ନୀତୁଙ୍କ ଚମତ୍କାର ପ୍ରଦର୍ଶନ: ବକ୍ସିଂରେ ଭାରତକୁ ସ୍ବର୍ଣ୍ଣ
ବର୍ମିଂହାମ,୭।୮:ରାଜ୍ୟଗୋଷ୍ଠୀ କ୍ରୀଡାରେ ବକ୍ସିଂରେ ଭାରତ ସ୍ବର୍ଣ୍ଣ ପଦକ ମିଳିଛି। ହରିୟାଣାର ବକ୍ସର ନୀତୁ ଘଙ୍ଗାସ ଭାରତକୁ ଏହି ପଦକ ଜିତାଇଛନ୍ତି। ମହିଳା ୪୫-୪୮ କିଗ୍ରା ଫାଇନାଲରେ ନୀତୁ ଇଂଲଣ୍ଡ ବକ୍ସର ଡାମି ଜାଡେ ରେଜଟାନଙ୍କୁ ପରାସ୍ତ କରିଛନ୍ତି। ଏକପାଖିଆ ଢଙ୍ଗରେ ନୀତୁ…
୧୬ ବର୍ଷର ଅପେକ୍ଷା ଶେଷ, ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ହକିକୁ ବ୍ରୋଞ୍ଜ୍ ପଦକ…
ବର୍ମିଂହାମ, ୭।୮ : ଭାରତୀୟ ମହିଳା ହକି ଦଳ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛି। ଭାରତ ବନାମ ନ୍ୟୁଜିଲାଣ୍ଡ ମ୍ୟାଚ୍ରେ ଭାରତୀୟ ଦଳ ସୁଟଆଉଟ ମାଧ୍ୟମରେ ଡିଫେଣ୍ଡିଂ ଚାମ୍ପିଅନ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏହା…
ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍ ପଞ୍ଚମ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
ଲଡରହିଲ,୭।୮:ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ୫ଟିକିଆ ଟି-୨୦ ସିରିଜ୍ର ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚ୍ ଆଜି ଖେଳାଯିବ। ଏହି ମୁକାବିଲାରେ ବିଜୟଧାରା ଅବ୍ୟାହତ ରଖିବା ଲାଗି ପ୍ରୟାସ କରିବ ରୋହିତ ଶର୍ମାଙ୍କ ଦଳ। ଭାରତ ପୂର୍ବରୁ ସିରିଜ୍କୁ ୩-୧ରେ ଆଗୁଆ ରହିଛି।…
୩-୧ରେ ସିରିଜ ପୋଛିନେଲା ଭାରତ
ଲଡରହିଲ୍, ୭ା୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୪ର୍ଥ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୫୯ ରନରେ ବିଜୟ ଲାଭ କରିଛି। ଏଥିସହିତ ଭ୍ରମଣକାରୀ ଦଳ ୩-୧ରେ ଅଗ୍ରଣୀ ସହ ୫ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ କବ୍ଜା କରିନେଇଛି। ଏହି ମ୍ୟାଚରେ…
ରୋମାଞ୍ଚକର ବିଜୟ ସହ ଫାଇନାଲରେ ଭାରତୀୟ ମହିଳା କ୍ରିକେଟ୍ ଟିମ୍
ବର୍ମିଂହାମ,୬।୮: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ପଦକ ପକ୍କା କରିଛି ଭାରତୀୟ ମହିଳା କ୍ରିକେଟ ଟିମ୍। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମଥର ମହିଳା କ୍ରିକେଟକୁ ସାମିଲ କରାଯାଇଥିବା ବେଳେ ଭାରତ ପ୍ରଥମ ଟିମ ଭାବେ ଫାଇନାଲରେ ପ୍ରବେଶ କରିଛି। ଶନିବାର ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା…
ଶ୍ରେୟସଙ୍କ ପ୍ରଦର୍ଶନ ଉପରେ ନଜର; ଆଜି ସିରିଜ କବ୍ଜା ଲକ୍ଷ୍ୟରେ ଓହ୍ଲାଇବ ଭାରତ
