ପୁଣି କ୍ରିକେଟକୁ ଫେରିଲେ ଗାଙ୍ଗୁଲି; ଆଇପିଏଲ୍ରେ ମିଳିଲା ଏହି ବଡ଼ ଦାୟିତ୍ୱ
ନୂଆଦିଲ୍ଲୀ,୩।୧: ପୁଣି ଥରେ କ୍ରିକେଟ ମଇଦାନକୁ ଫେରିଛନ୍ତି ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି। ଆଗାମୀ ଦିନରେ ସେ ଆଇପିଏଲ୍ର ଫ୍ରାଞ୍ଚାଇଜ୍ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ବଡ଼ ଦାୟିତ୍ୱ ତୁଲାଇବେ। ତେବେ ଗାଙ୍ଗୁଲିଙ୍କୁ ଦିଲ୍ଲୀ ଫ୍ରାଞ୍ଚାଇଜ୍…
ଭାରତୀୟ କ୍ରିକେଟରେ ଇତିହାସ ରଚିଲେ ଉନାଦକଟ
ରାଜକୋଟ,୩।୧: ଭାରତୀୟ ଟିମ୍ର ଷ୍ଟାର ଦ୍ରୁତ ବୋଲର ଜୟଦେବ ଉନାଦକଟ ଘରୋଇ କ୍ରିକେଟରେ ଇତିହାସ ରଚିଛନ୍ତି। ସେ ସୌରାଷ୍ଟ୍ର ଟିମ୍ର ଅଧିନାୟକ ଭାବେ ଏବେ ଘରୋଇ ଟୁର୍ନାମେଣ୍ଟ ରଣଜୀ ଟ୍ରଫିରେ ଖେଳୁଛନ୍ତି। ମଙ୍ଗଳବାର ଦିଲ୍ଲୀ ଟିମ୍ ବିପକ୍ଷ ମ୍ୟାଚ୍ରେ ସେ ପ୍ରଥମ…
ପୃଥ୍ବୀଙ୍କଠାରୁ ଋତୁରାଜଙ୍କ ଯାଏ… ଅଧାରେ ରହିପାରେ ଏହି ଖେଳାଳିଙ୍କ ଦିନିକିଆ ବିଶ୍ୱକପ୍ ଖେଳିବା ସ୍ବପ୍ନ
ନୂଆଦିଲ୍ଲୀ,୩।୧: ଚଳିତ ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ୨୦୨୩ର ପ୍ରସ୍ତୁତିରେ ବ୍ୟସ୍ତ ଅଛି ବିସିସିଆଇ। ଏହି ଟୁର୍ନାମେଣ୍ଟ ଲାଗି ବୋର୍ଡ ୨୦ ଖେଳାଳିଙ୍କୁ ଶର୍ଟଲିଷ୍ଟ କରିଛି। ବିଧିବଦ୍ଧ ଭାବେ ବୋର୍ଡ ସେମାନଙ୍କ ନାମ ଜାରି କରି ନ ଥିଲେ ହେଁ…
ପନ୍ତଙ୍କୁ ସ୍ବତନ୍ତ୍ର ବାର୍ତ୍ତା ପଠାଇଲା ଟିମ୍ ଇଣ୍ଡିଆ: ତୁମେ ଜଣେ ଯୋଦ୍ଧା…
ନୂଆଦିଲ୍ଲୀ,୩।୧: ଭାରତୀୟ କ୍ରିକେଟ ଦଳ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। କୋଚ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ଦଳର ଅନ୍ୟ ଖେଳାଳିମାନେ ଶ୍ରୀଲଙ୍କା ବିପକ୍ଷ ସିରିଜ ପୂର୍ବରୁ ପନ୍ତଙ୍କୁ ଏକ…
‘ଆମର ଲକ୍ଷ୍ୟ ଚଳିତ ବର୍ଷ ବିଶ୍ୱକପ ଜିତିବା’
ମୁମ୍ବାଇ,୩।୧: ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ମଙ୍ଗଳବାର ଅର୍ଥାତ୍ ଆଜିଠାରