ଖେଳ

‘ମାତ୍ର ୨୦ ମିନିଟ୍‌ରେ କୋହଲିଙ୍କ ସଙ୍କଟ ଦୂର କରିଦେବି’

ନୂଆଦିଲ୍ଲୀ,୨୦।୭: ଭାରତୀୟ କ୍ରିକେଟର୍‌ ବିରାଟ କୋହଲି ଏବେ ଖରାପ ଫର୍ମରେ ଅଛନ୍ତି। ତାଙ୍କୁ ଦଳରୁ ବାଦ୍‌ ଦେବା ପାଇଁ ବହୁ ପୂର୍ବତନ କ୍ରିକେଟର୍‌ ଦାବି କରିଛନ୍ତି। କିନ୍ତୁ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର କୋହଲିଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।…

ଧନଲକ୍ଷ୍ମୀଙ୍କ ଡୋପ୍‌ ଟେଷ୍ଟ ପଜିଟିଭ୍‌, କମନୱେଲଥ ଗେମ୍ସ ପୂର୍ବରୁ ଭାରତକୁ ଝଟ୍‌କା…

ନୂଆଦିଲ୍ଲୀ,୨୦।୭ : ବର୍ମିଂହାମରେ ଖେଳାଯିବାକୁ ଥିବା କମନୱେଲଥ ଗେମ୍ସ ଆରମ୍ଭ ପୂର୍ବରୁ ଭାରତକୁ ଏକ ବଡ଼ ଝଟ୍‌କା ଲାଗିଛି। ଭାରତର ଷ୍ଟାର ସ୍ପ୍ରିଣ୍ଟର ଧନଲକ୍ଷ୍ମୀଙ୍କ ଡୋପ୍‌ ଟେଷ୍ଟ ପଜିଟିଭ୍‌ ଆସିଛି। ଏହି କାରଣରୁ, ଭାରତୀୟ ଆଥଲେଟିକ ଦଳର ୪x୧୦୦ ମିଟର ରିଲେରେ…

ଚାପ ମୁକ୍ତ ଭାବେ ମନ ଇଛା ଖେଳ-ହୃଦୟ ଭରି ପୂର୍ଣ୍ଣ କ୍ଷମତା ସହିତ ଖେଳ, କମନୱେଲଥ ଗେମ୍ସ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ…

ନୂଆଦିଲ୍ଲୀ,୨୦।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ କମନୱେଲଥ ଗେମ୍ସ ୨୦୨୨ ରେ ଅଂଶଗ୍ରହଣ କରୁଥିବା ଭାରତୀୟ ଖେଳାଳିଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ତାଙ୍କୁ ଖେଳ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ ଖେଳାଳିମାନଙ୍କୁ…

ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲବିଦା କହିଲେ ପୁଣି ଜଣେ କ୍ରିକେଟର୍‌

ସେଣ୍ଟଲୁସିଆ,୧୯।୭: ଇଂଲଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ପରେ ୱେଷ୍ଟଇଣ୍ଡିଜ୍‌ର ଶ୍ରେଷ୍ଠ କ୍ରିକେଟର ଲେଣ୍ଡଲ ସିମନ୍ସ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଦିନିକିଆ ଏବଂ ଟି-୨୦ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିଥିବା ସିମନ୍ସଙ୍କ କ୍ୟାରିୟର ଭଲ ଥିଲା। ଦିନିକିଆ କ୍ରିକେଟରେ ସିମନ୍ସ ୨…

ଦିନିକିଆ କ୍ରିକେଟ୍‌ରୁ ଅବସର ନେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଲଣ୍ଡନ,୧୮।୭: ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ବେନ ଷ୍ଟୋକ୍ସ ଦିନିକିଆ କ୍ରିକେଟରୁ ଅବସର ନେଇଛନ୍ତି। ସୋମବାର ସେ ଏହା ଘୋଷଣା କରିଛନ୍ତି। ମଙ୍ଗଳବାର ଷ୍ଟୋକ୍ସ ତାଙ୍କ ଦିନିକିଆ କ୍ୟାରିୟରର ଶେଷ ମ୍ୟାଚ ଖେଳିବେ। ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି…

ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ ଦେଖି ଗର୍ଲଫ୍ରେଣ୍ଡ୍‌ କହିଲେ…

ଲଣ୍ଡନ,୧୮।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ଶେଷ ମ୍ୟାଚ ରବିବାର ଖେଳାଯାଇଥିଲା। ଏହି ମ୍ୟାଚରେ ଟିମ ଇଣ୍ଡିଆ ଏକ ରୋମାଞ୍ଚକର ବିଜୟ ହାସଲ କରି ସିରିଜ ଜିତିଛି। ଭାରତୀୟ ଦଳର ଷ୍ଟାର୍‌ ଉଇକେଟ୍‌କିପର ରିଷଭ ପନ୍ତଙ୍କ…

