ଭାରତକୁ ବଡ ଝଟ୍କା
ନୂଆଦିଲ୍ଲୀ,୨୬।୭: ବର୍ମିଂହାମରେ ଆୟୋଜିତ ହେବାକୁ ଥିବା କମନଓ୍ବେଲ୍ଥ ଗେମ୍ସ-୨୦୨୨ ଆରମ୍ଭର ଠିକ୍ ପୂର୍ବରୁ ଭାରତକୁ ବଡ଼ ଝଟ୍କା ଲାଗିଛି। ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତର ସୁନା ପୁଅ ନୀରଜ ଚୋପ୍ରା ଏଥିରୁ ବାଦ୍ ପଡ଼ିଛନ୍ତି। ନିକଟରେ ସେ ବିଶ୍ୱ…
ଇତିହାସ ରଚିଲେ ଫ୍ରାନ୍ସ କ୍ରିକେଟର୍
ଭାଣ୍ଟା,୨୬।୭:ଫ୍ରାନ୍ସର ଓପନର୍ ଗୁସ୍ତାଭ ମ୍ୟାକେନ ଅନ୍ତର୍ଜାତୀୟ ଟି-୨୦ରେ ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ ଶତକ ହାସଲ କରିଛନ୍ତି। ସେ ୧୮ ବର୍ଷ ୨୮୦ ଦିନ ବୟସରେ ଏହି କୀର୍ତ୍ତିମାନ କରିଥିଲେ। ସ୍ବିଜରଲ୍ୟାଣ୍ଡ ବିପକ୍ଷ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଗୁସ୍ତାଭ…
ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ ଅଲମ୍ପିକ୍ ପଦକ ବିଜେତା
ବର୍ମିଂହାମ୍, ୨୫ା୭:ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ଲଭ୍ଲିନା ବର୍ଗୋହେନ୍ ଅଭିଯୋଗ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ତାଙ୍କ କୋଚ୍ମାନଙ୍କୁ ହଇରାଣ କରାଯାଉଛି। ଫଳରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ତାଙ୍କ ପ୍ରସ୍ତୁତିରେ ବାଧା ସୃଷ୍ଟି ହେଉଥିବା ସେ କହିଛନ୍ତି। ଆୟର୍ଲାଣ୍ଡରେ ଟ୍ରେନିଂ ଶେଷ…
ଦ୍ୱିତୀୟ ବିବାହ କଲେ ଏହି ପ୍ରସିଦ୍ଧ କ୍ରିକେଟର୍
ମେଲବୋର୍ନ,୨୬।୭: ଅଷ୍ଟ୍ରେଲିଆର ଅପ ସ୍ପିନର ନାଥନ ଲାୟନ ଦ୍ୱିତୀୟ ବିବାହ କରିଛନ୍ତି। ପ୍ରେମିକା ନାଥନ ମ୍ୟାକାର୍ଥୀଙ୍କ ସହ ତାଙ୍କ ବିବାହ ସମ୍ପନ୍ନ ହୋଇଛି। ବାହାଘର ପରେ ଲାୟନ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ମ୍ୟାକାର୍ଥୀଙ୍କ ସହ ଉଠାଇଥିବା ଫଟୋକୁ ଶେୟାର କରିଛନ୍ତି।…
୧୭ ବର୍ଷର ରେକର୍ଡ ଭାଙ୍ଗିଲେ ଅକ୍ଷର ପଟେଲ
ପୋର୍ଟ ଅଫ୍ ସ୍ପେନ୍,୨୫।୭: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ସ୍ପିନର ଅକ୍ଷର ପଟେଲ ମାତ୍ର ୩୫ ବଲରୁ ଅପରାଜିତ ୬୪ ରନ୍ ସ୍କୋର କରି ଦଳର ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ବିସ୍ଫୋରକ ଇନିଂସରେ ଅକ୍ଷୟ ୩…
ଜୋରିମନା ଦେବ ଭାରତ
ପୋର୍ଟ ଅଫ୍ ସ୍ପେନ୍,୨୫।୭: ରେକର୍ଡ ୩୧୨ ରନ୍ର ଟାର୍ଗେଟକୁ ଚେଜ କରି ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ ସହ ସିରିଜ କବଜା କରିଛି ଟିମ ଇଣ୍ଡିଆ। ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତିରେ ଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ଖେଳୁଥିବା ଭାରତ ଗୋଟିଏ ମ୍ୟାଚ…
