ଆଇପିଏଲ୍କୁ ନେଇ ବଡ଼ ଖୁଲାସା କଲେ ଗାଙ୍ଗୁଲି
ନୂଆଦିଲ୍ଲୀ,୩।୨: କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୫ତମ ସିଜନକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ଆଇପିଏଲ ୨୦୨୨ର ଲିଗ ମ୍ୟାଚ କେବଳ ମହାରାଷ୍ଟ୍ରରେ ଖେଳାଯିବ ନକ୍ଆଉଟ୍ ମୁକାବିଲା ପାଇଁ…
ନୂଆ ଅବତାରରେ ଧୋନୀ
ନୂଆଦିଲ୍ଲୀ,୩।୨:ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ୍ରୁ ଅବସର ନେଇସାରି ଥିଲେ ମଧ୍ୟ ତାଙ୍କ କ୍ରେଜ୍ କମିନି। ଭାରତର ଅନ୍ୟତମ ସଫଳ ଅଧିନାୟକ ଧୋନୀଙ୍କୁଏବେ ନୂଆ ଅବତାରରେ ଦେଖିବାକୁ ମିଳିବ। ଗ୍ରାଫିକ ଉପନ୍ୟାସ ‘ଅଥର୍ବ’ରେ ସେ ନଜର ଆସିବେ। ଏହାର…
ଐତିହାସିକ ମ୍ୟାଚ୍ ପୂର୍ବରୁ ସଙ୍କଟରେ ଭାରତୀୟ ଦଳ
ଅହମଦାବାଦ୍,୩।୨:ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୩ଟି ଦିନିକିଆ ସିରିଜ ଫେବୃୟାରୀ ୬ରୁ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ ମଧ୍ୟ ଟଭାରତୀୟ ଦଳର ଅଧିକାଂଶ ଖେଳାଳି କରୋନା ଆକ୍ରାନ୍ତ ହୋଇଛନ୍ତି। ଶିଖର ଧାୱନ, ଶ୍ରେୟାସ ଆୟର, ଋତୁରାଜ ଗାଇକ୍ୱାଡ, ନବଦୀପ…
କୋଚଙ୍କ ଭବିଷ୍ୟବାଣୀ ହେଲା ସତ
ଆଣ୍ଟିଗୁଆ,୩।୨: ଅଷ୍ଟ୍ରେଲିଆ ବିପକ୍ଷ ଅଣ୍ଡର -୧୯ ବିଶ୍ୱକପ୍ ସେମିଫାଇନାଲର ଗୋଟିଏ ଦିନ ପୂର୍ବରୁ ୟଶ ଧୁଲଙ୍କୁ ଦିଲ୍ଲୀର ଦୁଇ ବରିଷ୍ଠ ଖେଳାଳି ବିରାଟ କୋହଲି ଏବଂ ଉନ୍ମୁକ ଚାନ୍ଦଙ୍କ ବିଷୟରେ ମନେ ପକାଇ ଦିଆଯାଇଥିଲା। କାରଣ ଏହି ଦୁଇ ଖେଳାଳି ୟଶଙ୍କ…
ଅନ୍ଧାରରେ ଭାରତ-ଓ୍ବେଷ୍ଟଇଣ୍ଡିଜ ସିରିଜ୍
ଅହମ୍ମଦାବାଦ୍,୨।୨: ଆସନ୍ତା ୬ ତାରିଖରୁ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହେବାକୁ ଯାଉଥିବା ସୀମିତ ଓଭର ସିରିଜ୍ ଉପରେ କଳାବାଦଲ ଦେଖା ଦେଇଛି। ୩ ଖେଳାଳିଙ୍କ ସହ ଭାରତୀୟ ଦଳର ମୋଟ ୬ ସଦସ୍ୟ କୋଭିଡ୍-୧୯ରେ ସଂକ୍ରମିତ ଥିବା ଜଣାପଡ଼ିଛି।…
ଅଷ୍ଟ୍ରେଲିଆକୁ ୨୯୧ ରନ୍ ମଧ୍ୟରେ ରୋକିବା ଦରକାର
ଆଣ୍ଟିଗୁଆ,୨।୨: ଚଳିତ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ଅଷ୍ଟ୍ରେଲିଆ ଆଗରେ ୨୯୧ ରନ୍ର ଟାଗେର୍ଟ ଛିଡ଼ା କରିଛି ଭାରତୀୟ ଦଳ। ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଟିମ୍ ଇଣ୍ଡିଆକୁ ଭଲ ଆରମ୍ଭ…
୧୭ ଭାରତୀୟ ଖେଳାଳିଙ୍କ ବେସ୍ ପ୍ରାଇସ୍ ୨ କୋଟି
