ଖେଳ

ଟେବୁଲ୍‌ ଟେନିସ୍‌ରେ ସ୍ବର୍ଣ୍ଣ ପଦକ ଜିତିଲା ଭାରତ

ବର୍ମିହାମ,୨।୮: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରଖିଛନ୍ତି ଭାରତୀୟ ଖେଳାଳି। ଏଥିଯୋଗୁ କ୍ରମାଗତ ଭାବେ ଭାରତର ପଦକ ସଂଖ୍ୟା ବୃଦ୍ଧି ପାଉଛି। ମଙ୍ଗଳବାର ଭାରତୀୟ ଲନ୍‌ ବଲ୍‌ ମହିଳା ଟିମ୍‌ ପରେ ଭାରତର ଟେବୁଲ୍‌ ଟେନିସ୍‌ ପୁରୁଷ ଦଳ…

ଇତିହାସ ରଚିଲା ଭାରତୀୟ ମହିଳା ଟିମ୍‌: ‘ଲନ୍‌ ବଲ୍‌’ରେ ଜିତିଲା ସ୍ବର୍ଣ୍ଣ ପଦକ

ବର୍ମିହାମ,୨।୮: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଇତିହାସ ରଚିଛି ଭାରତୀୟ ମହିଳା ଟିମ୍‌। ଲନ୍‌ ବଲ୍‌ ମୁକାବିଲାର ଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୭-୧୦ରେ ପରାଜିତ କରି ଦଳ ସ୍ବର୍ଣ୍ଣ ପଦକ ହାସଲ କରିଛି। ପ୍ରଥମ ଥର ପାଇଁ ଏହି ଇଭେଣ୍ଟରେ ଦଳ ଭାଗ…

ନିରାଶ କଲେ ଦୂତି: ପ୍ରଥମ ରାଉଣ୍ଡରୁ ବିଦା

ବର୍ମିହାମ,୨।୮: ନିରାଶ କଲେ ଓଡ଼ିଶାର ଧାବିକା ଦୂତୀ ଚାନ୍ଦ। ମଙ୍ଗଳବାର ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମହିଳା ୧୦୦ ମିଟର ଦୌଡ଼ରେ ଭାଗନେଇଥିଲେ ହେଁ ସେମି ଫାଇନାଲ ଲାଗି ଯୋଗ୍ୟତା ଅର୍ଜନ କରିପାରିନାହାନ୍ତି। ଦୂତିଙ୍କୁ ୧୦୦ ମିଟର ଅତିକ୍ରମ କରିବା ଲାଗି ୧୧.୫୫ ସେକେଣ୍ଡ…

ଏସିଆ କପ୍‌ ଲାଗି ତାରିଖ ଘୋଷଣା: ଦୁବାଇରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ; ଜାଣନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ,୨।୮: ଚଳିତ ମାସ ଶେଷରେ ହେବାକୁ ଥିବା ଏସିଆ କପ୍‌ ପାଇଁ ତାରିଖ ଘୋଷଣା କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ବିସିସିଆଇ ସଚିବ ଜୟ ଶାହା ଏହା ଘୋଷଣା କରିଛନ୍ତି। ଟୁର୍ନାମେଣ୍ଟ ଅଗଷ୍ଟ ୨୭ରୁ ଆରମ୍ଭ ହେବାକୁ ଥିବା ବେଳେ ଅଗଷ୍ଟ ୨୮ରେ…

ହାରିବା ମ୍ୟାଚ୍‌ର ‘ହିରୋ’

ନୂଆଦିଲ୍ଲୀ,୨।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ସୋମବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମୁକାବିଲାରେ ଟିମ୍‌ ଇଣ୍ଡିଆ ପରାଜିତ ହୋଇଛି। ପ୍ରଥମେ ଭାରତର ବ୍ୟାଟିଂ ଫ୍ଲପ ସାବ୍ୟସ୍ତ ହୋଇଥିଲା। ଫଳରେ ବୋଲର୍‌ମାନେ ମ୍ୟାଚ୍‌କୁ ଜିତାଇପାରି ନ ଥିଲେ। ଏହସତ୍ତ୍ୱେ ଜଣେ ବୋଲରଙ୍କ ଭୂରି ପ୍ରଶଂସା କରାଯାଉଛି।…

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ତୃତୀୟ ଟି-୨୦: ବିଳମ୍ବରେ ଆରମ୍ଭ ହେବ ମ୍ୟାଚ୍‌

ସେଣ୍ଟ କିଟ୍ସ,୨।୮: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଟି-୨୦ର ସମୟରେ ପରିବର୍ତ୍ତନ କରାଯାଇଛି। ସେଣ୍ଟ କିଟ୍ସରେ ଖେଳାଯିବାକୁ ଏହି ମ୍ୟାଚ ଭାରତୀୟ ସମୟ ରାତି ୮ଟା ପରିବର୍ତ୍ତେ ରାତି ୯.୩୦ରେ ଆରମ୍ଭ ହେବ। ବିସିସିଆଇ ଟୁଇଟ କରି…

