Posted inଖେଳ

ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ହାରିଲା ଭାରତ

ପର୍ଥ,୧୩।୧୦: ଭାରତ ଏବଂ ପଶ୍ଚିମ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଗୁରୁବାର ଖେଳାଯାଇଥିବା ଏହି ଅଭ୍ୟାସ ମ୍ୟାଚରେ ଭାରତୀୟ ଦଳ ୩୬ ରନରେ ପରାସ୍ତ ହୋଇଛି। ୧୬୯ ରନର ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ କେବଳ ୧୩୨ ରନ ସ୍କୋର କରିପାରିଥିଲା। ଭାରତ ପାଇଁ କେ.ଏଲ ରାହୁଲ ୫୫ ବଲରେ ୭୪ ରନର ଇନିଂସ ଖେଳିଥିଲେ ହେଁ ସେ ଭାରତକୁ ଜିତାି ପାଇପାରି ନ ଥିଲେ।
ବିଶ୍ୱକପ ପୂର୍ବରୁ ପଶ୍ଚିମ ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚରେ ପରାଜୟ ଭାରତ ପାଇଁ ଏକ ବଡ ଝଟକା। ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ, କେ.ଏଲ ରାହୁଲଙ୍କ ବ୍ୟତୀତ କୌଣସି ବ୍ୟାଟ୍ସମ୍ୟାନ ଭଲ ବ୍ୟାଟିଂ କରିପାରି ନ ଥିଲେ। ଭାରତୀୟ ଦଳର ସ୍ପିନର ଆର ଅଶ୍ୱିନ ୪ ଓଭରରେ ୩ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲଜ୍ଜାଜନକ ରେକର୍ଡ ହାସଲ କଲେ ରୋହିତ

ମୁମ୍ବାଇ,୨୨।୪: ଆଇପିଏଲ ୨୦୨୨ର ୩୩ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଏକ ଲଜ୍ଜାଜନକ ରେକର୍ଡ ହାସଲ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)...

ଅଷ୍ଟ୍ରେଲିଆ ବିପକ୍ଷ ୨ ଟେଷ୍ଟ, ଦିନିକିଆ ସିରିଜ୍‌ ପାଇଁ ଦଳ ଘୋଷଣା

ନୂଆଦିଲ୍ଲୀ,୧୯।୨: ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ଶେଷ ଦୁଇଟି ଟେଷ୍ଟ ମ୍ୟାଚ ଏବଂ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ରବିବାର ଭାରତୀୟ ଦଳ ଘୋଷଣା...

ହ୍ୟାଟ୍ରିକ୍‌ ଆଇପିଏଲ ଜିତିଥିବା ଏକମାତ୍ର ଖେଳାଳି

ବିଶ୍ୱର ସବୁଠୁ ବିତ୍ତଶାଳୀ କ୍ରିକେଟ ଟି୨୦ ଲିଗ୍‌ ଆଇପିଏଲରେ ହ୍ୟାଟ୍ରିକ ଟାଇଟଲ ହାତେଇଥିବା ଜଣେ ଖେଳାଳି ରହିଛନ୍ତି। ସେ ହେଉଛନ୍ତି ଲେଗ୍‌ ସ୍ପିନର କର୍ନ ଶର୍ମା।...

ଅନ୍ତର୍ଜାତୀୟ କ୍ରିକେଟରେ ସ୍ବତନ୍ତ୍ର ଉପଲବ୍ଧି ହାସଲ କଲେ ଅଶ୍ୱିନ

ଡୋମିନିକା,୧୩।୭: ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ରବିଚନ୍ଦ୍ରନ ଅଶ୍ୱିନ ଏକ ସ୍ବତନ୍ତ୍ର ଉପଲବ୍ଧି ହାସଲ କରିଛନ୍ତି। ଅଶ୍ୱିନ ଅଲଜାରୀ...

‘ଭାରତକୁ ହରାଇଲେ ଜିମ୍ବାଓ୍ବେ ଖେଳାଳିଙ୍କୁ ବାହାହେବି’

ନୂଆଦିଲ୍ଲୀ: ଏବେ ଟି-୨୦ ବିଶ୍ୱ କପ୍‌ ଚାଲୁଥିବାବେଳେ ଜଣେ ପାକିସ୍ତାନୀ ଅଭିନେତ୍ରୀଙ୍କ ବିବାଦୀୟ ଟୁଇଟ୍‌ ସାମ୍‌ନାକୁ ଆସିଛି। ଅଭିନେତ୍ରୀ ଶେହର ସିନୱାରୀ ତାଙ୍କ ଟୁଇଟ୍‌ରେ ଭାରତ...

ଇତିହାସ ରଚିବା ପରେ ଦେଶ ପାଇଁ ଦେଲେ ସ୍ବତନ୍ତ୍ର ମେସେଜ୍‌ ଦେଲେ ନୀରଜ

ବୁଦାପେଷ୍ଟ,୨୮।୮: ଭାରତର ଗୋଲଡେନ୍‌ ବଏ ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ସେ ସ୍ବର୍ଣ୍ଣ ଜିତିଥିବା ପ୍ରଥମ ଭାରତୀୟ ଆଥଲେଟ ହୋଇଛନ୍ତି।...

ପନ୍ତ, ଗିଲଙ୍କୁ ରିଲିଜ୍‌ କଲା ଟିମ୍‌ ଇଣ୍ଡିଆ

କୋଲକାତା,୨୩।୧୧(ପି.ଟି.)- ଭାରତୀୟ ଚୟନ କମିଟି ଟେଷ୍ଟ ଦଳରୁ ଯୁବ ଉଇକେଟକିପର ରିଷଭ ପନ୍ତ ଓ ଶୁବମନ ଗିଲଙ୍କୁ ରିଲିଜ କରିବାକୁ ନିଷ୍ପତ୍ତି ନେଇଛି। ଆସନ୍ତା ଓ୍ବେଷ୍ଟଇଣ୍ଡିଜ...

ସ୍ବାମୀ କୋହଲିଙ୍କୁ ମାଗି ତାଙ୍କ ପୋଷାକ ପିନ୍ଧନ୍ତି ଅନୁଷ୍କା: ଏଭଳି ପ୍ରତିକ୍ରିୟା ଦିଅନ୍ତି ଅଧିନାୟକ

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କର ପ୍ରେମ ସମ୍ପର୍କ ସବୁବେଳେ ଚର୍ଚ୍ଚାରେ ରହିଥାଏ। ୨୦୨୧ ଆରମ୍ଭରେ ଏହି ଦମ୍ପତି ଏକ ପୁତ୍ର ସନ୍ତାନକୁ...

Advertisement
Archives

Model This Week