ଭବିଷ୍ୟତରେ ଭାରତର ଅଧିନାୟକ ହୋଇପାରନ୍ତି ହାର୍ଦ୍ଦିକ: ମନୋଜ ତିଓ୍ବାରୀ
ନୂଆଦିଲ୍ଲୀ,୧୬।୪: ଚଳିତ ଆଇପିଏଲ୍ରେ ଦମ୍ଦାର ପ୍ରଦର୍ଶନ ଜାରି ରଖିଛି ନୂଆ ଟିମ୍ ଗୁଜରାଟ ଟାଇଟନ୍ସ। ଡେବ୍ୟୁ ସିଜନରେ ଦଳ ୫ଟି ମୁକାବିଲା ଖେଳିଥିବା ବେଳେ ସେଥିରୁ ୪ଟି ଜିତିଛି। ଏଥିଯୋଗୁ ଦଳ ଅଙ୍କ ତାଲିକାରେ ପ୍ରଥମ ସ୍ଥାନରେ ରହିଛି। ତେବେ ଗୁଜରାଟର…
ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ, ଏମ୍ଆଇ ପାଇଁ ବିଜୟ ଲକ୍ଷ୍ୟ ୨୦୦ …
ମୁମ୍ବାଇ, ୧୬।୪ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣରେ ଶନିବାର ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍(ଏଲ୍ଏସ୍ଜି) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍(ଏମ୍ଆଇ) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମହାରାଷ୍ଟ୍ର ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଏମ୍ଆଇର ଅଧିନାୟକ…
ଦରମାକୁ ନେଇ ଏମ୍ପି ହରଭଜନଙ୍କ ବଡ଼ ଘୋଷଣା
ଅମୃତସର,୧୬।୪: କ୍ରିକେଟରୁ ରାଜନେତା ବନିଥିବା ଭାରତୀୟ ପୂର୍ବତନ ଅଫ୍ ସ୍ପିନର ହରଭଜନ ସିଂହ ନିକଟରେ ଆମ୍ ଆଦ୍ମୀ ପାର୍ଟି(ଆପ୍)ରୁ ନିର୍ବାଚନ ଲଢ଼ି ପଞ୍ଜାବ ରାଜ୍ୟ ସଭା ଏମ୍ପି ହୋଇଛନ୍ତି। ଏହାକୁ ନେଇ ଶନିବାର ସେ ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ସଭାରୁ…
ଟସ୍ ଜିତିଲା ଏମ୍ଆଇ, ବୋଲିଂ ନିଷ୍ପତ୍ତି…
ମୁମ୍ବାଇ, ୧୬।୪ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣରେ ଶନିବାର ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍(ଏଲ୍ଏସ୍ଜି) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍(ଏମ୍ଆଇ) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମହାରାଷ୍ଟ୍ର ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଏମ୍ଆଇର ଅଧିନାୟକ…
ସନ୍ରାଇଜର୍ସର ହ୍ୟାଟ୍ରିକ ବିଜୟ
ମୁମ୍ବାଇ, ୧୫।୪: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ସନ୍ରାଇଜର୍ସ ହାଇଦ୍ରାବାଦ ୭ ଉଇକେଟରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି। କୋଲକାତା ଦଳ ୨୦ ଓଭରରେ ୮ ଉଇକେଟ ହରାଇ ୧୭୫ ରନ କରିଥିଲା। ଜବାବରେ ସନ୍ରାଇଜର୍ସ…
ହାଇଦ୍ରାବାଦକୁ ୧୭୬ ରନ୍ର ବିଜୟ ଲକ୍ଷ୍ୟ
ମୁମ୍ବାଇ,୧୫।୪: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ଶୁକ୍ରବାର ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳ ଜାରି ରହିଛି। ପ୍ରଥମେ ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ନିମନ୍ତ୍ରଣ ପାଇଥିବା କୋଲକାତା ନିର୍ଦ୍ଧାରିତ ୨୦ ଓଭର…
