Posted inଖେଳ

ସେମିଫାଇନାଲରେ ଭାରତ

ବର୍ମିଂହାମ,୪।୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା କ୍ରିକେଟ ଦଳ ବାରବାଡୋସକୁ ୧୦୦ ରନରେ ପରାସ୍ତ କରିଛି। ଜେମିମା ରୋଡ୍ରିଗେଜ ଭାରତ ପାଇଁ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ। ବୋଲିଂରେ ଥିବାବେଳେ ରେଣୁକା ସିଂ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଥିଲେ। ସେ ୪ ଓଭରରେ ୧୦ ରନ ଦେଇ ୪ ଉଇକେଟ ନେଇଥିଲେ। ମେଘନା ସିଂ, ସ୍ନେହ ରାଣା ଏବଂ ରାଧା ଯାଦବ ମଧ୍ୟ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଏହି ବିଜୟ ସହିତ ଭାରତୀୟ ଦଳ ସେମିଫାଇନାଲରେ ପ୍ରବେଶ କରିଛି।
ଟସ ହାରି ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୪ ଉଇକେଟ ହରାଇ ୧୬୨ ରନ ସଂଗ୍ରହ କରିଥିଲା। ଏହି ସମୟରେ ଜେମିମା ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ। ଓପନର୍‌ ଶେଫାଳି ବର୍ମା ୨୬ ବଲରେ ୪୩ ରନ ସଂଗ୍ରହ କରିଥିଲେ। ଦୀପ୍ତି ଶର୍ମା ୨୮ ବଲରୁ ଅପରାଜିତ ୩୪ ରନ କରିଥିଲେ।
ଭାରତର ଟାର୍ଗେଟକୁ ପଛରେ ପକାଇ ବାରବାଡୋସ ଦଳ ୨୦ ଓଭରରେ ୮ ଉଇକେଟ୍‌ ହରାଇ ମାତ୍ର ୬୨ ରନ ସ୍କୋର କରିପାରି ଥିଲା। ଫଳରେ ଭାରତ ୧୦୦ ରନରେ ମ୍ୟାଚ୍‌ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଯୁବତୀ ଜଣଙ୍କ କିଏ? ଟୋକିଓ ଅଲିମ୍ପିକ୍ସରେ…

ଜାପାନର ରାଜଧାନୀ ଟୋକିଓରେ ଅଲିମ୍ପିକ ଖେଳର ଆୟୋଜନ କରାଯାଛି। ଖେଳର ଏହି ମହାକୁମ୍ଭରେ କିଛି ମହିଳା ନିଜର ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ଥିବା ବେଳେ କିଛଇ...

ପ୍ରଥମ ରାଉଣ୍ଡରୁ ପ୍ରଜନେଶଙ୍କ ବିଦାୟ

ଲଣ୍ଡନ, ୧।୭ (ପି.ଟି.)- ଭାରତର ଟପ୍‌ ସିଡ୍‌ ସିଙ୍ଗଲ୍ସ ଖେଳାଳି ପ୍ରଜନେଶ ଗୁଣେଶ୍ୱରମ ଏଠାରେ ଚାଲିଥିବା ବର୍ଷର ୩ୟ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତା ଓ୍ବିମ୍ବେଲଡନ ଚାମ୍ପିୟନଶିପ୍‌ର ପ୍ରଥମ...

ସ୍ମିଥ୍‌ଙ୍କ ଶତକ: ଅଷ୍ଟ୍ରେଲିଆ ସିରିଜ ବିଜୟୀ

ସିଡ୍‌ନୀ, ୩୦।୧୧-  ଷ୍ଟିଭେନ୍‌ ସ୍ମିଥ୍‌ଙ୍କ କ୍ରମାଗତ ଦ୍ୱିତୀୟ ଶତକ ସହାୟତାରେ ଅଷ୍ଟ୍ରେଲିଆ ରବିବାର ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ୫୧ ରନରେ ଭାରତକୁ ପରାସ୍ତ...

ଭାରତୀୟ ମହିଳା ଦଳର ଖେଳାଳିଙ୍କୁ ମିଳିନାହିଁ ଟି୨୦ ବିଶ୍ୱକପ୍‌ର ପୁରସ୍କାର ରାଶିର ଅଂଶ

ନୂଆଦିଲ୍ଲୀ, ୨୩।୫ : ଗତ ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ମହିଳା ବିଶ୍ୱକପ୍‌ରେ ଭାରତୀୟ ଦଳ ଉପ ବିଜେତା ଆଖ୍ୟା ଗ୍ରହଣ କରିଥିଲା। ଏଥି ଯୋଗୁ...

ଉମ୍ରାନଙ୍କୁ କାହିଁକି ଦେଇଥିଲେ ଶେଷ ଓଭର? ହାର୍ଦ୍ଦିକ କହିଲେ…

ଡବଲିନ,୨୯।୬: ଭାରତ ମଙ୍ଗଳବାର ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ସହ ୨ ମ୍ୟାଚ୍‌ ବିଶିଷ୍ଟ ସିରିଜକୁ କ୍ଲିନ୍‌ ସୁଇପ୍‌ କରିଛି। ଦୀପକ...

ମହିଳା ଫିଫା ବିଶ୍ୱକପ୍‌: କ୍ୱାର୍ଟରରେ ଫ୍ରାନ୍ସ, ଇଂଲଣ୍ଡ

ପ୍ୟାରିସ,୨୩ା୬(ଏଏଫ୍‌ପି): ମହିଳା ଫିଫା ବିଶ୍ୱକପ୍‌ ଆୟୋଜକ ଫ୍ରାନ୍ସ ଓ ଇଂଲଣ୍ଡ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ମ୍ୟାଚ୍‌ର ଅତିରିକ୍ତ ମିନିଟ୍‌ରେ ଆମାଣ୍ଡିନେ ହେନ୍‌ରୀଙ୍କ ଗୋଲ ଯୋଗୁ...

ପୋଲାଣ୍ଡରେ ଆର୍ମି ଫିଲ୍ଡ ହକିକୁ ବଞ୍ଚାଇ ରଖିଛି: କୋଚ୍‌ କାରୋଲ ସ୍ନିଜେକ୍‌

ଭୁବନେଶ୍ୱର, ୧୧ା୬-ୟୁରୋପୀୟ ଦେଶ ପୋଲାଣ୍ଡରେ ଆର୍ମି ଫିଲ୍ଡ ହକି ଖେଳକୁ ବଞ୍ଚାଇ ରଖିଛି। ଏହି ଦେଶରେ ପ୍ରାୟ ୨୦୦୦ ଖେଳାଳି ରହିଛନ୍ତି। ଭାରତ ଭଳି ପୋଲାଣ୍ଡରେ...

ସ୍ବର୍ଣ୍ଣ ପଦକ ଜିତିବା ପରେ ଦର୍ଶକ ଷ୍ଟାଣ୍ଡ୍‌ରେ ବସି ସ୍ବେଟର୍‌ ବୁଣିଲେ ଏହି ଖେଳାଳି

ଅଲିମ୍ପିକ ଚାମ୍ପିଅନ ସ୍ବେଟର୍‌ ବୁଣିବା କଥାଟା ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଏହି ଘଟଣା ଦେଖିବାକୁ ମିଳିଛି। ଏହା ଦେଖି ସାରା...

Advertisement
Archives

Model This Week