ବିରାଟ କୋହଲିଙ୍କ ପାଇଁ ବ୍ରତ ରଖିଲେ ୧୧ ବର୍ଷୀୟା ଆଥଲେଟ୍‌

ନୂଆଦିଲ୍ଲୀ,୧୮।୭: ଆଜିକାଲି ଭାରତୀୟ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ନିଜ ଫର୍ମକୁ ନେଇ ସଂଘର୍ଷ କରୁଛନ୍ତି। ସେ ପ୍ରାୟ ଅଢେଇ ବର୍ଷ ଧରି କୌଣସି ଫର୍ମାଟରେ ଶତକ ହାସଲ କରିବାରେ ସକ୍ଷମ ହୋଇ ନାହାଁନ୍ତି । ଏହି କାରଣରୁ ସେ ମଧ୍ୟ ଅନେକ…

ଇତିହାସ ରଚିଲେ ପାଣ୍ଡ୍ୟା

ମାଞ୍ଚେଷ୍ଟର,୧୮।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ଶେଷ ମ୍ୟାଚ ରବିବାର ଖେଳାଯାଇଥିଲା। ଏହି ମ୍ୟାଚରେ ଟିମ ଇଣ୍ଡିଆ ଏକ ରୋମାଞ୍ଚକର ବିଜୟ ହାସଲ କରି ସିରିଜ ଜିତିଛି। ଏହି ଐତିହାସିକ ବିଜୟରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଷଭ…

ଚମକିଲେ ପନ୍ତ, ପାଣ୍ଡ୍ୟା: ସିରିଜ ଜିତିଲା ଭାରତ

ମାଞ୍ଚେଷ୍ଟର, ୧୭ା୭: ରିଷଭ ପନ୍ତଙ୍କ ଅପରାଜିତ ଶତକ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ କ୍ରିକେଟ ମୁକାବିଲାକୁ ଭାରତ ଜିତି ନେଇଛି । ଏହି ବିଜୟ ସହିତ ଦଳ ୨-୧ରେ ସିରିଜ…

ଜାତୀୟ ଜୁନିଅର ରେକର୍ଡ ଭାଙ୍ଗିଲେ ମାଧବନଙ୍କ ପୁଅ

ନୂଆଦିଲ୍ଲୀ,୧୭।୭: ଅଭିନେତା ଆର ମାଧବନଙ୍କ ପୁଅ ବେଦାନ୍ତ ପୁଣି ଏକ ରେକର୍ଡ ହାସଲ କରିଛନ୍ତି। ଜୁନିଅର ନ୍ୟାଶନାଲ ଆକ୍ୱାଟିକ୍ସର ୧୫୦୦ ମିଟର ଫ୍ରିଷ୍ଟାଇଲ ବିଭାଗରେ ବେଦାନ୍ତ ଜାତୀୟ ଜୁନିଅର ରେକର୍ଡ ଭାଙ୍ଗିଛନ୍ତି। ସେ ୧୬ ମିନିଟର ପୂର୍ବ ଧାରକଙ୍କ ରେକର୍ଡ ଭାଙ୍ଗି…

ଟି୨୦ରୁ ଅବସର ନେଲେ ତମିମ୍‌

ଜର୍ଜଟାଉନ୍‌,୧୭।୭: ବାଂଲାଦେଶ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଅଧିନାୟକ ତମିମ୍‌ ଇକ୍‌ବାଲ ଅନ୍ତର୍ଜାତୀୟ ଟି୨୦ରୁ ଅବସର ନେଇଛନ୍ତି। ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଦଳର ସିରିଜ ବିଜୟ ପରେ ତମିମ୍‌ ଏହି ଘୋଷଣା କରିଛନ୍ତି। ତମିମ୍‌ ଅନ୍ତିମ ଅନ୍ତର୍ଜାତୀୟ ଟି୨୦ ୨୦୨୦ ମାର୍ଚ୍ଚରେ ଖେଳିଥିଲେ। ୩୩…

ଭାରତକୁ ୨୬୦ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଇଂଲଣ୍ଡ

ମାଞ୍ଚେଷ୍ଟର,୧୭।୭: ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ଇଂଲଣ୍ଡ ଟିମ ଇଣ୍ଡିଆକୁ ୨୬୦ ରନ ଲକ୍ଷ୍ୟ ଦେଇଛି। ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଦଳ ୪୫.୫ ଓଭରରେ ୨୫୯ ରନ କରି ଅଲଆଉଟ୍‌ ହୋଇଯାଇଥିଲା। ଇଂଲଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?