ଖେଳ

ଭାରତ ଛିଡ଼ା କଲା ୨୭୮ ରନ୍‌ର ଟାର୍ଗେଟ

ଅକ୍‌ଲାଣ୍ଡ,୧୯।୩: ଅଷ୍ଟ୍ରେଲିଆ ଆଗରେ ଭାରତ ଛିଡ଼ା କରିଛି ୨୭୮ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ। ସ୍ଥାନୀୟ ଇଡେନ ପାର୍କରେ ଶନିବାର ଖେଳାଯାଉଥିବା ମ୍ୟାଚ୍‌ରେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ୫୦ ଓଭରରେ ୭ ଉଇକେଟ ହରାଇ ୨୭୭ ରନ୍‌…

ଐତିହାସିକ ଦିନିକିଆ ବିଜୟ ହାସଲ କଲା ବାଂଲାଦେଶ

ସେଞ୍ଚୁରିଆନ,୧୯।୩: ଦକ୍ଷିଣ ଆଫ୍ରିକାର ପ୍ରମୁଖ ବୋଲରଙ୍କ ଅନୁପସ୍ଥିତିର ସମ୍ପୂର୍ଣ୍ଣ ଫାଇଦା ଉଠାଇଛି ବାଂଲାଦେଶ। ପ୍ରଥମ ଦିନିକିଆ ମ୍ୟାଚ୍‌ରେ ବାଂଲାଦେଶ ୩୮ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି। କ୍ରିକେଟର ଯେ କୌଣସି ଫର୍ମାଟରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ଦକ୍ଷିଣ…

୬ ଓଭରରେ ଫେରିଲେ ଦୁଇ ଓପନର

ଅକ୍‌ଲାଣ୍ଡ,୧୯।୩: ସ୍ଥାନୀୟ ଇଡେନ ପାର୍କଠାରେ ଶନିବାର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଦଳ ମାତ୍ର ୬…

‘କାହିଁକି ଅନ୍‌ସୋଲ୍ଡ ରହିଲେ ସୁରେଶ ରାଇନା?’ ସାଙ୍ଗାକାରା କହିଲେ…

ନୂଆଦିଲ୍ଲୀ,୧୮।୩: ଆଇପିଏଲ୍‌ର ମେଗା ଅକ୍ସନରେ ଅନ୍‌ସୋଲ୍ଡ ରହିଥିଲେ ଭାରତୀୟ କ୍ରିକେଟର ସୁରେଶ ରାଇନା। ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ତାଙ୍କର ପ୍ରଦର୍ଶନ ଭଲ ଥିଲେ ହେଁ କେଉଁ କାରଣ ଯୋଗୁ ତାଙ୍କୁ କେହି କିଣିଲେ ନାହିଁ ତାହା ଆଜିବି ପ୍ରଶ୍ନବାଚୀ। ଏସବୁ…

ମ୍ୟାଚ୍‌ ମଝିରେ ଟଳିପଡ଼ିଲେ ଖେଳାଳି

ଅକ୍‌ଲ୍ୟାଣ୍ଡ,୧୮।୩: ଦିନିକିଆ ମହିଳା ବିଶ୍ୱକପ୍‌ରେ ବାଲାଂଦେଶ ବିପକ୍ଷ ଓ୍ବେଷ୍ଟଇଣ୍ଡିଜ୍‌ ମ୍ୟାଚ୍‌ ବେଳେ ଘଟିଛି ଅଘଟଣ। ଶୁକ୍ରବାର ମ୍ୟାଚ୍‌ ଚାଲିଥିବା ବେଳେ ଓ୍ବେଷ୍ଟଇଣ୍ଡିଜର ଦ୍ରୁତ ବୋଲର ଶାମିଲିଆ କୋନେଲ ପଡ଼ିଆ ମଝିରେ ଟଳି ପଡ଼ିଥିଲେ। ଏହାପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଛି।…

ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ ମାର୍କ ଉଡ୍‌

ଆଣ୍ଟିଗୁଆ,୧୮।୩: ଆଇପିଏଲ୍‌-୨୦୨୨ ଖେଳିବେ ନାହିଁ ଇଂଲଣ୍ଡର ଦ୍ରୁତ ବୋଲର୍‌ ମାର୍କ ଉଡ୍‌। କହୁଣୀରେ ଆଘାତ ଲାଗିଥିବାରୁ ସେ ସିଜନରୁ ବାଦ ପଡ଼ିଛନ୍ତି। ବର୍ତ୍ତମାନ ସେ ଇଂଲଣ୍ଡ ଟିମ୍‌ ସହ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଅଛନ୍ତି। ଆଣ୍ଟିଗୁଆରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ସମୟରେ ତାଙ୍କ…

