ଖେଳ

ପୁଣି ଫେଲ୍‌ ମାରିଲେ ପୂଜାରା

ଜୋହାନ୍ସବର୍ଗ,୩।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଜୋହାନ୍ସବର୍ଗର ଓ୍ବାଣ୍ଡରର୍ସ ଗ୍ରାଉଣ୍ଡରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ କେଏଲ ରାହୁଲ ଭାରତର ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ବଦଳରେ ଅଧିନାୟକତ୍ୱ କରୁଛନ୍ତି। ରାହୁଲ ହେଉଛନ୍ତି ଭାରତର…

ଭାରତକୁ ବଡ଼ ଝଟ୍‌କା

ଜୋହାନ୍ସବର୍ଗ,୨।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହୋଇଯାଇଛି। ମ୍ୟାଚ୍‌ ପୂର୍ବରୁ ଭାରତକୁ ଏକ ବଡ଼ ଝଟ୍‌କା ଲାଗିଛି। ଆହତ ଯୋଗୁ ଏହି ମ୍ୟାଚ୍‌ ଅଧିନାୟକ ବିରାଟ କୋହଲି ଖେଳିବେ ନାହିଁ ବୋଲି ଜଣାପଡିଛି। ତାଙ୍କ ସ୍ଥାନରେ…

୭୩ ବର୍ଷ ହେବ ଭାଙ୍ଗିନି କ୍ରିକେଟ୍‌ର ଏହି ରେକର୍ଡ

କ୍ରିକେଟରେ ଶତକ ମାରିବା ପ୍ରତ୍ୟେକ କ୍ରିକେଟର୍‌ଙ୍କ ସ୍ବପ୍ନ ଥାଏ। ତେବେ ଟେଷ୍ଟରେ ଲଗାତର ୫ ଇନିଂସରେ ୫ଟି ଶତକ ହାସଲ କରିବା ନିହାତି ଏକ ଗୁରୁତ୍ୱପୂର୍ଣ୍ଣ କଥା। ଏମିତି ଏକ କାରନାମା କରିଥିଲେ ଓ୍ବେଷ୍ଟଇଣ୍ଡିଜ୍‌ର ମହାନ କ୍ରିକେଟର୍‌ ଏଭଟର୍ନ ଓ୍ବିକ୍ସ। ୧୯୪୯…

ଭାରତକୁ ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ଚେତାବନୀ

ଜୋହାନ୍ସବର୍ଗ,୩।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ସୋମବାରଠାରୁ ଆରମ୍ଭ ହେଉଛି। ଏହାପୂର୍ବରୁ ଦକ୍ଷିଣ ଆଫ୍ରିକା ଅଧିନାୟକ ଡିନ୍‌ ଏଲଗାର୍‌ ଭାରତକୁ ଚେତାବନୀ ଦେଇଛନ୍ତି। ଦ୍ୱିତୀୟ ଟେଷ୍ଟରେ ଦଳ ନିଶ୍ଚୟ ବିଜୟ ହାସଲ କରିବାକୁ ଚେଷ୍ଟା କରିବ ବୋଲି…

ଇତିହାସ ରଚିବାକୁ ପଡ଼ିଆକୁ ଓହ୍ଳାଇବ ଭାରତ: ଜାଣନ୍ତୁ କେବେ, କେଉଁଠି ଦେଖିବେ ମ୍ୟାଚ୍‌

ଓ୍ବାଣ୍ଡର୍ସ,୨।୧:ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ସୋମବାର ଠାରୁ ଜୋହାନ୍ସବର୍ଗ ଗ୍ରାଉଣ୍ଡରେ ଖେଳାଯିବ। ଟିମ ଇଣ୍ଡିଆ ଏହି ସିରିଜର ପ୍ରଥମ ମ୍ୟାଚ ଜିତିଛି ଏବଂ ଦ୍ୱିତୀୟ ମ୍ୟାଚ ଜିତି ସିରିଜ ଜିତିବାକୁ ଚାହୁଁଛି। ଦକ୍ଷିଣ ଆଫ୍ରିକାରେ…

ଐତିହାସିକ ବିଜୟ ଲକ୍ଷ୍ୟରେ

ଜୋହାନ୍ସବର୍ଗ,୨।୧: ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ସୋମବାରଠାରୁ ଭାରତ ଓ ଘରୋଇ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ ଦଳ ଏକ ଐତିହାସିକ ସିରିଜ ବିଜୟ ହାସଲ ଲକ୍ଷ୍ୟରେ ମ୍ୟାଚ୍‌କୁ…

