ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଗୁଜରାଟ

ମୁମ୍ବାଇ,୬।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୫୧ତମ ମ୍ୟାଚ ଶୁକ୍ରବାର ଗୁଜରାଟ ଟାଇଟାନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି। ଗୁଜରାଟ ଟାଇଟାନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବ।
ଗୁଜରାଟ ଟାଇଟାନ୍ସ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ରିଦ୍ଧିମାନ ସାହା(ଉଇକେଟ କିପର), ଶୁଭମାନ ଗିଲ, ସାଇ ସୁଦର୍ଶନ, ଡେଭିଡ ମିଲେର, ରାହୁଲ ତଓ୍ବୋତିଆ, ରଶିଦ ଖାନ, ପ୍ରଦୀପ ସାଙ୍ଗଓ୍ବାନ, ଲକି ଫର୍ଗ୍ୟୁସନ୍‌, ଅଲଜରି ଜୋଶେଫ, ମହମ୍ମଦ ଶାମି।
ମୁମ୍ବାଇ ଇଣ୍ଡିଆନ୍ସ: ରହିତ ଶର୍ମା (ଅଧିନାୟକ), ଇଶାନ କିଶାନ(ଉଇକେଟ କିପର), ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଟିମ୍‌ ଡେଭିଡ, କିଏରନ୍‌ ପୋଲାର୍ଡ, ଡାନିଏଲ୍‌ ସାମ୍ସ, ମୁର୍ଗନ ଅଶ୍ୱିନ, କୁମାର କାର୍ତ୍ତିକେୟ, ଜସପ୍ରିତ ବୁମରା, ରିଲେ ମେରେଡିଥ୍‌।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟର ଏମିତି ଏକ ଲଜ୍ଜାଜନକ ରେକର୍ଡ: ଭାରତ କେବେ ମନେ ରଖିବାକୁ ଚାହିଁବ ନାହିଁ

କ୍ରିକେଟରେ ପ୍ରତି ମ୍ୟାଚ୍‌ରେ ଅନେକ ରେକର୍ଡ ତିଆରି ହୁଏ, ଅନେକ ରେକର୍ଡ ଭାଙ୍ଗେ ମଧ୍ୟ। କିନ୍ତୁ ଭାରତୀୟ ଦଳ ଆଜିର ଦିନ ଅର୍ଥାତ୍‌ ଜୁଲାଇ ୧୯,...

ଆଇପିଏଲ୍‌ରେ କରୋନା ମାଡ: ବିସିସିଆଇର ନେଲା ବଡ଼ ନିଷ୍ପତ୍ତି

ଅହମଦାବାଦ,୪।୫: ଆଇପିଏଲର ୧୪ତମ ସିଜିନ ରେ ମଧ୍ୟ କରୋନା ବିପଦ ଦେଖାଦେଇଛିି। କିଛି ଖେଳାଳି ଏବଂ ସପୋର୍ଟ ଷ୍ଟାଫ କରୋନା ଆକ୍ରାନ୍ତ ହୋଇଛନ୍ତି ଅଛନ୍ତି। କୋଲକାତା...

୪୦୦ ଛକା କ୍ଲବ ନିକଟରେ ରୋହିତ

ନାଗପୁର,୯।୧୧- ଭାରତୀୟ ଟି୨୦ ଦଳର କାମଚଳା ଅଧିନାୟକ ରୋହିତ ଶର୍ମା ଏଠାରେ ବାଂଲାଦେଶ ବିପକ୍ଷରେ ଖେଳାଯିବାକୁ ତୃତୀୟ ଟି୨୦ ମ୍ୟାଚ୍‌ରେ ଏକ ନୂଆ ମାଇଲଷ୍ଟୋନର ଅଧିକାରୀ...

କୋଭିଡ୍‌-୧୯: ଆଫ୍ରିକାନ୍‌ କ୍ଲବ ଫାଇନାଲ୍ସ ସ୍ଥଗିତ

କାଏରୋ,୧୯।୪(ଏଏଫ୍‌ପି): ଆଫ୍ରିକାନ୍‌ ଚାମ୍ପିୟନ୍ସ ଲିଗ୍‌ ଓ ଆଫ୍ରିକାନ କନ୍‌ଫେଡେରେଶନ କପ୍‌ ଫାଇନାଲ୍ସକୁ ସ୍ଥଗିତ ରଖାଯାଇଛି। କୋଭିଡ୍‌-୧୯ ମହାମାରୀ ରୂପ ନେଇଥିବା ବେଳେ ଏହି ଦୁଇଟି ଟୁର୍ନାମେଣ୍ଟକୁ...

ଧୋନୀଙ୍କୁ ପଛରେ ପକାଇବେ ରୋହିତ

ନୂଆଦିଲ୍ଲୀ,୩।୧୧- ସ୍ଥାନୀୟ ଅରୁଣ ଜେଟଲି ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷରେ ରବିବାର ଖେଳାଯିବାକୁ ଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ କାମଚଳା ଭାରତୀୟ ଅଧିନାୟକ ରୋହିତ ଶର୍ମା ନିଜ...

ରାଜ୍ୟ ଆସୋସିଏଶନ ନିର୍ବାଚନ ପାଇଁ ତାରିଖ ଘୁଞ୍ଚାଇଲା ବିସିସିଆଇ

ମୁମ୍ବାଇ,୬।୯(ପିଟି)- ସୁପ୍ରିମକୋର୍ଟଙ୍କ ଦ୍ୱାରା ବିସିସିଆଇ ପରିଚାଳନା ପାଇଁ ନିଯୁକ୍ତ ପ୍ରଶାସକ କମିଟି (ସିଓଏ) ଶୁକ୍ରବାର ରାଜ୍ୟ ଶାଖାଗୁଡ଼ିକର ନିର୍ବାଚନ ଶେଷ କରିବାର ଅନ୍ତିମ ତାରିଖକୁ ଦୁଇ...

ରାଜ୍ୟବର୍ଦ୍ଧନ ସିଂ ରାଠୋର: ଅଲିମ୍ପିକ୍ସରେ ରୌପ୍ୟ ଜିତିବାଠାରୁ ରାଜନୀତି ମୈଦାନ

ପୂର୍ବତନ ଭାରତୀୟ ଶୁଟର୍‌ ରାଜ୍ୟବର୍ଦ୍ଧନ ସିଂ ରାଠୋର ବୁଧବାର ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ୨୦୦୪ ଅଲିମ୍ପିକ୍ସରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ରାଜ୍ୟବର୍ଦ୍ଧନ...

ବାର୍ଟି ନମ୍ବର ଓ୍ବାନ

ବର୍ମିଂହାମ୍‌, ୨୪ା୬ (ଏଏଫ୍‌ପି)- ରବିବାର ଫାଇନାଲରେ ଜୁଲିଆ ଜର୍ଜେସଙ୍କୁ ୬-୩, ୭-୫ ସେଟ୍‌ରେ ପରାସ୍ତ କରି ଆଶଲେ ବାର୍ଟି ବର୍ମିଂହାମ୍‌ ଡବ୍ଲ୍ୟୁଟିଏ ଟାଇଟଲ ହାସଲ କରିଛନ୍ତି।...

Advertisement
Archives

Model This Week