ଖେଳ

ଭାରତୀୟ ମହିଳା ହକି ଦଳ ସେମିଫାଇନାଲରେ

ବିର୍ମିଂହାମ, ୪।୮: କାନାଡାକୁ ୩-୨ ଗୋଲରେ ପରାସ୍ତ କରି ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା ହକି ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିଛି। ଭାରତ ପାଇଁ ଏହି ମ୍ୟାଚ୍‌ କର ବା ମର ପରସ୍ଥିତି ସୃଷ୍ଟି କରିଥିଲା। ସେମି ଫାଇନାଲ ପ୍ରବେଶ ପାଇଁ…

ମାନ୍‌ଙ୍କୁ ରୌପ୍ୟ: ଘୋଷାଲ, ଲଭପ୍ରୀତ୍‌, ଗୁରଦୀପ, ତେଜସ୍ବିନଙ୍କୁ ବ୍ରୋଞ୍ଜ

ବର୍ମିଂହାମ, ୪।୮(ପି.ଟି.): ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବୁଧବାର ରୌପ୍ୟ ପଦକ ଜିତିଛନ୍ତି ଭାରତୀୟ ଜୁଡୋକା ତୁଲିକା ମାନ୍‌। ସେହିପରି ଭାରୋତ୍ତୋଳନରୁ ଲଭପ୍ରୀତ ସିଂ ଓ ଗୁରଦୀପ ସିଂ ଏବଂ ସ୍କ୍ବାଶ୍‌ରୁ ସୌରଭ ଘୋଷାଲ ଓ ପୁରୁଷ ହାଇ ଜମ୍ପରୁ ତେଜସ୍ବିନ ଶଙ୍କରଙ୍କୁ ବ୍ରୋଞ୍ଜ…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗି ରୋହିତ ହେଲେ ‘ନମ୍ବର-୧’

ସେଣ୍ଟ କିଟ୍ସ,୩।୮: ଟିମ୍‌ ଇଣ୍ଡିଆ କ୍ୟାପ୍‌ଟେନ୍‌ ରୋହିତ ଶର୍ମା ମଙ୍ଗଳବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି୨୦ ମ୍ୟାଚ୍‌ରେ ବଡ ଉପଲବ୍ଧି ହାସଲ କରିଛନ୍ତି। ଏପରି କରି ସେ ପୂର୍ବ ଅଧିନାୟକ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି। ରୋହିତ ଟି୨୦ ମ୍ୟାଚ୍‌ରେ ସବୁଠାରୁ…

ରୋହିତଙ୍କୁ ନେଇ ଏପରି କହିଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୩।୮: ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଶଂସା କରିଛନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ତୃତୀୟ ଟି୨୦ ମୁକାବିଲାକୁ ଭାରତ ଜିତିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହୋଇ କ୍ରିକେଟର କହିଛନ୍ତି, ରୋହିତ ଖେଳାଳିମାନଙ୍କୁ ସ୍ବାଧୀନତା ଦେଇଛନ୍ତି। ଏଥିଲାଗି ସମସ୍ତେ…

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ଆଉ ଏକ ପଦକ: ଲଭ୍‌ପ୍ରୀତ ଜିତିଲେ ବ୍ରୋଞ୍ଜ

ବର୍ମିଂହାମ,୩।୮: ଇଂଲଣ୍ଡରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତୀୟ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି। ପୁରୁଷ ଭାରୋତ୍ତୋଳନକାରୀ ଲଭପ୍ରୀତ ସିଂ ପୁରୁଷ ୧୦୯ କିଲୋଗ୍ରାମ ଓଜନ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଫାଇନାଲରେ ଏକ ସମୟରେ ଲଭପ୍ରୀତ ମଧ୍ୟ ସ୍ବର୍ଣ୍ଣ ଓ…

ରୋହିତ ଶର୍ମା ପଛରେ ରହିଗଲେ, ଇତିହାସ ରଚିଲେ ମହିଳା କ୍ରିକେଟର୍‌

ବର୍ମିଂହାମ,୩।୮:ନ୍ୟୁଜିଲାଣ୍ଡ ମହିଳା କ୍ରିକେଟର ସୁଜି ବେଟ୍ସ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି। ସେ ଟି-୨୦ରେ ୩୫୦୦ ରନ ସ୍କୋର କରିଛନ୍ତି। ସେ ଏହା କରିବାରେ ଉଭୟ ପୁରୁଷ କିମ୍ବା ମହିଳା କ୍ରିକେଟ୍‌ରେ ପ୍ରଥମ ଖେଳାଳି ହୋଇଛନ୍ତି।…

