ଖେଳ

ଲିଜେଣ୍ଡ ଲିଗ୍‌ରେ ଖେଳିବେ ପାର୍ଥିବ

ନୂଆଦିଲ୍ଲୀ,୧୬ା୭: ପୂର୍ବତନ ଭାରତୀୟ ଉଇକେଟକିପର ପାର୍ଥିବ ପଟେଲ ସେପ୍ଟେମ୍ବରରେ ହେବାକୁଥିବା ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ(ଏଲ୍‌ଏଲ୍‌ସି)ର ଦ୍ୱିତୀୟ ସିଜନରେ ଭାଗ ନେବେ। ଭାରତର ଅନ୍ୟ ୩ ପୂର୍ବତନ ଖେଳାଳି ସ୍ପିନର ପାର୍ଥିବ ପଟେଲ, ଅଲରାଉଣ୍ଡର ରୀତିନ୍ଦର ସୋଧି ଓ ପେସର ଅଶୋକ ଦିଣ୍ଡା…

ଟି-୨୦ ବିଶ୍ୱକପରେ ସ୍ଥାନ ସୁରକ୍ଷିତ କଲା ଜିମ୍ବାଓ୍ବେ, ନେଦରଲ୍ୟାଣ୍ଡ୍ସ

ଦୁବାଇ,୧୬।୭: ଟି-୨୦ ବିଶ୍ୱକପରେ ସ୍ଥାନ ସୁରକ୍ଷିତ କରିଛି ଜିମ୍ବାଓ୍ବେ ଏବଂ ନେଦରଲ୍ୟାଣ୍ଡ୍ସ। ଆମେରିକାକୁ ପରାସ୍ତ କରି ନେଦରଲ୍ୟାଣ୍ଡ୍ସ ଟି୨୦ ବିଶ୍ୱକପରେ ସ୍ଥାନ ସୁରକ୍ଷିତ କରିଥିବା ବେଳେ ଆୟୋଜକ ଜିମ୍ବାଓ୍ବେ ପପୁଆ ନ୍ୟୁଗିନିକୁ ପରାସ୍ତ କରିଥିଲା। ଆମେରିକା ବିପକ୍ଷ ମ୍ୟାଚରେ ନେଦରଲ୍ୟାଣ୍ଡ୍ସ ପ୍ରଥମେ…

‘ଦେଶ ପାଇଁ ଗର୍ବର ମୁହୂର୍ତ୍ତ’

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ୭୫ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ଭାରତରେ ଚେସ୍‌ ଅଲିମ୍ପିଆଡ୍‌ ଆୟୋଜନ ଦେଶ ପାଇଁ ଗର୍ବର ମୁହୂର୍ତ୍ତ। ଭାରତ ଚେସ୍‌ର ଉତ୍ପତ୍ତି ସ୍ଥଳ। ଅତୀତରେ ଚେସ୍‌କୁ ସତରଞ୍ଜ ଭାବେ ଖେଳାଯାଉଥିଲା। ଏହି ଖ୍ୟାତିସମ୍ପନ୍ନ କ୍ରୀଡ଼ାରେ ଓଡ଼ିଶା ଭଲ ପ୍ରଦର୍ଶନ କରି…

ବାପା ହେଲେ କ୍ରିକେଟର

ନୂଆଦିଲ୍ଲୀ,୧୫।୭: ଟିମ୍‌ ଇଣ୍ଡିଆ ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ଅନୁଭବୀ ବ୍ୟାଟ୍ସମ୍ୟାନ୍‌ ରବିନ ଉଥପ୍ପା ପୁଣି ଥରେ ପିତା ହୋଇଛନ୍ତି। ତାଙ୍କ ସ୍ତ୍ରୀ ଶୀତଲ ଗୁରୁବାର କନ୍ୟା ସନ୍ତାନର ଜନନୀ ହୋଇଛନ୍ତି। ଏନେଇ କ୍ରିକେଟର ସୋସିଆଲ ମିଡିଆ ଜରିଆରେ ଖୁସିଖବର ସମସ୍ତଙ୍କୁ…

ରାଗିଗଲେ କ୍ୟାପ୍‌ଟେନ୍‌: କହିଲେ‘ ଏନେଇ କାହିଁକି ଚର୍ଚ୍ଚା ହେଉଛି ବୁଝିପାରୁନି…’

ଲଣ୍ଡନ,୧୫।୭: ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଏବେ ଫର୍ମରେ ନାହାନ୍ତି। ଗୁରୁବାର ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ କୋହଲି ମାତ୍ର ୧୬ ରନ୍‌ କରି ଉଇକେଟ ହରାଇଥିଲେ। ପ୍ରଥମେ ତାଙ୍କୁ ଦଳରେ ସ୍ଥାନ…

