ଖେଳ

ଇତିହାସ ରଚିଲେ ବୁମ୍‌ରା

ବର୍ମିଂହାମ,୨।୭: ଟେଷ୍ଟ କ୍ରିକେଟରେ ଜସପ୍ରିତ ବୁମ୍‌ରାଙ୍କ ବିଶ୍ୱ ରେକର୍ଡ। ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ୫ମ ଟେଷ୍ଟ ମ୍ୟାଚ୍‌ରେ ସେ ଏହି କାରନାମା କରିଛନ୍ତି। ପ୍ରଥମ ଇନିଂସରେ ଇଂଲଣ୍ଡ ବୋଲର୍‌ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଓଭରରେ ସେ ୩୫ ରନ୍‌ କରି ଇତିହାସ ରଚିଛନ୍ତି।…

୪୧୬ରେ ଅଲଆଉଟ୍‌ ହେଲା ଟିମ୍‌ ଇଣ୍ଡିଆ

ବର୍ମିଂହାମ,୨।୭: ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ୪୧୬ରନ୍‌ରେ ଅଲ୍‌ଆଉଟ୍‌ ହୋଇଛି ଟିମ୍‌ ଇଣ୍ଡିଆ। ଶନିବାର ଟେଷ୍ଟର ଦ୍ୱିତୀୟ ଦିନର ଖେଳ ୩୩୮/୭ରୁ ଆରମ୍ଭ ହୋଇଥିଲା। ପରେ ଦଳ ମାତ୍ର ୭୮ ରନ୍‌ ସ୍କୋରରେ ଯୋଡ଼ି ୩ ଉଇକେଟ…

‘ଟେଷ୍ଟ କ୍ରିକେଟ ତାଣ୍ଡବ…’

ନୂଆଦିଲ୍ଲୀ,୨।୭: ଏଜବାଷ୍ଟନ ଟେଷ୍ଟରେ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି। ପନ୍ତ ଦିନିକିଆ ଶୈଳୀରେ ବ୍ୟାଟିଂ କରି ସେ ମାତ୍ର ୧୧୧ ବଲ୍‌ରୁ ୨୦ ଚୌକା ଏବଂ ୪ ଛକା ସହାୟତାରେ ୧୪୬ ରନ୍‌ କରିଥିଲେ।…

ପନ୍ତଙ୍କ ପରେ ଜାଡେଜାଙ୍କ ସେଞ୍ଚୁରୀ

ବର୍ମିଂହାମ,୨।୭:ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନର ଖେଳ ଶନିବାର ଆରମ୍ଭ ହୋଇଛି। ଭାରତୀୟ ଦଳ ପକ୍ଷରୁ ରବିନ୍ଦ୍ର ଜାଡେଜା ଏବଂ ଜସପ୍ରିତ ବୁମ୍‌ରା କ୍ରିଜ୍‌ରେ ଅଛନ୍ତି। ଖବର ଲେଖାଯିବା ସୁଦ୍ଧା ଜାଡେଜା ୧୮୩ ବଲ୍‌ରେ ନିଜର…

୧୨ ଓଭର ବାକିଥାଇ ବିଜୟ ଲକ୍ଷ୍ୟ ହାସଲ କଲା ଭାରତ

ପାଲିକେଲ୍‌,୨ା୭: ଦୀପ୍ତି ଶର୍ମାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ସହାୟତାରେ ଭାରତ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ୪ ଉଇକେଟରେ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୪୮.୨ ଓଭରରେ ୧୭୧ ରନ୍‌ କରି ଅଲଆଉଟ ହୋଇଯାଇଥିଲା।…

ଭାରତକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଲେ ପନ୍ତ, ଜାଡେଜା

ବର୍ମିଂହାମ୍‌, ୨।୭- ଭାରତ ଓ ଇଂଲଣ୍ଡ ମଧ୍ୟରେ ସ୍ଥଗିତ ରହିଥିବା ସିରିଜର ୫ମ ତଥା ଅନ୍ତିମ ଟେଷ୍ଟ ଶୁକ୍ରବାର ଆରମ୍ଭ ହୋଇଯାଇଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୯୮ ରନ୍‌ରେ ୫ ଉଇକେଟ ହରାଇଥିଲା। ମାତ୍ର…

