ଖେଳ

‘କୋହଲି ପୁଣି ନେତୃତ୍ୱ ନେଲେ, ଆର୍‌ସିବି ପାଇଁ ସହଜ ହୁଅନ୍ତା’

ମୁମ୍ବାଇ,୭।୨: ଯଦି ବିରାଟ କୋହଲି ଆଗାମୀ ଆଇପିଏଲ ସିଜନ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ନେତୃତ୍ୱ ଭାର ସମ୍ଭାଳନ୍ତି, ତେବେ ତାହା ଫ୍ରାଞ୍ଚାଇଜ ପାଇଁ ସହଜ ସମାଧାନ ହୁଅନ୍ତା। ଏଭଳି ମତ ଦେଇଛନ୍ତି ପୂର୍ବତନ ଭାରତୀୟ ପେସର ଅଜିତ ଅଗରକର।…

ଜାତୀୟ ଦଳକୁ ଫେରିବା ପାଇଁ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୭।୨: ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ରଣ୍‌ଜୀ ଟ୍ରଫିରେ ଅଂଶ ଗ୍ରହଣ କରିବେ ନାହିଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ସେ ଏବେ କେବଳ ଭାରତୀୟ ସୀମିତ ଓଭର ଦଳକୁ ଫେରିବା ଉପରେ ଧ୍ୟାନ ଦେଉଛନ୍ତି। ଏଥିଲାଗି ସେ ରଣଜୀ…

‘୨୦୧୬ ଆଇପିଏଲ୍‌ ଫାଇନାଲ ଆଜି ବି ବାଧୁଛି’

ଅହମ୍ମଦାବାଦ,୭।୨: ଆଇପିଏଲରେ ୨୦୭ ମ୍ୟାଚ୍‌ରେ ଅନେକ ସଫଳତା ବିଫଳତା ଦେଖିଥିବା ବିରାଟ କୋହଲିଙ୍କୁ ୨୦୧୬ ସିଜନ ଫାଇନାଲରେ ମିଳିଥିବା ପରାଜୟ ଆଜି ବି ବାଧୁଛି। ପୂର୍ବରୁ ଦୁଇ ଥର (୨୦୦୯ ଓ ୨୦୧୧) ଫାଇନାଲରେ ପହଞ୍ଚିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)…

ମାତ୍ର କିଛି ମିନିଟ୍‌ରେ ସରିଗଲା ଭାରତ-ପାକିସ୍ତାନ ମ୍ୟାଚ୍‌ ଟିକେଟ୍‌

ନୂଆଦିଲ୍ଲୀ,୭।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚର ଲୋକପ୍ରିୟତା ସର୍ବଦା ଅଧିକ ଥାଏ। ଏହି ଦୁଇ ଦଳ କ୍ରିକେଟ ପଡ଼ିଆରେ ମୁହାଁମୁହିଁ ବେଳେ କୋଟି କୋଟି ଲୋକ ସମସ୍ତ କାମ ଛାଡି ଟିଭି ଆଗରେ ବସିଥାନ୍ତି। ଫଳରେ ଭାରତ ଏବଂ ପାକିସ୍ତାନ…

କମିନି କୋହଲିଙ୍କ ଆଧିପତ୍ୟ, ପଡିଆରେ ଜବରଦସ୍ତି ରୋହିତଙ୍କୁ ଏମିତି କାମ କରିବାକୁ କଲେ ବାଧ୍ୟ: ଦେଖନ୍ତୁ ଭିଡିଓ

ଅହମଦାବାଦ୍‌,୭।୨: ତିନି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ୬ ଉଇକେଟରେ ପରାସ୍ତ କରିଛି ଭାରତ। ଏହା ସହିତ ଦଳ ସିରିଜରେ ୧-୦ ରେ ଆଗରେ ଅଛି। ରୋହିତ ଶର୍ମା ସ୍ଥାୟୀ ଅଧିନାୟକ ହେବା ପରେ ଏହା ଭାରତୀୟ ଦଳ…

କ୍ରିକେଟ୍‌ରେ ବିରଳ ରେକର୍ଡ

ଫେବୃୟାରୀ ୭, ଭାରତୀୟ କ୍ରିକେଟ ପାଇଁ ଏକ ସ୍ବତନ୍ତ୍ର ଦିନ। ଆଜିକୁ ଠିକ୍‌ ୨୩ ବର୍ଷ ପୂର୍ବେ ପ୍ରସିଦ୍ଧ ସ୍ପିନ୍‌ ବୋଲର୍‌ ଅନିଲ କୁମ୍ବଲେ ଭାରତ ପାଇଁ ଇତିହାସ ରଚିଥିଲେ। ୧୯୯୯, ଫେବୃୟାରୀ ୭ରେ ଦିଲ୍ଲୀର ତତ୍କାଳୀନ ଫିରୋଜ ଶାହା କୋଟଲା…

