ଖେଳ

ପ୍ରଭାକର ନେପାଳ କ୍ରିକେଟ ଦଳ ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ,୧୦ା୮(ପି.ଟି.): ପୁବୁଡୁ ଦାସାନାୟକେଙ୍କ ସ୍ଥାନରେ ପୂର୍ବତନ ଅଲରାଉଣ୍ଡର ମନୋଜ ପ୍ରଭାକର ନେପାଳ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। ଦାସାନାୟକେ ଜୁଲାଇରେ ତାଙ୍କ ପଦ ତ୍ୟାଗ କରିଛନ୍ତି। ସେ କାନାଡା କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଦରୟିତ୍ୱ ଗ୍ରହଣ…

ଭାରତ ମହିଳା ‘ଏ’, ପୁରୁଷ ‘ବି’ ଦଳକୁ ବ୍ରୋଞ୍ଜ

ମାମାଲ୍ଲାପୁରମ, ୧୦ା୮(ପି.ଟି.): ଚେନ୍ନାଇର ମାମାଲ୍ଲାପୁରମଠାରେ ଚେସ୍‌ ଅଲିମ୍ପିଆଡ୍‌ର ୪୪ତମ ସଂସ୍କରଣ ମଙ୍ଗଳବାର ଶେଷ ହୋଇଛି। ଏଥିରେ ଭାରତର ମୋଟ ୬ଟି ଦଳ ଅଂଶଗ୍ରହଣ କରିଥିବାବେଳେ ମହିଳା ‘ଏ’ ଏବଂ ପୁରୁଷ ‘ବି’ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଭାରତରେ ପ୍ରଥମଥରପାଇଁ…

କି ଭୁଲ କରିଦେଲେ ସଞ୍ଜୁ…

ନୂଆଦିଲ୍ଲୀ,୯।୮: ଚଳିତ ମାସରେ ଆରମ୍ଭ ହେବାକୁ ଥିବା ଏସିଆ କପ୍‌ ଲାଗି ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ଏଥିରେ ପୂର୍ବ ଅଧିନାୟକ ବିରାଟ କୋହଲି ଏବଂ କେଏଲ୍‌ ରାହୁଲଙ୍କୁ ସୁଯୋଗ ମିଳିଛି। ହେଲେ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମସନ୍‌, ଈଶାନ…

କାର୍‌ ଦୁର୍ଘଟଣାରେ ଚାଲିଗଲା ଖ୍ୟାତନାମା ଅମ୍ପାୟାର ରୁଡି କର୍ଜନଙ୍କ ଜୀବନ

ନୂଆଦିଲ୍ଲୀ,୯।୮: ଦକ୍ଷିଣ ଆଫ୍ରିକାର ପୂର୍ବତନ ଅନ୍ତର୍ଜାତୀୟ ଅମ୍ପାୟାର ରୁଡି କର୍ଜନଙ୍କ ଏକ କାର୍‌ ଦୁର୍ଘଟଣାରେ ମଙ୍ଗଳବାର ମୃତ୍ୟୁ ଘଟିଛି। ତାଙ୍କୁ ୭୩ ବର୍ଷ ହୋଇଥିଲା। ପରିବାରରେ ତାଙ୍କର ସ୍ତ୍ରୀ ଏବଂ ୪ ସନ୍ତାନ ରହିଛନ୍ତି। ୧୯୯୦ରୁ ୨୦୧୦ ପର୍ଯ୍ୟନ୍ତ ସେ କ୍ରିକେଟର…

ବହୁତ ଯନ୍ତ୍ରଣା ହେଉଛି, ଆପଣମାନଙ୍କ ଆଶୀର୍ବାଦ ଲୋଡ଼ା: ଅଖ୍‌ତର

ନୂଆଦିଲ୍ଲୀ,୯।୮: ପାକିସ୍ତାନର ପୂର୍ବତନ ମହାନ ଦ୍ରୁତ ବୋଲର୍‌ ଶୋଏବ ଅଖତର୍‌ ଏବେ ହସ୍ପିଟାଲ୍‌ରେ। ତାଙ୍କ ଆଣ୍ଠୁର ସର୍ଜରୀ କରାଯାଇଛି। ଦୀର୍ଘଦିନଧରି ଆଣ୍ଠୁରେ ସମସ୍ୟା ଲାଗି ରହିଥିବା ବେଳେ ସେ ଏକାଧିକ ଥର ସର୍ଜରୀ କରାଇଥିଲେ। ହେଲେ କୌଣସି ସୁଫଳ ନ ମିଳିବାରୁ…

