ଖେଳ

ଶାସ୍ତ୍ରୀୟ ନୃତ୍ୟଶିଳ୍ପୀରୁ ‘ଲେଡି ତେନ୍ଦୁଲକର’

ଦୁନିଆର ସର୍ବୋତ୍ତମ ମହିଳା କ୍ରିକେଟ କ୍ରିକେଟ ମଧ୍ୟରୁ ମିଥାଲି ରାଜ ୨ ଦଶନ୍ଧିରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ କ୍ରିକେଟ ଖେଳୁଛନ୍ତି। ତାଙ୍କ ବ୍ୟାଟର ଜ୍ୟୋତି ଏପର୍ଯ୍ୟନ୍ତ କ୍ଷୀଣ ହୋଇନାହିଁ। ଡିସେମ୍ବର ୩, ୧୯୮୨ ରେ ମିଥାଲି ରାଜସ୍ଥାନର ଯୋଧପୁର (ମିତାଲି…

ଆଜିଠାରୁ ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟ: ଜାଣନ୍ତୁ କେବେ, କେଉଁଠି ଦେଖିବେ ମ୍ୟାଚ୍‌

ମୁମ୍ବାଇ,୩।୧୨:ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୨ ଟେଷ୍ଟ ସିରିଜର ଦ୍ୱିତୀୟ ତଥା ଶେଷ ମ୍ୟାଚ ଆଜିଠାରୁ ମୁମ୍ବାଇ ଓ୍ବାଙ୍ଖେଡେ ଷ୍ଟାଡିୟମରେ ଆରମ୍ଭ ହେଉଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ କ୍ଲିନ୍‌ସୁଇପ୍‌ କରିଥିଲା। ଏବେ ଭାରତ…

ମିଡ୍‌ଲ ଅର୍ଡର ଚିନ୍ତାରେ କୋହଲି

ମୁମ୍ବାଇ,୩।୧୨: ଭାରତ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍‌ରେ ଅଧିନାୟକ କୋହଲି ଦଳକୁ ପ୍ରତ୍ୟାବର୍ତ୍ତନ କରିବେ। ତେବେ…

ଗମ୍ଭୀରଙ୍କୁ ଚକିତ କଲା ନୂଆ ପ୍ରତିଭା

ନୂଆଦିଲ୍ଲୀ,୨।୧୨: ପୂର୍ବତନ କ୍ରିକେଟର ତଥା ଭାଜପା ଏମ୍‌ପି ଗୌତଗ ଗମ୍ଭୀର ମଙ୍ଗଳବାର ଦିଲ୍ଲୀର ଯମୁନା ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଇଷ୍ଟ ଦିଲ୍ଲୀ ପ୍ରିମିୟର ଲିଗ୍‌ (ଇଡିପିଏଲ) ଉଦ୍‌ଘାଟନ କରିଛନ୍ତି। ଦିଲ୍ଲୀରେ ଯୁବ ପ୍ରତିଭାଙ୍କୁ ଭଲ ପ୍ଲାଟଫର୍ମ ଦେବା ଏହି ଲିଗ୍‌ର ଉଦ୍ଦେଶ୍ୟ। ସେହିଭଳି…

କୋହଲିଙ୍କ ହାତରେ ବିରାଟ ରେକର୍ଡ ସୁଯୋଗ

ମୁମ୍ବାଇ,୨।୧୨: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌। ନିୟମିତ ଅଧିନାୟକ ବିରାଟ କୋହଲି ଦଳକୁ ଫେରୁଥିବାରୁ ଏହି ମ୍ୟାଚ୍‌ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇ ପଡ଼ିଛି। ଏହି ମୁକାବିଲାରେ…

ସିରିଜ୍‌ ସ୍ଥଗିତ ପାଇଁ ଅନୁରୋଧ କରିବ ବିସିସିଆଇ

ମୁମ୍ବାଇ,୨।୧୨: ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ଗସ୍ତକୁ ଏକ ସପ୍ତାହ ଲାଗି ସ୍ଥଗିତ ରଖିବାକୁ କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ)କୁ ଅନୁରୋଧ କରିବ ବିସିସିଆଇ। ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏବେ ଯୋଜନା ପ୍ରସ୍ତୁତ…

