ଆଜି ଦ୍ୱିତୀୟ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
ପୋର୍ଟ ଅଫ ସ୍ପେନ୍,୨୪ା୭: ଆଜି ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳାଯିବ। ପ୍ରଥମ ଅନ୍ତର୍ଜାତୀୟ ଦିନିକିଆରେ କଡା ସଂଘର୍ଷପୂର୍ଣ୍ଣ ବିଜୟ ପରେ ସିରିଜ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭାରତୀୟ ଦଳ। ଷ୍ଟାଣ୍ଡଇନ୍ କ୍ୟାପଟେନ୍ ଶିଖର ଧାଓ୍ବନଙ୍କ…
ବିଶ୍ୱ ଚାମ୍ପିୟନଶିପ୍ରେ ରୋପ୍ୟ ଜିତି ଇତିହାସ ରଚିଲେ ନୀରଜ
ନୂଆଦିଲ୍ଲୀ,୨୪।୭: ବିଶ୍ୱ ଆଥଲେଟିକ ଚାମ୍ପିଅନଶିପ୍ରେ ରୋପ୍ୟ ଜିତି ଆଉ ଏକ ଇତିହାସ ରଚିଛନ୍ତି ଗୋଲ୍ଡେନ ବୟ ନୀରଜ ଚୋପ୍ରା। ୨୦୦୩ ପରେ ସେ ଏହି ଚାମ୍ପିୟନଶିପ୍ରେ ଭାରତକୁ ପ୍ରଥମ ପଦକ ପ୍ରଦାନ କରିଛନ୍ତି। ନିରଜ ଆମେରିକାର ୟୁଗେନରେ ଅନୁଷ୍ଠିତ ଚାମ୍ପିୟନଶିପ୍ର ଫାଇନାଲରେ…
ମୁଁ ତୁମର ସବୁଠାରୁ ବଡ଼ ଫ୍ୟାନ୍: ଧନଶ୍ରୀ
ନୂଆଦିଲ୍ଲୀ,୨୩।୭: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ରେ ଦୁଇ ଉଇକେଟ ନେଇଥିବା ଯୁଜବେନ୍ଦ୍ର ଚହଲଙ୍କ ଆଜି ଜନ୍ମଦିନ। ଏହାକୁ ନେଇ ସାଥୀ ଖେଳାଳିଙ୍କଠାରୁ ଆରମ୍ଭ କରି ସ୍ତ୍ରୀ ଧନଶ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ସ୍ବତନ୍ତ୍ର ପୋଷ୍ଟ କରିଛନ୍ତି। ହେଲେ ଧନଶ୍ରୀଙ୍କ ବାର୍ତ୍ତା ସମସ୍ତଙ୍କ…
ପୁଣି ବାପା ହେବେ ରାହାଣେ, ଫଟୋ ଶେୟାର କରି ଦେଲେ ସୂଚନା
ନୂଆଦିଲ୍ଲୀ,୨୩।୭: ପୁଣି ବାପା ହେବେ ଭାରତୀୟ କ୍ରିକେଟ୍ ଟିମ୍ର ବ୍ୟାଟ୍ସମ୍ୟାନ ଆଜିଙ୍କ୍ୟ ରାହାଣେ। ଏହାକୁ ନେଇ ରାହାଣେଙ୍କ ସ୍ତ୍ରୀ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି। ଯେଉଁଥିରେ ସେ ଅଜିଙ୍କ୍ୟ ରାହାଣେ ଓ ଝିଅଙ୍କ ସହ ନଜର ଆସିଛନ୍ତି। ଏହି ଖବର ସାମ୍ନାକୁ…
୨ ଦିନିକିଆରୁ ବାଦପଡ଼ିଲେ ଜାଡେଜା : ତୃତୀୟ ଉପରେ ରହିଛି ନଜର
ପୋର୍ଟ ଅଫ୍ ସ୍ପେନ୍,୨୩ା୭: ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦୁଇ ଅନ୍ତର୍ଜାତୀୟ ଦିନିକିଆ ମୁକାବିଲାରୁ ବାଦ୍ ପଡିଛନ୍ତି। ଆଣ୍ଠୁରେ ଆଘାତ କାରଣରୁ ପ୍ରଥମ ଦୁଇ ଦିନିକିଆରୁ ଜାଡେଜାଙ୍କୁ ବାଦ୍ ଦିଆଯାଇଛି। ପୂର୍ବରୁ ଏହି ସିରିଜରୁ ବରିଷ୍ଠ ଖେଳାଳି ରୋହିତ…
୩ ରନ୍ରେ ଜିତିଲା ଟିମ୍ ଇଣ୍ଡିଆ
ପୋର୍ଟ ଅଫ୍ ସ୍ପେନ୍,୨୩।୭: ତ୍ରିନିଦାଦର ପୋର୍ଟ ଅଫ ସ୍ପେନ୍ରେ ୱେଷ୍ଟଇଣ୍ଡିଜ-ଭାରତ ମଧ୍ୟରେ ଆରମ୍ଭ ହୋଇଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ରେ ଭାରତ ୩ ରନ୍ରେ ବିଜୟୀ ହୋଇଛି । ଫଳରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ ୧-୦ରେ ଭାରତ ଆଗୁଆ…
