‘ରୋହିତଙ୍କ ବ୍ୟତିତ ଅନ୍ୟ ବିକଳ୍ପ ନାହିଁ’
ନୂଆଦିଲ୍ଲୀ,୨୮।୧: ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯିବାକୁ ଥିବା ଘରୋଇ ସିରିଜ୍ରେ ଦିନିକିଆ- ଟି୨୦ ଅଧିନାୟକ ଭାବେ ଦାୟିତ୍ୱ ନିର୍ବାହ କରିବେ ରୋହିତ ଶର୍ମା। ନିକଟରେ ବିରାଟ କୋହଲି ଟେଷ୍ଟ ଅଧିନାୟକତ୍ୱ ଛାଡ଼ି ଥିବା ଯୋଗୁ ତାଙ୍କ ସ୍ଥାନରେ ରୋହିତଙ୍କୁ ଏହି ଦାୟିତ୍ୱ ଦିଆଯିବା…
ଆଇସିସିର ବଡ଼ କାର୍ଯ୍ୟାନୁଷ୍ଠାନ: ବ୍ରେଣ୍ଡନ ଟେଲର୍ ସାଢ଼େ ୩ ବର୍ଷ ପାଇଁ ବ୍ୟାନ୍
ଦୁବାଇ,୨୮।୧: ଜିମ୍ବାୱେର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟର ବ୍ରେଣ୍ଡନ ଟେଲର୍ଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)। ଶୁକ୍ରବାର ସ୍ପଟ ଫିକ୍ସିଂ ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଆଇସିସି ତାଙ୍କୁ ସାଢ଼େ ୩ ବର୍ଷ ପାଇଁ ବ୍ୟାନ୍…
ଆଇପିଏଲ୍ରେ ବେବି ଡି ଭିଲିୟର୍ସ
ନୂଆଦିଲ୍ଲୀ,୨୮।୧: ଦକ୍ଷିଣ ଆଫ୍ରିକା କ୍ରିକେଟର୍ ଡେୱାଲ୍ଡ ବ୍ରେଭିସ ବେବି ଏବି ଡି ଭିଲିୟର୍ସ ଭାବରେ ଜଣାଶୁଣା। ସେ ଅଣ୍ଡର ୧୯ ବିଶ୍ୱକପ ଚମତ୍କାର ବ୍ୟାଟିଂ କରି ଚର୍ଚ୍ଚାକୁ ଆସିଥିଲେ। ଏଥର ଆଇପିଏଲ ୨୦୨୨ମେଗା ନିଲାମରେ ମଧ୍ୟ ସେ ସାମିଲ ହେବେ ବୋଲି…
ବିଶ୍ୱର ପ୍ରଥମ ପୁରୁଷ ଆଖ୍ୟାଠୁ ହାତେ ଦୂରରେ
ମେଲବୋର୍ନ,୨୮।୧: ସ୍ପାନିଶ କିମ୍ବଦନ୍ତୀ ଟେନିସ ଖେଳାଳି ରାଫେଲ ନାଡାଲ ଇତିହାସ ରଚିବାଠାରୁ ହାତେ ଦୂରରେ ଅଛନ୍ତି। ତାଙ୍କ ପାଖରେ ବିଶ୍ୱର ପ୍ରଥମ ପୁରୁଷ ଭାବେ ୨୧ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାତେଇବାର ସୁଯୋଗ ରହିଛି। ଚଳିତ ଅଷ୍ଟ୍ରେଲିଆନ ଓପନରେ ଶୁକ୍ରବାର ଲାଭର ଏରିନାଠାରେ…
ମୋଦିଙ୍କୁ ଭେଟିବାକୁ ଚାହିଁ ବସିଛନ୍ତି ଏହି ବିଦେଶୀ କ୍ରିକେଟର୍
ନୂଆଦିଲ୍ଲୀ,୨୮।୧: ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନ ଜାନୁୟାରୀ ୨୬ରେ ଭାରତ ସରକାର ତାଙ୍କୁ ପଠାଇଥିବା ଅଭିବାଦନକୁ ସୋସିଆଲ ମିଡିଆରେ ଶେୟାର କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଏହି ଅଙ୍ଗଭଙ୍ଗୀ ଏବଂ ଶବ୍ଦ ପାଇଁ ଆପଣଙ୍କୁ…
‘ଶତକ କରିପାରୁ ନାହାନ୍ତି, ତ କ’ଣ ହୋଇଗଲା’
ନୂଆଦିଲ୍ଲୀ,୨୮।୧: ଦୁଇ ବର୍ଷ ହେଲା କ୍ୟାରିୟରର ୭୧ତମ ଶତକ ଅପେକ୍ଷାରେ ଥିବା ବିରାଟ କୋହଲିଙ୍କୁ ନିକଟରେ ପ୍ରବଳ ସମାଲୋଚିତ ହେବାକୁ ପଡ଼ିଛି। ତାଙ୍କ ସମାଲୋଚକଙ୍କୁ କଡ଼ା ଜବାବ ଦେଇଛନ୍ତି ସାଥି ଖେଳାଳି ମହମ୍ମଦ ଶାମି। “ବିରାଟ କୋହଲି ଶତକ କରିପାରୁ ନାହାନ୍ତି,…
ପୂରା ଆଇପିଏଲ୍ ପାଇଁ ଉପଲବ୍ଧ ହେବେ ନାହିଁ ଇଂଲଣ୍ଡ ଖେଳାଳି