ବିଶ୍ୱର ପ୍ରଥମ କ୍ରିକେଟର୍‌ ଭାବେ ଏମିତି ଉପଲବ୍ଧି ହାସଲ କଲେ ପୋଲାର୍ଡ

ଲଣ୍ଡନ,୯।୮:ୱେଷ୍ଟଇଣ୍ଡିଜର ବିସ୍ଫୋରକ ଅଲରାଉଣ୍ଡର କିରନ ପୋଲାର୍ଡ ୬୦୦ ଟି-୨୦ ମ୍ୟାଚ ଖେଳିବାରେ ବିଶ୍ୱର ପ୍ରଥମ କ୍ରିକେଟର ହୋଇପାରିଛନ୍ତି। ସେ ଦି ହଣ୍ଡ୍ରେଡ୍‌ ଲିଗରେ ଲଣ୍ଡନ ସ୍ପିରିଟ ପକ୍ଷରୁ ମ୍ୟାଚ୍‌ ଖେଳିବାକୁ ପଡ଼ିଆକୁ ଓହ୍ଲାଇବା ମାତ୍ରେ ସେ ଏହି ଉଲ୍ଲେଖନୀୟ ସଫଳତା ହାସଲ…

ମହିଳା କ୍ରିକେଟ୍‌ର ଘରୋଇ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ, ୯ା୮ : ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ ୨୦୨୩ ଫେବୃୟାରୀରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବ। ଅକ୍ଟୋବର ୧୧ରେ ସିନିୟର ମହିଳା ଟି୨୦ ଟ୍ରଫି ସହ ମହିଳା କ୍ୟାଲେଣ୍ଡର ଆରମ୍ଭ ହେବ। ଏହା ନଭେମ୍ବର ୫ରେ ଶେଷ ହେବ। ପରେ…

କାଜାଖସ୍ତାନକୁ ହରାଇଲା ଭାରତ ‘ଏ’

ମାମଲ୍ଲାପୁରମ୍‌,୯ା୮: ଚେନ୍ନାଇରେ ଆୟୋଜିତ ୪୪ତମ ଫିଡେ ଚେସ୍‌ ଅଲିମ୍ପିଆଡରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମହିଳା ବର୍ଗରେ ଟୁର୍ନାମେଣ୍ଟ ଟପସିଡ୍‌ ଭାରତ ଏ ଚମତ୍କାର ବିଜୟ ହାସଲ କରିଛି। ଆଉ ଗୋଟିଏ ରାଉଣ୍ଡର ମୁକାବିଲା ବାକି ରହିଥିବା ବେଳେ…

ପରାଜୟକୁ ନେଇ ଚିନ୍ତାରେ ହରମନ୍‌ପ୍ରୀତ୍‌

ବର୍ମିଂହାମ୍‌,୯ା୮ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମଥର ପାଇଁ ମହିଳା କ୍ରିକେଟ ସାମିଲ ହୋଇଥିବା ବେଳେ ରୌପ୍ୟ ପଦକ ବିଜୟୀ ହୋଇଥିଲା ଭାରତ। ତେବେ ଫାଇନାଲ ମ୍ୟାଚ୍‌ରେ ପରାଜୟକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ଅଧିନାୟିକା ହରମନପ୍ରୀତ୍‌ କୌର୍‌। ଭାରତ ବିଗତ କିଛିବର୍ଷ ଭିତରେ ଟାଇଟଲ ଲଢ଼େଇରେ…

ଏସିଆ କପ୍‌ ଟି୨୦ରେ ଖେଳିବେ ନାହିଁ ବୁମ୍‌ରା

ନୂଆଦିଲ୍ଲୀ,୮ା୮: ଭାରତର ସିନିୟର ଫାଷ୍ଟ ବୋଲର ଯଶପ୍ରୀତ୍‌ ବୁମ୍‌ରା ଏସିଆ କପ୍‌ ଟି୨୦ ଟୁର୍ନାମେଣ୍ଟରେ ଖେଳିବେ ନାହିଁ। ତାଙ୍କ ପିଠିରେ ଆଘାତ ଲାଗିଥିବାରୁ ସୁସ୍ଥ ହେବା ପାଇଁ ତାଙ୍କୁ କିଛି ସମୟ ଲାଗିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଜଣେ ବରିଷ୍ଠ…

ସିନ୍ଧୁଙ୍କ ପରେ ସ୍ବର୍ଣ୍ଣ ଜିତିଲେ ଲକ୍ଷ୍ୟ ସେନ

ବର୍ମିଂହାମ, ୮।୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ପି.ଭି ସିନ୍ଧୁଙ୍କ ପରେ ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ଲକ୍ଷ୍ୟ ସେନ ସ୍ବର୍ଣ୍ଣ ଜିତିଛନ୍ତି। ସେ ମାଲେସିଆର ଟିଜେ ୟୋଙ୍ଗକୁ ପରାସ୍ତ କରିଥିଲେ। ତାଙ୍କର ଏହା ହେଉଛି ପ୍ରଥମ ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ପଦକ। ତେବେ ଭାରତର ରାଜ୍ୟଗୋଷ୍ଠୀ…

ସ୍ବର୍ଣ୍ଣ ଜିତିଲେ ପିଭି ସିନ୍ଧୁ

ବର୍ମିଂହାମ,୮।୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶେଷ ଦିନରେ ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପି.ଭି ସିନ୍ଧୁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସ ମ୍ୟାଚରେ କାନାଡାର ମିସେଲ ଲିଙ୍କୁ ପରାସ୍ତ କରିଥିଲେ। ପୂର୍ବରୁ ମଧ୍ୟ ସେମିଫାଇନାଲ ମ୍ୟାଚରେ ସିନ୍ଧୁ ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?