ଆର୍ସିବିର ପିଛା ଛାଡୁନି ୨୩ ଏପ୍ରିଲ
ମୁମ୍ବାଇ,୨୫।୪: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ଏବଂ ଏପ୍ରିଲ ୨୩ ତାରିଖ ମଧ୍ୟରେ ଏକ ସଂଯୋଗ ରହିଛି। ଗତ ଶନିବାର ତଥା ଏପ୍ରିଲ ୨୩ ତାରିଖରେ ସନ୍ରାଇଜର୍ସ ହାଇଦ୍ରାବାଦ୍ ବିପକ୍ଷ ମ୍ୟାଚ୍ରେ ଆର୍ସିବି ୬୮ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ତେବେ ଏହି…
ରାହୁଲଙ୍କୁ ଜୋରିମନା
ମୁମ୍ବାଇ,୨୫।୪: କେ.ଏଲ ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ସୁପର ଜିଆଣ୍ଟସ ମୁମ୍ବାଇ ଇଣ୍ଡିଆନ୍ସ ଉପରେ ଆଇପିଏଲ ୨୦୨୨ର ପଞ୍ଚମ ବିଜୟ ହାସଲ କରିଛି। ତେବେ ଏହି ବିଜୟ ପରେ ଲକ୍ଷ୍ନୌର ଦଳକୁ ଦଣ୍ଡିତ କରାଯାଇଛି। ଅଧିନାୟକ କେ.ଏଲ ରାହୁଲ ଏବଂ ବାକି ଖେଳୁଥିବା…
ଚୁମ୍ବନ ଦେଇ ବ୍ୟାଟ୍ସମ୍ୟାନ୍ଙ୍କୁ ପାଭିଲିୟନକୁ ପଠାଇଲେ ବୋଲର୍: ଦେଖନ୍ତୁ ଭିଡିଓ
ମୁମ୍ବାଇ,୨୫।୪: ଆଇପିଏଲ ୨୦୨୨ର ୩୭ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ମୁମ୍ବାଇ ଇଣ୍ଡିଆନ୍ସକୁ ୩୬ ରନ୍ରେ ପରାସ୍ତ କରିଛି। ପୁଣି ଥରେ ମୁମ୍ବାଇର ବ୍ୟାଟ୍ସମ୍ୟାନ୍ମାନେ ଏହି ମ୍ୟାଚ୍ରେ ଭଲ ଖେଳି ନ ଥିଲେ। ଏଥିରେ କିରନ ପୋଲାର୍ଡ ମଧ୍ୟ ସାମିଲ ଅଛନ୍ତି।…
ଆଇପିଏଲ୍ର ସବୁଠୁ ମହଙ୍ଗା ଖେଳାଳିଙ୍କ ଫ୍ଲପ ଶୋ’
ମୁମ୍ବାଇ,୨୫।୪: ମୁମ୍ବାଇ ଇଣ୍ଡିଆନ୍ସର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଇଶାନ କିଶାନ ଆଇପିଏଲ ୨୦୨୨ରେ କ୍ରମାଗତ ଫ୍ଲପ ସାବ୍ୟସ୍ତ ହୋଇଛନ୍ତି। ମେଗା ନିଲାମରେ ଇଶାନ କିଶନ ସବୁଠାରୁ ମହଙ୍ଗା ଖେଳାଳି ଥିଲେ, କିନ୍ତୁ ଏହି ସିଜନରେ ସେ ଏପର୍ଯ୍ୟନ୍ତ ତାଙ୍କ ଦଳ ପାଇଁ କିଛି…
ମୁମ୍ବାଇର ଅପେକ୍ଷା ଜାରି
ମୁମ୍ବାଇ,୨୪।୪: ସ୍ଥାନୀୟ ଓ୍ବାଙ୍ଖ୍ଡେ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ୩୬ ରନ୍ରେ ହରାଇ ଦେଇଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ। ଅଧିନାୟକ ଲୋକେଶ ରାହୁଲଙ୍କ ଅପରାଜିତ ୧୦୩ ରନ୍ର ଶତକୀୟ ଇନିଂସ୍ ଯୋଗୁ ଲକ୍ଷ୍ନୌ ୨୦ ଓଭରରେ ୬ ଉଇକେଟ…
ରାହୁଲଙ୍କ ଚମତ୍କାର ଶତକ:ମୁମ୍ବାଇକୁ ୧୬୯ ରନ୍ର ଟାର୍ଗେଟ
ମୁମ୍ବାଇ,୨୪।୪: ଆଇପିଏଲ ୨୦୨୨ର ୩୭ତମ ମ୍ୟାଚ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଉଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଲକ୍ଷ୍ନୌ ସୁପର୍ ଜିଆଣ୍ଟ୍ସ ନିର୍ଦ୍ଧାରିତ ଓଭରରେ ୬ ଉଇକେଟର୍ ହରାଇ ୧୬୮ ରନ୍ ସଂଗ୍ରହ…
