ଖେଳ

ବଦଳି ଗଲେଣି କୋହଲି

ନୂଆଦିଲ୍ଲୀ,୧।୨: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଗୋଟିଏ ଶତକ ହାସଲ କରିବାର ପ୍ରାୟ ୨ ବର୍ଷ ବିତିଯାଇଛି। ତାଙ୍କର ୭୧ ତମ ଅନ୍ତର୍ଜାତୀୟ ଶତକ କେବେ ହେବ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ୨୦୧୯ରେ ଇଡେନ ଗାର୍ଡେନ୍ସରେ…

୧୦୦୦ତମ ଦିନିକିଆ ମ୍ୟାଚ୍‌ ଖେଳାଯିବ ବିନା ଦର୍ଶକରେ

ଅହମ୍ମଦାବାଦ,୧।୨: ଆସନ୍ତା ୬ ତାରିଖରେ ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଓ୍ବେଷ୍ଟଇଣ୍ଡିଜ ଦିନିକିଆ ସିରିଜ୍‌ର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଏହା ଟିମ୍‌ ଇଣ୍ଡିଆ ପାଇଁ ହେବାକୁ ଯାଉଛି ୧୦୦୦ ଦିନିକିଆ ମ୍ୟାଚ୍‌। ବିଶ୍ୱର ପ୍ରଥମ ଦଳ ଭାବେ ଭାରତୀୟ ଦଳ…

ମର୍କ୍ୟୁ ଖେଳାଳିଙ୍କ ତାଲିକାରେ ଧାଓ୍ବନ, ଶ୍ରେୟାସ

ନୂଆଦିଲ୍ଲୀ,୧।୨: ଆସନ୍ତା ୧୨ ଓ ୧୩ ତାରିଖରେ ବେଙ୍ଗାଲୁରୁରେ ହେବାକୁ ଯାଉଛି ଆଇପିଏଲ ଅକ୍‌ଶନ । ଏଥି ଲାଗି ମଙ୍ଗଳବାର କେଉଁ ବେସ୍‌ ପ୍ରାଇସ୍‌ରେ କେଉଁ ଖେଳାଳିମାନେ ସ୍ଥାନ ପାଇଛନ୍ତି, ତାହା ପ୍ରକାଶ କରିଛି ବିସିସିଆଇ। ମର୍କ୍ୟୁ ଖେଳାଳିଙ୍କ ପାଇଁ ପୂର୍ବ…

ଚମତ୍କାର କ୍ୟାଚ୍‌ ଧରିଲେ ଏହି କ୍ରିକେଟର୍‌, ସମସ୍ତେ ଦେଖି ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ

ଆଣ୍ଟିଗୁଆ,୨।୨: ୱେଷ୍ଟଇଣ୍ଡିଜରେ ଖେଳାଯାଉଥିବା ଅଣ୍ଡର -୧୯ ବିଶ୍ୱକପରେ ଅନେକ ମହାନ ମ୍ୟାଚ ଦେଖିବାକୁ ମିଳିଥିଲା। ଟୁର୍ନାମେଣ୍ଟ ବର୍ତ୍ତମାନ ଶେଷ ହେବାକୁ ଯାଉଛି ଏବଂ ମଙ୍ଗଳବାରଠାରୁ ସେମିଫାଇନାଲ ପର୍ଯ୍ୟାୟ ଆରମ୍ଭ ହେଉଛି। ପ୍ରଥମ ସେମିଫାଇନାଲରେ ଇଂଲଣ୍ଡ ଏବଂ ଆଫଗାନିସ୍ତାନର ଦଳ ବୁଧବାର ଦ୍ୱିତୀୟ…

ନିଲାମ ହେବେ ୫୯୦ ଖେଳାଳି, ୪୮ ଜଣଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି…

ବେଙ୍ଗାଲୁରୁ, ୧।୨ : ଆଇପିଏଲ୍‌ ପାଇଁ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଫେବୃୟାରୀ ୧୨ ଏବଂ ୧୩ରେ ବେଙ୍ଗାଲୁରୁରେ ହେବ। ଏଥିପାଇଁ ୧୯ ଦେଶର ୫୯୦ ଖେଳାଳିଙ୍କୁ ଚୟନ କରାଯାଇଛି। ସେଥିମଧ୍ୟରେ ୪୮ ଜଣ ଖେଳାଳିଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ଟଙ୍କା…

ଅଧିନାୟକ ପଦ ଛାଡିବା ପରେ ପ୍ରଥମଥର ମୁହଁ ଖୋଲିଲେ ବିରାଟ କୋହଲି

ନୂଆଦିଲ୍ଲୀ,୩୧।୧:ନିକଟରେ ବିରାଟ କୋହଲି ଭାରତର ଟେଷ୍ଟ ଦଳର ଅଧିନାୟକତ୍ୱ ଛାଡିଛନ୍ତି। ଏହା ସହିତ ସେ ସମସ୍ତ ତିନୋଟି ଫର୍ମାଟରୁ ଅଧିନାୟକ ପଦ ହରାଇଛନ୍ତି। ବିରାଟଙ୍କ ଏହି ନିଷ୍ପତ୍ତି ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏହା ପଛର କାରଣ ହେଉଛି ବିରାଟ ଭାରତର…

