ଆଇପିଏଲ୍ରେ ଇତିହାସ ରଚିଲେ ଉମରାନ୍
ମୁମ୍ବାଇ,୧୭।୪: ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ଦ୍ରୁତ ବୋଲର ଉମରାନ୍ ମଲିକ ଚମତ୍କାର ବୋଲିଂ କରିଥିଲେ। ସେ ଆଇପିଏଲରେ ଇତିହାସ ସୃଷ୍ଟି କରିଛନ୍ତି। ଆଇପିଏଲ ଇତିହାସରେ ସେ ଏକମାତ୍ର ବୋଲର, ଯିଏକି ମ୍ୟାଚର ପ୍ରଥମ ଇନିଂସର ୨୦ତମ ଓଭର ମେଡେନ୍…
ହାଇଦ୍ରାବାଦ୍କୁ ୧୫୨ ରନ୍ର ବିଜୟ ଲକ୍ଷ୍ୟ ଦେଲା ପଞ୍ଜାବ
ମୁମ୍ବାଇ,୧୭।୪: ଆଇପିଏଲ ୨୦୨୨ର ୨୮ତମ ମ୍ୟାଚ ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୧୫୧ ରନ୍ରେ ଅଲଆଉଟ୍ ହୋଇଯାଇଛି। ଫଳରେ ହାଇଦ୍ରାବାଦ୍କୁ ୧୫୨ ରନ୍ର ବିଜୟ ଲକ୍ଷ୍ୟ…
‘ଦଳ ପରାଜୟ ପାଇଁ ମୁଁ ଦାୟୀ’
ମୁମ୍ବାଇ,୧୭।୪: ଆଇପିଏଲ୍ ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଲଗାତର ଷଷ୍ଠ ପରାଜୟବରଣ କରିଛି। ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ହୋଇଛି। ମ୍ୟାଚ ପରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା କହିଛନ୍ତି, ଦଳର ପରାଜୟ ପାଇଁ ମୁଁ ନିଜକୁ ଦାୟୀ କରୁଛି।…
ଟସ୍ ଜିତିଲା ହାଇଦ୍ରାବାଦ୍
ମୁମ୍ବାଇ,୧୭।୪: ଆଇପିଏଲ ୨୦୨୨ର ୨୮ତମ ମ୍ୟାଚ ଖେଳାଯାଉଛି। ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଖେଳାଯାଉଛି। ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ କେନ ୱିଲିୟମସନ ଟସ ଜିତି ପଞ୍ଜାବ କିଙ୍ଗ୍ସକୁ ପ୍ରଥମେ ବ୍ୟାଟିଂ କରିବାକୁ…
ବିରାଟ୍ଙ୍କ ଏହି କାମ ଦେଖି ସହଜେ ବିଶ୍ୱାସ କରିପାରିଲେନି ଅନୁଷ୍କା: ଦେଖନ୍ତୁ ଭିଡିଓ
ପୁଣେ,୧୭।୪: ଆଇପିଏଲ ୨୦୨୨ର ଏକ ମ୍ୟାଚ୍ରେ ଆରସିବି ଦିଲ୍ଲୀକୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଆରସିବିର ପୂର୍ବତନ ଅଧିନାକୟକ ବିରାଟ କୋହଲି ଚମତ୍କାର ଫିଲ୍ଡିଂ କରିଥିଲେ। ଏହା ପରେ ବିରାଟ ଏକ ଚମତ୍କାର କ୍ୟାଚ ନେଇଥିଲେ। ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା…
କ୍ଲିନ୍ ବୋଲ୍ଡ ହେବା ପରେ ରାଗରେ ନିଆଁବାଣ ହୋଇଗଲେ ଈଶାନ, କରିଦେଲେ ଏପରି କାମ ଯେ…
