କିଏ ଜିତିବ ସେମିଫାଇନାଲ୍ ବାଜି
ଆଣ୍ଟିଗୁଆ,୩୧।୧: ଆଇସିସି ଅଣ୍ଡର ୧୯ ବିଶ୍ୱକପର କ୍ୱାର୍ଟର ଫାଇନାଲ ମ୍ୟାଚରେ ଭାରତ ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଆଣ୍ଟିଗୁଆରେ ଖେଳାଯାଇଥିବା ମ୍ୟାଚରେ ଭାରତ ୫ ଉଇକେଟରେ ଜିତିଛି। ଫେବୃଆରୀ ୨ରେ ହେବାକୁ ଥିବା ସେମିଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ…
ଭୂମିକମ୍ପ ସତ୍ତ୍ୱେ ଜାରି ରହିଲା ମ୍ୟାଚ୍
ପୋର୍ଟ ଅଫ୍ ସ୍ପେନ୍, ୩୦ା୧: ସ୍ଥାନୀୟ କୁଇନ୍ସ ପାର୍କ ଓଭାଲରେ ଶନିବାର ଆୟର୍ଲାଣ୍ଡ ଓ ଜିମ୍ବାଓ୍ବେ ୧୯ ବର୍ଷରୁ କମ୍ ଆଇସିସି ବିଶ୍ୱକପ୍ ମ୍ୟାଚ ଚାଲିଥିବା ବେଳେ କିଛି ସେକେଣ୍ଡ ପାଇଁ ପଡ଼ିଆ ଥରି ଉଠିଥିଲା। ଭୂମିକମ୍ପ କାରଣରୁ ଖେଳାଳିଙ୍କୁ ପଡ଼ିଆ…
ଇତିହାସ ରଚିଲେ ନାଡାଲ
ମେଲବୋର୍ନ,୩୦।୧: ସ୍ପାନିଶ କିମ୍ବଦନ୍ତୀ ଟେନିସ ଖେଳାଳି ରାଫାଲ ନାଡାଲ ଚଳିତ ଅଷ୍ଟ୍ରେଲିଆ ଓପନ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ୫ ସେଟ୍ ବିଶିଷ୍ଟ ଫାଇନାଲରେ ରୁଷିଆ ଡାନିଏଲ ମେଡ୍ଭେଡଭଙ୍କୁ ହରାଇ ଦେଇଛନ୍ତି। ଏହା ତାଙ୍କ କ୍ୟାରିୟରର ୨୧ତମ ଗ୍ରାଣ୍ଡସ୍ଲାମ ଟାଇଟଲ,…
ଏମିତି ଭିଡିଓ ଛାଡିଲେ ଯୁବରାଜ: ଦେଖିଲେ ରୋକି ହେବନି ହସ
ନୂଆଦିଲ୍ଲୀ,୩୦।୧:ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ନିକଟରେ ବାପା ହୋଇଛନ୍ତି। ଜାନୁଆରୀ ୨୫ରେ, ତାଙ୍କ ସ୍ତ୍ରୀ ହେଜେଲ କିଚ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଯୁବରାଜ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ପୂର୍ବତନ ବିସ୍ଫୋରକ ଯୁବରାଜଙ୍କର ଏକ ଭିଡିଓ ସୋସିଆଲ…
ଗମ୍ଭିରଙ୍କ ସହ ବିବାଦ ଉପରେ ମୁହଁ ଖୋଲିଲେ ଅକ୍ମଲ
ନୂଆଦିଲ୍ଲୀ,୩୦।୧: ୨୦୧୦ ଏସିୟା କପ୍ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ଗୌତମ ଗମ୍ଭିରଙ୍କ ସହ ମୁହଁା ମୁହଁା ହୋଇଥିଲେ ଉଇକେଟକିପର ବ୍ୟାଟର କମରାନ ଅକ୍ମଲ। ଏହି ଘଟଣା ଉପରେ ଅକମଲ ପ୍ରଥମ ଥର ପାଇଁ ସେ ମୁହଁ ଖୋଲିଛନ୍ତି।…
ଦୁଇ ରାଜ୍ୟରେ ଖେଳାଯାଇପାରେ ପୂରା ଆଇପିଏଲ୍
ମୁମ୍ବାଇ,୩୦।୧: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଆଗାମୀ ପୂରା ସଂସ୍କରଣକୁ ମହାରାଷ୍ଟ୍ର ଓ ଗୁଜରାଟରେ ଆୟୋଜନ କରିବାକୁ ଯୋଜନା କରୁଛି ବିସିସିଆଇ। “ବର୍ତ୍ତମାନ ବୋର୍ଡ ସମସ୍ତ ଲିଗ୍ ମ୍ୟାଚ୍ ମହାରାଷ୍ଟ୍ରରେ ଆୟୋଜନ କରିବାକୁ ଚାହୁଁଛି। ଲିଗ୍ର ସମସ୍ତ ପ୍ଲେ-ଅଫ୍ସ ମ୍ୟାଚ୍ ଅହମ୍ମଦାବାଦ…