କୋହଲିଙ୍କ ସମର୍ଥନରେ ବାହାରିଲେ ପାକିସ୍ତାନ ଅଧିନାୟକ

ଇସଲାମାବାଦ୍‌,୧୫।୭: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ ଖରାପ ଫର୍ମରେ ଅଛନ୍ତି। ସେ ଗତ ଅଢେଇ ବର୍ଷ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଗୋଟିଏ ବି ଶତକ ମାରିପାରିନାହାନ୍ତି। ତାଙ୍କୁ ଦଳରୁ ବାଦ୍‌ ଦେବା ପାଇଁ କ୍ରିକେଟ୍‌ ବିଶେଷଜ୍ଞମାନେ ଦାବି କରିଛନ୍ତି।…

ଭାରତର ଶୋଚନୀୟ ପରାଜୟ

ଲର୍ଡସ, ୧୪ା୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚକୁ ୧୦୦ ରନରେ ଜିତିନେଇଛି ଇଂଲଣ୍ଡ। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୪୬ ରନ କରିଥିବା ବେଳେ ଭାରତକୁ ୧୪୬ ରନରେ ସୀମିତ ରଖି…

୨ ବର୍ଷ ଜେଲରେ ସଜା କାଟିବେ ପ୍ରସିଦ୍ଧ ପଞ୍ଜାବୀ ଗାୟକ ଦଲେର ମେହନ୍ଦି

ପ୍ରସିଦ୍ଧ ପଞ୍ଜାବୀ ଗାୟକ ଦଲେର ମେହନ୍ଦି ଗିରଫ ହୋଇଛନ୍ତି। ମାନବ ଚାଲାଣ ଅଭିଯୋଗରେ ତାଙ୍କ ପଟିଆଲା କୋର୍ଟ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ୧୮ ବର୍ଷ ପୁରୁଣା ଏହି ମାମଲାରେ ପୂର୍ବରୁ ଦଲେରଙ୍କୁ ଦୁଇ ବର୍ଷ…

ଲଳିତ ମୋଦିଙ୍କ ପ୍ରେମରେ ପଡ଼ିଛନ୍ତି ସୁସ୍ମିତା

ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ପୁଣିଥରେ ତାଙ୍କ ପ୍ରେମ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ରୋହିତମ ଶଲଙ୍କ ସହ ବ୍ରେକଅପ ପରେ ଏବେ ଆଇପିଏଲ୍‌ର ଜନକ କୁହାଯାଉଥିବା ଥିବା ଲଳିତ ମୋଦିଙ୍କ ପ୍ରେମରେ ପଡିଛନ୍ତି ସୁସ୍ମିତା। ଏନେଇ ଲଲିତ ଏନେଇ ଟୁଇଟର୍‌ରେ…

ଦିନିକିଆ ର଼୍ୟାଙ୍କିଙ୍ଗରେ ପାକିସ୍ତାନକୁ ପଛରେ ପକାଇଲା ଭାରତ

ଦୁବାଇ, ୧୪ା୭ : ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶିତ ଦିନିକିଆ ର଼୍ୟାଙ୍କିଙ୍ଗରେ ପାକିସ୍ତାନକୁ ପଛରେ ପକାଇଛି ଭାରତ। ପାକିସ୍ତାନକୁ ଅତିକ୍ରମ କରିବା ସହିତ ଭାରତ ପୁରୁଷ କ୍ରିକେଟର ଦିନିକିଆ ର଼୍ୟାଙ୍କିଙ୍ଗରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର…

୨୪୬ ରନ୍‌ରେ ଅଟକିଲା ଇଂଲଣ୍ଡ

ଲଣ୍ଡନ,୧୪।୭ : ଗୁରୁବାର ଲଡର୍‌ସ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ଜବାବରେ ଇଂଲଣ୍ଡ ୪୯ ଓଭରରେ ସମସ୍ତ ଉଇକେଟ…

ପଡ଼ିଆକୁ ଫେରିବେ ହରଭଜନ

ନୂଆଦିଲ୍ଲୀ,୧୪ା୭: ପୂର୍ବତନ ଭାରତୀୟ ଅଫ୍‌ ସ୍ପିନର ହରଭଜନ ସିଂ କ୍ରିକେଟ ପଡ଼ିଆକୁ ଫେରିବେ। ସେପ୍ଟେମ୍ବରରେ ହେବାକୁ ଥିବା ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ (ଏଲ୍‌ଏଲ୍‌ସି)ରେ ସେ ଅଂଶଗ୍ରହଣ କରିବେ। ଫଳରେ ସେ ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗ, ଇର୍ଫାନ ପଠାନ, ୟୁସୁଫ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?