ଖେଳ

ନିଜ ଘରେ ଇଂଲଣ୍ଡକୁ ପରାଜିତ କରିବା ପରେ ଏପରି କହିଲେ ରୋହିତ ଶର୍ମା

ବର୍ମିଂହାମ,୧୦।୭: ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌କୁ ୪୯ ରନ୍‌ରେ ଜିତି ନେଇଛି ଟିମ୍‌ ଇଣ୍ଡିଆ। ଫଳରେ ୨-୦ରେ ଅଗ୍ରଣୀ ରହି ସିରିଜକୁ ଆଗୁଆ ଜିତି ନେଇଛି ଦଳ। ଘରୋଇ ଟିମ୍‌କୁ ଘରୋଇ ମଇଦାନରେ ପରାଜିତ…

ଇତିହାସ ରଚିବା ଲକ୍ଷ୍ୟରେ ଓହ୍ଲାଇବ ଭାରତ: ଜାଣନ୍ତୁ କେବେ, କେଉଁଠି ଦେଖିବେ ୩ୟ ଟି୨୦

ନୂଆଦିଲ୍ଲୀ,୧୦।୭: ଭାରତ ଓ ଇଂଲଣ୍ଡ ମଧ୍ୟରେ ୩ୟ ତଥା ଶେଷ ଟି-୨୦ ମ୍ୟାଚ ରବିବାର ଟ୍ରେଣ୍ଟ ବ୍ରିଜ୍‌ରେ ଖେଳାଯିବ। ଏହି ମ୍ୟାଚ୍‌ରେ ବିଜୟ ସହ ସିରିଜ କ୍ଲିନ ସୁଇପ କରିବାକୁ ଚେଷ୍ଟା କରିବ ଟିମ ଇଣ୍ଡିଆ। ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି-୨୦…

ସିରିଜ୍‌ ଜିତିଲା ଭାରତ…

ବର୍ମିଂହାମ୍‌, ୯।୭ : ଭାରତ ଇଂଲଣ୍ଡ ମଧ୍ୟରେ ବର୍ମିଂହାମ୍‌ରେ ଖେଳାଯାଉଥିବା ୩ଟି ଟି-୨୦ ମ୍ୟାଚ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ସହଜ ବିଜୟ ହାସଲ କରିଛି। ଏହା ସହିତ ଭାରତ ୨ ଓ୍ବିକେଟରେ ବିଜୟ ଲାଭ କରି ୩ ଟି ମ୍ୟାଚରୁ ୨…

ଇଂଲଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୧୭୧ ରନ୍‌ …

ବର୍ମିଂହାମ୍‌, ୯।୭ : ଭାରତ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୩ଟି ଟି-୨୦ ମ୍ୟାଚ୍‌ର ଦ୍ୱିତୀୟ ମ୍ୟାଚ୍‌ ବର୍ମିଂହାମ୍‌ରେ ଖେଳାଯାଉଛି। ଇଂଲଣ୍ଡ ଦଳର ଅଧିନାୟକ ଜୋସ୍‌ ବଟଲର ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମାଙ୍କ…

ଖେଳାଳିଙ୍କ ନାଁ ଭୁଲିଗଲେ ରୋହିତ ଶର୍ମା

ବର୍ମିଂହାମ,୯।୭: ଖେଳାଳିଙ୍କ ନାଁ ଭୁଲିଗଲେ ଅଧିନାୟକ ରୋହିତ ଶର୍ମା। ଶନିବାର ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ର ଟସ୍‌ ସମୟରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମ୍ୟାଚ୍‌ ଆରମ୍ଭରୁ ଇଂଲଣ୍ଡ ଅଧିନାୟକ ଜୋସ ବଟଲର୍‌ ଟସ୍‌ ଜିତିଥିଲେ। ସେ…

ପ୍ରଥମେ ବ୍ୟାଟିଂ କରିବ ଭାରତ

ବର୍ମିଂହାମ,୯।୭: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଟସ୍‌ ହାରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଇଂଲଣ୍ଡ ଅଧିନାୟକ ଜୋସ୍‌ ବଟଲର୍‌ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିବ। ପ୍ରକାଶ ଯେ, ୩ ମ୍ୟାଚ…

୪ ମାସ ପରେ ଏକାଠି ଖେଳିବେ ରୋହିତ-ବିରାଟ-ପନ୍ତ

ବର୍ମିଂହାମ,୯।୭: ଭାରତୀୟ ଟିମ୍‌ ଶନିବାର ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜର ଦ୍ୱିତୀୟ ମୁକାବିଲା ଖେଳିବ। ଏଜବାଷ୍ଟନରେ ଖେଳାଯିବାକୁ ଥିବା ଏହି ମୁକାବିଲାରେ ପୂର୍ବତନ ଅଧିନାୟକ ବିରାଟ କୋହଲି, ଅଧିନାୟକ ରୋହିତ ଶର୍ମା ଏବଂ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ପ୍ରମୁଖ ଦଳକୁ…