ପାକିସ୍ତାନକୁ ପଛରେ ପକାଇ ବିଶ୍ୱରେକର୍ଡ ହାସଲ କଲା ଭାରତ
ପୋର୍ଟ ଅଫ୍ ସ୍ପେନ୍,୨୫।୭: ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଦଳ ସିରିଜ୍ ବିଜୟୀ ହୋଇଛି। ଅକ୍ଷର ପଟେଲ ଭାରତ ପାଇଁ ଅଲରାଉଣ୍ଡର ଖେଳ ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତିଥିଲେ। ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତ ୱିଣ୍ଡିସ ଦଳକୁ ୨ ଉଇକେଟରେ ପରାସ୍ତ…
ଚମକପ୍ରଦ ବିଜୟ ହାସଲ କଲା ଭାରତ
ପୋର୍ଟ ଅଫ୍ ସ୍ପେନ୍,୨୫।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ଭାରତ ୨ ଉଇକେଟରେ ଜିତିଥିଲା। ଏହି ବିଜୟ ସହିତ ଏହି ସିରିଜ ଭାରତ ହାତେଇଛି। ୱେଷ୍ଟଇଣ୍ଡିଜ ବିପକ୍ଷରେ କ୍ରମାଗତ ୧୨ଟି ସିରିଜ ଜିତିବାର ରେକର୍ଡ…
ଭାରତ ଆଗରେ ୩୧୨ ରନ୍ର ବିଜୟ ଲକ୍ଷ୍ୟ
ପୋର୍ଟ-ଅଫ୍-ସ୍ପେନ,୨୪ା୭: କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ରବିବାର ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ୱେଷ୍ଟଇଣ୍ଡିଜର ପାଳି ଆରମ୍ଭ କରିଥିଲେ ବ୍ୟାଟର ଶାଇ ହୋପ ଏବଂ କାଇଲ ମେୟର୍ସ।…
ଚାଣ୍ଡିମଲ-ଫର୍ନାଣ୍ଡୋଙ୍କ ଅର୍ଦ୍ଧଶତକ: ଶ୍ରୀଲଙ୍କା ୩୧୫/୬
ଗାଲେ,୨୪ା୭: ଶ୍ରୀଲଙ୍କା ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ସୁଦ୍ଧା ଶ୍ରୀଲଙ୍କା ୬ ଉଇକେଟ ହରାଇ ୩୧୫ ରନ୍ କରିବାରେ ସକ୍ଷମ ହୋଇଛି। ଦୀନେଶ ଚାଣ୍ଡିମଲ ଏବଂ ଓଶାଡା ଫର୍ନାଣ୍ଡୋଙ୍କ ଅର୍ଦ୍ଧଶତକ ଏବଂ ଅଞ୍ଜେଲୋ ମାଥ୍ୟୁସଙ୍କ…
ଟସ୍ ଜିତିଲା ଓ୍ବେଷ୍ଟଇଣ୍ଡିଜ୍
ପୋର୍ଟ ଅଫ୍ ସ୍ପେନ୍,୨୪।୭: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ତ୍ରିନିଦାଦର ପୋର୍ଟ ଅଫ୍ ସ୍ପେନ୍ରେ ଆରମ୍ଭ ହୋଇଛି। ଓ୍ବେଷ୍ଟଇଣ୍ଡିଜ୍ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଭାରତ ପକ୍ଷରୁ ଆଭେଶ ଖାନ୍ ଏହି ମ୍ୟାଚ୍ରେ…
ବାପା ହେଲେ କ୍ରୁନାଲ ପାଣ୍ଡ୍ୟା
ମୁମ୍ବାଇ,୨୪।୭: ଭାରତୀୟ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ରବିବାର ପିତା ହୋଇଛନ୍ତି। ତାଙ୍କ ସ୍ତ୍ରୀ ପଙ୍ଖୁରୀ ଶର୍ମା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। କ୍ରୁନାଲ ତାଙ୍କ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ପ୍ରଶଂସକଙ୍କ ସହ ଏହି ଖୁସି ଖବର ଶେୟାର କରିଛନ୍ତି।…