ନୂଆଦିଲ୍ଲୀ,୧୭।୪: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ଲଗାତର ଭାବେ ଖରାପ ପ୍ରଦର୍ଶନ ଜାରି ରଖିଛି। ଶନିବାର ଖେଳାଯାଇଥିବା ମୁକାବିଲାରେ ମୁମ୍ବାଇ ୧୮ ରନ୍ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସଠାରୁ ପରାଜିତ ହୋଇଛି। ଟୁର୍ନାମେଣ୍ଟରେ କ୍ରମାଗତ ୬ଷ୍ଠ ପରାଜୟ ପରେ ଦଳ…
ଭାରତ ପାଇଁ ଗୌରବ ଆଣିଲେ ଅଭିନେତା ଆର୍. ମାଧବନଙ୍କ ପୁଅ
ନୂଆଦିଲ୍ଲୀ,୧୭।୪: ଅଭିନେତା ଆର୍. ମାଧବନଙ୍କ ପୁଅ ବେଦାନ୍ତ ମାଧବନ ଅନ୍ତର୍ଜାତୀୟସ୍ତରରେ ଭାରତ ପାଇଁ ଗୌରବ ଆଣିଛନ୍ତି। ଶୁକ୍ରବାର ସେ ଡେନିଶ୍ ଓପନ ସନ୍ତରଣ ପ୍ରତିଯୋଗିତାର ପୁରୁଷ ୧୫୦୦ ମିଟର ଫ୍ରିଷ୍ଟାଇଲ୍ ଇଭେଣ୍ଟରେ ଭାଗନେଇ ରୋପ୍ୟ ପଦକ ହାସଲ କରିଛନ୍ତି। ଏଥିପାଇଁ ତାଙ୍କୁ…
ଆର୍ସିବି ବିଜୟୀ…
ମୁମ୍ବାଇ, ୧୬।୪ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣର ୨୭ ତମ ମ୍ୟାଚ୍ରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ବିପକ୍ଷରେ ବିଜୟ ହାସଲ କରିଛି । ଧାର୍ଯ୍ୟ ୧୯୦ ରନ୍ ଲକ୍ଷ୍ୟର ପିଛା କରି ଡିସି ୨୦ ଓଭରରେ…
ଡିସି ପାଇଁ ବିଜୟ ଲକ୍ଷ୍ୟ ୧୯୦…
ମୁମ୍ବାଇ, ୧୬।୪ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣର ୨୭ ତମ ମ୍ୟାଚ୍ରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି…
ଖାଲି ଅଧିନାୟକତ୍ୱ ନୁହେଁ, ବ୍ୟାଟିଂରେ ବି ଫ୍ଲପ୍
ମୁମ୍ବାଇ,୧୬।୪: ଚଳିତ ଆଇପିଏଲ୍ ସିଜନରେ ନିରାଶଜନକ ପ୍ରଦର୍ଶନ ଜାରି ରଖିଛି ମୁମ୍ବାଇ ଇଣ୍ଡିଆନ୍ସ। ଦଳ ଏଯାବତ ୬ଟି ମୁକାବିଲା ଖେଳିଥିବା ବେଳେ ସବୁଥିରେ ପରାଜିତ ହୋଇଛି। ଟୁର୍ନାମେଣ୍ଟ ଇତିହାସର ସବୁଠାରୁ ସଫଳ ଦଳର ଏଭଳି ସ୍ଥିତି ପ୍ରଶଂସକଙ୍କୁ ବ୍ୟଥିତ କରିଛି। ଏପରିକି…
ଡିସି ଜିତିଲା ଟସ୍, ପ୍ରଥମେ ବୋଲିଂ…
ମୁମ୍ବାଇ, ୧୬।୪ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଡିସିର ଅଧିନାୟକ…
ଏଲ୍ଏସ୍ଜି ବିଜୟୀ…
ମୁମ୍ବାଇ, ୧୬।୪ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣରେ ଶନିବାର ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍(ଏଲ୍ଏସ୍ଜି) ମୁମ୍ବାଇ ଇଣ୍ଡିଆନ୍ସ୍(ଏମ୍ଆଇ) ବିପକ୍ଷରେ ବିଜୟୀ ହୋଇଛି। ମହାରାଷ୍ଟ୍ର ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଏମ୍ଆଇର ଅଧିନାୟକ ରୋହିତ ଶର୍ମା ଟସ ଜିଣିବା ପରେ…