ଗାଭାସ୍କରଙ୍କୁ ବଡ ସମ୍ମାନ, ପ୍ରଥମଥର ଭାରତୀୟ ଖେଳାଳିଙ୍କ ନାମରେ ଇଂଲଣ୍ଡରେ ଷ୍ଟାଡିୟମ
ଲଣ୍ଡନ,୨୩ ।୭: ଇଂଲଣ୍ଡରେ ଭାରତୀୟ କ୍ରିକେଟକୁ ଏକ ବଡ ସମ୍ମାନ ମିଳିଛି । ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ତଥା ମହାନ ବ୍ୟାଟ୍ସ ମ୍ୟାନ ସୁନିଲ ଗାଭାସ୍କରଙ୍କ ନାମରେ ଇଂଲଣ୍ଡର ଏକ ଷ୍ଟାଡିୟମର ନାମକରଣ କରାଯିବ ଲିସେଷ୍ଟର କ୍ରିକେଟ ଗ୍ରାଉଣ୍ଡର ନାମ…
ଓ୍ବେଷ୍ଟଇଣ୍ଡିଜ୍କୁ ୩୦୯ ରନ୍ର ଟାର୍ଗେଟ
ପୋର୍ଟ ଅଫ୍ ସ୍ପେନ୍,୨୨।୭: ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମୁକାବିଲାରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୩୦୮ ରନ୍ କରିଛି। ଫଳରେ ଓ୍ବେଷ୍ଟଇଣ୍ଡିଜ୍କୁ ୩୦୯ ରନ୍ର ଟାର୍ଗେଟ ମିଳିଛି। ଭାରତ ପକ୍ଷରୁ ଓପନର…
ସଚିନଙ୍କ ରେକର୍ଡ ଭାଙ୍ଗିଲେ ଶୁଭମନ
ପୋର୍ଟ ଅଫ୍ ସ୍ପେନ୍,୨୨।୭: ଟିମ୍ ଇଣ୍ଡିଆର ଯୁବ ଓପନର୍ ଶୁଭମନ ଗିଲ ଶୁକ୍ରବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ରେକର୍ଡ କରିଛନ୍ତି। ସେ ନିଜର ଦିନିକିଆ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ମାରିବାରେ ସଫଳ ହୋଇଛନ୍ତି। ୩୬ ବଲ୍ରେ ୬ ଚୌକା ଏବଂ…
ବିସ୍ଫୋରକ ଫର୍ମରେ ଧାଓ୍ବନ, ଭାରତ ୧୮୩/୧
ପୋର୍ଟ ଅଫ୍ ସ୍ପେନ୍,୨୨।୭: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ଶୁକ୍ରବାର ଖେଳାଯାଉଛି। ଏଥିରେ ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ନିକୋଲାସ ପୁରାନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଭାରତ…
‘କୋହଲି ଖେଳୁ ନ ଥିବାରୁ ନିରାଶ ହେଲୁ’
ପୋର୍ଟ ଅଫ୍ ସ୍ପେନ୍,୨୨।୭: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଏବଂ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି୨୦ ମ୍ୟାଚ୍ ଖେଳିବ ଭାରତ। ଶୁକ୍ରବାରଠାରୁ ଦିନିକିଆ ସିରିଜର ପ୍ରଥମ ମୁକାବିଲା ଖେଳାଯିବ। ଏହି ସିରିଜରେ ଭାରତର ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି।…
ଭାରତ-ଓ୍ବେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ: ଜାଣନ୍ତୁ କେବେ, କେଉଁଠି ଆଉ କିଭଳି ଦେଖିପାରିବେ…
ପୋର୍ଟ ଅଫ୍ ସ୍ପେନ୍,୨୨।୭: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଶୁକ୍ରବାର ଖେଳାଯିବ। ଏହି ମ୍ୟାଚ୍ରେ ଶିଖର ଧାଓ୍ବନ ଅଧିନାୟକ ଦାୟିତ୍ୱ ନିର୍ବାହ କରିବେ। ଆସନ୍ତୁ ଜାଣିବା ଏହି ମ୍ୟାଚ୍ର ଲାଇଭ୍ ପ୍ରସାରଣ କେବେ, କେଉଁଠି ଆଉ…

