ଓ୍ବାର୍ଣ୍ଣରଙ୍କୁ ଛାଡୁନି ‘ପୁଷ୍ପା’ ଫିଭର୍
ମୁମ୍ବାଇ,୨୧।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ବଡ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଏହି ମ୍ୟାଚରେ ଡେଭିଡ ୱାର୍ଣ୍ଣର ଅର୍ଦ୍ଧଶତକୀୟ ଇନିଂସ ଖେଳି ଦିଲ୍ଲୀ କ୍ୟାପିଟାଲ୍ସକୁ ୯ ଉଇକେଟରେ ବିଜୟ ଦେଇଥିଲେ। ୱାର୍ଣ୍ଣର ୩୦ଟି ବଲରୁ ୬୦ ରନ୍ କରି ଅପରାଜିତ…
ୱାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂ: ପଞ୍ଜାବ କିଙ୍ଗସର ଶୋଚନୀୟ ପରାଜୟ
ମୁମ୍ବାଇ,୨୦।୪: ଆଇପିଏଲ ୨୦୨୨ର ୩୨ତମ ମ୍ୟାଚରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସିି) ୯ ଉଇକେଟ୍ରେ ପଞ୍ଜାବ କିଙ୍ଗସକୁ କରିଛି। ୧୧୬ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ୫୭ ବଲ୍ ବାକି ଥାଇ ଦିଲ୍ଲୀ ମାତ୍ର ଗୋଟିଏ ଉଇକେଟ୍ ହରାଇ ଲକ୍ଷ୍ୟ…
ହଠାତ୍ ଅନ୍ତର୍ଜାତୀୟ କ୍ରିକେଟ୍କୁ ଅଲବିଦା କହିଲେ ଏହି ପ୍ରସିଦ୍ଧ କ୍ରିକେଟର୍
ମୁମ୍ବାଇ,୨୦।୪: ଓ୍ବେଷ୍ଟଇଣ୍ଡିର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କିରଣ ପୋଲାର୍ଡ ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଇନ୍ଷ୍ଟାଗ୍ରାମ ଜରିଆରେ ସେ ଏହି ସୂଚନା ଦେଇଛନ୍ତି। ଟି-୨୦ କ୍ରିକେଟର୍ କିମ୍ବଦନ୍ତୀ କୁହାଯାଉଥିବା ୩୪ ବର୍ଷୀୟ ପୋଲାର୍ଡ ଓ୍ବେଷ୍ଟଇଣ୍ଡିଜ୍ ପାଇଁ ୧୨୪ ଦିନିକିଆ ମ୍ୟାଚ୍ ଖେଳି…
ଦିଲ୍ଲୀ ବୋଲରଙ୍କ ଚମତ୍କାର ବୋଲିଂ: ୧୧୫ ରନ୍ରେ ପଞ୍ଜାବ ଅଲ୍ଆଉଟ୍
ମୁମ୍ବାଇ,୨୦।୪: ଆଇପିଏଲ ୨୦୨୨ର ୩୨ତମ ମ୍ୟାଚରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସିି) ଏବଂ ପଞ୍ଜାବ କିଙ୍ଗସ (ପିବିକେଏସ) ମଧ୍ୟରେ ଖେଳାଯାଉଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ୨୦ ଓଭରରେ ୧୧୫ ରନ୍ରେ ଅଲ୍ଆଉଟ୍ ହୋଇଯାଇଛି। ଫଳରେ ଦିଲ୍ଲୀ ସାମ୍ନାରେ…
ଟସ୍ ଜିତିଲା ଦିଲ୍ଲୀ
ମୁମ୍ବାଇ,୨୦।୪: ଆଇପିଏଲ ୨୦୨୨ର ୩୨ତମ ମ୍ୟାଚରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସିି) ପଞ୍ଜାବ କିଙ୍ଗସ (ପିବିକେଏସ)କୁ ଭେଟୁଛି। ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। କରୋନା ସଂକ୍ରମିତ ମିସେଲ ମାର୍ଶଙ୍କ ସ୍ଥାନରେ ସରଫରାଜ ଖାନଙ୍କୁ ଦିଲ୍ଲୀ ଦଳରେ…
କ୍ୟାନ୍ସର ସହ ଲଢ଼େଇରେ ହାରିଗଲେ ଏହି କ୍ରିକେଟର
