Posted inଖେଳ

ଶ୍ରୀଲଙ୍କା ଆଗରେ ୧୮୪ ରନ୍‌ର ଟାର୍ଗେଟ୍‌

ଦୁବାଇ,୧।୯: ଏସିଆ କପ୍‌ ପାଇଁ ଆଜି ମୁହାଁମୁହିଁ ହୋଇଛନ୍ତି ବାଂଲାଦେଶ- ଶ୍ରୀଲଙ୍କା। ଉଭୟ ଟିମ୍‌ ମଧ୍ୟରେ ଟକ୍କର ବରାବର ଚାଲିଛି। ତେବେ ଶ୍ରୀଲଙ୍କା ଅଧିନାୟକ ଦସୁନ ଶଣକା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ବାଂଲାଦେଶ ବ୍ୟାଟିଂ କରିଥିଲା। ବାଂଲାଦେଶ ୭ ଉଇକେଟ୍‌ ହରାଇ ୧୮୩ ରନ୍‌ କରିବାରେ ସଫଳ ହୋଇଛି। ଏଥିସହ ବାଂଲାଦେଶ ଶ୍ରୀଲଙ୍କାକୁ
୧୮୪ ରନ୍‌ର ଟାର୍ଗେଟ୍‌ ଦେଇଛି।

ଏହି ମ୍ୟାଚ୍‌ରେ ଯିଏ ଜିତିବ, ସେ ଗ୍ରୁପ୍‌ ବି’ର ଦ୍ୱିତୀୟ ଦଳ ଭାବେ ସୁପର ୪ରେ ପ୍ରବେଶ କରିବ। ସେହିପରି ଯେଉଁ ଦଳ ହାରିବ, ତା’ର ଏସିଆ କପ୍‌ରୁ ଆଉଟ୍‌ ହୋଇଯିବ। ତେଣୁ ଉଭୟ ଟିମ୍‌ର ଖେଳ ବରାବର ରହିବ।
ବାଂଲାଦେଶ ଟିମ୍‌: ସବ୍ବିର ରହମାନ, ମୁସଫିକର ରହିମ(ୱିକେଟ କିପର), ସାକିବ ଅଲ ହାସନ, ଅଫିଫ ହୁସେନ, ମହମ୍ମଦୁଲ୍ଲା, ମୋସାଡେକ ହୁସେନ, ମାହେଦି ହାସନ, ତସ୍କିନ ଅହମଦ, ମେହିଦୀ ହାସନ ର୍ମିଜା, ମୁସ୍ତାଫିଜୁର ରହମାନ, ଇବାଦତ ହୁସେନ।
ଶ୍ରୀଲଙ୍କା ଟିମ୍‌: ପଥୁମ ନିଶାଙ୍କା, କୁଶଲ ମେଣ୍ଡିସ, ଚରିଥା ଅସଲଙ୍କା, ଦନୁସ୍କା ଗୁଣତିଳକା, ଭାନୁକା ରାଜପକ୍ଷ, ୱାନିନ୍ଦୁ ହସରଙ୍ଗା, ଦସୁନ ଶଣକା, ଚାମିକା କରୁଣାରତ୍ନେ, ମହୀଶ ତିକଶାନା, ଦିଲସାନ ମଦୁଶଣକା ଓ ଅସିଥା ଫର୍ଣ୍ଣାଡୋ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବନ୍ଦ କୋଠରୀରେ ଏମିତି କାମ କରୁଛନ୍ତି ନବବିବାହିତ କ୍ରିକେଟର୍‌‌

ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମ୍‌ରା ପୁଣି ଥରେ ପଡ଼ିଆକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। ବିବାହ ପରେ ସେ ପ୍ରଥମ ଥର ପାଇଁ ବ୍ୟାୟାମ କରୁଥିବା...