ନୂଆଦିଲ୍ଲୀ,୨।୨: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ପରବର୍ତ୍ତୀ ସଂସ୍କରଣ ଲାଗି ଆସନ୍ତା ୧୨ ଓ ୧୩ ତାରିଖରେ ବାଙ୍ଗାଲୁରୁରେ ମେଗା ଅକ୍ଶନ ହେବ। ଖେଳାଳିଙ୍କ ସର୍ବାଧିକ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ରଖାଯାଇଛି। ଏହି ବେସ୍ ପ୍ରାଇସ୍ରେ ମୋଟ ୪୮…
ଶସ୍ତାରେ ଓପନରଙ୍କୁ ହରାଇଲା ଟିମ୍ ଇଣ୍ଡିଆ
ଆଣ୍ଟିଗୁଆ,୨।୨: ଏଠାରେ ବୁଧବାର ଖେଳାଯାଉଥିବା ୧୯ ବର୍ଷରୁ କମ୍ ବିଶ୍ୱକପ୍ର ସେମିଫାଇନାଲରେ ଖୁବ୍ ଶସ୍ତାରେ ଦୁଇ ଓପନରଙ୍କୁ ହରାଇଛି ଟିମ୍ ଇଣ୍ଡିଆ। ଅଷ୍ଟ୍ରେଲିଆ ବୋଲିଂ ଆଗରେ ଭାରତୀୟ ଦଳ ଏପର୍ଯ୍ୟନ୍ତ ୧୩ ଓଭରରେ ୨ ଉଇକେଟ ହରାଇ ୪୧ ରନ୍ କରିଛି।…
ଭାରତ ବିପକ୍ଷ ସିରିଜ୍ରେ ନେବେ ଅବସର
କଲମ୍ବୋ,୨।୨: ଶ୍ରୀଲଙ୍କା ପେସର ସୁରଙ୍ଗା ଲକମଲ ଆଗାମୀ ଭାରତ ବିପକ୍ଷ ସିରିଜ୍ ପରେ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବେ। ଏ ନେଇ ବୁଧବାର ଘୋଷଣା କରିଛନ୍ତି ପୂର୍ବତନ ଅଧିନାୟକ। ବଲକୁ ଉଭୟ ଦିଗରେ ସୁଇଙ୍ଗ କରାଇବା ପାଇଁ ଜଣାଶୁଣା…
ଟି୨୦ ମ୍ୟାଚ୍ରେ ୬୪ ରନ୍ ଦେଇ ସାରିଥିଲି, ତା’ ପରେ ମାହି ଭାଇ ମୋତେ କହିଥିଲେ …
ନୂଆଦିଲ୍ଲୀ,୨।୨: ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଭାବକୁ କେହି ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ। ଦଳରେ ଧୋନୀଙ୍କ ଉପସ୍ଥିତି ପାଇଁ ଦୁହେଁ ଅନେକ ସଫଳତା ହାସଲ କରିଥିଲେ। ରବିଚନ୍ଦ୍ରନ…
ସବୁଠୁ ମହଙ୍ଗା ହୋଇପାରନ୍ତି ଏହି ଖେଳାଳି
ନୂଆଦିଲ୍ଲୀ,୨।୨: ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଲାଗି ଆସନ୍ତା ୧୨ ଓ ୧୩ ତାରିଖରେ ବେଙ୍ଗାଲୁରୁଠାରେ ହେବାକୁ ଯାଉଥିବା ମେଗା ଅକ୍ଶନ ପାଇଁ ଚୂଡ଼ାନ୍ତ ଖେଳାଳିଙ୍କ ତାଲିକା ପ୍ରକାଶ ପାଇଛି। ଏଥିସହିତ ପଞ୍ଜୀକୃତ କରାଇଥିବା ମୋଟ ୫୯୦ ଖେଳାଳିଙ୍କ…
ଅକ୍ଶନରେ ସ୍ଥାନ ପାଇବାରୁ ଏମିତି କହିଲେ ଶ୍ରୀସାନ୍ଥ
ନୂଆଦିଲ୍ଲୀ,୨।୨: ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଲାଗି ଆସନ୍ତା ୧୨ ଓ ୧୩ ତାରିଖରେ ବେଙ୍ଗାଲୁରୁଠାରେ ହେବାକୁ ଯାଉଥିବା ମେଗା ଅକ୍ଶନ ପାଇଁ ଚୂଡ଼ାନ୍ତ ଖେଳାଳିଙ୍କ ତାଲିକା ପ୍ରକାଶ ପାଇଛି। ମୋଟ ୫୯୦ ଖେଳାଳିଙ୍କ ନାମ ଅକଶନ ପାଇଁ…