ହୃଦ୍ଘାତରେ ୪୦ ବର୍ଷୀୟ କ୍ରିକେଟର୍ଙ୍କ ପରଲୋକ
ମୁମ୍ବାଇ,୨୪।୪:ମୁମ୍ବାଇର ପୂର୍ବତନ ଦ୍ରୁତ ବୋଲର ତଥା ରଣଜୀ ଟ୍ରଫି ବିଜେତା ଦଳର ଅଂଶ ଥିବା ରାଜେଶ ବର୍ମାଙ୍କ ଦେହାନ୍ତ ହୋଇଛି। ସେ ୪୦ ବର୍ଷ ବୟସରେ ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରାଜେଶ ତାଙ୍କ କ୍ୟାରିୟରରେ ୭ଟି ପ୍ରଥମ ଶ୍ରେଣୀ…
ଗୋଟିଏ ଓଭରରେ ସର୍ବାଧିକ ଉଇକେଟ ନେଇ ରେକର୍ଡ ଭାଙ୍ଗିଲେ
ମୁମ୍ବାଇ,୨୪।୪: କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର୍) ଅଲ୍ରାଉଣ୍ଡର ଆନ୍ଧ୍ରେ ରସେଲ ଶନିବାର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଇତିହାସର ପ୍ରଥମ ବୋଲର ଭାବେ ଗୋଟିଏ ଓଭର ବୋଲିଂ କରି ୪ ଉଇକେଟ ସଫଳତା ହାସଲ କରିଛନ୍ତି। ଗୁଜରାଟ ଟାଇଟନ୍ସ (ଜିଟି) ବିପକ୍ଷ…
ଟସ୍ ଜିତିଲା ମୁମ୍ବାଇ
ମୁମ୍ବାଇ,୨୪।୪: ଆଇପିଏଲ ୨୦୨୨ର ୩୭ତମ ମ୍ୟାଚ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଉଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଲକ୍ଷ୍ନୌ…
ରିଷଭ ପନ୍ତଙ୍କ ସପକ୍ଷରେ ବାହାରିଲେ ଗର୍ଲଫ୍ରେଣ୍ଡ
ମୁମ୍ବାଇ,୨୪।୪: ଆଇପିଏଲ୍ରେ ୨୦୨୨ରେ ରାଜସ୍ଥାନ ରୟାଲ୍ସ ଏବଂ-ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ୍ରେ ନୋ’ ବଲ୍କୁ ନେଇ ବିବାହ ସୃଷ୍ଟି ହୋଇଛି। ଏହି ମ୍ୟାଚ ପରେ ଦିଲ୍ଲୀର ଅଧିନାୟକ ରିଷଭ ପନ୍ତ ଚର୍ଚ୍ଚାରେ ଅଛନ୍ତି। ‘ନୋ ବଲ’କୁ ନେଇ ବିବାଦ…
ସଚିନଙ୍କ ୭ ରେକର୍ଡ, ଯାହା ଆଜି ପର୍ଯ୍ୟନ୍ତ ରହିଛି ଅତୁଟ
ଯେତେବେଳେ ବି କ୍ରିକେଟ କଥା ଆସେ, ସଚିନ ତେନ୍ଦୁଲକରଙ୍କ ନାମ ସର୍ବାଗ୍ରେ ଆସେ। ସଚିନଙ୍କୁ କ୍ରିକେଟର ଭଗବାନ ଆଖ୍ୟା ଦିଆଯାଇଛି। ସାରା ବିଶ୍ୱରୁ ଅନେକ କିମ୍ବଦନ୍ତୀ କ୍ରିକେଟରଙ୍କ ସହ ଖେଳିଥିବା ସଚିନ ତାଙ୍କ ବ୍ୟାଟିଂରେ ନିଜର ପରିଚୟ ସୃଷ୍ଟି କରି ବିଶ୍ୱ…
୪୯ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ
ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୪୯ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସଚିନଙ୍କୁ ଶତାବ୍ଦୀର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚନା କରାଯାଏ।…