କିଏ ସେ ହର୍ଷିତ ରାଣା? ଅଧା ଆଇପିଏଲ୍ରୁ ଯାହାକୁ ଆସିଲା କୋଲକାତା ପକ୍ଷରୁ ଡାକରା…
ମୁମ୍ବାଇ,୧୫।୪: ଆଇପିଏଲ୍ ଜାରି ରହିଥିବା ବେଳେ କିଛି ଖେଳାଳି ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି କ୍ରମରେ ଏବେ କୋଲକାତା ନାଇଟ୍ ରାଇଡର୍ସର ଯୁବ ଦ୍ରୁତ ବୋଲର ରସିଖ ସଲାମ ଦଳରୁ ବାହାରିଛନ୍ତି। ତାଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ଦଳରେ…
ଟସ୍ ଜିତିଲା ହାଇଦ୍ରାବାଦ, ବୋଲିଂ ନିଷ୍ପତ୍ତି
ମୁମ୍ବାଇ,୧୫।୪: ଆଇପିଏଲ୍ ୨୦୨୨ର ୨୫ତମ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିଛି କୋଲକାତା ନାଇଟ୍ ରାଇଡର୍ସ। ଶୁକ୍ରବାର ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ବ୍ୟାଟିଂ ନିମନ୍ତ୍ରଣ ପାଇ କୋଲକାତା ୪.୨ ଓଭରରେ ୩୧ ରନ୍ରେ…
ଆଇପିଏଲ୍ ବାୟୋ-ବବଲ୍ରେ କରୋନାର ଏଣ୍ଟ୍ରି
ମୁମ୍ବାଇ,୧୫।୪: ଆଇପିଏଲ୍ ବାୟୋବବଲ୍ରେ କରୋନାର ଏଣ୍ଟ୍ରି। ଚଳିତ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ର ଫିଜିଓ ପାଟ୍ରିକ ଫାରହାର୍ଟ କୋଭିଡ-୧୯ ସଂକ୍ରମିତ ହୋଇଛନ୍ତି। ଏନେଇ ଆଇପିଏଲ୍ ପକ୍ଷରୁ ପକାଶିତ ମିଡିଆ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। କରୋନା ମହାମାରୀକୁ ନେଇ ଗତ ସିଜନ ବେଶ ପ୍ରଭାବିତ…
୭ଟାରେ ପଡ଼ିବ ଟସ୍: ଜାଣନ୍ତୁ କେବେ, କେଉଁଠି ଦେଖିବେ ହାଇଦ୍ରାବାଦ- କୋଲକାତା ଲଢ଼େଇ
ମୁମ୍ବାଇ,୧୫।୪: ଆଇପିଏଲ୍ ୨୦୨୨ର ୨୫ତମ ମୁକାବିଲା ଶୁକ୍ରବାର ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ। ପ୍ରାରମ୍ଭିକ ମ୍ୟାଚ୍ରେ ପରାଜୟ ସତ୍ତ୍ୱେ କେନ୍ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ଟିମ୍ ଲଗାତାର ଦୁଇ ମ୍ୟାଚ୍ରେ ବିଜେତା ହୋଇଛି। ସେହିଭଳି ଶ୍ରେୟସ ଆୟରଙ୍କ…
ଅଧିନାୟକ ପଦ ଛାଡିଲେ ରୁଟ୍
ଲଣ୍ଡନ,୧୫।୪: ଇଂଲଣ୍ଡର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଜୋ ରୁଟ ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଦଳର ଖରାପ ପ୍ରଦର୍ଶନ ଯୋଗୁ ସେ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି। ରୁଟ ଦୀର୍ଘ ସମୟ ଧରି ଇଂଲଣ୍ଡର ଅଧିନାୟକ…
ଆଖିପିଛୁଳାରେ ଭାଙ୍ଗିଦେଲେ ଷ୍ଟମ୍ପ୍: ପ୍ରଶଂସକ ଆଶ୍ଚର୍ଯ୍ୟ
ପୁଣେ,୧୫।୪: ଆଇପିଏଲ ୨୦୨୨ରେ ଗୁରୁବାର ଖେଳାଯାଇଥିବା ଏକ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ରାଜସ୍ଥାନ ରୟାଲ୍ସକୁ ୩୭ ରନରେ ପରାସ୍ତ କରିଛି। ଏହି ମ୍ୟାଚରେ ଗୁଜରାଟ ଟାଇଟାନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଝଲକ ଦେଖିବାକୁ ମିଳିଛି। ସମସ୍ତ ତିନୋଟି ବିଭାଗ ବ୍ୟାଟିଂ, ବୋଲିଂ…