ଢାକା,୨୦।୪: ବାଂଲାଦେଶର ପୂର୍ବତନ ବାମହାତୀ ସ୍ପିନର ମୁଶରଫ ହୁସେନ ରୁବେଲ ଆଉ ନାହାନ୍ତି। ୪୦ ବର୍ଷ ବୟସରେ ତାଙ୍କ ପରଲୋକ ଘଟିଛି। ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ଏନେଇ ଟୁଇଟ୍ କରି ସୂଚନା ଦେଇଛି। ଦୀର୍ଘଦିନରୁ ମସ୍ତିଷ୍କ କର୍କଟ ସହ ଲଢ଼େଇ କରୁଥିଲେ…
ଆଜିର ମ୍ୟାଚ୍କୁ ନେଇ ବଢିଲା ସସ୍ପେନ୍ସ
ମୁମ୍ବାଇ,୨୦।୪: ଆଇପିଏଲ ୨୦୨୨ ଉପରେ କରୋନା ଛାୟା ପଡିଛି। ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଆଉ ଜଣେ ଖେଳାଳି କରୋନା ଆକ୍ରାନ୍ତ ହୋଇଛନ୍ତି। କରୋନା ଆକ୍ରାନ୍ତ ହୋଇଥିବା ଖେଳାଳି ଜଣେ ବିଦେଶୀ ବୋଲି ଜଣାପଡିଛି। ଏହି କାରଣରୁ…
ଦକ୍ଷିଣ ଭାରତୀୟ ରୀତିନୀତିରେ ବିବାହ
ବମ୍ବେ: ବିଗତ କିଛି ମାସ ଧରି ବଲିଉଡ୍ରେ ବିବାହ ଋତୁ ଚାଲିଛି। ଏହି ସମୟ ମଧ୍ୟରେ ଅଭିନେତା ବିକ୍କି କୌଶଲଙ୍କଠାରୁ ଆରମ୍ଭ କରି ଫର୍ହାନ ଅଖ୍ତର, ଆଲିଆ ଭଟ୍ଟଙ୍କ ଭଳି କଳାକାର ହାତକୁ ଦୁଇ ହାତ ହୋଇଛନ୍ତି। ଆଗକୁ ଆଉ ଜଣେ…
‘କୋହଲିଙ୍କୁ ବିଶ୍ରାମ ଦରକାର’
ମୁମ୍ବାଇ,୨୦।୪: ଭାରତୀୟ କ୍ରିକେଟର୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି କେବେ ଏକ ଶତକ ସ୍କୋର କରିବେ, ଏହି ପ୍ରଶ୍ନ ଏବେ ପୁରୁଣା ହୋଇଯାଇଛି। ଏବେ ପ୍ରଶଂସକମାନେ ତାଙ୍କଠାରୁ ଏକ ଭଲ ଇନିଂସ ଆଶା କରୁଛନ୍ତି। ଟିମ ଇଣ୍ଡିଆ ଏବଂ ଆଇପିଏଲରେ…
ରାହୁଲ୍ଙ୍କୁ ଡବଲ୍ ଝଟ୍କା
ମୁମ୍ବାଇ,୨୦।୪: ଲକ୍ଷ୍ନୌ ସୁପର ଜିଆଣ୍ଟସ ଅଧିନାୟକ କେ.ଏଲ ରାହୁଲଙ୍କୁ ଡବଲ୍ ଝଟକା ଲାଗିଛି। ଆଇପିଏଲ ୨୦୨୨ର ଏକ ମ୍ୟାଚରେ ତାଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୧୮ ରନରେ ପରାସ୍ତ କରିଛି। ଏହା ପରେ ରାହୁଲଙ୍କୁ ଆଇପିଏଲ ଆଚରଣ ବିଧି ଉଲ୍ଲଂଘନ…
ଆର୍ସିବି ବିଜୟୀ…
ମୁମ୍ବାଇ, ୧୯।୪ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣର ୩୧ ତମ ମ୍ୟାଚ୍ରେ ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍(ଏଲ୍ଏସ୍ଜି) ବିପକ୍ଷରେ ବିଜୟ ହାସଲ କରିଛି । ଧାର୍ଯ୍ୟ ୧୮୨ ରନ୍ ଲକ୍ଷ୍ୟର ପିଛା କରି ଏଲଏସଜି ୨୦…
‘କାର୍ତ୍ତିକଙ୍କ ବୟସ ଦେଖ ନାହିଁ, ଖେଳ ଦେଖ’
ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୨ରେ ଦମ୍ଦାର ଫର୍ମରେ ନଜର ଆସୁଛନ୍ତି ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଏହି ବ୍ୟାଟ୍ସମ୍ୟାନ୍ ଏଯାବତ ୬ ମ୍ୟାଚ୍ ଖେଳିଥିବା ବେଳେ ୧୯୭ ରନ୍ କରିଛନ୍ତି। ତାଙ୍କର ହାରାହାରି ୧୯୭ ଏବଂ ୨୦୯.୫୭…