ଆଜି ଦ୍ୱିତୀୟ ଟି୨୦: ଜାଣନ୍ତୁ କେବେ, କେଉଁଠି ଆଉ କେତେବେଳେ ଦେଖିବେ…

ନୂଆଦିଲ୍ଲୀ,୯।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି୨୦ ମୁକାବିଲା ଶନିବାର ଖେଳାଯିବ। ଭାରତ ତିନି ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜରେ ୧-୦ରେ ଆଗୁଆ ରହିଛି। ଏଣୁ ଆଜିର ମ୍ୟାଚ୍‌ ଜିତି ଦଳ ସିରିଜ ଉପରେ କବ୍ଜା କରିବାକୁ ଚାହିଁବ। ଅପରପକ୍ଷେ…

ରୋହିତଙ୍କ ବିଶ୍ୱ ରେକର୍ଡ: ୨୦୨୧ରୁ ଗୋଟିଏ ବି ମ୍ୟାଚ ହାରିନି ଦଳ

ସାଉଥାମ୍ପଟନ୍‌,୯ା୭: ଅଧିନାୟକ ଭାବରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି ରୋହିତ ଶର୍ମା। ବିରାଟ କୋହଲିଙ୍କ ପରେ ଭାରତୀୟ ଦଳର ଦାୟିତ୍ୱ ସମ୍ଭାଳିଥିବା ରୋହିତଙ୍କ ନେତୃତ୍ୱରେ ଭାରତ ନ୍ୟୁଜିଲାଣ୍ଡ, ଓ୍ବେଷ୍ଟଇଣ୍ଡିଜ ଏବଂ ଶ୍ରୀଲଙ୍କାକୁ ପରାସ୍ତ କରିଥିବା ବେଳେ ବର୍ତ୍ତମାନ ଇଂଲଣ୍ଡ ବିପକ୍ଷ…

୫ ମାସ ପରେ ଦଳକୁ ଫେରିଲେ କୋହଲି

ବର୍ମିଂହାମ,୯ା୭: ଖରାପ ଫର୍ମ ଦେଇ ଗତି କରୁଥିବା ବିରାଟ କୋହଲି ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଦୀର୍ଘ ୫ ମାସର ବିରତି ପରେ ଟି-୨୦କୁ ଫେରୁଥିବା କୋହଲିଙ୍କ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅନ୍ୟପକ୍ଷେ କୋହଲିଙ୍କ ସ୍ଥାନରେ ଯୁବ ଖେଳାଳି…

ଇନ୍‌ଷ୍ଟାଗ୍ରାମରୁ ଚେନ୍ନାଇ ସୁପର କିଙ୍ଗ୍ସର ଫଟୋ ହଟାଇଲେ ଜାଡେଜା

ମୁମ୍ବାଇ ୯।୭ : ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରୁ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ୍‌ ୨୦୨୧-୨୦୨୨ର ସମସ୍ତ ପୋଷ୍ଟକୁ ହଟେଇ ଦେଇଛନ୍ତି। ଯାହାକୁ ନେଇ ଜାଡେଜା ଚେନ୍ନାଇ ଛାଡିବା ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସୋସିଆଲ ମିଡିଆରେ…

ଟେଷ୍ଟ ସିରିଜ ୪ ପରିବର୍ତ୍ତେ ୫କୁ ବୃଦ୍ଧି

ମେଲବୋର୍ନ,୮ା୭: ପରବର୍ତ୍ତୀ ଫ୍ୟୁଚର ଟୁର୍‌ ପ୍ରୋଗ୍ରାମ୍‌(ଏଫ୍‌ଟିପି) ସାଇକେଲ ୨୦୨୪-୩୨ ଟେଷ୍ଟ ସଂଖ୍ୟା ୪ରୁ ୫କୁ ବୃଦ୍ଧି ପାଇବ। ଭାରତୀୟ କ୍ରିକେଟ ଦଳ ଦୁଇଥର ଅଷ୍ଟ୍ରେଲିଆ ଟୁର୍‌ରେ ଯାଇପାରେ। ପରବର୍ତ୍ତୀ ଏଫ୍‌ଟିଏଫ୍‌ରେ ଭ୍ରମଣକାରୀ ଭାରତ ଇଂଲଣ୍ଡ ବିପକ୍ଷରେ ଦୁଇଟି ଲେଖାଏ ପୂର୍ଣ୍ଣାଙ୍ଗ ଟେଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?