ଖେଳ

ଟସ୍‌ ଜିତିଲା ଭାରତ

ଲର୍ଡସ,୧୪।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ଆଜି ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ବିରାଟ କୋହଲି ଦଳକୁ ଫେରିଥିବାବେଳେ…

ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୧୪।୭: ଆସନ୍ତା ମାସରେ ଖେଳାଯିବାକୁ ଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଗସ୍ତ ପାଇଁ ଭାରତୀୟ ଦଳର ଅଧିନାୟିକତ୍ୱ ରୋହିତ ଶର୍ମାଙ୍କ ହାତରେ ରହିବ। ତେବେ ବିରାଟ କୋହଲି,…

ଭାରତଠାରୁ ପରାଜୟ ଇଂଲଣ୍ଡର ଭବିଷ୍ୟତ ପାଇଁ ଭଲ: ମୋଇନ ଅଲି

ଲଣ୍ଡନ,୧୪।୭: ଭାରତଠାରୁ ଟି୨୦ ଏବଂ ଦିନିକିଆ ମ୍ୟାଚ୍‌ରେ ପରାଜିତ ହେବା ଭବିଷ୍ୟତ ଲାଗି ଭଲ। କାହିଁକି ନା ପରାଜୟରୁ ହିଁ ବହୁତ କିଛି ଶିଖିବାକୁ ମିଳିଥାଏ ବୋଲି କହିଛନ୍ତି ଅଲରାଉଣ୍ଡର ମୋଇନ ଅଲି। ପ୍ରଥମ ଦିନିକିଆରେ ପରାଜୟକୁ ନେଇ ଖବରଦାତାଙ୍କୁ ପ୍ରତିକ୍ରିୟା…

ଦ୍ୱିତୀୟ ଦିନିକିଆ ଖେଳିବା ନେଇ ସନ୍ଦେହ, ସୁଯୋଗ ମିଳିଲେ ବାହାରିବେ…

ଲଣ୍ଡନ,୧୪।୭: ଭାରତ ଏବଂ ଇଲଂଣ୍ଡ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଗୁରୁବାର ଲଡର୍‌ସ ମଇଦାନରେ ଖେଳାଯିବ। ଓଭାଲରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଆହତ ସମସ୍ୟାକୁ ନେଇ ଦଳରୁ ବାଦ ପଡ଼ିଥିଲେ ପୂର୍ବତନ ଅଧିନାୟକ ବିରାଟ କୋହଲି। ଏବେ ସେ…

କୋହଲିଙ୍କ ଖରାପ ଫର୍ମକୁ ନେଇ ଜବାବ ରଖିଲେ ଗାଙ୍ଗୁଲି

ଲଣ୍ଡନ,୧୪।୭: ଗତ କିଛି ବର୍ଷ ହେଲା ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଖରାପ ଫର୍ମରେ ଅଛନ୍ତି। ଗତ ଅଢେଇ ବର୍ଷ ମଧ୍ୟରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ବି ଶତକ ହାସଲ କରିବାରେ ସକ୍ଷମ ହୋଇ ନାହାଁନ୍ତି। ତାଙ୍କ ଫର୍ମ…

ଆଜି ଦ୍ୱିତୀୟ ଦିନିକିଆ: ଜାଣନ୍ତୁ ଆଜି କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଲଣ୍ଡନ,୧୪।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଆଜି ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ୧-୦ ଅଗ୍ରଣୀ ହାସଲ କରିଛି। ଟିମ ଇଣ୍ଡିଆ ଗତି ବଜାୟ…

ବିବାହକୁ ନେଇ ମୁହଁ ଖୋଲିଲେ ଆଥିଆ

ବଲିଉଡ ଅଭିନେତ୍ରୀ ତଥା ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀ ତାଙ୍କ ବିବାହକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଖୁବଶୀଘ୍ର ସେ କ୍ରିକେଟର କେ.ଏଲ ରାହୁଲଙ୍କୁ ବିବାହ କରିବେ ବୋଲି ଚାରିଆଡେ ଚାଲିଛି ଆଲୋଚନା। ଏସବୁ ନେଇ ଚିଡିଯାଇଛନ୍ତି ଆଥିଆ।…

