ଖେଳ

ଦିଲ୍ଲୀ କ୍ୟାପିଟାଲ୍ସରେ କରୋନା ପ୍ରକୋପ: ଆଇସୋଲେଶନରେ ରିକି ପଣ୍ଟିଂ

ମୁମ୍ବାଇ,୨୨।୪: କରୋନା ପ୍ରକୋପ ଦେଇ ଗତି କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ପୁଣି ଥରେ ଏକ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର ରାଜସ୍ଥାନ ରୟାଲ୍ସ ବିରୋଧରେ ହେବାକୁ ଥିବା ଆଇପିଏଲ୍‌ ମ୍ୟାଚରେ ଦିଲ୍ଲୀ ଟିମ୍‌ର ମୁଖ୍ୟ କୋଚ୍‌ ରିକି ପଣ୍ଟିଂଙ୍କ ବିନା ଖେଳାଯିବ।…

ଧୋନୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ଜାଡେଜା

ମୁମ୍ବାଇ,୨୨।୪: ମୁମ୍ବାଇ,୨୨।୪: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ରୋମାଞ୍ଚକର ଆଇପିଏଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୩ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ହିରୋ ଥିଲେ ମହେନ୍ଦ୍ର ସିଂ ଧୋନୀ। ସେ ମାତ୍ର ୧୩ଟି ବଲ୍‌ରୁ ୨୮ ରନ୍‌ର ପାଳି…

‘ମୋ ଜୀବନରେ ଭଗବାନ ଭଳି ଆସିଥିଲେ ରାଇନା’

ମୁମ୍ବାଇ,୨୨।୪: ୧୯ ବର୍ଷରୁ କମ୍‌ ୨୦୨୦ ବିଶ୍ୱକପ୍‌ରେ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବା ପରେ କାର୍ତ୍ତିକ ତ୍ୟାଗି ପଛକୁ ଫେରି ଚାହିଁ ନାହାନ୍ତି। ସେହି ବର୍ଷ ଆଇପିଏଲ୍‌ ପାଇଁ ତାଙ୍କୁ ରାଜସ୍ଥାନ ରୟାଲ୍ସ କିଣିଥିଲା। ଆଇପିଏଲର ପ୍ରଥମ ସିଜନରେ ସେ…

ଲଜ୍ଜାଜନକ ରେକର୍ଡ ହାସଲ କଲେ ରୋହିତ

ମୁମ୍ବାଇ,୨୨।୪: ଆଇପିଏଲ ୨୦୨୨ର ୩୩ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଏକ ଲଜ୍ଜାଜନକ ରେକର୍ଡ ହାସଲ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ରୋହିତ ଶର୍ମା ‘ଶୂନ’ରେ ପ୍ୟାଭିଲିୟନକୁ ଫେରିଥିଲେ। ରୋହିତଙ୍କୁ ଚେନ୍ନାଇ ସୁପର…

ପୋଲାର୍ଡଙ୍କୁ ଉପରକୁ ବଲ୍‌ ଫୋପାଡିଲେ ବ୍ରାଭୋ: ପ୍ରତିବଦଳରେ ମିଳିଲା ଚୁମ୍ବନ

ମୁମ୍ବାଇ,୨୨।୪: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଗୁରୁବାର ଖେଳାଯାଇଥିବା ରୋମାଞ୍ଚକର ଆଇପିଏଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୩ ଉଇକେଟରେ ପରାସ୍ତ କରିଛି। ମ୍ୟାଚ ସମୟରେ ମୂମ୍ବାଇର କିରନ ପୋଲାର୍ଡ ଏବଂ ଚେନ୍ନାଇର ଡ୍ବେନ୍‌ ବ୍ରାଭୋଙ୍କ ମଧ୍ୟରେ ମଜାଳିଆ ଝଗଡା ଦେଖିବାକୁ…

ମୁଣ୍ଡରେ ହାତ ଦେଲେ ରୋହିତ ଶର୍ମା

ମୁମ୍ବାଇ,୨୨।୪: ଆଇପିଏଲ ୨୦୨୨ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଦୌ ଭଲ ଚାଲିନାହିଁ। ଦଳ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ ଜିତି ନାହିଁ। ଦଳ କ୍ରମାଗତ ୭ଟି ପରାଜୟ ହାସଲ କରିଛି। ଆଇପିଏଲ ଇତିହାସରେ ୫ଥର ଚାମ୍ପିଅନ ଦଳର ଏହା ସବୁଠାରୁ ଖରାପ…