ଟିମ୍‌ ଇଣ୍ଡିଆ ପୁଣି ଦଣ୍ଡିତ

ନୂଆଦିଲ୍ଲୀ,୩।୨(ପି.ଟି.)- ପୁଣି ଥରେ ଭାରତୀୟ ଦଳକୁ ଅର୍ଥ ଦଣ୍ଡରେ ଦଣ୍ଡିତ ହେବାକୁ ପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଅନ୍ତିମ ମ୍ୟାଚ୍‌ରେ ଭାରତୀୟ ଦଳର ବୋଲିଂ ହାର ଧିମା...

ଭାରତ ଆସିବେ ପାକିସ୍ତାନ ଆଥଲେଟ୍‌: ସରକାର ଦେଲେ ଅନୁମତି

ନୂଆଦିଲ୍ଲୀ, ୧୯।୬: ଭାରତରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଖେଳ ଇଭେଣ୍ଟରେ ପାକିସ୍ତାନ ଖେଳାଳି ଭାଗ ନେଇପାରିବ। ଭାରତୀୟ ଅଲମ୍ପିକ୍‌ ସଂଘ(ଆଇଓଏ) ଏନେଇ ଇଣ୍ଟରନାଶନାଲ ଅଲମ୍ପିକ...

ଟୋକିଓ ଅଲିମ୍ପିକ୍ସରେ ଭାରତ ଉନ୍ନତ ପ୍ରଦର୍ଶନ କରିବ: କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ, ୧୨।୧୨- ଆସନ୍ତା ବର୍ଷ ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସରେ ପୂର୍ବାପେକ୍ଷା ଭାରତ ଏଥର ଉନ୍ନତ ପ୍ରଦର୍ଶନ କରିବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ...

କେ.ଏଲ୍‌.ଙ୍କୁ ପ୍ରଶଂସକ ପଚାରିଲେ ପ୍ରଶ୍ନ: ଭାଉଜ କ’ଣ କୋଲକାତାରେ…

କୋଲକାତା, ୨୪।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ ଏବେ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ଲେଅଫ୍‌ରେ ୪ ଟିମ୍‌ ମଧ୍ୟରେ ମୁକାବିଲା ହେବା ପରେ ବିଜେତା...

ସିଏସ୍‌ଏ ଭର୍ଚୁଆଲ ଆଓ୍ବାର୍ଡ: ଡିକକ୍‌ କ୍ରିକେଟର ଅଫ୍‌ ଦି ଇୟର

ଜୋହାନ୍ସବର୍ଗ,୫।୭(ପି.ଟି.): ସୀମିତ ଓଭର ଅଧିନାୟକ କ୍ୱିଣ୍ଟନ ଡିକକ୍‌ ଦକ୍ଷିଣ ଆଫ୍ରିକାର ପୁରୁଷ କ୍ରିକେଟର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। କୋଭିଡ୍‌-୧୯ ମହାମାରୀ କାରଣରୁ ଶନିବାର...

ବ୍ଲକସ୍ତରୀୟ ଶାରଦୀୟ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

ରିଷିଡା,୨୧।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅଲାତରା ପଞ୍ଚସଖା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଶାରଦୀୟ କ୍ରୀଡ଼ା ଉତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ୧୫୧ଜଣ ପ୍ରତିଯୋଗୀ...

ଇଡେନରେ କିମ୍ବଦନ୍ତୀ କ୍ରିକେଟରଙ୍କ ସ୍ମୃତି ଚାରଣ

କୋଲକାତା,୨୩।୧୧(ପି.ଟି.)- ଭାରତୀୟ କିମ୍ବଦନ୍ତୀ କ୍ରିକେଟରମାନେ ପିଙ୍କ ବଲ୍‌ ଟେଷ୍ଟ ଆରମ୍ଭ ଅବସରରେ ପୂର୍ବରୁ ଗୌରବମୟ ସ୍ମୃତି ଚାରଣ କରିଥିଲେ। ଶ୍ରୁକ୍ରବାର ସଚିନ ତେନ୍ଦୁଲକର ଓ ଅନିଲ...

Advertisement
Archives

Model This Week