ଖେଳ

୨୫ ବର୍ଷ ହେବ ପ୍ରତିଦିନ ସମାନ ଖାଦ୍ୟ ଖାଉଛନ୍ତି ପ୍ରସିଦ୍ଧ ଫୁଟବଲର୍‌ଙ୍କ ସ୍ତ୍ରୀ

ଇଂଲଣ୍ଡର ପୂର୍ବତନ ଫୁଟବଲ ଖେଳାଳି ତଥା କୋଟିପତି ଡେଭିଡ ବେକହମ ଏକ ଅଜବ ଘଟଣାର ଖୁଲା କରିଛନ୍ତି। ତାଙ୍କ ସ୍ତ୍ରୀ ଭିକ୍ଟୋରିଆ ୨୫ ବର୍ଷ ଧରି ପ୍ରତିଦିନ ସମାନ ଖାଦ୍ୟ ଖାଉଛନ୍ତି। ୪୬ ବର୍ଷିୟ ବେକହମ କହିଛନ୍ତି ଯେ, ସେ ତାଙ୍କ…

ଗୋଟିଏ ଭୁଲ୍‌ ପାଇଁ ଆଫଗାନିସ୍ତାନର ସ୍ବପ୍ନ ଧୂଳିସାତ୍‌

ଆଣ୍ଟିଗୁଆ,୨।୨:ଇଂଲଣ୍ଡ ଅଣ୍ଡର -୧୯ ବିଶ୍ୱକପ ଫାଇନାଲରେ ପହଞ୍ଚିଛି। ପ୍ରଥମ ସେମିଫାଇନାଲରେ ସେମାନେ ଡକ ଓ୍ବର୍ଥ-ଲୁଇସ ନିୟମ ଆଧାରରେ ଆଫଗାନିସ୍ତାନକୁ ୧୫ ରନ୍‌ରେ ପରାସ୍ତ କରିଥିଲେ। ଏହା ସହ ଆଫଗାନିସ୍ତାନର ପ୍ରଥମ ଥର ପାଇଁ ଆଇସିସି ବିଶ୍ୱକପ ଫାଇନାଲରେ ପ୍ରବେଶ କରିବାର ସ୍ବପ୍ନ…

ଆଇପିଏଲ୍‌ ନିଲାମରେ ସାମିଲ ହେଲେ କ୍ରୀଡା ମନ୍ତ୍ରୀ

ବେଙ୍ଗାଲୁରୁ,୨।୨: ଆଇପିଏଲ୍‌ ୨୦୨୨ର ମେଗା ନିଲାମ ୧୨ ଏବଂ ୧୩ ଫେବୃୟାରୀରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ଏଥିରେ କେତେ ଖେଳାଳିଙ୍କୁ ନିଲାମ କରାଯିବ ତାହାର ଅନ୍ତିମ ତାଲିକା ପ୍ରକାଶ ପାଇଛି। ଏହି ନିଲାମରେ ମୋଟ ୫୯୦ ଖେଳାଳି ଅଂଶଗ୍ରହଣ କରିବେ। ସେଠାରେ…

ଆଜି ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ୍‌ ସେମିଫାଇନାଲ୍‌: କେବେ, କେଉଁଠି ଦେଖିବେ ମ୍ୟାଚ୍‌

ଆଣ୍ଟିଗୁଆ,୨।୨: ଆଣ୍ଟିଗୁଆର କୁଲିଜ କ୍ରିକେଟ ଗ୍ରାଉଣ୍ଡରେ ବୁଧବାର ଅଣ୍ଡର -୧୯ ବିଶ୍ୱକପ୍‌ର ସେମିଫାଇନାଲ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ବାଂଲାଦେଶକୁ ପରାସ୍ତ କରି ଭାରତ ସେମିଫାଇନାଲରେ ପ୍ରବେଶ କରିଥିବାବେଳେ ଅଷ୍ଟ୍ରେଲିଆ ପାକିସ୍ତାନକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି।…

ବଦଳି ଗଲେଣି କୋହଲି

ନୂଆଦିଲ୍ଲୀ,୧।୨: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଗୋଟିଏ ଶତକ ହାସଲ କରିବାର ପ୍ରାୟ ୨ ବର୍ଷ ବିତିଯାଇଛି। ତାଙ୍କର ୭୧ ତମ ଅନ୍ତର୍ଜାତୀୟ ଶତକ କେବେ ହେବ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ୨୦୧୯ରେ ଇଡେନ ଗାର୍ଡେନ୍ସରେ…

୧୦୦୦ତମ ଦିନିକିଆ ମ୍ୟାଚ୍‌ ଖେଳାଯିବ ବିନା ଦର୍ଶକରେ

ଅହମ୍ମଦାବାଦ,୧।୨: ଆସନ୍ତା ୬ ତାରିଖରେ ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଓ୍ବେଷ୍ଟଇଣ୍ଡିଜ ଦିନିକିଆ ସିରିଜ୍‌ର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଏହା ଟିମ୍‌ ଇଣ୍ଡିଆ ପାଇଁ ହେବାକୁ ଯାଉଛି ୧୦୦୦ ଦିନିକିଆ ମ୍ୟାଚ୍‌। ବିଶ୍ୱର ପ୍ରଥମ ଦଳ ଭାବେ ଭାରତୀୟ ଦଳ…