ଲଜ୍ଜାଜନକ ରେକର୍ଡ ହାସଲ କଲେ ରୋହିତ ଶର୍ମା

ସେଣ୍ଟ କିଟ୍ସ,୨।୮:ସେଣ୍ଟ କିଟ୍ସରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ୫ ଉଇକେଟରେ ପରାଜୟର ସମ୍ମୁଖୀନ ହୋଇଛି। ଏହି ମ୍ୟାଚ୍‌ରେ ଭାରତର ଅଧିନାୟକ ରୋହିତ ଶର୍ମା ବିଫଳ ହୋଇଥିଲେ ଏବଂ ସେ ମ୍ୟାଚର ପ୍ରଥମ ବଲରେ ଆକାଉଣ୍ଟ ନ…

ହାତକୁ ଦି’ହାତ ହେଲେ ଏହି କ୍ରିକେଟର୍‌

ସିଡନୀ,୨।୮:ଅଷ୍ଟ୍ରେଲୀୟ ଟେଷ୍ଟ ଦଳର ଅଧିନାୟକ ପ୍ୟାଟ କୁମିନ୍ସ ଦୀର୍ଘ ଦିନରେ ପ୍ରେମିକା ବେକି ବୋଷ୍ଟନଙ୍କୁ ବିବାହ କରିଛନ୍ତି। ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି କୁମିନ୍ସ ଏହି ସୂଚନା ଦେଇଛନ୍ତି। ଫଟୋ ଶେୟାର କରି ସେ ‘ଜଷ୍ଟ ମ୍ୟାରେଡ୍‌’ ଲେଖିଥିଲେ। କୁମିନ୍ସଙ୍କୁ ଅନେକ…

ହାରିଲା ଭାରତ

ସେଣ୍ଟ କିଟ୍ସ,୨।୮: ସେଣ୍ଟ କିଟ୍ସରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ୱେଷ୍ଟଇଣ୍ଡିଜ ଭାରତକୁ ପରାସ୍ତ କରିଛି। ତିନି ବର୍ଷ ପରେ ୱେଷ୍ଟଇଣ୍ଡିଜ ଅନ୍ତର୍ଜାତୀୟ ଟି-୨୦ରେ ଭାରତ ବିପକ୍ଷରେ ଜିତିଛି। ପ୍ରଥମେ ଖେଳି ଭାରତୀୟ ଦଳ ୱେଷ୍ଟଇଣ୍ଡିଜକୁ ୧୩୯ ରନ୍‌ର ଟାର୍ଗେଟ ଦେଇଥିଲା। ୱେଷ୍ଟଇଣ୍ଡିଜ…

କ୍ୱାର୍ଟରରେ ଅମିତ ପଙ୍ଘାଲ

ବର୍ମିଂହାମ୍‌,୧ା୮: ଭାରତୀୟ ବକ୍ସର ଅମିତ ପଙ୍ଘାଲ ବିଜୟ ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତାଙ୍କର ଅଭିଯାନ ଆରମ୍ଭ କରିଛନ୍ତି। ସୋମବାର ସେ ପୁରୁଷ ଫ୍ଲାଇଓ୍ବେଟ୍‌ (୫୧କେଜି) କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ପଙ୍ଘାଲ ହେଉଛନ୍ତି ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ବିଜେତା। ସେ ଏକ…

ୟୁକେରେ ଚିକିତ୍ସିତ ହେବେ ସଙ୍କେତ

ବର୍ମିଂହାମ୍‌,୧ା୮: ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପ୍ରଥମ ପଦକ ବିଜେତା ଭାରୋତ୍ତୋଳକ ସଙ୍କେତ ସର୍‌ଗର୍‌ ୟୁନାଇଟେଡ୍‌ କିଙ୍ଗଡମ୍‌ (ୟୁକେ)ରେ ଚିକିତ୍ସିତ ହେବେ। ୫୫କେଜି କାଟାଗୋରିରେ ରୌପ୍ୟପଦକ ହାସଲ କରିବା ପରେ ତାଙ୍କର ୟୁସିଏଲ୍‌ରେ (ଅଲନାର କୋଲାଟରାଲ ଲିଗାମେଣ୍ଟ) ଆଘାତ ଲାଗିଛି। ଏଥିରୁ…

ଏ ପ୍ରେମ ମୋ ଦ୍ୱାରା ହେବ ନାହିଁ, କାହିଁକି ଏମିତି କହିଲେ ଭାରତୀୟ କ୍ରିକେଟର୍‌ଙ୍କ ସ୍ତ୍ରୀ

କୋଲକତା,୧।୮:ଭାରତୀୟ କ୍ରିକେଟର୍‌ ମହମ୍ମଦ ଶାମିଙ୍କ ସ୍ତ୍ରୀ ହସିନ ଜାହାଁ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ଇନଷ୍ଟାଗ୍ରାମରେ ଲଗାତାର ନିଜର ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ନିକଟରେ ସେ ଏକ ଭିଡିଓ ଶେୟାର କରି ଚର୍ଚ୍ଚାକୁ ଆସିଛନ୍ତି। ଭିଡିଓରେ ସେ କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?