ଭାରତକୁ ସେମିଫାଇନାଲ୍‌ରେ ପହଞ୍ଚାଇଲେ ଯବାନଙ୍କ ପୁଅ, ବାପା କହିଲେ କାଲି ପର୍ଯ୍ୟନ୍ତ…

ଆଣ୍ଟିଗୁଆ,୩୧।୧: ଆଇସିସି ଅଣ୍ଡର ୧୯ ବିଶ୍ୱକପର କ୍ୱାର୍ଟର ଫାଇନାଲ ମ୍ୟାଚରେ ଭାରତ ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଏହି ମ୍ୟାଚରେ ବାମହାତୀ ଦ୍ରୁତ ବୋଲର ରବି କୁମାର ଚମତ୍କାର ବୋଲିଂ କରିଥିଲେ। ସେ ମ୍ୟାଚରେ ୭ ଓଭରରେ…

୪ ବଲ୍‌ରୁ ୪ ଉଇକେଟ୍‌ ନେଇ ଇତିହାସ ରଚିଲେ ଏହି ବୋଲର୍‌

ବାର୍‌ବାଡୋସ୍‌,୩୧।୧: ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜର ଶେଷ ମ୍ୟାଚରେ କାରିବିଆନ ବୋଲର ଜେସନ ହୋଲ୍ଡର ଚାରିଟି ବଲରେ ଚାରିଟି ଉଇକେଟ ନେଇଥିଲେ। ଏହା ସହିତ ସେ ନିଜ ଦଳକୁ ସିରିଜର ଶେଷ ମ୍ୟାଚ ବିଜୟ ଦେବା ସହ ସିରିଜ ଜିତାଇଥିଲେ। ଏହି…

କିଏ ଜିତିବ ସେମିଫାଇନାଲ୍‌ ବାଜି

ଆଣ୍ଟିଗୁଆ,୩୧।୧: ଆଇସିସି ଅଣ୍ଡର ୧୯ ବିଶ୍ୱକପର କ୍ୱାର୍ଟର ଫାଇନାଲ ମ୍ୟାଚରେ ଭାରତ ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଆଣ୍ଟିଗୁଆରେ ଖେଳାଯାଇଥିବା ମ୍ୟାଚରେ ଭାରତ ୫ ଉଇକେଟରେ ଜିତିଛି। ଫେବୃଆରୀ ୨ରେ ହେବାକୁ ଥିବା ସେମିଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ…

ଭୂମିକମ୍ପ ସତ୍ତ୍ୱେ ଜାରି ରହିଲା ମ୍ୟାଚ୍‌

ପୋର୍ଟ ଅଫ୍‌ ସ୍ପେନ୍‌, ୩୦ା୧: ସ୍ଥାନୀୟ କୁଇନ୍ସ ପାର୍କ ଓଭାଲରେ ଶନିବାର ଆୟର୍ଲାଣ୍ଡ ଓ ଜିମ୍ବାଓ୍ବେ ୧୯ ବର୍ଷରୁ କମ୍‌ ଆଇସିସି ବିଶ୍ୱକପ୍‌ ମ୍ୟାଚ ଚାଲିଥିବା ବେଳେ କିଛି ସେକେଣ୍ଡ ପାଇଁ ପଡ଼ିଆ ଥରି ଉଠିଥିଲା। ଭୂମିକମ୍ପ କାରଣରୁ ଖେଳାଳିଙ୍କୁ ପଡ଼ିଆ…

ଇତିହାସ ରଚିଲେ ନାଡାଲ

ମେଲବୋର୍ନ,୩୦।୧: ସ୍ପାନିଶ କିମ୍ବଦନ୍ତୀ ଟେନିସ ଖେଳାଳି ରାଫାଲ ନାଡାଲ ଚଳିତ ଅଷ୍ଟ୍ରେଲିଆ ଓପନ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ୫ ସେଟ୍‌ ବିଶିଷ୍ଟ ଫାଇନାଲରେ ରୁଷିଆ ଡାନିଏଲ ମେଡ୍‌ଭେଡଭଙ୍କୁ ହରାଇ ଦେଇଛନ୍ତି। ଏହା ତାଙ୍କ କ୍ୟାରିୟରର ୨୧ତମ ଗ୍ରାଣ୍ଡସ୍ଲାମ ଟାଇଟଲ,…

ଏମିତି ଭିଡିଓ ଛାଡିଲେ ଯୁବରାଜ: ଦେଖିଲେ ରୋକି ହେବନି ହସ

ନୂଆଦିଲ୍ଲୀ,୩୦।୧:ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ନିକଟରେ ବାପା ହୋଇଛନ୍ତି। ଜାନୁଆରୀ ୨୫ରେ, ତାଙ୍କ ସ୍ତ୍ରୀ ହେଜେଲ କିଚ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଯୁବରାଜ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ପୂର୍ବତନ ବିସ୍ଫୋରକ ଯୁବରାଜଙ୍କର ଏକ ଭିଡିଓ ସୋସିଆଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri