ପୋଲାର୍ଡଙ୍କ ଅତିଥି ସାଜିଲେ ହାର୍ଦ୍ଦିକ
ନୂଆଦିଲ୍ଲୀ,୫।୮: ଓ୍ବେଷ୍ଟଇଣ୍ଡିଜ୍ କ୍ରିକେଟର କିରନ୍ ପୋଲାର୍ଡଙ୍କ ଘରେ ଅତିଥି ସାଜିଲେ ଟିମ୍ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଓ୍ବେଷ୍ଟଇଣ୍ଡିଜ ଗସ୍ତ ସମୟରେ ବିରତି ନେଇ ସେ ପୋଲାର୍ଡଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ଉଭୟ ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ…
ବିଜୟରୁ ବଜରଙ୍ଗ, ଦୀପକଙ୍କ ଅଭିଯାନ ଆରମ୍ଭ
ବର୍ମିଂହାମ,୫।୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କୁସ୍ତି ଇଭେଣ୍ଟ ଶୁକ୍ରବାର ଆରମ୍ଭ ହୋଇଛି। ଆରମ୍ଭରୁ ଭାରତର ଦୁଇ ଷ୍ଟାର ରେସ୍ଲର ବଜରଙ୍ଗ ପୁନିଆ ଏବଂ ଦୀପକ ପୁନିଆ ପ୍ରଥମ ମ୍ୟାଚରେ ବିଜୟୀ ହୋଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୬୫ କେଜି ଫ୍ରିଷ୍ଟାଇଲ ବର୍ଗରେ…
ଗୟାନା ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ପରେ ଫ୍ଲୋରିଡାରେ ଖେଳାଯିବ ଟି୨୦ ମ୍ୟାଚ୍
ନୂଆଦିଲ୍ଲୀ,୫ା୮: ଓ୍ବେଷ୍ଟଇଣ୍ଡିଜ୍ ସିରିଜର ଅନ୍ତିମ ଦୁଇ ଟି୨୦ ମୁକାବିଲାକୁ ନେଇ ଦେଖା ଦେଇଥିବା ସଙ୍କଟ ଅବସାନ ହୋଇଛି। ଖେଳାଳିଙ୍କୁ ଭିଜା ମିଳିବାରେ ବିଳମ୍ବ ହେବା କାରଣରୁ ଏପରି ଆଶଙ୍କା ଦେଖା ଦେଇଥିଲା। ହେଲେ ଗୟାନା ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ପରେ ସମସ୍ତ ଖେଳାଳିଙ୍କୁ…
କ୍ରୀଡ଼ା: ଦକ୍ଷତା ପ୍ରଦର୍ଶନର ଅନ୍ୟତମ ମାର୍ଗ
ସମଗ୍ର ବିଶ୍ୱରେ କ୍ରୀଡ଼ାର ମହତ୍ତ୍ୱ ବଢିଛି। ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚିତ ହେବା ଲାଗି ବିଭିନ୍ନ ଦେଶ କ୍ରୀଡ଼ାକୁ ଗୁରୁତ୍ୱ ଦେଉଛନ୍ତି। କ୍ରୀଡ଼ାରେ ଉତ୍କର୍ଷତା ହାସଲ କରିବା ସେମାନଙ୍କର ଏକମାତ୍ର ଲକ୍ଷ୍ୟ… ସମଗ୍ର ବିଶ୍ୱରେ କ୍ରୀଡ଼ାର ମହତ୍ତ୍ୱ ବଢ଼ିଛି। ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚିତ…
ଲମ୍ଫ ଜମ୍ପରେ ମୁରଲୀ ଶ୍ରୀଶଙ୍କରଙ୍କୁ ରୌପ୍ୟ
ବର୍ମିଂହାମ,୫।୮: ବର୍ମିଂହାମରେ ଚାଲିଥିବା ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁରୁଷ ଲଙ୍ଗ୍ ଜମ୍ପ୍ରେ ଭାରତର ମୁରଲୀ ଶ୍ରୀଶଙ୍କର ଚମତ୍କାର ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିଛନ୍ତି। ପୁରୁଷ ଲଙ୍ଗ୍ ଜମ୍ପ୍ ଫାଇନାଲରେ ଶ୍ରୀଶଙ୍କର ୮.୦୮ ମିଟର ଶ୍ରେଷ୍ଠ ଜମ୍ପ ସହିତ ରୌପ୍ୟ ପଦକ…
ସୁଧୀର ରଚିଲେ ଇତିହାସ: ପୁଣି ଭାରତକୁ ମିଳିଲା ସ୍ବର୍ଣ୍ଣ
