Posted inଖେଳ

ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ସିରିଜ ଡ୍ର

ବର୍ମିଂହାମ,୫।୭: ଏଠାର ଏଜବାଷ୍ଟନ ମଇଦାନରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଅନ୍ତିମ ଟେଷ୍ଟରେ ବାଜିମାତ କରିଛି ଘରୋଇ ଦଳ। ଚତୁର୍ଥ ଇନିଂସରେ ଇଂଲଣ୍ଡ ୩୭୮ ରନ୍‌ ସ୍କୋର କରି ରେକର୍ଡ କରିବା ସହ ସିରିଜକୁ ୨-୨ରେ ଡ୍ର କରିବାରେ ସଫଳ ହୋଇଛି। ଅପରପକ୍ଷେ ଭାରତର ପରାଜୟ ସହ ଇଂଲଣ୍ଡରେ ସିରିଜ ଜିତିବାର ୧୫ ବର୍ଷର ସ୍ବପ୍ନ ସ୍ବପ୍ନରେ ରହିଯାଇଛି।

୩୭୮ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ଇଂଲଣ୍ଡ ଟିମ୍‌ ପକ୍ଷରୁ ଜୋ ରୁଟ୍‌ ଏବଂ ଜନି ବେୟାରଷ୍ଟୋ ଜବରଦସ୍ତ ବ୍ୟାଟିଂ କରିଥିଲେ। ଉଭୟ ଶତକ ମାରି ଦଳକୁ ବିଜେତା କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମ୍ୟାଚ୍‌ ଶେଷ ବେଳକୁ ରୁଟ୍‌ ୧୪୨ ଏବଂ ବେୟାରଷ୍ଟୋ ୧୧୪ ରନ୍‌ କରି ମଇଦାନରେ ଥିଲେ।

ପ୍ରଥମ ଥର ପାଇଁ ଇଂଲଣ୍ଡ ଟିମ୍‌କୁ ୩୫୦ ରନ୍‌ରୁ ଅଧିକ ରନ୍‌ର ଟାର୍ଗେଟ ଦେଇଥିଲା ଭାରତ। ଏହାସତ୍ତ୍ୱେ ଦଳ ହାତରୁ ମ୍ୟାଚ୍‌ ହାତଛଡ଼ା ହୋଇଥିଲା। ରୁଟ୍‌ ଏବଂ ବେୟାରଷ୍ଟୋଙ୍କ ଦମ୍‌ଦାର ଇନିଂସ ଯୋଗୁ ଇଂଲଣ୍ଡ ମାତ୍ର ୭୭ ଓଭରରେ ୩୭୮ ରନ୍‌ ଟାର୍ଗେଟ ହାସଲ କରିନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ରାଉଣ୍ଡରୁ କର୍ବର ବିଦାୟ

ପ୍ୟାରିସ,୨୬।୫(ଏଏଫ୍‌ପି)- ଜର୍ମାନୀ ୫ମ ସିଡ୍‌ ତଥା ଓ୍ବିମ୍ବେଲଡନ ଓପନ ଚାମ୍ପିୟନ ଆଞ୍ଜେଲିକ୍‌ କର୍ବର ଏଠାରେ ଆରମ୍ଭ ହୋଇଥିବା ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନର ପ୍ରଥମ ରାଉଣ୍ଡରୁ...

୧୫ ବର୍ଷ ପୁରୁଣା ମ୍ୟାଚ୍‌କୁ ନେଇ ହରଭଜନଙ୍କୁ କଟାକ୍ଷ କଲେ ପାକିସ୍ତାନ ବୋଲର; ରାଗରେ ଲାଲ ହୋଇ ଏଭଳି…

ନୂଆଦିଲ୍ଲୀ,୨୭।୧୦: ଭାରତ-ପାକିସ୍ତାନ ମଧ୍ୟରେ ଅକ୍ଟୋବର ୨୪ରେ ଟି-୨୦ ବିଶ୍ୱକପ୍‌ର ପ୍ରଥମ ମୁକାବିଲା ଖେଳାଯାଇଥିଲା। ଏଥିରେ ୧୦ ଉଇକେଟରେ ପରାଜିତ ହୋଇଥିଲା ଭାରତୀୟ ଟିମ୍‌। ପାକିସ୍ତାନ ଭାରତର...

