ଜମି କିଣିଲେ ବିରୁଷ୍କା, ଦାମ୍‌ ଜାଣିଲେ…

ମୁମ୍ବାଇ: କ୍ରିକେଟର ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ୮ ଏକର ଜମି କିଣିଛନ୍ତି। ଯାହାର ଦାମ୍‌ ରହିଛି ୧୯ କୋଟି ୨୪ ଲକ୍ଷ ୫୦ ହଜାର ଟଙ୍କା। ମୁମ୍ବାଇର ଆଲିବାଗରେ କୋହଲି ନିଜର ଗୋଟିଏ ଫାର୍ମ ହାଉସ ତିଆରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗଣେଶ ପୂଜାର ଦିନକ ପୂର୍ବରୁ ସେ ନିଜ ସ୍ତ୍ରୀ ଅନୁଷ୍କାଙ୍କ ସହ ମିଶି ଏହି ଜମି କିଣିଥିବା ଜଣାପଡିଛି।
ଏହାପୂର୍ବରୁ କୋହଲି କଣ୍ଠଶିଳ୍ପୀ କିଶୋର କୁମାରଙ୍କ ଜୁହୁ ସ୍ଥିତ ବଙ୍ଗଳାର ଏକ ଭଡ଼ା ନେଇଥିଲେ। ତେବେ ସେ ୫ ବର୍ଷ ପାଇଁ ଏହାକୁ ଲିଜ୍‌ରେ ନେଇ ରେଷ୍ଟୁରାଣ୍ଟ କରିବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୩୨ ବର୍ଷରେ କ୍ରିକେଟ୍‌କୁ ବାଏ ବାଏ କହିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

କଲମ୍ବୋ,୩।୫: ଶ୍ରୀଲଙ୍କା ଅଲରାଉଣ୍ଡର ଥିସାରା ପେରେରା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ୨୦୦୯ରେ ଭାରତ ବିପକ୍ଷ ଏକଦିବସୀୟ ମ୍ୟାଚ୍‌ରେ ପେରେରା ଶ୍ରୀଲଙ୍କା ପାଇଁ ଆନ୍ତର୍ଜାତୀୟ ସ୍ତରରେ...

ଅନୁପମା ସେଟ୍‌ରେ ମିଥୁନ ଦା

ମୁମ୍ବାଇ: ଟେଲି ଜଗତର ତଥା ଷ୍ଟାର ପ୍ଲସ୍‌ର ପପୁଲାର ସିରିୟଲ୍‌ ‘ଅନୁପମା’ର ଶୁଟିଂ ସେଟ୍‌ରେ ପହଞ୍ଚିଥିଲେ ବଲିଉଡ୍‌ ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତି। ହଠାତ୍‌ ମିଥୁନଙ୍କର...

ଚମକପ୍ରଦ ବିଜୟ ହାସଲ କଲା ଭାରତ

ପୋର୍ଟ ଅଫ୍‌ ସ୍ପେନ୍‌,୨୫।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ଭାରତ ୨ ଉଇକେଟରେ ଜିତିଥିଲା। ଏହି ବିଜୟ ସହିତ...

ବ୍ରେକ୍‌ଅପ୍‌ର ୨ବର୍ଷ ପରେ ପୁଣି ଏକାଠି ନଜର ଆସିଲେ ଏହି ଯୋଡ଼ି

ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଓ କାର୍ତ୍ତିକ ଆର୍ଯ୍ୟନ ପରସ୍ପରକୁ ଡେଟ୍‌ କରିଥିଲେ। ଫିଲ୍ମ ‘ଲଭ ଆଜ କଲ୍‌ -୨’ ର ଶୁୁଟିଂ ବେଳେ...

ପ୍ରଥମ ଦେଖାରେ ପତ୍ରଲେଖାଙ୍କୁ ହୃଦୟ ଦେଇ ବସିଥିଲେ ରାଜକୁମାର, ଏବେ…

ବମ୍ବେ: ପ୍ରଥମ ଦେଖାରେ ପ୍ରେମ। ଏଭଳି କିଛି ଘଟିଛି ବଲିଉଡ୍‌ ଅଭିନେତା ରାଜକୁମାର ରାଓଙ୍କ କ୍ଷେତ୍ରରେ। ଏକ ବିଜ୍ଞାପନ ଶୁଟିଂ ସମୟରେ ଅନ୍ବିତା ପଲ୍‌ ଓରଫ...

ଟ୍ରମ୍ପଙ୍କ ଭାଷଣରେ ବଲିଉଡ୍‌: ମନେ ପକାଇଲେ ସୋଲେ, ଡିଡିଏଲ୍‌ଜେ

ଅହମଦାବାଦ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ସୋମବାର ଗୁଜରାଟର ଅହମଦାବାଦରେ ପହଞ୍ଚିଛନ୍ତି। ସେଠାରେ ଥିବା ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ...

ନିର୍ଦ୍ଦେଶକଙ୍କୁ ଅଭିଶାପ ଦେଇଥିଲେ ଅନୁପମ

ବଲିଉଡ ଅଭିନେତା ଅନୁପମ ଖେର ଆଜି ୬୭ ବର୍ଷରେ ପଦାର୍ପଣ କରିଛନ୍ତି। ମାର୍ଚ୍ଚ ୭, ୧୯୫୫ରେ ଜନ୍ମ ହୋଇଥିବା ଅନୁପମ ତାଙ୍କ କ୍ୟାରିୟରରେ ୫୦୦ରୁ ଅଧିକ...

ବେଗ ବଢ଼ାଇବା ପାଇଁ ପୋଷା କୁକୁରର ସହାୟତା ନେଲେ ସାମି

କୋଲକାତା, ୨୭।୬- କରୋନା ଭାଇରସ ଲାଗି ଦୀର୍ଘ ଦିନ ଧରି କ୍ରିକେଟ୍‌ରୁ ଦୂରେଇ ରହିଥିବା ଭାରତୀୟ ଦଳର ଖେଳାଳିମାନେ ଏବେ ଧିରେ ଧିରେ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ...

Advertisement
Archives

Model This Week