ବର୍ମିଂହାମ,୫।୮: ବର୍ମିଂହାମରେ ଚାଲିଥିବା ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ସୁଧୀର ପାରା ଭାରୋତ୍ତଳନରେ ସେ ପ୍ରଥମ ଥର ପାଇଁ ଭାରତ ପକ୍ଷରୁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହାପୂର୍ବରୁ ଭାରତ ଏପର୍ଯ୍ୟନ୍ତ ଏହି ବର୍ଗରେ ସ୍ବର୍ଣ୍ଣ ପଦକ ଜିତି ନଥିଲା। ସୁଧୀର ୧୩୪.୫…
ଲିଜେଣ୍ଡ୍ସ ମ୍ୟାଚ ଖେଳିବେ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, ୪।୮ (କ୍ରୀଡ଼ା ପ୍ରତିନିଧି):୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପର ୭ମ ସଂସ୍କରଣ ଆସନ୍ତା ଅକ୍ଟୋବର ୧୧ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମ୍ୟାଚ ଗୁଡ଼ିକ ଭୁବନେଶ୍ୱର ସମେତ ୩ଟି ଭେନ୍ୟୁରେ ଖେଳାଯିବ। ଏହାର ଟିକେଟ ଲଞ୍ଚ୍ କାର୍ଯ୍ୟକ୍ରମ ଶୁକ୍ରବାର…
ଫାଇନାଲରେ ମଞ୍ଜୁ ବାଲା
ବର୍ମିଂହାମ୍,୪ା୮: ମହିଳା ହାମର ଥ୍ରୋ ଇଭେଣ୍ଟର ଫାଇନାଲରେ ଭାରତର ମଞ୍ଜୁ ବାଲା ପ୍ରବେଶ କରିଛନ୍ତି। ହେଲେ ସରିତା ସିଂ ଆଗକୁ ଯିବାରେ ବିଫଳ ହୋଇଛନ୍ତି। ୩୩ ବର୍ଷୀୟା ମଞ୍ଜୁ ବାଲା କ୍ୱାଲିଫିକେଶନ ରାଉଣ୍ଡରେ ତାଙ୍କର ଶ୍ରେଷ୍ଠ ଥ୍ରୋ ୫୯.୬୮ ମିଟର ସହ…
ସେମିଫାଇନାଲରେ ପହଞ୍ଚିଲେ ହିମା
ବର୍ମିଂହାମ୍, ୪ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା ୨୦୦ ମିଟର ଦୌଡ଼ ସେମିଫାଇନାଲରେ ଭାରତର ସ୍ପ୍ରିଣ୍ଟର ହିମା ଦାସ ପ୍ରବେଶ କରିଛନ୍ତି। ୨୩.୪୨ ସେକେଣ୍ଡ ଟାଇମିଂ ସହ ସେ ତାଙ୍କ ହିଟ୍ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ହିଟ୍ ନମ୍ବର-୨ରେ ହିମାଙ୍କ ସମେତ…
ଭାରତୀୟ ଦଳ ପାଇଁ ଖୁସି ଖବର
ପୋର୍ଟ ଅଫ୍ ସ୍ପେନ୍,୪।୮: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଚତୁର୍ଥ ମ୍ୟାଚ ଅଗଷ୍ଟ ୬ରେ ଖେଳାଯିବ। ଏହି ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଭାରତୀୟ ଦଳର ଅଧିନାୟକ ରୋହିତ…
ସେମିଫାଇନାଲରେ ଭାରତ
ବର୍ମିଂହାମ,୪।୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ମହିଳା କ୍ରିକେଟ ଦଳ ବାରବାଡୋସକୁ ୧୦୦ ରନରେ ପରାସ୍ତ କରିଛି। ଜେମିମା ରୋଡ୍ରିଗେଜ ଭାରତ ପାଇଁ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ। ବୋଲିଂରେ ଥିବାବେଳେ ରେଣୁକା ସିଂ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଥିଲେ। ସେ ୪ ଓଭରରେ…
ପିତାଙ୍କ ସ୍ବପ୍ନ ପାଇଁ ୬୨ ବର୍ଷୀୟ କୋଚ୍ ହେଲେ ଖେଳାଳି
ବର୍ମିଂହାମ୍,୪ା୮(ପି.ଟି): ପିତାଙ୍କ ସ୍ବପ୍ନ ପୂରଣ ପାଇଁ ପାଲଟିଗଲେ ଆଥ୍ଲେଟ। ୬୨ ବର୍ଷୀୟ ଟେବୁଲ ଟେନିସ୍ କୋଚ୍ ଜଣଙ୍କ ନିଜ ପରିବାରର ପରମ୍ପରା ବଜାୟ ରଖିବା ପାଇଁ ଖେଳାଳି ଜର୍ସି ପିନ୍ଧି କୋର୍ଟକୁ ଓହ୍ଲାଇଛନ୍ତି। ଇଂଲଣ୍ଡରେ ଜନ୍ମିତ ଷ୍ଟିଭ୍ ରିଲି ଫିଜି ଟିଟି…

