ବିସିସିଆଇ ସଭାପତି ଭାବେ ଯାହା କରିବା ଉଚିତ ମୁଁ ତାହା କରୁଛି: ଗାଙ୍ଗୁଲି
ନୂଆଦିଲ୍ଲୀ,୪।୨: ଚର୍ଚ୍ଚାରେ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି। ବିସିସିଆଇ ସଭାପତି ଭାବରେ ୨୬ ମାସର କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ଥର ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ଏବେ ଗାଙ୍ଗୁଲି ଉକ୍ତ ଅଭିଯୋଗର ଜବାବ ରଖିଛନ୍ତି। ସେ କହିଛନ୍ତି, ମୁଁ କାହାକୁ କିଛି…
ଧାଓ୍ବନଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଲେ ‘ବେବି ଏବି’, ରଚିଲେ ଇତିହାସ
ନୂଆଦିଲ୍ଲୀ,୪।୨: ଏବି ଡି’ଭିଲିୟର୍ସ ବିଶ୍ୱର ସବୁଠାରୁ ପ୍ରିୟ କ୍ରିକେଟରଙ୍କ ମଧ୍ୟରୁ ଜଣେ। କ୍ରିକେଟରଙ୍କ ଅବସରକୁ ଏକ ବର୍ଷ ପୁରି ନ ଥିବା ବେଳେ ଏବେ କ୍ରିକେଟ ଦୁନିଆରେ ଡିଓ୍ବାଲ୍ଡ ବ୍ରେଭିସ୍ ତାଙ୍କ ସ୍ଥାନ ନେବାକୁ ପ୍ରସ୍ତୁତ। ତାଙ୍କୁ ‘ବେବି ଏବି’ ମଧ୍ୟ…
ଏହି ୫ କ୍ରିକେଟରଙ୍କୁ ଆଦୌ ପସନ୍ଦ କରନ୍ତି ନାହିଁ ଭାରତୀୟ ପ୍ରଶଂସକ; ପଡ଼ିଆକୁ ଆସିବା ମାତ୍ରେ…
ନୂଆଦିଲ୍ଲୀ, ୪।୨: ଭାରତରେ କ୍ରିକେଟର କ୍ରେଜ୍ କାହିଁରେ କେତେ। ସେଥିପାଇଁ ଭାରତୀୟ କ୍ରିକେଟରମାନଙ୍କୁ କେବଳ ଦେଶରେ ନୁହେଁ ବରଂ ସମଗ୍ର ବିଶ୍ୱରେ ସମ୍ମାନ ମିଳିଥାଏ। ହେଲେ ଏଭଳି ୫ କିମ୍ବଦନ୍ତୀ କ୍ରିକେଟର ଅଛନ୍ତି, ଯାହାକୁ ଭାରତୀୟ ପ୍ରଶଂସକ ବହୁତ ଘୃଣା କରନ୍ତି।…
ଇଂଲଣ୍ଡ ମୁଖ୍ୟ କୋଚ୍ ପଦରୁ ବିଦା ହେଲେ ସିଲଭରଉଡ୍
ଲଣ୍ଡନ,୪।୨: ଇଂଲଣ୍ଡର ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଇଛନ୍ତି କ୍ରିସ ସିଲଭରଉଡ୍। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଆଶେସ ସିରିଜରେ ଇଂଲଣ୍ଡର ଲଜ୍ଜାଜନକ ପ୍ରଦର୍ଶନ ପରେ ତାଙ୍କୁ କୋଚ୍ ପଦ ଛାଡ଼ିବା ନେଇ କୁହାଯାଇଥିଲା। ଶେଷରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଏହାପରେ…
ବାରବାଟୀରେ ଖେଳାଯିବ ଟି-ଟ୍ବେଣ୍ଟି!
