ଖେଳ

ରବି ଶାସ୍ତ୍ରୀଙ୍କ ଭବିଷ୍ୟବାଣୀ

ମୁମ୍ବାଇ,୧୯।୫: ଭାରତରେ ଖେଳାଯାଉଥିବା ଆଇପିଏଏଲ୍‌ ୨୦୨୨ ଉପରେ ଏବେ ସମଗ୍ର କ୍ରିକେଟ୍‌ ଜଗତର ଆଖି ରହିଛି। ଏହି ଲିଗ ବର୍ତ୍ତମାନ ଧୀରେ ଧୀରେ ଏହାର ଶେଷ ପର୍ଯ୍ୟାୟ ଅର୍ଥାତ୍‌ ପ୍ଲେ ଅଫ ଆଡକୁ ଗତି କରୁଛି। ଆଇପିଏଲ ପରେ ତୁରନ୍ତ ଭାରତୀୟ…

ବିଦାୟ ନେଲା କେକେଆର୍‌

ମୁମ୍ବାଇ,୧୮।୫: ଆଇପିଏଲ ୨୦୨୨ର ଏକ ରୋମାଞ୍ଚକ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୨ ରନ୍‌ରେ ପରାସ୍ତ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ। ଲକ୍ଷ୍ନୌର ୨୧୧ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି କୋଲକତା ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ହରାଇ ୨୦୮…

କ୍ୱିଣ୍ଟନ୍‌ ଡି କକ୍‌ଙ୍କ ବିସ୍ଫୋରକ ଶତକ: କୋଲକାତାକୁ ୨୧୧ ରନ୍‌ର ଟାର୍ଗେଟ

ମୁମ୍ବାଇ,୧୮।୫: ଆଇପିଏଲ ୨୦୨୨ର ୬୬ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଲକ୍ଷ୍ନୌ ନିର୍ଦ୍ଧାରିତ ଓଭରରେ ବିନା ଉଇକେଟ୍‌ ହରାଇ ୨୧୦ ରନ୍‌ ସଂଗ୍ରହ…

କର ବା ମର ମ୍ୟାଚ୍‌ରେ ଟସ୍‌ ହାରିଲା କୋଲକତା

ମୁମ୍ବାଇ,୧୮।୫: ଆଇପିଏଲ ୨୦୨୨ର ୬୬ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଲକ୍ଷ୍ନୌ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍‌ ଉଭୟ ଦଳର ଶେଷ ଲିଗ୍‌ ମ୍ୟାଚ ଏବଂ…

ସିଏସ୍‌କେକୁ ଚିଠି ଲେଖିଲେ ୧୬ ବର୍ଷର ବାଳକ, ଧୋନୀ ହେଲେ ଭାବପ୍ରବଣ

ମୁମ୍ବାଇ,୧୮।୫: ଆଇପିଏଲ୍‌ ୨୦୨୨ରେ ଏପର୍ଯ୍ୟନ୍ତ ୬୫ଟି ମ୍ୟାଚ ଖେଳାଯାଇଛି। ଗୁଜରାଟ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିଥିବାବେଳେ ଚାରିଥର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ପ୍ଲେ ଅଫ ଦୌଡ଼ରୁ ବାଦ ପଡିଛନ୍ତି। ଚେନ୍ନାଇ ଏପର୍ଯ୍ୟନ୍ତ ୧୩ଟି ମ୍ୟାଚ ଖେଳିଛି ଏବଂ…

ସବୁଠାରୁ ମହଙ୍ଗା ଖେଳାଳି, ହେଲେ ପୁରା ସିଜନରେ ଫ୍ଲପ୍‌

ମୁମ୍ବାଇ,୧୮।୫: ଚଳିତ ଆଇପିଏଲ୍‌ ୨୦୨୨ ନିଲାମରେ ସବୁଠାରୁ ମହଙ୍ଗା ଖେଳାଳି ଥିଲେ ଇଶାନ କିଶନ। ମୁମ୍ବାଇ ଇଣ୍ଡିଆନ୍ସ ଏହି ଯୁବ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ୧୫ କୋଟି ୨୫ ଲକ୍ଷ ଦେଇ କିଣିଥିଲା। ହେଲେ ଟୁର୍ନାମେଣ୍ଟ ଶେଷ ପର୍ଯ୍ୟନ୍ତ ସେ ଭଲ ପ୍ରଦର୍ଶନ…

