ଖେଳ

ଆଜି କ୍ରିକେଟ୍‌ ଇତିହାସରେ ଏକ ଖାସ୍‌ ଦିନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୫।୧: ଜାନୁୟାରୀ ୫ କ୍ରିକେଟ ଇତିହାସରେ ଅତ୍ୟନ୍ତ ସ୍ବତନ୍ତ୍ର। ୫୨ ବର୍ଷ ପୂର୍ବେ ଆଜି ଅର୍ଥାତ୍‌ ଜାନୁଆରୀ ୧୯୭୧ରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଥିଲା। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ (ଏମସିଜି) ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଦଳ ମଧ୍ୟରେ ଏହି ମ୍ୟାଚ ଖେଳାଯାଇଥିଲା।…

ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଆରମ୍ଭ ହେବ ମ୍ୟାଚ୍‌

ପୁଣେ,୫।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆଜି ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଲାଯିବ। ଏହି ସିରିଜକୁ କବ୍‌ଜା କରିବା ଉଦ୍ଦେଶ୍ୟରେ ଭାରତ ପଡିଆକୁ ଓହ୍ଲାଇବ। ଏଥି ସହିତ ଶ୍ରୀଲଙ୍କା ଦଳ ଏହି ମ୍ୟାଚ୍‌ ଜିତି…

ଚେସ୍‌ ଖେଳାଳି କମଳାକାନ୍ତଙ୍କ ପରଲୋକ

ଭୁବନେଶ୍ୱର, ୫ା୧ (ସ୍ପୋଟର୍‌ସ ବ୍ୟୁରୋ): ବରିଷ୍ଠ ଚେସ୍‌ ଖେଳାଳି କମଳାକାନ୍ତ ବିଷୋୟୀଙ୍କ ୭୩ ବର୍ଷ ବୟସରେ ବୁଧବାର ପରଲୋକ ଘଟିଛି। ଅସୁସ୍ଥତା କାରଣରୁ ଦୀର୍ଘ ଦିନଧରି ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ୧୯୫୦ରେ କଟକର ସୁଭଦ୍ରାପୁର ଗ୍ରାମରେ ଜନ୍ମ ଗ୍ରହଣ…

ଚହଲଙ୍କୁ ନେଇ ଚିନ୍ତାରେ ଭାରତ

ପୁଣେ,୫ା୧(ପି.ଟି) : ଗୁରୁବାର ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ ପୂର୍ବରୁ ଦଳର ପ୍ରମୁଖ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ଫର୍ମକୁ ନେଇ ଚିନ୍ତାରେ ଭାରତ। ପ୍ରଥମ ଟି୨୦ରେ ପଦାର୍ପଣ କରିଥିବା ଶୁବମାନ ଗିଲ୍‌ଙ୍କ ପାଓ୍ବାର ପ୍ଲେରେ ଧିମା ବ୍ୟାଟିଂ ମଧ୍ୟ ଚିନ୍ତାର…

ଆନ୍ତଃବିଶ୍ୱବିଦ୍ୟାଳୟ ହକି ଚାମ୍ପିୟନଶିପ୍‌ ଆରମ୍ଭ

ଭୁବନେଶ୍ୱର, ୫।୧ : ଚଳିତ ବର୍ଷ ସମଗ୍ର ରାଜ୍ୟରେ ହକିକୁ ନେଇ ଉତ୍ସାହ ଦେଖିବାକୁ ମିଳୁଥିବାବେଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆନ୍ତଃ ବିଶ୍ୱବିଦ୍ୟାଳୟ ହକି ଚାମ୍ପିୟନଶିପ୍‌ ଆରମ୍ଭ ହୋଇଯାଇଛି। ସମଗ୍ର ଓଡିଶାରୁ ୯ଟି ବିଶ୍ୱବିଦ୍ୟାଳୟ ମହିଳା ହକି ଦଳ ମଙ୍ଗଳବାର ରମାଦେବୀ…

ରଣଜୀ ଟ୍ରଫି: ଓଡ଼ିଶା ବୋଲର ନିରାଶ

ଭୁବନେଶ୍ୱର, ୫।୧ (କ୍ରୀଡ଼ା ପ୍ରତିନିଧି): କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ବୋଲରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଫଳରେ ନାଗାଲାଣ୍ଡ ଦୃଢ଼ ବ୍ୟାଟିଂ କରି ବଡ଼ ସ୍କୋର ଛିଡ଼ା କରିଛି। ଗ୍ରୁପ୍‌ ‘ଏ’ର ଅପେକ୍ଷାକୃତ ଦୁର୍ବଳ…

‘ନୂଆ ଚ୍ୟାଲେଞ୍ଜ ପାଇଁ ନେଦରଲାଣ୍ଡ୍ସ ପ୍ରସ୍ତୁତ’