୩୯ ବଲରେ ୯୬ ରନ୍‌ର ବିସ୍ଫୋରକ ଇନିଂସ ଖେଳି ମଧ୍ୟ ଲଜ୍ଜିତ ହେଲେ ଏହି କ୍ରିକେଟର୍‌

ଆବୁଧାବି,୨।୧୨: ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଟମ କୋହଲର କ୍ୟାଡମୋର ଆବୁଧାବିରେ ଖେଳାଯାଉଥିବା ଟି -୧୦ ଲିଗରେ ଇତିହାସ ସୃଷ୍ଟି କରିଛନ୍ତି। ୧୨ ଚୌକା, ୫ ଛକା ଏବଂ ୨୪୬ର ଷ୍ଟ୍ରାଇକ ହାରରେ ଧୂଆଁଧାର ବ୍ୟାଟିଂ କରିଥିଲେ। ତେବେ, କୋହଲର ମଧ୍ୟ ଟି-୧୦ ର…

ପୃଥ୍ବୀ ଶ’ଙ୍କୁ ଦିଲ୍ଲୀ ଦଳରେ ରଖିବା ପରେ ଗର୍ଲଫ୍ରେଣ୍ଡ ଖୁସିରେ କଲେ ଏମିତି କାମ

ଟିମ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ କେବଳ ତାଙ୍କ ଚମତ୍କାର ବ୍ୟାଟିଂ ବିଷୟରେ ନୁହେଁ, ବରଂ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଶ’ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ୨୦୨୨ ଆଇପିଏଲ୍‌ ପାଇଁ ରିଟେନ…

ପ୍ରଥମଥର ହାତ ଧରାଧରି ହୋଇ ଆସିଲେ ଆଥିଆ-ରାହୁଲ

ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିଆ ସେଟ୍ଟି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ସେ କ୍ରିକେଟର କେ.ଏଲ ରାହୁଲଙ୍କ ସହ ସୋସିଆଲ ମିଡିଆରେ ଫଟୋ ଶେୟାର କରନ୍ତି। କେବଳ ଏତିକି ନୁହେଁ,…

୭ ଦିନ ମଧ୍ୟରେ କୋହଲିଙ୍କ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ,୨।୧୨: ଭାରତର ଟି -୨୦ ଦଳର ଅଧିନାୟକତ୍ୱ ଛାଡିବା ପରେ ବିରାଟ କୋହଲିଙ୍କୁ ମଧ୍ୟ ଦିନିକିଆ ଅଧିନାୟକତ୍ୱରୁ ବଞ୍ଚିତ କରାଯାଇପାରେ। ଦୀର୍ଘ ଦିନ ଧରି ଏହା ବିଷୟରେ କଳ୍ପନାଜଳ୍ପନା ଚାଲିଛି। କୋହଲିଙ୍କ ଭାଗ୍ୟ ଏହି ସପ୍ତାହରେ ସ୍ଥିର ହୋଇପାରେ। ଦକ୍ଷିଣ ଆଫ୍ରିକା…

ସେମିଫାଇନାଲରେ ଭାରତ

ଭୁବନେଶ୍ୱର,୧।୧୨: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିୟର ପୁରୁଷ ହକି ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ। ଡିଫେଣ୍ଡିଂ ଚାମ୍ପିୟନ ବୁଧବାର ସନ୍ଧ୍ୟାରେ ଆୟୋଜିତ କ୍ୱାର୍ଟର ଫାଇନାଲରେ ବେଲଜିୟମକୁ ୧-୦ ଗୋଲରେ ହରାଇ ଦେଇଛି। ମ୍ୟାଚ୍‌ରେ ଭାରତ ପାଇଁ ଏକମାତ୍ର…

କିଙ୍ଗ୍ସ ପଞ୍ଜାବରୁ ଅଲଗା ହେଲେ ଆଣ୍ଡି ଫ୍ଲାଓ୍ବର

ନୂଆଦିଲ୍ଲୀ,୧।୧୨: ଆଇପିଏଲ ଫ୍ରାଞ୍ଚାଇଜ ପଞ୍ଜାବ କିଙ୍ଗ୍ସରୁ ଅଲଗା ହୋଇଛନ୍ତି ଆସିଷ୍ଟାଣ୍ଟ କୋଚ ଆଣ୍ଡି ଫ୍ଲାଓ୍ବର। ସେ ନିକଟରେ ଦଳକୁ ଇସ୍ତଫା ପତ୍ର ପଠାଇଛନ୍ତି। ତାଙ୍କ ଇସ୍ତଫାକୁ ଗ୍ରହଣ କରି ନିଆଯାଇଛି। ତାଙ୍କ ପାଖରେ ନୂଆ ଫ୍ରାଞ୍ଚାଇଜ (ଲକ୍ଷ୍ନୌ ଓ ଅହମ୍ମଦାବାଦ)ର ମୁଖ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri