ଦିଅର-ଭାଉଜଙ୍କ ଚମତ୍କାର ପ୍ରଦର୍ଶନ
ବର୍ମିଂହାମ,୮।୮: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତ ସମେତ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଦଶମ ଦିନର ଶେଷ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଦଳ ପଦକ ତାଲିକାରେ ଶୀର୍ଷରେ ରହିଛି। ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ୬୬ଟି ସ୍ବର୍ଣ୍ଣ, ୫୫ଟି ରୌପ୍ୟ ଏବଂ ୫୩ଟି…
ଇତିହାସ ରଚିଲା ଭାରତ: ପ୍ରଥମ ଦଳ ଭାବେ…
ଲଡରହିଲ୍,୮।୮: ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ମ୍ୟାଚ ସିରିଜରେ ଭାରତ ୱେଷ୍ଟଇଣ୍ଡିଜକୁ ୪-୧ରେ ପରାସ୍ତ କରିଛି। ପଞ୍ଚମ ମ୍ୟାଚରେ ରୋହିତ ଶର୍ମା, ରିଷଭ ପନ୍ତ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ପରି ଶକ୍ତିଶାଳୀ ବ୍ୟାଟ୍ସମ୍ୟାନ ବିଶ୍ରାମ ନେଇଥିଲେ। ଏହା ସତ୍ତ୍ୱେ ଭାରତ ୮୮…
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିଲେ ଏହି ପ୍ରସିଦ୍ଧ କ୍ରିକେଟର୍ଙ୍କ ସ୍ତ୍ରୀ: ସ୍ବାମୀ କହିଲେ…
ବର୍ମିଂହାମ,୮।୮:: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଖେଳାଳିମାନେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି। ସ୍କ୍ବାସରେ ଭାରତର ତାରକା ଖେଳାଳି ସୌରଭ ଘୋଷାଲ ଏବଂ ଦୀପିକା ପାଲିକଲ କମନୱେଲଥ ଗେମ୍ସର ମିକ୍ସ ଡବଲ୍ସରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହି ମ୍ୟାଚରେ ସେ ଅଷ୍ଟ୍ରେଲୀୟ ଯୋଡିଙ୍କୁ…
ଓ୍ବେଷ୍ଟଇଣ୍ଡିଜକୁ ୮୮ ରନ୍ରେ ହରାଇଲା ଭାରତ
ଲଡରହିଲ୍, ୮ା୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୫ମ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚ୍ରେ ଭାରତ ୮୮ ରନ୍ରେ ବିଜୟୀ ହୋଇଛି। ଏଥିସହିତ ଦଳ ୫ ମ୍ୟାଚ୍ବିଶିଷ୍ଟ ସିରିଜକୁ ୪-୧ରେ ଜିତିନେଇଛି। ଭାରତୀୟ ବୋଲରଙ୍କ ଚମତ୍କାର ବୋଲିଂ ଯୋଗୁ ୧୮୯ ରନ୍ର…
ଆନନ୍ଦ ଫିଡେର ଉପସଭାପତି ନିର୍ବାଚିତ
ଚେନ୍ନାଇ, ୮ା୮(ପି.ଟି.): ଭାରତୀୟ ଚେସ୍ କିମ୍ବଦନ୍ତୀ ବିଶ୍ୱନାଥନ ଆନନ୍ଦ ରବିବାର ଅନ୍ତର୍ଜାତୀୟ ଚେସ୍ ମହାସଂଘ (ଫିଡେ)ର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଆର୍କାଡି ଡିଭୋରକୋଭିଚ୍ ପୁନର୍ବାର ମହାସଂଘର ସଭାପତି ହୋଇଛନ୍ତି। ୫ଥର ବିଶ୍ୱ ଚାମ୍ପିୟନ ଆନନ୍ଦ ହେଉଛନ୍ତି ଡିଭୋରକୋଭିଚ୍ଙ୍କ ଦଳର ଅଂଶବିଶେଷ।…
୪-୧ରେ ଭାରତର ସିରିଜ ବିଜୟ
ଲଡରହିଲ,୭।୮: ଫ୍ଲୋରିଡାରେ ଖେଳାଯାଇଥିବା ଟି-୨୦ ସିରିଜର ରବିବାର ଅନ୍ତିମ ମ୍ୟାଚରେ ଭାରତ ୮୮ ରନ୍ରେ ବିଜୟୀ ହୋଇଛି। ଫଳରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ଭାରତ ୪-୧ରେ କବ୍ଜା କରି ନେଇଛି। ଭାରତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି…
ଓ୍ବେଷ୍ଟଇଣ୍ଡିଜ ଆଗରେ ୧୮୯ ରନ୍ ଟାର୍ଗେଟ୍
ଲଡରହିଲ, ୭।୮: ଫ୍ଲୋରିଡାରେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଟି-୨୦ ସିରିଜର ଅନ୍ତିମ ତଥା ପଞ୍ଚମ ମ୍ୟାଚରେ ଭାରତର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ…
ସ୍ବର୍ଣ୍ଣ ଜିତିଲେ ନିଖତ
ବର୍ମିଂହାମ,୭।୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦଶମ ଦିନରେ ନିଖତ ଜରିନ ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ମହିଳା ବକ୍ସିଂର ଲାଇଟ ଫ୍ଲାଏଓ୍ବେଟ୍ ବର୍ଗର ଫାଇନାଲରେ ସେ ଉତ୍ତର ଆୟର୍ଲାଣ୍ଡର କାର୍ଲେ ମ୍ୟାକନାଉଲଙ୍କୁ ୫-୦ରେ ପରାସ୍ତ କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ…
ଟସ୍ ଜିତିଲା ଭାରତ: ରୋହିତ୍ଙ୍କୁ ବିଶ୍ରାମ
ଲଡରହିଲ,୭।୮:ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ୫ଟିକିଆ ଟି-୨୦ ସିରିଜ୍ର ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚ୍ ଆଜି ଫ୍ଲୋରିଡାଠାରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ ଏକ ବଡ଼ ପରିବର୍ତ୍ତନ ହୋଇଛି।…
ଟ୍ରିପଲ ଜମ୍ପରେ ଭାରତ ରଚିଲା ଇତିହାସ
ବର୍ମିଂହାମ,୭।୮: ରାଜ୍ୟଗୋଷ୍ଠୀ କ୍ରୀଡାର ଟ୍ରିପଲ ଜମ୍ପ ଇଭେଣ୍ଟରେ ଭାରତୀୟ ଆଥଲେଟ୍ ମାନେ ରବିବାର ୨ଟି ପଦକ ଜିତିଛନ୍ତି। ଭାରତର ଏଲଡୋଜ ପଲ ଏବଂ ଅବଦୁଲ୍ଲା ଆବୁବାକର୍ ଦେଶ ପାଇଁ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି। ଭାରତ ମଧ୍ୟ ଏହି…
ପଦକ ସଂଖ୍ୟା ୪୩ ଛୁଇଁଲା,ସ୍ବର୍ଣ୍ଣ ୧୫-ରୌପ୍ୟ ୧୧-ବ୍ରୋଞ୍ଜ ୧୭…
ବର୍ମିଂହାମ୍, ୭।୮ : ବର୍ମିଂହାମରେ ଖେଳାଯାଉଥିବା ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଖେଳାଳିମାନେ ନିଜର ଦୃଢ଼ ପ୍ରଦର୍ଶନ ଜାରି ରଖିଛନ୍ତି। ଭାରତର ପଦକ ସଂଖ୍ୟା ଇତିମଧ୍ୟରେ ଦଶମ ଦିନ ସୁଦ୍ଧା ୪୩ରେ ପହଞ୍ଚିଛି। ସେଥିମଧ୍ୟରେ ୧୫ ସ୍ବର୍ଣ୍ଣ, ୧୧ ରୌପ୍ୟ ଏବଂ…
ମାତ୍ର ୧୫ ମିନିଟ୍ ମଧ୍ୟରେ ଭାରତକୁ ୨ ସ୍ବର୍ଣ୍ଣ
ବର୍ମିଂହାମ,୭।୮: ରାଜ୍ୟଗୋଷ୍ଠୀ କ୍ରୀଡାର ଦଶମ ଦିନ ଭାରତ ପାଇଁ ବହୁତ ଭଲ ରହିଛି। ବକ୍ସିଂରେ ଭାରତ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ମହିଳା ହକିରେ ବ୍ରୋଞ୍ଜ ପଦକ ମିଳିଛି। ବକ୍ସିଂରେ ମାତ୍ର ୧୫ ମିନନିଟ୍ ମଧ୍ୟରେ ଭାରତକୁ ୨ ସ୍ବର୍ଣ୍ଣ ପଦକ…