ଏକାଠି ମାଇଲଷ୍ଟୋନ ହାସଲ କରିପାରନ୍ତି କୋହଲି-ରାହାନେ

ଜୋହାନ୍ସବର୍ଗ,୨।୧: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି ଓ ଅଜିଙ୍କ୍ୟ ରାହାନେ ସ୍ଥାନୀୟ ଓ୍ବାଣ୍ଡରର୍ସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୋମବାରଠାରୁ ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ରେ ଏକାଠି ବ୍ୟକ୍ତିଗତ ମାଇଲଷ୍ଟୋନ ହାସଲ କରିପାରନ୍ତି। ଦୁହେଁ ଟେଷ୍ଟ କ୍ରିକେଟରେ ୧୦୦ କ୍ୟାଚ୍‌…

ପଦାର୍ପଣର ପ୍ରଥମ ଓଭରରେ ଦେଖାଇଲେ ଚମତ୍କାର ବୋଲିଂ

ସିଡ୍‌ନୀ,୨।୧: ବିଗ୍‌ ବାଶ ଲିଗ୍‌ (ବିବିଏଲ)ର ପଦାର୍ପଣ ମ୍ୟାଚ୍‌ରେ ଚମତ୍କାର ବୋଲିଂ କରିଛନ୍ତି ପାକିସ୍ତାନ ପେସର ମହମ୍ମଦ ହାସନେନ। ସିଡ୍‌ନୀ ଥଣ୍ଡର ପାଇଁ ଖେଳୁଥିବା ହାସନେନ ଆଡିଲେଡ୍‌ ଷ୍ଟ୍ରାଇକର୍ସ ବିପକ୍ଷରେ ପ୍ରଥମ ଓଭରରେ ବିନା କୌଣସି ରନ୍‌ ଦେଇ ୩ ଉଇକେଟ…

ବିଦେଶୀ କୋଚ୍‌ ଚାହୁଁଛନ୍ତି ବାବର, ରିଜଓ୍ବାନ

କରାଚୀ,୨।୧: ପାକିସ୍ତାନ ଦଳର ଅଧିନାୟକ ବାବର ଆଜାମ ଓ ଦଳର ଆନ୍ତରୀଣ ମୁଖ୍ୟ କୋଚ୍‌ ସାକଲିନ ମୁସ୍ତାକ ଜାତୀୟ ଦଳ ପାଇଁ ବିଦେଶୀ କୋଚ୍‌ ଚାହୁଁଛନ୍ତି। ଉଇକେଟକିପର ମହମ୍ମଦ ରିଜଓ୍ବାନ ମଧ୍ୟ ଏଥିରେ ଏକମତ ଥିବା ସ୍ପଷ୍ଟ କରିଛନ୍ତି ପାକିସ୍ତାନ କ୍ରିକେଟ…

୧୩ ରନ୍‌ ଦୂରରେ ରେକର୍ଡ

ଜୋହାନ୍ସବର୍ଗ,୨।୧: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଖରେ ବର୍ତ୍ତମାନ କୋଚ୍‌ ତଥା ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍‌ଙ୍କ ରେକର୍ଡକୁ ପଛରେ ପକାଇବାର ସୁଯୋଗ ଅଛି। ଦକ୍ଷିଣ ଆଫ୍ରିକାରେ ସର୍ବାଧିକ ଟେଷ୍ଟ ରନ୍‌ କରିଥିବା ଭାରତୀୟ ବ୍ୟାଟରଙ୍କ ତାଲିକାରେ କୋହଲି ତୃତୀୟ ସ୍ଥାନରେ…

କୋହଲିଙ୍କୁ ନେଇ ଏମିତି କହିଲେ ଦ୍ରାଭିଡ୍‌

ସେଞ୍ଚୁରିୟନ,୨।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଆସନ୍ତାକାଲି ଅର୍ଥାତ୍‌ ଜାନୁଆରୀ ୩ ରୁ ଆରମ୍ଭ ହେବ। ସେଞ୍ଚୁରିୟନରେ ପ୍ରଥମ ଟେଷ୍ଟ ମ୍ୟାଚ ଜିତିବା ପରେ ଭାରତୀୟ ଦଳ ସିରିଜରେ ୧-୦ରେ ଆଗୁଆ ରହିଛି ଏବଂ ବର୍ତ୍ତମାନ…

ସାଢ଼େ ୪ ବର୍ଷ ପରେ ଫେରିଲେ !

ନୂଆଦିଲ୍ଲୀ,୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ପାଇଁ ଦଳକୁ ଫେରିଛନ୍ତି ଟିମ୍‌ ଇଣ୍ଡିଆର ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ପ୍ରାୟ ସାଢେ ଚାରି ବର୍ଷ ପରେ ଅଶ୍ୱିନ ଦିନିକିଆ ଦଳକୁ ଫେରିଛନ୍ତି। ଏହାପୂର୍ବରୁ ୨୦୨୧ ଟି-୨୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri