Posted inଖେଳ

ସେମିଫାଇନାଲରେ ପହଞ୍ଚିଲେ ହିମା

ବର୍ମିଂହାମ୍‌, ୪ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା ୨୦୦ ମିଟର ଦୌଡ଼ ସେମିଫାଇନାଲରେ ଭାରତର ସ୍ପ୍ରିଣ୍ଟର ହିମା ଦାସ ପ୍ରବେଶ କରିଛନ୍ତି। ୨୩.୪୨ ସେକେଣ୍ଡ ଟାଇମିଂ ସହ ସେ ତାଙ୍କ ହିଟ୍‌ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ହିଟ୍‌ ନମ୍ବର-୨ରେ ହିମାଙ୍କ ସମେତ ୫ଜଣ ଭାଗ ନେଇଥିଲେ। ଏଥିରେ ଜାମ୍ବିଆର ରୋଡା ଏନ୍‌ଜୋବିଭୁ ୨୩.୮୫ ସେକେଣ୍ଡ ଟାଇମିଂରେ ଦ୍ୱିତୀୟ ଏବଂ ଉଗାଣ୍ଡାର ଜାସେଣ୍ଟ ନ୍ୟାମ୍‌ହୁଙ୍ଗେ (୨୪.୦୭) ତୃତୀୟ ସ୍ଥାନ ରହିଥିଲେ। ମହିଳା ୨୦୦ ମିଟର ଦୌଡ଼ରେ ୬ଟି ହିଟ୍‌ ଅନୁଷ୍ଠିତ ହୋଇଥିଲା। ଶ୍ରେଷ୍ଠ ୧୬ ଜଣ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିଏସ୍‌କେ ହାରିଲା, ହେଲେ ଜିତିଲେ ଦୀପକ

ଦୁବାଇ,୭।୧୦: ହ୍ୟାଟ୍ରିକ ପରାଜୟ ସହ ଲିଗ୍‌ ପର୍ଯ୍ୟାୟ ଶେଷ କରିଛି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ଅନ୍ତିମ ମ୍ୟାଚ୍‌ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଦଳକୁ...

ଆଇଏସ୍‌ଏଲ୍‌ରେ ଭାଗନେବେ ୮ ବ୍ରାଜିଲ ଖେଳାଳି

ନୂଆଦିଲ୍ଲୀ, ୨୭ା୯ (ପି.ଟି.)-କୋଭିଡ୍‌-୧୯ ମହାମାରୀର ବ୍ୟାପକତା ସତ୍ତ୍ୱେ ବ୍ୟୟବହୁଳ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଖେଳିବା ଲାଗି ପ୍ରଥମ ପର୍ଯ୍ୟାୟରେ ବିଦେଶୀ ଖେଳାଳିଙ୍କୁ ଭାରତ ଆସିବା...

ଟେଷ୍ଟୋଷ୍ଟେରୋନ ନିୟମ: ଲମ୍ବା ଲଢେଇରେ ହାରିଲେ ସିମେନ୍ୟା

ଜେନିଭା,୧୦।୯ (ଏପି): ଦୁଇଥର ଅଲିମ୍ପିକ୍‌ ଚାମ୍ପିୟନ ଦକ୍ଷିଣ ଆଫ୍ରିକା ମିଡିଲ ଡିଷ୍ଟାନ୍ସ ରନର କାଷ୍ଟର ସିମେନ୍ୟା ଏକ ଲମ୍ବା ତଥା ଗୁରୁତ୍ୱପୂର୍ଣ୍ଣ ଆଇନଗତ ଲଢେଇରେ ପରାସ୍ତ...

କ୍ରିକେଟରଙ୍କ ଡୋପ୍‌ ଟେଷ୍ଟ ପାଇଁ ବିସିସିଆଇର ସର୍ତ୍ତ

ନୂଆଦିଲ୍ଲୀ,୨୧।୭(ପି.ଟି.): ଶେଷରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କ୍ରିକେଟରଙ୍କ ଡୋପ୍‌ ଟେଷ୍ଟ ନେଇ ରାଜି ହୋଇଛି। ଏଥିପାଇଁ ବିସିସିଆଇ ଅବଶ୍ୟ ନୂଆ ସର୍ତ୍ତ ରଖିଛି।...

ପାକିସ୍ତାନ ଦଳରେ କାଦିରଙ୍କ ପୁଅ ଉସ୍‌ମାନ

କରାଚୀ, ୨୧ା୧୦ (ପି.ଟି.)-ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ଅନ୍ତର୍ଜାତୀୟ ଟି୨୦ ଏବଂ ଟେଷ୍ଟ ସିରିଜ ପାଇଁ ସୋମବାର ପାକିସ୍ତାନ କ୍ରିକେଟ ଦଳ ଘୋଷଣା କରାଯାଇଛି। ଟି୨୦ ଦଳରେ...

କୋହଲିଙ୍କ ଏମିତି କାର୍ଯ୍ୟ ଦେଖି ଭାବପ୍ରବଣ ହେଲେ ଅନୁଷ୍କା

ମୁମ୍ବାଇ,୩୦।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପଡ଼ିଆରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ଜଣାଶୁଣା। କୋହଲି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା...

୫ ମାସ ପରେ ଦଳକୁ ଫେରିଲେ କୋହଲି

ବର୍ମିଂହାମ,୯ା୭: ଖରାପ ଫର୍ମ ଦେଇ ଗତି କରୁଥିବା ବିରାଟ କୋହଲି ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଦୀର୍ଘ ୫ ମାସର ବିରତି ପରେ ଟି-୨୦କୁ ଫେରୁଥିବା କୋହଲିଙ୍କ...

ମଲ୍ଲିକାଙ୍କ ପ୍ରଶଂସାରେ ଶତମୁଖ ହେଲେ କାର୍ତ୍ତିକ

ନୂଆଦିଲ୍ଲୀ,୧୪।୨: ମୁମ୍ବାଇରେ ଆୟୋଜିତ ମହିଳା ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌) ନିଲାମରେ ଅନେକ ଭାରତୀୟ ଖେଳାଳି କୋଟିପତି ହୋଇଛନ୍ତି। ସେହିଭଳି ବିଦେଶୀ ଖେଳାଳିମାନେ ମଧ୍ୟ ଅଧିକ ଦାମ୍‌ରେ ବିକ୍ରି...

Advertisement
Archives

Model This Week