ପିବିକେଏସ୍‌ ଜିତିଲା ଟସ୍‌, ପ୍ରଥମେ ବ୍ୟାଟିଂ…

ମୁମ୍ବାଇ, ୭।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୨ତମ ମ୍ୟାଚ୍‌ରେ ଶନିବାର ରାଜସ୍ଥାନ ରୟାଲର୍‌ସ (ଆର୍‌ଆର୍‌) ବିପକ୍ଷରେ ପଞ୍ଜାବ କିଙ୍ଗସ(ପିବିକେଏସ୍‌) ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ପିବିକେଏସ୍‌ ଅଧିନାୟକ ମୟଙ୍କ ଅଗ୍ରଓ୍ବାଲଟସ ଜିଣିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆର୍‌ଆର୍‌ ଅଧିନାୟକ ସଞ୍ଜୁ ସାମସନଙ୍କ ନେତୃତ୍ୱରେ ଟିମ୍‌ ବୋଲିଂ ଆରମ୍ଭ କରିଛି।

ଆର୍‌ଆର୍‌ ଟିମ୍‌ରେ ଜୋସ ବଟଲର୍‌, ଯଶସ୍ବ ଜୟସୱାଲ, ସଞ୍ଜୁ ସାମସନ (ଓ୍ବିକେଟ କିପର ଏବଂ ଅଧିନାୟକ), ଦେବଦତ୍ତ ପାଦିକ୍କାଲ, ଶିମରୋନ ହେଟମିୟର, ରିୟାନ ପାରାଗ, ରବିଚନ୍ଦ୍ରନ ଅଶ୍ୱିନ, ୟୁଜଭେନ୍ଦ୍ର ଚହଲ, ଟ୍ରେଣ୍ଟ ବୋଲ୍ଟ, ନବଦୀପ ସୈନି, ପ୍ରସିଦ୍ଧ କୃଷ୍ଣା ପ୍ରମୁଖ ଖେଳୁଛନ୍ତି।

ସେହିପରି ପିବିକେଏସ୍‌ ଟିମ୍‌ରେ ମୟଙ୍କ ଅଗ୍ରୱାଲ (ଅଧିନାୟକ), ଶିଖର ଧାୱନ, ଜନି ବେୟାରଷ୍ଟୋ, ଭାନୁକା ରାଜପାକସେ, ଲିଆମ ଲିଭିଙ୍ଗଷ୍ଟୋନ, ଜିତେଶ ଶର୍ମା (ଓ୍ବିକେଟ କିପର), ଋଷି ଧାୱନ, କାଗିସୋ ରାବାଡା, ରାହୁଲ ଚହର, ଅର୍ଶଦୀପ ସିଂ, ସନ୍ଦୀପ ଶର୍ମା ପ୍ରମୁଖ ଖେଳୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁରୋକପ୍‌ ଫୁଟ୍‌ବଲ ଉଦ୍‌ଘାଟିତ

ରୋମ୍‌,୧୩।୬(ଏପି): କୋଭିଡ୍‌-୧୯ ସାରା ବିଶ୍ୱକୁ ପ୍ରଭାବିତ କରିବା ପରେ ପ୍ରଥମଥର ପାଇଁ କୌଣସି ବୃହତ୍‌ ସ୍ପୋଟର୍‌ସ ଇଭେଣ୍ଟ ଆରମ୍ଭ ହୋଇଛି। ୟୁରୋପ ମହାଦେଶର ସର୍ବବୃହତ୍‌ ଫୁଟ୍‌ବଲ...

ନେଟ୍ସରେ ଅଭ୍ୟାସ କରିବାକୁ ଡର ଲାଗିଥିଲା: କୋହଲି

ଦୁବାଇ,୩୧।୮(ପି.ଟି): ଦୀର୍ଘ ୫ ମାସ ପରେ ପ୍ରଥମଥର ପାଇଁ ନେଟ୍ସରେ ଅଭ୍ୟାସ କରିବାକୁ ଡର ଲାଗିଥିଲା ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି। ତେବେ...

