ଖେଳ

ଡ୍ରେସିଂ ରୁମ୍‌ରେ ହେଲମେଟ୍‌ ଫିଙ୍ଗି ଭଙ୍ଗାରୁଜା କଲେ ଏହି କ୍ରିକେଟର୍‌

ମୁମ୍ବାଇ,୨୦।୫: ଆଇପିଏଲ ୨୦୨୨ର ୬୭ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୮ ଉଇକେଟ୍‌ରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଛି। ଏହି ବିଜୟ ସହ ଆରସିବି ପ୍ଲେ ଅଫ୍‌ ଖେଳିବା ଆଶା ଉଜ୍ଜିବୀତ ହୋଇଛି। ଏହି ମ୍ୟାଚ୍‌ରେ ଆରସିବିର ବୋଲର ଏବଂ ବ୍ୟାଟ୍ସମ୍ୟାନ୍‌ମାନେ…

ଇତିହାସ ରଚିଲେ ନିଖତ

ନୂଆଦିଲ୍ଲୀ,୨୦।୫: ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ଥାଇଲ୍ୟାଣ୍ଡର ଜିତପୋଙ୍ଗ ଜୁତାମସ୍‌ଙ୍କୁ ପରାସ୍ତ କରି ଭାରତୀୟ ବକ୍ସର ନିଖତ ଜରିନ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ୫୨ କିଲୋଗ୍ରାମ ଓଜନ ବର୍ଗରେ ଥାଇଲ୍ୟାଣ୍ଡର ଖେଳାଳିଙ୍କୁ ୫-୦ରେ ପରାସ୍ତ କରିଥିଲେ। ସେ ବିଶ୍ୱ ଚାମ୍ପିୟନଶିପ୍‌ରେ…

ମୁମ୍ବାଇ ଭରଷାରେ ଆର୍‌ସିବି

ମୁମ୍ବାଇ,୧୯।୫: ଦୀର୍ଘ ଦିନ ହେଲା ଚୁପ୍‌ ଥିବା ବିରାଟ କୋହଲିଙ୍କ ବ୍ୟାଟ ଗର୍ଜନ କରିଛି। ତାଙ୍କର ୭୩ ରନ୍‌ର ଇନିଂସ ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ୮ ଉଇକେଟରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି। ଏହି ବିଜୟ ଯୋଗୁ ବାଙ୍ଗାଲୋର…

ପୁରୁଷ ଫୁଟ୍‌ବଲ ବିଶ୍ୱକପ୍‌ରେ ମହିଳା ରେଫରି

କାତାର,୧୯।୫: ଚଳିତ ବର୍ଷ କାତାରରେ ହେବାକୁ ଥିବା ପୁରୁଷ ଫୁଟ୍‌ବଲ ବିଶ୍ୱକପ୍‌ରେ ପ୍ରଥମ ଥର ପାଇଁ ମହିଳା ରେଫରି ମ୍ୟାଚ୍‌ ପରିଚାଳନା କରିବେ। ଏ ନେଇ ଗୁରୁବାର ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ଫିଫା ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ନଭେମ୍ବର…

ଆଇପିଏଲ୍‌ ଫାଇନାଲ ୮ଟାରେ ଖେଳାଯିବ

ମୁମ୍ବାଇ,୧୯।୫: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଫାଇନାଲ ମ୍ୟାଚ୍‌ ରାତି ୭ଟା ୩୦ ବଦଳରେ ୮ଟାରେ ଆରମ୍ଭ ହେବ। କ୍ରିକ୍‌ବଜରୁ ମିଳିଥିବା ସୂଚନା ମୁତାବକ, ଫାଇନାଲ ମ୍ୟାଚ୍‌ ପୂର୍ବରୁ ଏକ ସାଂସ୍କୃତିକ ଉଦ୍‌ଯାପନୀ ସମାରୋହ ଆୟୋଜନ ହେବ। ଚଳିତ ସିଜନର…

ଆର୍‌ସିବି ଆଗରେ ୧୬୯ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୧୫।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୬୭ତମ ମ୍ୟାଚରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୬୮ ରନ୍‌ କରିଛି ଗୁଜରାଟ।…