ମର୍କ୍ୟୁ ଖେଳାଳିଙ୍କ ତାଲିକାରେ ଧାଓ୍ବନ, ଶ୍ରେୟାସ

ନୂଆଦିଲ୍ଲୀ,୧।୨: ଆସନ୍ତା ୧୨ ଓ ୧୩ ତାରିଖରେ ବେଙ୍ଗାଲୁରୁରେ ହେବାକୁ ଯାଉଛି ଆଇପିଏଲ ଅକ୍‌ଶନ । ଏଥି ଲାଗି ମଙ୍ଗଳବାର କେଉଁ ବେସ୍‌ ପ୍ରାଇସ୍‌ରେ କେଉଁ ଖେଳାଳିମାନେ ସ୍ଥାନ ପାଇଛନ୍ତି, ତାହା ପ୍ରକାଶ କରିଛି ବିସିସିଆଇ। ମର୍କ୍ୟୁ ଖେଳାଳିଙ୍କ ପାଇଁ ପୂର୍ବ…

ଚମତ୍କାର କ୍ୟାଚ୍‌ ଧରିଲେ ଏହି କ୍ରିକେଟର୍‌, ସମସ୍ତେ ଦେଖି ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ

ଆଣ୍ଟିଗୁଆ,୨।୨: ୱେଷ୍ଟଇଣ୍ଡିଜରେ ଖେଳାଯାଉଥିବା ଅଣ୍ଡର -୧୯ ବିଶ୍ୱକପରେ ଅନେକ ମହାନ ମ୍ୟାଚ ଦେଖିବାକୁ ମିଳିଥିଲା। ଟୁର୍ନାମେଣ୍ଟ ବର୍ତ୍ତମାନ ଶେଷ ହେବାକୁ ଯାଉଛି ଏବଂ ମଙ୍ଗଳବାରଠାରୁ ସେମିଫାଇନାଲ ପର୍ଯ୍ୟାୟ ଆରମ୍ଭ ହେଉଛି। ପ୍ରଥମ ସେମିଫାଇନାଲରେ ଇଂଲଣ୍ଡ ଏବଂ ଆଫଗାନିସ୍ତାନର ଦଳ ବୁଧବାର ଦ୍ୱିତୀୟ…

ନିଲାମ ହେବେ ୫୯୦ ଖେଳାଳି, ୪୮ ଜଣଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି…

ବେଙ୍ଗାଲୁରୁ, ୧।୨ : ଆଇପିଏଲ୍‌ ପାଇଁ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଫେବୃୟାରୀ ୧୨ ଏବଂ ୧୩ରେ ବେଙ୍ଗାଲୁରୁରେ ହେବ। ଏଥିପାଇଁ ୧୯ ଦେଶର ୫୯୦ ଖେଳାଳିଙ୍କୁ ଚୟନ କରାଯାଇଛି। ସେଥିମଧ୍ୟରେ ୪୮ ଜଣ ଖେଳାଳିଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ଟଙ୍କା…

ଅଧିନାୟକ ପଦ ଛାଡିବା ପରେ ପ୍ରଥମଥର ମୁହଁ ଖୋଲିଲେ ବିରାଟ କୋହଲି

ନୂଆଦିଲ୍ଲୀ,୩୧।୧:ନିକଟରେ ବିରାଟ କୋହଲି ଭାରତର ଟେଷ୍ଟ ଦଳର ଅଧିନାୟକତ୍ୱ ଛାଡିଛନ୍ତି। ଏହା ସହିତ ସେ ସମସ୍ତ ତିନୋଟି ଫର୍ମାଟରୁ ଅଧିନାୟକ ପଦ ହରାଇଛନ୍ତି। ବିରାଟଙ୍କ ଏହି ନିଷ୍ପତ୍ତି ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏହା ପଛର କାରଣ ହେଉଛି ବିରାଟ ଭାରତର…

ଭାରତକୁ ସେମିଫାଇନାଲ୍‌ରେ ପହଞ୍ଚାଇଲେ ଯବାନଙ୍କ ପୁଅ, ବାପା କହିଲେ କାଲି ପର୍ଯ୍ୟନ୍ତ…

ଆଣ୍ଟିଗୁଆ,୩୧।୧: ଆଇସିସି ଅଣ୍ଡର ୧୯ ବିଶ୍ୱକପର କ୍ୱାର୍ଟର ଫାଇନାଲ ମ୍ୟାଚରେ ଭାରତ ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଏହି ମ୍ୟାଚରେ ବାମହାତୀ ଦ୍ରୁତ ବୋଲର ରବି କୁମାର ଚମତ୍କାର ବୋଲିଂ କରିଥିଲେ। ସେ ମ୍ୟାଚରେ ୭ ଓଭରରେ…

୪ ବଲ୍‌ରୁ ୪ ଉଇକେଟ୍‌ ନେଇ ଇତିହାସ ରଚିଲେ ଏହି ବୋଲର୍‌

ବାର୍‌ବାଡୋସ୍‌,୩୧।୧: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜର ଶେଷ ମ୍ୟାଚରେ କାରିବିଆନ ବୋଲର ଜେସନ ହୋଲ୍ଡର ଚାରିଟି ବଲରେ ଚାରିଟି ଉଇକେଟ ନେଇଥିଲେ। ଏହା ସହିତ ସେ ନିଜ ଦଳକୁ ସିରିଜର ଶେଷ ମ୍ୟାଚ ବିଜୟ ଦେବା ସହ ସିରିଜ ଜିତାଇଥିଲେ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?