କଟକ ଅଫିସ,୪।୨: ଆସନ୍ତା ଜୁନ୍ରେ ବାରବାଟୀରେ ଦକ୍ଷିଣ ଆଫ୍ରିକା-ଭାରତ ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳାଯିବ। ତେବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ବାରବାଟୀରେ ମ୍ୟାଚ କରାଇବା ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରାଙ୍କ ସହିତ ବିଶେଷ ଆଲୋଚନା ହୋଇଛି । ଓଡ଼ିଶା…
‘ଗଙ୍ଗୁବାଇ କାଠିଆୱାଡି’ର ଟ୍ରେଲର ରିଲିଜ୍
ବହୁ ପ୍ରତିକ୍ଷିତ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ର ଟ୍ରେଲର ରିଲିଜ ହୋଇଛି। ଫିଲ୍ମରେ ଲିଡ ରୋଲରେ ଆଲିଆ ଭଟ୍ଟ ଥିବାବେଳେ ତାଙ୍କ ଅପୋଜିଟ୍ରେ ଅଛନ୍ତି ଅଜୟ ଦେବଗନ। ଦମ୍ଦାର ଡାଏଲଗ, ଜବରଦସ୍ତ ଅଭିନୟ ସହ ଦର୍ଶକଙ୍କ ହୃଦୟ ଜିତିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ।…
ବିରାଟ ମାଇଲଷ୍ଟୋନଠାରୁ ୬ ରନ୍ ଦୂରରେ କୋହଲି
ଅହମ୍ମଦାବାଦ,୪।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍। ଅଧିନାୟକ ଭାବେ କ୍ୟାରିୟର ଶେଷ ହେବା ପରେ ମଧ୍ୟ ବରିଷ୍ଠ ବ୍ୟାଟର ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ସଭିଙ୍କ ଦୃଷ୍ଟିରେ ରହିବ। ଏହି ମ୍ୟାଚ୍ରେ…
ପାକିସ୍ତାନ ପେସରଙ୍କ ଖେଳିବା ଉପରେ ଲାଗିଲା କଟକଣା
ଇସ୍ଲାମାବାଦ୍,୪।୨: ପାକିସ୍ତାନ ପେସର ମହମ୍ମଦ ହାସନେନ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରେ ବୋଲିଂ କରିବାରୁ ବାସନ୍ଦ ହୋଇଛନ୍ତି। ଲାହୋରସ୍ଥିତ ଆଇସିସି ଆକ୍ରେଡିଟେଡ୍ ଟେଷ୍ଟିଂ ସେଣ୍ଟରରେ ତାଙ୍କ ବୋଲିଂ ଷ୍ଟାଇଲ୍ ଅସିଦ୍ଧ ଥିବା ଜଣାପଡ଼ିଛି। ହାସନେନଙ୍କ ବୋଲିଂ ଆକ୍ଶନ ପରୀକ୍ଷା ପରେ ପାକିସ୍ତାନ…
ଆଇପିଏଲ୍ରେ ଉଇକେଟକିପିଂ କରିବେ ରାୟୁଡୁ
ନୂଆଦିଲ୍ଲୀ,୪।୨: ଆସନ୍ତା ୧୨ ଓ ୧୩ ତାରିଖରେ ବାଙ୍ଗାଲୁରୁଠାରେ ହେବାକୁ ଥିବା ଆଇପିଏଲ୍ ଅକଶନ ପ୍ରକ୍ରିୟା ଲାଗି ଗତ ସୋମବାର ଚୂଡ଼ାନ୍ତ ଖେଳାଳିଙ୍କ ତାଲିକା ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିାଇ)। ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଥିବା ଖେଳାଳିଙ୍କ…
ଟିମ୍ ଇଣ୍ଡିଆ ପାଇଁ ରେକର୍ଡ ମ୍ୟାଚ୍
ଅହମ୍ମଦାବାଦ୍,୪।୨: ଆସନ୍ତା ୬ ତାରିଖରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ରେ ଓହ୍ଲାଇବା କ୍ଷଣି ଏକ ସ୍ବତନ୍ତ୍ର ରେକର୍ଡ କରିବ ଟିମ୍ ଇଣ୍ଡିଆ। ଭାରତୀୟ ଦଳ ପାଇଁ ଏହା ହେବାକୁ ଯାଉଛି ଏକ ହଜାର ତମ ଦିନିକିଆ…
ବିଶ୍ୱକପ୍ ଫାଇନାଲ୍ ପୂର୍ବରୁ ଖେଳାଳିଙ୍କୁ ଗୁରୁମନ୍ତ୍ର ଦେଲେ ବିରାଟ କୋହଲି
ଅହମଦାବାଦ୍,୪।୨:ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରି ଅଷ୍ଟମ ଥର ପାଇଁ ଅଣ୍ଡର -୧୯ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି । ଫେବୃୟାରୀ ୫ରେ ଶନିବାର ଟାଇଟଲ ପାଇଁ ଇଂଲଣ୍ଡକୁ ଭେଟିବ ଭାରତ। ଏହି ବଡ ମ୍ୟାଚ ପୂର୍ବରୁ ସିନିୟର ଦଳର ପୂର୍ବତନ…
ପୂଜାରା, ରାହାନେଙ୍କ ଫର୍ମ ଉପରେ ମୁହଁ ଖୋଲିଲେ ଗାଙ୍ଗୁଲି
ନୂଆଦିଲ୍ଲୀ,୩।୨: ବରିଷ୍ଠ ଟେଷ୍ଟ ବ୍ୟାଟର ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେ ଏବେ ଫର୍ମରେ ନାହାନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ରେ ଦୁହେଁ ୬ଟି ଇନିଂସ ଖେଳି କେବଳ ଗୋଟିଏ ଅର୍ଦ୍ଧଶତକ ହାସଲ କରିପାରିଥିଲେ। ଏଥିଯୋଗୁ ଟେଷ୍ଟ ଦଳରେ ଏମାନଙ୍କ ସ୍ଥାନ…