ଆସିଲେ ଗଲେ, ତଥାପି ଛୁଇଁଲେ ମାଇଲଷ୍ଟୋନ

ଅହମ୍ମଦାବାଦ,୪।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ରବିବାର ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି କିଛି ଖାସ କରିପାରି ନ ଥିଲେ। ୩ ବଲରେ ଦୁଇ ଚୌକା ଲଗାଇବା ପରେ ଚତୁର୍ଥ ବଲରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ କୋହଲି।…

ଐତିହାସିକ ମ୍ୟାଚ୍‌ରେ ମିଳିଲା ବର୍ଷର ପ୍ରଥମ ବିଜୟ

ଅହମ୍ମଦାବାଦ,୬।୨: ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଜୟ ସ୍ବାଦ ଚାଖିଛି ଟିମ୍‌ ଇଣ୍ଡିଆ। ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଐତିହାସିକ ମ୍ୟାଚ୍‌ରେ ଭାରତୀୟ ଦଳ ୬ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ଦେଇଛି। ୧୦୦୦ତମ ଦିନିକିଆ ମ୍ୟାଚ୍‌ରେ ଆରମ୍ଭରୁ…

ଭାରତୀୟ କ୍ରିକେଟ୍‌କୁ ଲଜ୍ଜିତ ହେବାରୁ ବଞ୍ଚାଇଥିଲେ ଲତା

ନୂଆଦିଲ୍ଲୀ,୬।୨: ୧୯୮୩ରେ ଲର୍ଡସରେ ଇତିହାସ ରଚିଥିଲା କପିଳ ଦେବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ। ଏଥିରେ ଖୁସି ହେବା ବଦଳରେ ଚିନ୍ତିତ ଥିଲେ ବିସିସିଆଇ ସଭାପତି ତଥା ଇନ୍ଦିରା ଗାନ୍ଧୀଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ଏନ୍‌କେପି ସାଲଭେ। ସେତେବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ…

ଓ୍ବେଷ୍ଟଇଣ୍ଡିଜକୁ ୧୭୬ରେ ରୋକି ଦେଲେ

ଅହମ୍ମଦାବାଦ୍‌,୬।୨: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଐତିହାସିକ ମ୍ୟାଚ୍‌ରେ ଭାରତୀୟ ବୋଲର ଓ୍ବେଷ୍ଟଇଣ୍ଡିଜକୁ ମାତ୍ର ୧୭୬ ରନ୍‌ରେ ଅଲଆଉଟ୍‌ କରି ଦେଇଛନ୍ତି। ମୁଖ୍ୟତଃ ୟୁଜବେନ୍ଦ୍ର ଚହଲ (୪ ଉଇକେଟ) ଓ ଓ୍ବାଶିଂଟନ ସୁନ୍ଦର (୩) ଭ୍ରମଣକାରୀ ଦଳ ପାଇଁ…

କ୍ୟାନ୍‌ସର୍‌ରେ ସୁରେଶ ରାଇନା ପିତାଙ୍କ ପରଲୋକ

ଗାଜିଆବାଦ୍‌, ୬।୨:ପୂର୍ବତନ ଟିମ ଇଣ୍ଡିଆ ଅଲରାଉଣ୍ଡର ସୁରେଶ ରାଇନାଙ୍କ ପିତା ତ୍ରିଲୋକଚାନ୍ଦ ରାଇନାଙ୍କ ରବିବାର ଗାଜିଆବାଦସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ସେ ଦୀର୍ଘ ସମୟ ଧରି କ୍ୟାନ୍‌ସର୍‌ ରୋଗରେ ପୀଡିତ ଥିଲେ। ତ୍ରିଲୋଚାନ୍ଦ ରାଇନା ଜଣେ ସୈନିକ ଥିଲେ। ସେ…

ମ୍ୟାଚ୍‌ ପୂର୍ବରୁ ଗ୍ରାଉଣ୍ଡରେ ସିଗାରେଟ୍‌ ଟାଣୁଥିଲେ

ଢାକା,୬।୨: ପୁଣି ଥରେ ବିବାଦରେ ଘେରି ହୋଇଯାଇଛନ୍ତି ଆଫଗାନିସ୍ତାନ ଉଇକେଟକିପର ବ୍ୟାଟର ମହମ୍ମଦ ଶେହଜାଦ। ଫିଲ୍ଡ ଭିତରେ ପ୍ରଦର୍ଶନ ଓ ବାହାରେ ବୟାନ ଲାଗି ସର୍ବଦା ବିବାଦରେ ଘେରି ହୋଇ ରହୁଥିବା ଏହି କ୍ରିକେଟରଙ୍କୁ ଫିଲ୍ଡରେ ସିଗାରେଟ୍‌ ଟାଣିବା ମହଙ୍ଗା ପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?