ସେଦିନ କ୍ରିକେଟ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲି: ଆଣ୍ଡରସନ୍‌

ନୂଆଦିଲ୍ଲୀ,୧୮।୫: ବର୍ତ୍ତମାନ ସମୟରେ ଇଂଲଣ୍ଡ କ୍ରିକେଟ ଟିମ୍‌ ଜଟିଳ ପରିସ୍ଥିତି ଦେଇ ଗତି କରୁଛି। ପ୍ରଥମେ ଦଳର ଅଧିନାୟକ ଇସ୍ତଫା ଦେବା ପରେ ଅନେକ ବୋର୍ଡ ଅଧିକାରୀ ଇସ୍ତଫା ଦେଇଥିଲେ। ଏପରିକି ସୋମବାର ବୋର୍ଡର ସିଇଓ ଟମ୍‌ ହାରିସନ୍‌ ମଧ୍ୟ ତାଙ୍କ…

ଇତିହାସ ରଚିଲେ ବୁମ୍‌ରା

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ୍ସ ଫାଷ୍ଟ ବୋଲର ଜଶପ୍ରୀତ ବୁମ୍‌ରା ଟି-୨୦ କ୍ରିକେଟରେ ବଡ଼ କାରନାମା କରିଛନ୍ତି। ସେ ପ୍ରଥମ ଭାରତୀୟ ଦ୍ରୁତ ବୋଲର ଭାବରେ ଟି-୨୦ କ୍ରିକେଟରେ ଭାରତ ପାଇଁ ୨୫୦ ଉଇକେଟ ନେଇଛନ୍ତି। ବୁମ୍‌ରାଙ୍କ ପୂର୍ବରୁ ଟିମ ଇଣ୍ଡିଆର କୌଣସି…

ଶେଷ ମ୍ୟାଚ୍‌ ପୂର୍ବରୁ ହାଇଦ୍ରାବାଦକୁ ବଡ ଝଟ୍‌କା

ମୁମ୍ବାଇ,୧୮।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ ସିଜନରେ ସନରାଇଜର୍ସ ହାଇଦ୍ରାବାଦ ଦଳକୁ ଲାଗିଛି ବଡ଼ ଝଟ୍‌କା। ଦଳର ଅଧିନାୟକ କେନ ଓ୍ବିଲିୟମସନ ଆଉ ଦଳ ପାଇଁ ଖେଳିବେ ନାହିଁ। ତାଙ୍କ ସ୍ତ୍ରୀ ସାରା ରହିମ ଦ୍ୱିତୀୟ ସନ୍ତାନ ଜନ୍ମ ଦେବାକୁ ଯାଉଥିବାରୁ…

ରୋହିତଙ୍କ ସର୍ଟରେ ଝୁମିଲେ ସାରା

ମୁମ୍ବାଇ,୧୮ ।୫: ଇଣ୍ଡିଆନ ପ୍ରମିୟର ଲିଗ(ଆଇପିଏଲ)୨୦୨୨ରେ ମଙ୍ଗଳବାର ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ଥିଲା । ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ରୋହିତ ଶର୍ମା ଏହି ମ୍ୟାଚରେ ୪୮ ରନ କରିଥିବା ବେଳେ ତାଙ୍କର ସର୍ଟ ଦର୍ଶକଙ୍କୁ ପାଗଳ…

ଏସ୍‌ଆର୍‌ଏଚ୍‌  ବିଜୟୀ…

ମୁମ୍ବାଇ, ୧୭।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୫ ତମ ମ୍ୟାଚରେ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ବିପକ୍ଷରେ ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ବିଜୟ ହାସଲ କରିଛି । ଧାର୍ଯ୍ୟ ୧୯୪ ରନ୍ ଲକ୍ଷ୍ୟର ପିଛା କରି ଏମ୍‌ଆଇ ୨୦…

ସ୍ତ୍ରୀଙ୍କଠାରୁ ରହୁଥିଲେ ଅଲଗା, ଝିଅ ଜନ୍ମଦିନର ୩ ଦିନ ପୂର୍ବରୁ ହୋଇଗଲା ମୃତ୍ୟୁ !

ନୂଆଦିଲ୍ଲୀ,୧୭।୫: ଅଷ୍ଟ୍ରେଲିଆ ଅଲରାଉଣ୍ଡର ଆଣ୍ଡ୍ରିୟୁ ସାଇମଣ୍ଡସ୍‌ଙ୍କ ମେ’ ୧୫ରେ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ୪୬ ବର୍ଷୀୟ ଏହି କ୍ରିକେଟର ବିଳମ୍ବିତ ରାତ୍ରିରେ କାର୍‌ ଚଳାଇ ଯାଉଥିବା ବେଳେ କୁଇନ୍ସଲ୍ୟାଣ୍ଡ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ତେବେ ସାଇମଣ୍ଡସ୍‌ଙ୍କ ଆକସ୍ମିକ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?