କୋହଲି ପୁଣି ଫେଲ୍‌

ଲଣ୍ଡନ,୧।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଟେଷ୍ଟ ମ୍ୟାଚ୍‌। ଏଜବାଷ୍ଟନ୍‌ ଟେଷ୍ଟର ପ୍ରଥମ ଦିନରେ ନିରାଶ କରିଛନ୍ତି ପୂର୍ବତନ ଅଧିନାୟକ ବିରାଟ କୋହଲି। ଇଂଲଣ୍ଡଠାରୁ ବ୍ୟାଟିଂ ନିମନ୍ତ୍ରଣ ପାଇ ମଇଦାନକୁ ଓହ୍ଲାଇଥିବା ଭାରତୀୟ ଟିମ୍‌ ଗୋଟିଏ ପରେ…

ଭାରତ ବିପକ୍ଷ ଟି୨୦,ଦିନିକିଆ ଲାଗି ଇଂଲଣ୍ଡର ଦଳ ଘୋଷଣା, ଚମକାଇଲା…

ଲଣ୍ଡନ,୧।୭: ଭାରତ ପରେ ଆୟୋଜକ ଇଂଲଣ୍ଡ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଏବଂ ଦିନିକିଆ ସିରିଜ ଲାଗି ଶୁକ୍ରବାର ଦଳ ଘୋଷଣା କରିଛି। ଜୋସ୍‌ ବଟଲର୍‌ ଏହି ସିରିଜ ସହ ସୀମିତ ଓଭର କ୍ରିକେଟରେ ଇଂଲଣ୍ଡ ଟିମ୍‌ର ନେତୃତ୍ୱ ନେବେ। ଏହାଛଡ଼ା…

ବର୍ମିଂହାମ୍‌ ଟେଷ୍ଟ: ଭାରତକୁ ପ୍ରାରମ୍ଭିକ ଝଟକା

ବର୍ମିଂହାମ୍‌,୧।୭: ସ୍ଥାନୀୟ ଏଜ୍‌ବାଷ୍ଟନ ଗ୍ରାଉଣ୍ଡରେ ଶୁକ୍ରବାର ଟିମ୍‌ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଯାଇଛି ପୁନଃ ନିର୍ଦ୍ଧାରିତ ୫ମ ଟେଷ୍ଟ। ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଭାରତ ବ୍ୟାଟିଂ ଆରମ୍ଭ…

ଏକାଠି ଖେଳିପାରନ୍ତି ଭାରତ, ପାକିସ୍ତାନ ଖେଳାଳି

ନୂଆଦିଲ୍ଲୀ, ୧।୭: ଭାରତର ବିରାଟ କୋହଲି, ପାକିସ୍ତାନ ଅଧିନାୟକ ବାବର ଆଜମ ଆଗାମୀ ବର୍ଷ ଏକାଠି ଗୋଟିଏ ଦଳରେ ଖେଳିପାରନ୍ତି। ଏସିଆନ୍‌ କ୍ରିକେଟ କାଉନ୍‌ସିଲ (ଏସିସି) ଆଫ୍ରୋ-ଏସିଆ କପ୍‌କୁ ପୁଣିଥରେ ଆୟୋଜନ କରିବାକୁ ଯୋଜନା କରୁଥିବାରୁ ଏଭଳି ସମ୍ଭାବନା ସୃଷ୍ଟି ହୋଇଛି।…

ନିଜ ରେକର୍ଡ ଭାଙ୍ଗିଲେ ସୁନା ପୁଅ

ଷ୍ଟକହୋମ,୧।୭: ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରୁଛନ୍ତି। ନିକଟରେ ଅନୁଷ୍ଠିତ ପାଭୋ ନୁରମି ଆଥଲେଟିକ୍ସ ମିଟରେ ଜାତୀୟ ରେକର୍ଡ ସ୍ଥାପନ କରିବା ପରେ ସେ ପୁଣି ଥରେ ନିଜ ରେକର୍ଡ…

ଇଂଲଣ୍ଡ ବିପକ୍ଷ ଟି-୨୦, ଦିନିକିଆ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୧।୭: ଇଂଲଣ୍ଡ ବିପକ୍ଷ ଦିନିକିଆ ଏବଂ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ସିରିଜ ପାଇଁ ଭାରତୀୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ଫେରିଛନ୍ତି। ଭାରତୀୟ ଦଳର ଦାୟିତ୍ୱ ତାଙ୍କ ହାତରେ ରହିବ। ଇଂଲଣ୍ଡ ବିପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?