ଚଳିତବର୍ଷ ୨ଥର ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ,୩।୮: ଅଗଷ୍ଟ ୨୭ରୁ ଏସିଆ କପ ଆରମ୍ଭ ହେବାକୁ ଯାଉଛି। ଏହି ପ୍ରତିଯୋଗିତାରେ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ ପୁଣି ଥରେ ମୁହାଁମୁହିଁ ହେବେ। ଅଗଷ୍ଟ ୨୮ରେ ଦୁବାଇରେ ହେବାକୁ ଥିବା ଏ ଗ୍ରୁପ୍‌ର ଓପନିଂ ମ୍ୟାଚରେ ଭାରତ ଏବଂ ପାକିସ୍ତାନ…

ତୃତୀୟ ଟି୨୦ରେ ଭାରତ ବିଜୟୀ

ବାସେଟେରେ, ୩ା୮: ଉଭୟ ବୋଲିଂ ଓ ବ୍ୟାଟିଂରେ ପ୍ରଭାବୀ ପ୍ରଦର୍ଶନ କରି ଭାରତ ମଙ୍ଗଳବାର ଅନୁଷ୍ଠିତ ତୃତୀୟ ଟି୨୦ କ୍ରିକେଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ୭ ଉଇକେଟରେ ପରାସ୍ତ କରିଛି। ଓ୍ବେଷ୍ଟଇଣ୍ଡିଜ ୨୦ ଓଭରରେ ୫ ଉଇକେଟ ହରାଇ ୧୬୪ ରନ କରିଥିବାବେଳେ…

ସୁନ୍ଦରୀ ପ୍ରତିଯୋଗିତାରୁ ରାଜ୍ୟଗୋଷ୍ଠୀ ପଦକ

ବର୍ମିଂହାମ୍‌,୩ା୮: ଇଂଲଣ୍ଡ ଭାରୋତ୍ତୋଳିକା ସାରା ଡେଭିସ୍‌ ୭୧ କିଗ୍ରା ଓଜନ ବର୍ଗରେ ରେକର୍ଡ କରିବା ସହିତ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। କ୍ଲିନ୍‌ ଆଣ୍ଡ ଜର୍କରେ ୧୨୬ କିଗ୍ରାର ଓଜନ ଉଠାଇ ରାଜ୍ୟଗୋଷ୍ଠୀ ରେକର୍ଡ ନିଜ ନାମରେ କରିଥିଲେ ସାରା। ଏହା…

ବିକାଶ, ବ୍ୟାଡ୍‌ମିଣ୍ଟନରୁ ରୌପ୍ୟ

ବର୍ମିଂହାମ୍‌, ୩ା୮(ପି.ଟି.): ଭାରତର ହେଭିଓ୍ବେଟ୍‌ ଲିଫ୍ଟର ବିକାଶ ଠାକୁର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଶ ପାଇଁ ଆଉ ଏକ ପଦକ ଆଣିଦେଇଛନ୍ତି। ମଙ୍ଗଳବାର ପୁରୁଷ ୯୬କେଜି ଶ୍ରେଣୀରେ ସେ ରୌପ୍ୟ ପଦକ ଲାଭ କରିଛନ୍ତି। ସେହିପରି ବ୍ୟାଡ୍‌ମିଣ୍ଟନ୍‌ ମିକ୍ସଡ୍‌ ଟିମ୍‌ ଇଭେଣ୍ଟରେ ଭାରତ…

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: ୩ୟ ସ୍ଥାନରେ ମନ୍ଧାନା

ଦୁବାଇ, ୨ା୮: ଭାରତର ଷ୍ଟାର ଓପନର ସ୍ମୃତି ମନ୍ଧାନା ଆଇସିସି ଟି୨୦ ମହିଳା ବ୍ୟାଟର ର଼୍ୟାଙ୍କିଙ୍ଗ ତାଲିକାରେ ତାଙ୍କ କ୍ୟାରିୟର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ ୩ୟ ସ୍ଥାନକୁ ଫେରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପାକିସ୍ତାନ ବିପକ୍ଷରେ ଅପରାଜିତ ଅର୍ଦ୍ଧଶତକ ପରେ ଏହି ଉପଲବ୍ଧି ହାସଲ…

ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି: ଖେଳିବେନି ଜାଡେଜା

ସେଣ୍ଟ କିଟ୍ସ,୨।୮: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ମଙ୍ଗଳବାର ତୃତୀୟ ଟି୨୦ ମୁକାବିଲା ଖେଳାଯାଉଛି। ଏଥିରେ ଭାରତ ପ୍ରଥମେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ନେଇଛି। ଉଭୟ ଦଳ ଚୂଡାନ୍ତ ଏକାଦଶରେ ଗୋଟିଏ ଗୋଟିଏ ପରିବର୍ତ୍ତନ କରିଛି। ମ୍ୟାଚ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?