ମୁମ୍ବାଇ,୨୮।୧: ଆଇପିଏଲ୍ର ପରବର୍ତ୍ତୀ ସଂସ୍କରଣର ଶେଷ ଆଡ଼କୁ ଇଂଲଣ୍ଡ ଟେଷ୍ଟ ଖେଳାଳିଙ୍କୁ ସ୍ବଦେଶ ଫେରିବାକୁ ପଡ଼ିପାରେ। କାରଣ ସେହି ସମୟରେ ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ ହେବାର ଅଛି। ସିରିଜ୍ର ପ୍ରଥମ ଟେଷ୍ଟ ଜୁନ ୨ ତାରିଖରୁ ଲଡର୍ସଠାରେ…
୪୧ ବର୍ଷରେ ବି କମିନି ଜଲଓ୍ବା: ମାରିଲେ ଧୂଆଁଧାର ଅର୍ଦ୍ଧଶତକ
ନୂଆଦିଲ୍ଲୀ,୨୮।୧: ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନ ହୁଏତ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବେ, କିନ୍ତୁ ତାଙ୍କ ବ୍ୟାଟିଂ ଜଲଓ୍ବା ଏପର୍ଯ୍ୟନ୍ତ କମିନାହିଁ। ୪୧ ବର୍ଷ ବୟସରେ ମଧ୍ୟ ପିଟରସନ କିମ୍ବଦନ୍ତୀ କ୍ରିକେଟ ଲିଗରେ ଏସିଆ ଲାୟନ୍ସ ବିପକ୍ଷ ମ୍ୟାଚରେ ସେ…
ବିପର୍ଯ୍ୟୟ ଘଟାଇ ସେମିଫାଇନାଲରେ ଆଫଗାନିସ୍ତାନ
ଆଣ୍ଟିଗୁଆ,୨୮।୧: ଚଳିତ ୧୯ ବର୍ଷରୁ କମ୍ ବିଶ୍ୱକପ୍ରେ ବିପର୍ଯ୍ୟୟ ଘଟାଇ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ। ଗୁରୁବାର ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ କ୍ୱାର୍ଟର ଫାଇନାଲରେ ୧୩୪ ରନ୍ର ଛୋଟିଆ ଟାର୍ଗେଟକୁ ଡିଫେଣ୍ଡ କରି ଦେଖାଇଛନ୍ତି ଆଫଗାନିସ୍ତାନ ବୋଲରମାନେ। ଏହି ଦଳ ଆସନ୍ତା…
‘ସେ ଟଙ୍କା ନୁହେଁ, ଖେଳିବାକୁ ଚାହାନ୍ତି’
ମୁମ୍ବାଇ,୨୮।୧: ଦୀପକ ହୁଡା ଟଙ୍କା ନୁହେଁ, କ୍ରିକେଟ ଖେଳିବାକୁ ଭଲ ପାଆନ୍ତି। ଯେମିତି ଚକୋଲେଟ୍ ପ୍ରତି ଲୋକଙ୍କ ଭଲ ପାଇବା ଥାଏ, ଠିକ୍ ସେମିତି ସେ ଫିଲ୍ଡରେ ରହିବାକୁ ଭଲ ପାଆନ୍ତି। ୨୬ ବର୍ଷୀୟ ଅଲରାଉଣ୍ଡରଙ୍କ ସମ୍ପର୍କରେ ଏଭଳି କହିଛନ୍ତି ପୂର୍ବତନ…
‘ଧୋନୀଙ୍କ ଭଳି କେହି ନୁହେଁ’
ନୂଆଦିଲ୍ଲୀ,୨୭।୧: “ସେ ଜିରୋରେ ଆଉଟ୍ ହୋଇଥାନ୍ତୁ କି ଶତକ ହାସଲ କରିଥାନ୍ତୁ କିମ୍ବା ବିଶ୍ୱକପ୍ ଜିତିଥାନ୍ତୁ ନ ହେଲେ ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଥାନ୍ତୁ। କିନ୍ତୁ ଏହା ତାଙ୍କ ଉପରେ କୌଣସି ଫରକ ପକାଏ ନାହିଁ। ମୁଁ ଅନେକ କ୍ରିକେଟରଙ୍କୁ ଦେଖିଛି,…
ଏହି ଭାରତୀୟ ଅଲରାଉଣ୍ଡରଙ୍କ ସୋସିଆଲ ଆକାଉଣ୍ଟ ହ୍ୟାକ୍; ଗୋଟିଏ ପରେ ଗୋଟିଏ…
ନୂଆଦିଲ୍ଲୀ,୨୭।୧: ଟିମ ଇଣ୍ଡିଆର ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ଗୁରୁବାର ସକାଳେ ସାଇବର ହ୍ୟାକିଂର ଶିକାର ହୋଇଛନ୍ତି। ଏହି ବାମହାତୀ ସ୍ପିନ ଅଲରାଉଣ୍ଡରଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍ ହୋଇଥିବା ଦେଖାଯାଇଛି। ବିଟ୍ କଏନ ପାଇଁ ଅଲରାଉଣ୍ଡର ଟୁଇଟର ଆକାଉଣ୍ଟ ବିକ୍ରି କରୁଛନ୍ତି ଏବଂ…
Archives


