ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତିରେ ସ୍ବତନ୍ତ୍ର ମୁକାବିଲା : ଗାଙ୍ଗୁଲି ହେବେ ଅଧିନାୟକ
ନୂଆଦିଲ୍ଲୀ,୧୨।୮: ଭାରତ ସ୍ବାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଛି। ଏହାକୁ ନେଇ ସାରା ଦେଶରେ ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ଅବସରରେ ଏକ ବଡ଼ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି। ସେପ୍ଟେମ୍ବର ୧୬ରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ…
ଟି୨୦ ବିଶ୍ୱକପ୍ରୁ ବାହାର ହୋଇପାରନ୍ତି ବୁମ୍ରା, ଚିନ୍ତା ବଢ଼ାଉଛି…
ନୂଆଦିଲ୍ଲୀ,୧୨।୮: ଏସିଆ କପ୍ ୨୦୨୨ ଲାଗି ନିକଟରେ ଦଳ ଘୋଷଣା କରିଥିଲା ବିସିସିଆଇ। ଏଥିରୁ ଦ୍ରୁତ ବୋଲର୍ ଜସପ୍ରିତ ବୁମ୍ରାଙ୍କୁ ବାଦ୍ ଦିଆଯାଇଥିଲା। ପୀଠିରେ ସମସ୍ୟା କାରଣରୁ ସେ ଚୟନ ଲାଗି ଉପଲବ୍ଧ ନ ଥିଲେ। ଏବେ ସେ ଏନ୍ସିଏରେ ରହି…
‘ଏସିଆ କପ୍ରେ ରୋହିତଙ୍କ ସହ ଓପନିଂ କରନ୍ତୁ କୋହଲି’
ନୂଆଦିଲ୍ଲୀ,୧୨।୮: ଆଗାମୀ ଏସିଆ କପ୍ରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଉପନିଂ କରିବା ଉଚିତ। କାରଣ ଯେତେବେଳେ ଜଣେ ଓପନିଂ କରେ ସ୍କୋର ୦/୦ ଥାଏ। ତୃତୀୟ ସ୍ଥାନରେ ବ୍ୟାଟିଂ କଲେ ମ୍ୟାଚ୍ର ସ୍ଥିତି ଅନୁଯାୟୀ ଜଣଙ୍କୁ ଖେଳିବାକୁ ପଡେ।…
ରାଗରେ ନିଆଁବାଣ ଉର୍ବଶୀ: ପନ୍ତଙ୍କୁ କହିଲେ ‘ସାନ ଭାଇ ମୁଁ ମୁନ୍ନି ନୁହେଁ ଯେ…
ବମ୍ବେ: କେବେ ପରସ୍ପରକୁ ଡେଟ୍ କରୁଥିବାକୁ ନେଇ ହେଉଥିଲା ଚର୍ଚ୍ଚା। ହେଲେ ଏବେ ସୋସିଆଲ ମିଡିଆରେ ଦୁହିଁଙ୍କ କ୍ୟାଟ୍ଫାଇଟ୍ ଚର୍ଚ୍ଚାରେ। ଆମେ କଥା ହେଉଛୁ ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲା ଏବଂ ଭାରତୀୟ ଟିମ୍ର ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ବିଷୟରେ।…
ଟିମ ଇଣ୍ଡିଆର ଭବିଷ୍ୟତ କ୍ରିକେଟର
ଓ୍ବେଷ୍ଟଇଣ୍ଡିଜ ମାଟିରେ ଉଭୟ ଦିନିକିଆ ଓ ଟି୨୦ ସିରିଜ ଜିତିଛି ଟିମ୍ ଇଣ୍ଡିଆ। ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ଯୁବ ଖେଳାଳିମାନେ ସେମାନଙ୍କ ଦକ୍ଷତା ଦେଖାଇଛନ୍ତି। ଭାରତର ବେଞ୍ଚ୍ଷ୍ଟ୍ରେନ୍ଥ ଦୃଢ଼ଥିବା ଏଥିରୁ ପ୍ରମାଣିତ ହୋଇଛି। ଯୁବ ଖେଳାଳିଙ୍କ ତାଲିକା କ୍ରମେ ଲମ୍ବିବାରେ ଲାଗିଛି…..…
ଅଲ୍ଟିମେଟ ଖୋ ଖୋ
ସ୍ବଦେଶୀ କ୍ରୀଡ଼ା ଖୋ ଖୋରେ ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି। ଏହି ଖେଳର ଅଧିକ ପ୍ରଚାର ପ୍ରସାର ଏବଂ ଏହାକୁ ଲୋକପ୍ରିୟ କରାଇବା ଉଦ୍ଦେଶ୍ୟରେ ଆରମ୍ଭ ହେବାକୁ ଯାଉଛି ଫ୍ରାଞ୍ଚାଇଜ୍ ଭିତ୍ତିକ ଅଲ୍ଟିମେଟ ଖୋ ଖୋ ଲିଗ୍। ପ୍ରତିଯୋଗିତାର…