ରିଙ୍ଗ୍‌ରେ ବକ୍ସିଂ ଷ୍ଟାରଙ୍କ ଜୀବନ ନେଲା ହୃଦ୍‌ଘାତ

ମୁମ୍ବାଇ,୧୯।୫: ବକ୍ସିଂ ଜଗତ ଗୁରୁବାର ଆଉ ଜଣେ ଷ୍ଟାରଙ୍କୁ ହରାଇଛି। କ୍ୟାରିୟରରେ ଅପରାଜିତ ଥିବା ଜର୍ମାନ ଚାମ୍ପିୟନ ମୁସା ୟାମାକ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ମ୍ୟୁନିକ୍‌ଠାରେ ଶନିବାର ଉଗାଣ୍ଡାର ହାମଜା ଓ୍ବାଣ୍ଡେରାଙ୍କ ବିପକ୍ଷ ମ୍ୟାଚ୍‌ ବେଳେ ୩୮ ବାର୍ଷୀୟ ବକ୍ସର ରିଙ୍ଗ୍‌ରେ…

ପ୍ଲେ ଅଫ୍‌ ପାଇଁ ଆର୍‌ସିବିର ଲଢେଇ

ମୁମ୍ବାଇ,୧୯।୫: ମୁମ୍ବାଇ ସ୍ଥିତ ୱାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଖେଳା ଯାଉଥିବା ୬୭ତମ ମ୍ୟାଚର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆର୍‌ସିବି ପ୍ରଥମେ ବୋଲିଂ କରି ଗୁଜରାଟକୁ ପ୍ରାରମ୍ଭିକ ଝଟ୍‌କା…

ଓଡ଼ିଆ ପୁଅ ଅମିତ ନେବେ ହକି ଟିମ୍‌ର ନେତୃତ୍ୱ

ଭୁବନେଶ୍ୱର,୧୯।୫(ବ୍ୟୁରୋ): ଭାରତୀୟ ହକି ଟିମ୍‌ର ନେତୃତ୍ୱ ନେବେ ଓଡ଼ିଆ ପୁଅ ଅମିତ ରୋହିଦାସ। ଅଲିମ୍ପିକ୍ସରେ ଡିଫେଣ୍ଡର ଭାବେ ବ୍ରୋଞ୍ଜ ପଦକ ଜିତିଥିବା ରୋହିଦାସଙ୍କ ନେତୃତ୍ୱରେ ଭାରତ ୨୦୨୧-୨୨ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ଶେଷ ଲେଗ ମ୍ୟାଚ୍‌ ଖେଳିବ। ତାଙ୍କ ନେତୃତ୍ୱରେ ଭାରତୀୟ…

ପଡ଼ିଆରେ କାନ୍ଦିଲେ ଏହି କ୍ରିକେଟର୍‌

ମୁମ୍ବାଇ,୧୯।୫: ଆଇପିଏଲ ୨୦୨୨ର ଏକ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସଠାରୁ ମାତ୍ର ୨ ରନ୍‌ରେ ପରାସ୍ତ ହୋଇ ପ୍ଲେ ଅଫ୍‌ରୁ ବାଦ୍‌ ପଡ଼ିଛି କୋଲକତା ନାଇଟ୍‌ ରାଇଡର୍ସ। ଯଦିଓ କେକେଆର୍‌ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି, କିନ୍ତୁ ଦଳର ଖେଳାଳି…

ଲାଇଭ୍‌ ଅନ୍ତର୍ଜାତୀୟ ମ୍ୟାଚ୍‌ ସମୟରେ ହଠାତ୍‌ ପଡ଼ିଆ ଛାଡିଲେ ଅମ୍ପାୟାର

ଚିଟ୍ଟାଗଙ୍ଗ,୧୯।୫: ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି। ଏହି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଚିଟ୍ଟାଗଙ୍ଗରେ ଖେଳାଯାଉଛି। ମ୍ୟାଚର ଚତୁର୍ଥ ଦିନରେ ଏମିତି କିଛି ଘଟିଥିଲା, ଯେଉଁ କାରଣରୁ ଲାଇଭ ମ୍ୟାଚ ସମୟରେ ଅମ୍ପାୟାରଙ୍କୁ…

ଆଇପିଏଲ୍‌ ଇତିହାସରେ ସବୁଠୁ ବଡ଼ ରେକର୍ଡ

ମୁମ୍ବାଇ,୧୯।୫: ଆଇପିଏଲର ୬୬ତମ ଲିଗ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓପନର୍‌ କ୍ୱିଣ୍ଟନ ଡି’କକ ଏବଂ କେ.ଏଲ ରାହୁଲ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ୨୧୦ ରନ ଓପନିଂ ଭାଗିଦାରୀ ବାଣ୍ଟିଛନ୍ତି। ଆଇପିଏଲ ଇତିହାସରେ ପ୍ରଥମ ଉଇକେଟ ପାଇଁ ଏହା ହେଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?