୨୦୨୩ ବିଶ୍ୱକପ୍‌ରେ ଅଧୁରା ସ୍ବପ୍ନ ସାକାର କରିବୁ: ମନପ୍ରୀତ

ନୂଆଦିଲ୍ଲୀ,୯।୧୧(ପି.ଟି.)- ଆଗାମୀ ୨୦୨୩ ହକି ବିଶ୍ୱକପ୍‌ ଭାରତରେ ଆୟୋଜନ ହେବା ଶନିବାର ନିଶ୍ଚିତ ହୋଇଛି। ପୁଣି ଥରେ ଘରୋଇ ପରିବେଶରେ ବିଶ୍ୱକପ ଖେଳାଯିବାର କାର୍ଯ୍ୟକ୍ରମ ସ୍ଥିରିକୃତ...

ଅଷ୍ଟ୍ରେଲିଆରେ ଭାରତୀୟ ଟିମ୍‌ ରହୁଥିବା ହୋଟେଲ୍‌ ନିକଟରେ ଭୟଙ୍କର ବିମାନ ଦୁର୍ଘଟଣା: ଦୌଡ଼ି ଜୀବନ ବଞ୍ଚାଇଲେ..

ନୂଆଦିଲ୍ଲୀ, ୧୫।୧୧: ଆଇପିଏଲ୍‌ ଶେଷ ହେବା ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳିବା ପାଇଁ ଭାରତୀୟ ଟିମ୍‌ ସିଡନୀ ଗସ୍ତ କରିଥିଲା। ଶନିବାର ଦଳ...

ଏହି କ୍ରିକେଟରଙ୍କ ନାମରେ ରହିଛି ଦିନିକିଆ ମ୍ୟାଚ୍‌ରେ ସବୁଠାରୁ ଲମ୍ବା ଓଭର୍‌ର ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୧୦।୧: ପାକିସ୍ତାନର କିଛି ବୋଲର୍‌ ବିଶ୍ୱ କ୍ରିକେଟ ଇତିହାସରେ ଚମକିଛନ୍ତି। ହେଲେ ଏଭଳି କେତେଜଣ ବୋଲର୍‌ ଅଛନ୍ତି ଯେଉଁମାନେ ଲଜ୍ଜାଜନକ ରେକର୍ଡ କରିଛନ୍ତି। ସେଭଳି ଜଣେ...

ସ୍ବର୍ଣ୍ଣ ପଦକ ଜିତିବା ପରେ ଦର୍ଶକ ଷ୍ଟାଣ୍ଡ୍‌ରେ ବସି ସ୍ବେଟର୍‌ ବୁଣିଲେ ଏହି ଖେଳାଳି

ଅଲିମ୍ପିକ ଚାମ୍ପିଅନ ସ୍ବେଟର୍‌ ବୁଣିବା କଥାଟା ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଏହି ଘଟଣା ଦେଖିବାକୁ ମିଳିଛି। ଏହା ଦେଖି ସାରା...

ଅଲିମ୍ପିକ୍ସ ୨୦୩୨ ପାଇଁ କାତାର ଆଗ୍ରହୀ

ଦୋହା, ୨୮ା୭ (ଏପି)-ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସ ୨୦୩୨ର ଆୟୋଜନ ପାଇଁ କାତାର ଆଗ୍ରହ ପ୍ରକାଶ କରିଛି। ପ୍ରାକୃତିକ ଗ୍ୟାସ୍‌ରେ ସମୃଦ୍ଧ ପର୍ସିଆ ଉପସାଗର ଅନ୍ତର୍ଗତ...

ଆୟାରଲାଣ୍ଡ ଗସ୍ତରେ ଭାରତୀୟ ଦଳ

ନୂଆଦିଲ୍ଲୀ,୨୩।୬: ଭାରତ ଏବଂ ଆୟାରଲାଣ୍ଡ ମଧ୍ୟରେ ଦୁଇଟି ଟି -୨୦ ମ୍ୟାଚ ସିରିଜ ଜୁନ ୨୬ଠାରୁ ଖେଳାଯିବ। ଏଥିପାଇଁ ଭାରତୀୟ ଦଳ ଆଜି ଆୟର୍ଲାଣ୍ଡ ଅଭିମୁଖେ...

Advertisement
Archives

Model This Week