କୋହଲିଙ୍କ ଓ୍ବାନ ମ୍ୟାନ୍‌ ଶୋ

ଅହମ୍ମଦାବାଦ୍‌,୧୬।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ୩ୟ ଟି୨୦ ମ୍ୟାଚ୍‌ରେ ଦେଖିବାକୁ ମିଳିଛି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ...

ଦଳରେ ନେବା ପୂର୍ବରୁ ଦଶଥର ଭାବିଥିଲେ ଚୟନକର୍ତ୍ତା, ଏବେ ବିରୋଧୀ ବୋଲରଙ୍କ ସହ ଲଢ଼ୁଛନ୍ତି ସେହି ଭାରତୀୟ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୬।୮: ଭାରତ-ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିବା ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଦଳରେ କାହାକୁ କାହାକୁ ଜାଗା ମିଳିବ ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ...

ଦୁଇ ଇଞ୍ଚର ତ୍ରୁଟି ହାଇଦ୍ରାବାଦ ହାତରୁ ଛଡ଼ାଇ ନେଲା ମ୍ୟାଚ୍‌

ଚେନ୍ନାଇ, ୨୫।୪: ପୁଣି ଥରେ ଚେନ୍ନାଇରେ ଦେଖିବାକୁ ମିଳିଛି ଥ୍ରିଲର ମ୍ୟାଚ୍‌। ଲୋ ସ୍କୋରିଂ ମ୍ୟାଚ୍‌ ସାଙ୍ଗକୁ ସୁପର ଓଭରର ମଜା। ଦୁଇ ଦଳ ପାଇଁ...

୧୪ ବର୍ଷ ପରେ କ୍ଷମା ମାଗିଲେ ହରଭଜନ

ନୂଆଦିଲ୍ଲୀ,୫।୬: ପୂର୍ବତନ କ୍ରିକେଟର୍‌ ହରଭଜନ ସିଂ ଭାରତର ଅନ୍ୟତମ ସଫଳ ବୋଲର। ଅନେକ ବିବାଦ କାରଣରୁ ହରଭଜନ ଚର୍ଚ୍ଚାରେ ଥିଲେ। ୧୪ ବର୍ଷ ପୂର୍ବେ ହୋଇଥିବା...

ସୁନକ ହେଲେ ପ୍ରଧାନମନ୍ତ୍ରୀ, ନେହେରାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ଲୋକେ…

ନୂଆଦିଲ୍ଲୀ,୨୬।୧୦: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଭାରତୀୟ ମୂଳ ବଂଶୋଦ୍ଭବ ଋଷି ସୁନକ। ଏହା ଏକ ଐତିହାସିକ ଘଟଣା ବୋଲି କୁହାଯାଉଛି। ତେବେ ଏହାକୁ ନେଇ...

ବୋର୍ଡ ସଭାପତି ଏକାଦଶ ଦଳରେ ଓଡ଼ିଶାର ସୁଶ୍ରୀ ଦିବ୍ୟଦର୍ଶିନୀ, ମାଧୁରୀ ମେହେଟ୍ଟା

ମୁମ୍ବାଇ, ୩୦ା୮ (ପି.ଟି.)-ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳ ବିପକ୍ଷ ଦୁଇଟି ଓ୍ବାର୍ମଅପ୍‌ ମ୍ୟାଚ ପାଇଁ ୧୫ ଜଣିଆ ବୋର୍ଡ ସଭାପତି ଏକାଦଶ ଦଳ ଘୋଷଣା...

Advertisement
Archives

Model This Week