ଭୁବନେଶ୍ୱର, ୫।୧ (କ୍ରୀଡ଼ା ପ୍ରତିନିଧି): ପାଖେଇ ଆସିଛି ହକି ବିଶ୍ୱକପ୍‌ର ୧୫ତମ ସଂସ୍କରଣ। ମେଗା ପ୍ରତିଯୋଗିତା ପାଇଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମ ପ୍ରସ୍ତୁତ। ଭାରତୀୟ ଦଳ ଡିସେମ୍ବର ୨୭ରୁ ରାଉରକେଲାରେ ପହଞ୍ଚତ୍ ଅଭ୍ୟାସ ଆରମ୍ଭ…

ଆଇପିଏଲ୍‌ର ଏହି ଟିମ୍‌ ସହ କାମ କରିବେ ମନ୍ଦିରା

ନୂଆଦିଲ୍ଲୀ,୪।୧: ସର୍ବଦା ଯୁବ କ୍ରିକେଟରଙ୍କୁ ସୁଯୋଗ ଦେଇଆସିଛି ରାଜସ୍ଥାନ ରୟାଲ୍ସ ଟିମ୍‌। ଏବେ ଫ୍ରାଞ୍ଚାଇଜ୍‌ ନୂଆ ପ୍ରତିଭା ଖୋଜିବା ଲାଗି ଏକ ଶୋ’ ଆଣିବାକୁ ଯାଉଛି। ଏଥିରେ ଦେଶର ଭିନ୍ନ ଭିନ୍ନ ସହରର ଖେଳାଳିମାନଙ୍କୁ ବଛାଯିବ। ତେବେ ଏହି ଶୋ’କୁ ହୋଷ୍ଟ…

ଦ୍ୱିତୀୟ ଟି୨୦ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା

ନୂଆଦିଲ୍ଲୀ,୪।୧: ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ ପୁଣେରେ ଗୁରୁବାର ଖେଳାଯିବ। ଏହାପୂର୍ବରୁ ଦଳକୁ ବଡ଼ ଝଟ୍‌କା ଲାଗିଛି। ସଞ୍ଜୁ ସାମସନ୍‌ ଆହତ ହୋଇଥିବାରୁ ସେ ଏହି ମ୍ୟାଚ୍‌ରୁ ବାହାର ହୋଇପାରନ୍ତି ବୋଲି କୁହାଯାଇଛି। ରିପୋର୍ଟ ମୁତାବକ, ସାମସନ୍‌ଙ୍କ ଆଣ୍ଠୁରେ…

ପନ୍ତଙ୍କୁ କରାଗଲା ଏୟାର୍‌ଲିଫ୍ଟ

ମୁମ୍ବାଇ,୪।୧:ଭାରତୀୟ କ୍ରିକେଟ ଦଳର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ଡେରାଡୁନରୁ ମୁମ୍ବାଇକୁ ଏୟାରଲିଫ୍ଟ କରାଯାଇଛି। ପନ୍ତ ବର୍ତ୍ତମାନ ମୁମ୍ବାଇର କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ଏବଂ ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଚିକିତ୍ସିତ ହେବେ। ୩୦ ଡିସେମ୍ବର ସକାଳେ ଏକ ସଡ଼କ…

ବର୍ଷକୁ ଏତିକି ଟଙ୍କା ରୋଜଗାର କରିବେ ରୋନାଲ୍ଡୋ, ଭାରତର ସବୁଠୁ ମହଙ୍ଗା ଖେଳାଳିଙ୍କୁ ସେତିକି ଟଙ୍କା ରୋଜଗାର କରିବାକୁ ଲାଗିଯିବ ୧୫୦ ବର୍ଷ

ନୂଆଦିଲ୍ଲୀ,୪।୧: ଦୁନିଆର ସବୁଠାରୁ ପ୍ରସିଦ୍ଧ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କ ରୋଜଗାର ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ରୋନାଲ୍ଡୋ ୟୁରୋପର ଫୁଟବଲ କ୍ଲବ ମଞ୍ଚେଷ୍ଟର ୟୁନାଇଟେଡ ଛାଡି ସାଉଦି ଆରବର ଫୁଟବଲ କ୍ଲବ ଅଲ ନସରରେ ଯୋଗ ଦେଇଥିଲେ।…

‘ଏବେଠୁ ପାଣ୍ଡ୍ୟାଙ୍କ ବ୍ୟାକ୍‌ଅପ୍‌ ଖୋଜ,ନଚେତ…’ ଭାରତୀୟ ଟିମକୁ ଗମ୍ଭୀରଙ୍କ ଚେତାବନୀ

ନୂଆଦିଲ୍ଲୀ,୪।୧: ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍‌। ଏହାକୁ ନେଇ ଭାରତୀୟ ଟିମ୍‌କୁ ଚେତାଇଛନ୍ତି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର। ଦଳକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାକ୍‌ଅପ୍‌ ଖୋଜିବାର ବହୁତ ଆବଶ୍ୟକତା ରହିଛି। ଯଦି ସେ ପୁଣିଥରେ ଆହତ ହୁଅନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?