ଫୋର୍ଟ ଲାଉଡ୍ରହିଲ,୬।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ଚତୁର୍ଥ ଟି୨୦ ମୁକାବିଲା ଶନିବାର ଖେଳାଯିବ। ଭାରତ ଏବେ ସିରିଜରେ ୨-୧ରେ ଆଗୁଆ ଥିବା ଯୋଗୁ ଆଜିର ମ୍ୟାଚ୍ ଜିତି ସିରିଜ ଉପରେ କବ୍ଜା କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ। ସେହିଭଳି ଓ୍ବେଷ୍ଟଇଣ୍ଡିଜ…
ଭାରତକୁ ଗୋଟିଏ ଦିନରେ ମିଳିଲା ୬ ପଦକ
ବର୍ମିଂହାମ୍,୬ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ରେସ୍ଲରମାନେ ଶୁକ୍ରବାର ୩ ସ୍ବର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ଓ ୨ ବ୍ରୋଞ୍ଜ ସହ ୬ ପଦକ ପଦକ ଜିତିଛନ୍ତି। ଷ୍ଟାର ରେସ୍ଲର ବଜରଙ୍ଗ ପୁନିଆ ତାଙ୍କ ଟାଇଟଲ ବଜାୟ ରଖିବାରେ ସମର୍ଥ ହୋଇଛନ୍ତି। ମହିଳା…
ଦୁଇ ପଦକ ଜିତିବାରେ ରୂପାଲ ପ୍ରଥମ ଭାରତୀୟ
କାଲି(କଲମ୍ବିଆ),୬ା୮: ୨୦ବର୍ଷରୁ କମ୍ ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିୟନଶିପ୍ରେ ପ୍ରଥମ ଭାରତୀୟ ଆଥ୍ଲେଟ ଭାବେ ଦୁଇଟି ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ରୂପାଲ ଚୌଧାରୀ। ସେ ଏଠାରେ ପ୍ରଥମେ ୪X୪୦୦ ମିଟର ରିଲେରେ ରୌପ୍ୟ ପଦକ ଏବଂ ପରେ ମହିଳା ୪୦୦…
ଓପନ ବର୍ଗରେ ଜିତିଲେ ଭାରତ ଏ, ବି
ମାମଲ୍ଳାପୁରମ୍, ୬ା୮ (ପି.ଟି): ଚେନ୍ନାଇର ମାମଲ୍ଲାପୁରମରେ ଖେଳାଯାଉଥିବା ୪୪ତମ ଫିଡେ ଚେସ୍ ଅଲିମ୍ପିଆଡର ଓପନ ବର୍ଗରେ ଭାରତ ଏ ଓ ବି ବିଜୟୀ ହୋଇଛନ୍ତି। ଭାରତ ଏ ଓ ଭାରତ ସି ମଧ୍ୟରେ ମୁକାବିଲାକୁ ସିନୟର ଦଳ ୩-୧ରେ ଜିତି ନେଇଥିଲା।…
ବଜରଙ୍ଗଙ୍କ ସମେତ ୪ ରେସ୍ଲର ଫାଇନାଲରେ
ବର୍ମିଂହାମ୍, ୬ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ରେସ୍ଲରମାନେ ସେମାନଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଛନ୍ତି। ଶୁକ୍ରବାର ବଜରଙ୍ଗ ପୁନିଆ (ପୁରୁଷ ୬୫କେଜି), ସାକ୍ଷୀ ମଲିକ (ମହିଳା ୬୨କେଜି), ଅଂଶୁ ମଲିକ (ମହିଳା ୫୭କେଜି), ଦୀପକ ପୁନିଆ (ପୁରୁଷ ୮୬କେଜି) ସେମାନଙ୍କ ବିଭାଗରେ…
ପଦକ ପକ୍କା କଲେ ଭବିନା
ବର୍ମିଂହାମ,୫ା୮: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଶୁକ୍ରବାର କ୍ଲାସ୍ ୩-୫ ପାରା ଟେବଲ ଟେନିସର ଫାଇନାଲରେ ପହଞ୍ଚିବା ସହିତ ଭାରତ ପାଇଁ ପଦକ ପକ୍କା କରିଛନ୍ତି ଭବିନା ବେନ୍ ପଟେଲ। ପାରାଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ୩୫ ବର୍ଷୀୟ ଭବିନା ଇଂଲଣ୍ଡର ସୁ…
ଏଣିକି ଡ. ସୁରେଶ ରାଇନା
ନୂଆଦିଲ୍ଲୀ,୫।୮: ‘ଡକ୍ଟରେଟ୍’ ଉପାଧି ପାଇଲେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା। ଓ୍ବେଲ୍ସର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଆଣ୍ଡ ଆଡଭାନ୍ସ ଷ୍ଟଡିଜ୍(ଭିଇଏଲ୍ଏସ୍) ପକ୍ଷରୁ ରାଇନାଙ୍କୁ ଏହି ଡିଗ୍ରୀ ପ୍ରଦାନ କରାଯାଇଛି। ଏହି ବିଶେଷ ମୂହୁର୍ତ୍ତରେ କ୍ରିକେଟରଙ୍କ ପୁରା ପରିବାର…

