ଖେଳ

ପାକିସ୍ତାନକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ,୧୩।୭: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ଚମତ୍କାର ୧୦ ଉଇକେଟ ବିଜୟ ସହ ନୂତନ ଆଇସିସି ର଼୍ୟାଙ୍କିଙ୍ଗରେ ଟିମ ଇଣ୍ଡିଆ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଏହା ସହ ଭାରତ ପାକିସ୍ତାନକୁ ପଛରେ ପକାଇ ଦେଇଛି। ଏବେ ପାକିସ୍ତାନର…

‘ଘରୋଇ କ୍ରିକେଟକୁ ଯାଆନ୍ତୁ, ଯଦି ଫର୍ମକୁ ଫେରନ୍ତି ଦେଖାଯିବ’

ନୂଆଦିଲ୍ଲୀ,୧୨।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି୨୦ ସିରିଜ ପରେ ଦିନିକିଆ ସିରିଜ ଆରମ୍ଭ ହୋଇଛି। ହେଲେ ଦଳ ପାଇଁ ପୂର୍ବ ଅଧିନାୟକ ବିରାଟ କୋହଲିଙ୍କ ଫର୍ମ ଚିନ୍ତାର ବିଷୟ ପାଲଟିଛନ୍ତି। ସେ ଦୀର୍ଘଦିନରୁ ବଡ଼ ସ୍କୋର କରିପାରୁ ନ ଥିବାରୁ…

ଭାରତର ସହଜ ବିଜୟ …

ଲଣ୍ଡନ, ୧୨।୭ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ସହଜ ବିଜୟ ହାସଲ କରିଛି। ଧାର୍ଯ୍ୟ ୧୧୧ ରନ୍‌ ଲକ୍ଷ୍ୟର ପିଛା କରି ଭାରତ ୧୮.୪ ଓଭରରେ କୌଣସି ଓ୍ବିକେଟ ନ ହରାଇ ୧୧୪…

ଇଂଲଣ୍ଡ ମାଟିରେ ବୋଲିଂରେ ‘ଛକା’; ଇତିହାସ ରଚିଲେ…

ଓଭାଲ,୧୨।୭: ଇଂଲଣ୍ଡ ବିପକ୍ଷ ସିରିଜର ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଇତିହାସ ରଚିଛନ୍ତି ଭାରତୀୟ ପେସର ଜସପ୍ରୀତ ବୁମ୍‌ରା। ପ୍ରଥମ ବୋଲର୍‌ ଭାବେ ଇଂଲଣ୍ଡ ମାଟିରେ ସେ ଦିନିକିଆ କ୍ରିକେଟରେ ୬ ଉଇକେଟ ନେବାର ଗୌରବ ଅର୍ଜନ କରିଛନ୍ତି। ବୁମ୍‌ରା ୭.୨ ଓଭରରେ…

୧୧୦ରେ ଇଂଲଣ୍ଡ ଅଲଆଉଟ୍‌

ଲଣ୍ଡନ,୧୨।୭: ଟି୨୦ ସିରିଜରେ ଇଂଲଣ୍ଡକୁ ପରାଜିତ କରିବା ପରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଏହାର ଝଲକ୍‌ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରୁ ସ୍ପଷ୍ଟ ହୋଇଛି। ମଙ୍ଗଳବାର ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତୀୟ ବୋଲରମାନେ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ…

ଇଂଲଣ୍ଡ ବ୍ୟାଟିଂ ଲାଇନ୍‌ ବିପର୍ଯ୍ୟସ୍ତ, ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୧୧ ରନ୍‌…

ଲଣ୍ଡନ, ୧୨।୭ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଲଣ୍ଡନର କେନିଂଟନ୍‌ ଓଭାଲରେ ଖେଳାଯାଉଥିବା ଏହି ଏକ ଦିବସୀୟ ମ୍ୟାଚ୍‌ରେ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ…

‘ଆଇଡି କାର୍ଡ ମାଗିଲି ବୋଲି ଚାପୁଡ଼ା ମାରିଲେ’

ନୂଆଦିଲ୍ଲୀ,୧୨।୭: ଟୋଲ୍‌ ପ୍ଲାଜା କର୍ମଚାରୀଙ୍କୁ ଚାପୁଡ଼ା ମାରି ଚର୍ଚ୍ଚାରେ ବିଶ୍ୱ ରେସଲିଂ ଏଣ୍ଟରଟେନ୍‌ମେଣ୍ଟ(ଡବ୍ଲ୍ୟୁଡବ୍ଲ୍ୟୁଇ)ର ପୂର୍ବତନ ଚାମ୍ପିଅନ ଦଲୀପ ସିଂ ରାଣା ଓରଫ ‘ଦି ଗ୍ରେଟ୍‌ ଖଲି’। ଖଲିଙ୍କ ସହ ଫଟୋ ଉଠାଇବାକୁ ଚାହୁଁଥିବା ବେଳେ ଏଭଳି ଘଟଣା ଘଟିଥିବା କୁହାଯାଉଛି। ହେଲେ…

