ନୂତନ ଗାଇଡଲାଇନ ଅନୁଯାୟୀ,…

କ୍ରିକେଟ୍‌ର ‘ଡନ୍‌’ କିଏ ଜାଣନ୍ତି

କ୍ରିକେଟରେ ସାର୍‌ ଡନ ବ୍ରାଡମ୍ୟାନଙ୍କ ନାଁ ଆଜି ବି ସର୍ବଶ୍ରେଷ୍ଠ। ତାଙ୍କୁ କ୍ରିକେଟର୍‌ ‘ଡନ୍‌’ କୁହାଯାଏ। ତାଙ୍କ ପରି ଏକ ରନ ମେସିନ କ୍ରିକେଟରେ ଆସିବା କଷ୍ଟକର। ଟେଷ୍ଟରେ ହାରାହାରି ୯୯.୯୪ରେ ରନ୍‌ ସ୍କୋର କରିବା ଏହାର ପ୍ରମାଣ। ବ୍ରାଡମ୍ୟାନ ବ୍ୟାଟ…

ପାକିସ୍ତାନୀ କ୍ରିକେଟରଙ୍କ ନାମରେ ସାଙ୍ଘାତିକ ଅଭିଯୋଗ

କରାଚୀ, ୨୧।୧୨ : ପାକିସ୍ତାନ ଟେଷ୍ଟ ଲେଗ୍‌ ସ୍ପିନର ୟାସିର ଶାହା ଓ ତାଙ୍କର ଜଣେ ସାଙ୍ଗଙ୍କ ବିରୋଧରେ ନାବାଳିକାଙ୍କୁ ଅପହରଣ, ଯୌନ ନିର୍ଯାତନା ଏବଂ ଧମକାଇଥିବା ଅଭିଯୋଗ ହୋଇଛି। ଏ ନେଇ ଲାହୋରର ଶାଲିମାର ଥାନାରେ ମାମଲା ରୁଜୁ ହୋଇଛି।…

କୋହଲିଙ୍କ ବ୍ୟାଟିଂ ଉପରେ କାମ କରୁଛନ୍ତି ଡ୍ରାଭିଡ୍‌

ସେଞ୍ଚୁରିଆନ,୨୦।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପୂର୍ବରୁ ସେଞ୍ଚୁରିଆନଠାରେ ପୂର୍ବ ଦୁଇ ଦିନ ଭଳି ସୋମବାର ମଧ୍ୟ ନେଟ୍ସରେ ଝାଳ ବୁହାଇଛନ୍ତି ଭରତୀୟ ଦଳର ଖେଳାଳି। ଏହାର କିଛି ଫଟୋ ଶେୟାର କରିଛି ବିସିସିଆଇ। ଏକ…

ଦୁଇ ଥର ପାକିସ୍ତାନ ଗସ୍ତ କରିବ ନ୍ୟୁଜିଲାଣ୍ଡ

କରାଚୀ,୨୦।୧୨: ଚଳିତ ବର୍ଷ ପାକିସ୍ତାନରେ ସୀମିତ ଓଭର ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ସ୍ବଦେଶ ଫେରିଯାଇଥିଲା ନ୍ୟୁଜିଲାଣ୍ଡ। ବାତିଲ ହୋଇଥିବା ସେହି ସିରିଜ୍‌ ଲାଗି ନ୍ୟୁଜିଲାଣ୍ଡ ୨୦୨୨-୨୩ ସିଜନରେ ଦୁଇ ଥର ପାକିସ୍ତାନ ଗସ୍ତ କରିବ। ଏ ନେଇ ପାକିସ୍ତାନ କ୍ରିକେଟ…

ତ୍ରିଶତକ ହାସଲ କଲେ ଶୋଏବ ମଲିକଙ୍କ ଭଣଜା

କରାଚୀ,୨୦।୧୨: ପାକିସ୍ତାନର ପୂର୍ବତନ ଅଧିନାୟକ ଶୋଏବ ମଲିକଙ୍କ ଭଣଜା ମହମ୍ମଦ ହୁରାଇରା ସୋମବାର ଇତିହାସ ରଚିଛନ୍ତି। ସେ ଦେଶର ଦ୍ୱିତୀୟ ସର୍ବକନିଷ୍ଠ କ୍ରିକେଟର ଭାବେ କୁଏଦ-ଏର-ଆଜାମ ଟ୍ରଫିରେ ହାସଲ କରିଛନ୍ତି ତ୍ରିଶତକ। ଚଳିତ ସିଜନରେ ପ୍ରଥମ ଶ୍ରେଣୀ ପଦାର୍ପଣ କରିଥିବା ହୁରାଇରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?