‘ସୂର୍ଯ୍ୟକୁମାର ଯାଦବ ହେଉଛନ୍ତି ଭାରତର ‘ମିଷ୍ଟର ୩୬୦’’

ନୂଆଦିଲ୍ଲୀ,୧୩।୭: ଭାରତୀୟ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ଏ ବି ଡିଭିଲିୟର୍ସଙ୍କ ସହ ତୁଳନା କଲେ ପୂର୍ବତନ ଓପନର୍‌ ଆକାଶ ଚୋପ୍ରା। ଇଂଲଣ୍ଡ ବିପକ୍ଷ ତୃତୀୟ ଟି୨୦ରେ ତାଙ୍କ ପ୍ରଦର୍ଶନକୁ ଦେଖି ସୂର୍ଯ୍ୟକୁମାରଙ୍କୁ ଭାରତର ‘୩୬୦ ଡିଗ୍ରୀ’ ଖେଳାଳି ବୋଲି ସେ କହିଛନ୍ତି।…

ଇଂଲଣ୍ଡ ଖେଳାଳିଙ୍କୁ ଟ୍ରୋଲ୍‌ କଲେ ବୁମ୍‌ରାଙ୍କ ସ୍ତ୍ରୀ ସଞ୍ଜନା

ଲଣ୍ଡନ,୧୩।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତର ବୋଲର୍‌ଙ୍କ ଦବ୍‌ଦବା ଦେଖିବାକୁ ମିଳିଥିଲା। ଫଳସ୍ବରୂପ ଭାରତ ମ୍ୟାଚ୍‌କୁ ସହଜରେ ଜିତି ନେଇଥିଲା। ତେବେ ଏହି ବିଜୟ ପଛରେ ମୁଖ୍ୟ ପୁରୋଧା ପାଲଟିଥିଲେ ଷ୍ଟାର ପେସର୍‌ ଜସପ୍ରିତ ବୁମ୍‌ରା। ସେ ମ୍ୟାଚ୍‌ରେ ୬…

ବିଶ୍ୱର ନମ୍ବର-୧ ବୋଲର୍‌ ହେଲେ ବୁମ୍‌ରା

ଲଣ୍ଡନ,୧୩।୭: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଚମତ୍କାର ବୋଲିଂ କରିଥିବା ଜଶପ୍ରୀତ ବୁମ୍‌ରା ଆଇସିସି ରାଙ୍କିଙ୍ଗରେ ବିଶ୍ୱର ଏକ ନମ୍ବର ବୋଲର ହୋଇଛନ୍ତି। ସେ ଇଂଲଣ୍ଡ ବିପକ୍ଷରେ ୧୯ ରନ ଦେଇ ୬ଟି ଉଇକେଟ ନେଇଥିଲେ। ସେ ନ୍ୟୁଜିଲାଣ୍ଡର…

ମ୍ୟାଚ୍‌ ପରେ ହୃଦୟ ଜିତିଲେ ହିଟ୍‌ମ୍ୟାନ୍‌

ଲଣ୍ଡନ,୧୩।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ବହୁତ ଭଲ ଫର୍ମରେ ଥିଲେ। ପ୍ରଥମେ ସେ ନିଜର ଅଧିନାୟକତ୍ୱ ପ୍ରଦର୍ଶନ କରି ୧୧୦ ସ୍କୋରରେ ଇଂଲଣ୍ଡ ଦଳକୁ ଅଟକାଇଥିଲେ। ଏହା ପରେ ରୋହିତ ମଧ୍ୟ ବ୍ୟାଟ୍ସମ୍ୟାନଙ୍କ…

ପ୍ରଥମ ଦିନିକିଆରେ ‘ରେକର୍ଡ’ ବର୍ଷା

ଲଣ୍ଡନ,୧୩।୭: ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ଭାରତ ୧୦ ଉଇକେଟରେ ଜିତିନେଇଛି। ଏହି ବିଜୟ ସହିତ ଭାରତ ଏହି ସିରିଜରେ ୧-୦ ଅଗ୍ରଣୀ ହାସଲ କରି ଅନେକ ରେକର୍ଡ ସୃଷ୍ଟି କରିଛି। ଭାରତର ଅନେକ ଖେଳାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?