ଡାଇମଣ୍ଡ ଲିଗ୍ରେ ନିରାଶକଲେ ଶ୍ରୀଶଙ୍କର
ମୋନାକୋ,୧୨ା୮(ପି.ଟି):ଡାଇମଣ୍ଡ ଲିଗ୍ରେ ନିରାଶ କଲେ ଭାରତୀୟ ଲଙ୍ଗଜମ୍ପର ମୁରଲୀ ଶ୍ରୀଶଙ୍କର। ଐତିହାସିକ ରାଜ୍ୟଗୋଷ୍ଠୀ ରୌପ୍ୟ ପଦକ ଜିତିଥିବା ଶ୍ରୀଶଙ୍କର ନିଜ ସଫଳତାକୁ ଦୋହରାଇବାରେ ବିଫଳ ହୋଇଛନ୍ତି। ଡାଇମଣ୍ଡ ଲିଗ୍ରେ ପଦାର୍ପଣ କରିଥିବା ଶ୍ରୀଶଙ୍କରଙ୍କ ପ୍ରଦର୍ଶନ ଅତ୍ୟନ୍ତ ସାଧାରଣ ରହିଥିଲା। ୭.୯୪ ମିଟର…
ନ୍ୟୁଜିଲାଣ୍ଡ କ୍ରିକେଟରେ ବର୍ଣ୍ଣବୈଷମ୍ୟବାଦ
ଅକଲାଣ୍ଡ,୧୨ା୮: ନ୍ୟୁଜିଲାଣ୍ଡ କ୍ରିକେଟ ପୁଣି ଥରେ ଚର୍ଚ୍ଚାରେ। କିଛି ଦିନ ତଳେ ପୁରୁଷ ଓ ମହିଳା ଖେଳାଳିଙ୍କ ସମାନ ଦରମାକୁ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ ଚର୍ଚ୍ଚାରେ ରହିଥିବା ବେଳେ ବର୍ତ୍ତମାନ ବର୍ଣ୍ଣବୈଷମ୍ୟବାଦକୁ ନେଇ ସୃଷ୍ଟି ହୋଇଛି ନୂଆ ବିବାଦ। ଅବସର ନେଇ…
ଜିମ୍ବାଓ୍ବେ ବିପକ୍ଷରେ ରାହୁଲ ଅଧିନାୟକ
ନୂଆଦିଲ୍ଲୀ, ୧୨ା୮ (ପି.ଟି.):ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଟିମ୍ ଦ୍ୱାରା ଫିଟ୍ ଘୋଷିତ ହେବାରୁ ସିନିୟର ଓପନର କେ.ଏଲ୍. ରାହୁଲ ଜିମ୍ବାଓ୍ବେ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପାଇଁ ତାଙ୍କୁ ଅଧିନାୟକ କରାଯାଇଛି। ପୂର୍ବରୁ…
ଗୋଆ ପାଇଁ ଖେଳିବେ ଅର୍ଜୁନ
ନୂଆଦିଲ୍ଲୀ,୧୧ା୮: କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଏଣିକି ଗୋଆ ପାଇଁ ଖେଳିବେ। ଏନେଇ ୨୨ ବର୍ଷୀୟ ଅର୍ଜୁନ୍ ମୁମ୍ବାଇ କ୍ରିକେଟ ଆସୋସିଏନ ପାଖରୁ ନୋ ଅବଜେକସନ୍ ସାର୍ଟିଫିକେଟ ହାସଲ ପାଇଁ ଆବେଦନ କରିଛନ୍ତି। ଆଇପିଏଲ୍ ଫ୍ରାଞ୍ଚାଇଜି ମୁମ୍ବାଇ…
ରାଜ୍ୟଗୋଷ୍ଠୀ କ୍ରୀଡା ପରେ ୨ ବକ୍ସର ନିଖୋଜ
ବର୍ମିଂହମ,୧୧।୮: ରାଜ୍ୟଗୋଷ୍ଠୀ କ୍ରାଡ଼ା ୨୦୨୨ ଶେଷ ହେବା ପରେ ଦୁଇ ଜଣ ପାକିସ୍ତାନୀ ବକ୍ସର ବର୍ମିଂହାମରେ ନିଖୋଜ ହୋଇଯାଇଛନ୍ତି। ବୁଧବାର ଜାତୀୟ ଫେଡେରେସନ ଏହି ସୂଚନା ଦେଇଛି। ପାକିସ୍ତାନ ବକ୍ସିଂ ଫେଡେରେଶନ (ପିବିଏଫ) ସଚିବ ନାସିର ଟାଙ୍ଗ ଏହି ଖବରକୁ ନିଶ୍ଚିତ…
ଧୋନୀଙ୍କ ପଣ୍ଡିତ ଅବତାର
ନୂଆଦିଲ୍ଲୀ,୧୧।୮:ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସୋସିଆଲ ମିଡିଆରେ ନିଜକୁ ସକ୍ରିୟ ରଖନ୍ତି ନାହିଁ। କିନ୍ତୁ ପ୍ରତିଦିନ ସୋସିଆଲ ମିଡିଆରେ ତାଙ୍କର ଫଟୋ ଏବଂ ଭିଡିଓ ଭାଇରାଲ ହୁଏ। ଆଜିକାଲି ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହେବାରେ…