ଜାତୀୟ ଦଳରୁ ଆସିଲା ଡାକରା
ଚେନ୍ନାଇ,୩୦।୧: ଆସନ୍ତା ୭ ତାରିଖରୁ ଅହମ୍ମଦାବାଦଠାରୁ ଆରମ୍ଭ ହେବାକୁ ଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ସିରିଜ୍ ଲାଗି ଭାରତୀୟ ଦଳରେ ଦୁଇ ଖେଳାଳିଙ୍କୁ ସାମିଲ କରାଯାଇଛି। ତାମିଲନାଡୁର ମିଡଲ୍ ଅର୍ଡର ବ୍ୟାଟର ଏମ୍. ଶାହରୁଖ ଖାନ ଓ ବାମହତୀ ସ୍ପିନର…
ଗୀତା ବାସ୍ରା-ହରଭଜନ ସିଂ କରୋନା ପଜିଟିଭ
ଚଣ୍ଡିଗଡ଼,୩୦ ।୧: ବଲିଉଡ୍ ଅଭିନେତ୍ରୀ ଗୀତା ବାସ୍ରା ଓ ତାଙ୍କ କ୍ରିକେଟର ପତି ହରଭଜନ ସିଂ କରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ଉଭୟ କ୍ୱାରାଣ୍ଟାଇନରେ ଥିବା ବେଳେ ଏହା ସେମାନଙ୍କ ପାଇଁ ଏକ ଖରାପ ସମୟ ବୋଲି ହରଭଜନ କହିଛନ୍ତି…
ବିରାଟ କୋହଲିଙ୍କ ପ୍ରତିଦ୍ୱନ୍ଦୀ କିଏ ଜାଣନ୍ତି, ନିକେ କଲେ ଖୁଲାସା
ନୂଆଦିଲ୍ଲୀ,୩୦।୧: ସମସ୍ତ ତିନି ଫର୍ମାଟରେ ଭାରତୀୟ ଦଳର ଅଧିନାୟକତ୍ୱ ଛାଡିବା ପରେ ବିରାଟ କୋହଲି ଏକ ନୂଆ ଅବତାରରେ ନଜର ଆସିଛନ୍ତି। ସୋସିଆଲ ମିଡିଆରେ ନିଜର ଏକ ଫଟୋ ଶେୟାର କରି ସେ କାହା ସହ ସବୁବେଳେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଏବଂ…
ସେମିଫାଇନାଲରେ ଭାରତ; ଫେବୃୟାରୀ ୨ରେ ଅଷ୍ଟ୍ରେଲିଆକୁ ଭେଟିବ
ଆଣ୍ଟିଗୁଆ, ୩୦।୧- ଭାରତ ଚଳିତ ଆଇସିସି ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ଭାରତ ୫ ଉଇକେଟରେ ବାଂଲାଦେଶକୁ ପରାସ୍ତ କରିଛି। ବୋଲରଙ୍କୁ ସୁହାଉଥିବା ପିଚ୍ରେ ବାଂଲାଦେଶ ୩୭.୧ ଓଭରରେ ୧୧୧…
ଅଧିନାୟକତ୍ୱ ପରେ ଦଳରୁ ବାହାର ହୋଇପାରନ୍ତି କୋହଲି ! ୩ ନଂ ସ୍ଥାନରେ ଖେଳିବା ପାଇଁ ଏହି ବ୍ୟାଟ୍ସମ୍ୟାନ୍ ପ୍ରସ୍ତୁତ
ନୂଆଦିଲ୍ଲୀ,୨୯।୧: ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ତାଙ୍କ କ୍ୟାରିୟରର ସବୁଠାରୁ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ପ୍ରାୟ ପ୍ରତ୍ୟେକ ସିରିଜରେ ଶତକ ହାସଲ କରୁଥିବା ବିରାଟ ଗତ ଦୁଇ ବର୍ଷ ଧରି…
ଆଜି ବାଲାଂଦେଶ ବନାମ ଭାରତ
ଆଣ୍ଟିଗୁଆ,୨୯।୧: ଚଳିତ ୧୯ ବର୍ଷରୁ କମ୍ ବିଶ୍ୱକପରେ ଶନିବାର ଖେଳାଯିବାକୁ ଥିବା କ୍ୱାଟର ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ । ଏହି ମ୍ୟାଚ୍ ଆଣ୍ଟିଗୁଆରେ ଭାରତୀୟ ସମୟ ୬.୩୦ରେ ଆରମ୍ଭ ହେବ । ଏହି ମହାମୁକାବିଲା ପୂର୍ବରୁ ଭାରତୀୟ ଅଣ୍ଡର-୧୯…
Archives