‘ବୋଲରଙ୍କୁ ଦ୍ୱିତୀୟ କିଛି ଚିନ୍ତା କରିବା ଦରକାର ନାହିଁ’

ଚେନ୍ନାଇ,୧୮।୩: ବୋଲର ବୋଲିଂ କରିବା ପୂର୍ବରୁ ନନ୍‌ ଷ୍ଟ୍ରାଇକ୍‌ର ଏଣ୍ଡ୍‌ରେ ରନ୍‌ ଆଉଟ୍‌ ଉପରେ ଏମ୍‌ସିସିର ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଭେଟେରାନ ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଏବେ ଏହା ଖଳୁଆଡ଼ ମନଭାବ ବିରୋଧରେ ନ ଥିବାରୁ ନନ୍‌ ଷ୍ଟ୍ରାଇକରଙ୍କୁ…

ପିସିବିକୁ ପରାମର୍ଶ ଦେଲେ ଭାରତରୁ କ୍ୟୁରେଟର ଡକାଅ

କରାଚୀ,୧୮।୩: ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ ଡ୍ର’ ଭାବେ ଶେଷ ହୋଇଛି। ଉଭୟ ମ୍ୟାଚ୍‌ରେ ବ୍ୟାଟରଙ୍କ ରାଜୁତି ଯୋଗୁ ରାଓ୍ବାଲପିଣ୍ଡି ଏବଂ କରାଚୀ ପିଚ୍‌କୁ ପ୍ରବଳ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି। ଗଦାଫି ଷ୍ଟାଡିୟମରେ ହେବାକୁ ଥିବା…

ଶତକ ସହ ରୁଟ୍‌ଙ୍କ ବିଶ୍ୱ ରେକର୍ଡ

ବାରବାଡସ,୧୮।୩: ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍‌ ଗୁରୁବାର ଏକ ବଡ଼ ବିଶ୍ୱ ରେକର୍ଡ ଅଧିକାରୀ ହୋଇଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ତାଙ୍କର ଶତକୀୟ ପାଳି ଯୋଗୁ ଇଂଲଣ୍ଡ ୯ ଉଇକେଟ କ୍ଷତିରେ ୫୦୭ ରନ୍‌ କରିବା ପରେ…

୭ ନଂ ଜର୍ସି ପିନ୍ଧିବାର କାରଣ କହିଲେ ଧୋନୀ

ଚେନ୍ନାଇ,୧୮।୩: ପୂରା କ୍ୟାରିୟର ୭ ନଂ ଜର୍ସି ପିନ୍ଧି ଖେଳିଥିବା ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶୁକ୍ରବାର ସ୍ବତନ୍ତ୍ର ନମ୍ବର ପଛର କାରଣ ପ୍ରକାଶ କରିଛନ୍ତି। ଏହି ନମ୍ବର ତାଙ୍କ ପାଇଁ ଲକି ନୁହେଁ ଏବଂ ସେ ଅନ୍ଧବିଶ୍ୱାସୀ ନୁହେଁ…

୨୦୨୨ରେ ବିଜୟ ରେକର୍ଡ ୧୯-୦

ଇଣ୍ଡିଆନ ଓ୍ବେଲ୍ସ,୧୮।୩: ସ୍ପେନର କିମ୍ବଦନ୍ତୀ ଟେନିସ ଖେଳାଳି ରାଫାଲ ନାଡାଲ ପ୍ରତିପକ୍ଷ ନିକ୍‌ କିିର୍ଗିଅସଙ୍କୁ ୭-୬(୭/୦), ୫-୭, ୬-୪ ସେଟ୍‌ରେ ହରାଇ ଇଣ୍ଡିଆନ ଓ୍ବେଲ୍ସ ମାଷ୍ଟର୍ସର ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହିତ ଚଳିତ ବର୍ଷ ଜାରି ରହିଛି ନାଡାଲଙ୍କ ଅପରାଜେୟ…

ଖେଳରେ ୟୋ-ୟୋ ଟେଷ୍ଟ କ’ଣ

ବେଙ୍ଗାଲୁରୁ,୧୮।୩: କିଛି ଦିନ ହେବ ଆଘାତ ଯୋଗୁ ପଡ଼ିଆରୁ ଦୂରେଇ ରହିଥିବା ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ପୃଥ୍ବୀ ଶ’ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ ଏକାଡେମୀ (ଏନସିଏ) ରେ ଫିଟନେସ ଆକଳନ କରିବା ପାଇଁ ୟୋ ୟୋ ଟେଷ୍ଟ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?