ଶେଷ ବଲରେ ମ୍ୟାଚ୍‌ ଛଡ଼ାଇ ଆଣିଲେ ଧୋନୀ

ମୁମ୍ବାଇ,୨୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ମ୍ୟାଚର ଅନ୍ତିମ ଓଭରରେ ମହେନ୍ଦ୍ର ସିଂ ଧୋନୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୩ ଉଇକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଦେଇଛି। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୨୦ ଓଭରରେ…

୧୫୫ ରନ୍‌ରେ ଅଟକିଲା ମୁମ୍ବାଇ

ମୁମ୍ବାଇ,୨୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ରବୀନ୍ଦ୍ର ଜାଡେଜା ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ ପ୍ରମାଣ କରିଥିଲେ ବୋଲର। ବୋଲିରଙ୍କ ମାପ୍‌ଚୁପ୍‌ ବୋଲିଂ ଯୋଗୁ ମୁମ୍ବାଇ ଇଣ୍ଡିଆନ୍ସ…

ସିଏସ୍‌କେ ଦଳରେ ନୂଆ ବିଦେଶୀ ପେସର

ମୁମ୍ବାଇ,୨୧।୪: ଆହତ ସମସ୍ୟା କାରଣରୁ ଚଳିତ ଆଇପିଏଲରୁ ଆଡାମ ମିଲନେ ବାଦ୍‌ ପଡ଼ିଛନ୍ତି। ତାଙ୍କ ବଦଳ ଖେଳାଳି ଭାବେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଶ୍ରୀଲଙ୍କା ପେସର ମାଥିଶା ପାଥିରାନାଙ୍କ ନାମ ଘୋଷଣା କରିଛି। ନ୍ୟୁଜିଲାଣ୍ଡ ପେସର ଚଳିତ ସିଜନରେ ସିଏସ୍‌କେ…

୨ ପରିବର୍ତ୍ତନ ସହ ଓହ୍ଲାଇଲା ଚେନ୍ନାଇ

ମୁମ୍ବାଇ,୨୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ଗୁରୁତ୍ୱପୂର୍ଣ୍ଣ ୩୩ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ରବୀନ୍ଦ୍ର ଜାଡେଜା ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବ। ହେଲେ ଚେନ୍ନାଇ ୨ଟି ପରିବର୍ତ୍ତନ…

‘ୟେ ବନ୍ଧନ ତୋ ପ୍ୟାର୍‌ କା…’; ସିଏସ୍‌କେ-ଏମ୍‌ଆଇ ମ୍ୟାଚ୍‌କୁ ନେଇ…

ମୁମ୍ବାଇ,୨୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ ର ୩୩ତମ ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଅଙ୍କ ତାଲିକାର ନିମ୍ନ ଭାଗରେ ଥିବାରୁ ଉଭୟ ଟିମ୍‌ ପାଇଁ ଏହା କର ଅବା ମର ସ୍ଥିତି ଭଳି।…

ଏହି ଖେଳାଳିଙ୍କୁ ଦେଖି ପୁଣି କ୍ରିକେଟ୍‌କୁ ଫେରିବାକୁ ଚାହୁଁଛନ୍ତି ଏବି.ଡିଭିଲିୟର୍ସ

ମୁମ୍ବାଇ,୨୧।୪: ଆଇପିଏଲ ୨୦୨୨ ପୂର୍ବରୁ ଦକ୍ଷିଣ ଆଫ୍ରିକାର ପୂର୍ବତନ ଖେଳାଳି ଏବି ଡି ଭିଲିୟର୍ସ କ୍ରିକେଟ ଛାଡିବାକୁ ଘୋଷଣା କରିଥିଲେ। ଏହା ପରେ ତାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳରେ ରଖାଯାଇ ନ ଥିଲା। ଚଳିତବର୍ଷ ଖେଳୁ ନ ଥିଲେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?