ପ୍ରଥମ ଦିନିକିଆରୁ ବାଦ୍‌ ପଡ଼ିଲେ, ଶ୍ରେୟସଙ୍କୁ ସୁଯୋଗ

ଲଣ୍ଡନ,୧୨।୭: ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ମଙ୍ଗଳବାର ଖେଳାଯାଉଛି। ତେବେ ଏହି ମ୍ୟାଚ୍‌ରେ ଦଳରୁ ବାଦ୍‌ ପଡ଼ିଛନ୍ତି ବିରାଟ କୋହଲି। ପ୍ରଥମେ ଖରାପ ଫର୍ମ ଆଉ ଏବେ ଆହତ ସମସ୍ୟା କାରଣରୁ ତାଙ୍କୁ ଦଳରୁ…

ବ୍ୟାକ୍‌ଫୁଟ୍‌ରେ ଇଂଲଣ୍ଡ: ଖାତା ଖୋଲିବାକୁ ଦେଉନାହାନ୍ତି ବୁମ୍‌ରା-ଶାମି

ନୂଆଦିଲ୍ଲୀ,୧୨।୭: ଇଂଲଣ୍ଡ ବିପକ୍ଷରେ ମଙ୍ଗଳବାର ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ବୋଲର୍‌ଙ୍କ ଜବରଦସ୍ତ ବୋଲିଂ ଦେଖିବାକୁ ମିଳିଛି। ଦ୍ରୁତ ବୋଲର ମହମ୍ମଦ ଶାମି ଏବଂ ଜସପ୍ରିତ ବୁମ୍‌ରା ପ୍ରାରମ୍ଭରୁ ଇଂଲଣ୍ଡ ଖେଳାଳିମାନଙ୍କୁ ପ୍ୟାଭିଲିୟନ ଫେରାଇଛନ୍ତି। ପରିଣାମସ୍ବରୂପ ଦଳ ୭ ରନ୍‌…

ଟସ୍‌ ଜିତିଲା ଭାରତ, ବୋଲିଂ ନିଷ୍ପତ୍ତି…

ଲଣ୍ଡନ, ୧୨।୭ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ୍‌ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଲଣ୍ଡନର କେନିଂଟନ୍‌ ଓଭାଲରେ ଖେଳାଯାଉଥିବା ଏହି ଏକ ଦିବସୀୟ ମ୍ୟାଚ୍‌ରେ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ…

କୋହଲି ଆହତ, ପ୍ରଥମ ଦିନିକିଆରେ ଖେଳିବା ଆଶା କ୍ଷୀଣ

ଲଣ୍ଡନ,୧୨।୭: ଖରାପ ଫର୍ମରେ ଥିବା ବିରାଟ କୋହଲି ଆହତ ହୋଇଛନ୍ତି। ଆଜି ଖେଳାଯିବାକୁ ଥିବା ପ୍ରଥମ ଦିନିକିଆରେ ସେ ଖେଳିବା ଆଶା କମ୍‌ ବୋଲି ଜଣାପଡିଛି। ଇଂଲଣ୍ଡ ବିପକ୍ଷ ୩ୟ ଅନ୍ତର୍ଜାତୀୟ ଟି୨୦ ସମୟରେ ସେ ତଳିପେଟ ଓ ଜଙ୍ଘ ମଧ୍ୟସ୍ଥ…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା କ୍ରିକେଟ ସାମିଲ: ଘୋଷିତ ହେଲା ୧୮ ଜଣିଆ ଦଳ

ନୂଆଦିଲ୍ଲୀ,୧୨ା୭ : ଆସନ୍ତା ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ବିସିସିଆଇ ପକ୍ଷରୁ ୧୮ ଜଣିଆ ମହିଳା ଦଳ ଘୋଷଣା କରାଯାଇଛି। ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ଥର ପାଇଁ ମହିଳା କ୍ରିକେଟକୁ ସାମିଲ କରାଯାଇଛି। ପ୍ରଥମ ସଂସ୍କରଣ ପାଇଁ ହରମନପ୍ରୀତ୍‌ କୌରଙ୍କୁ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?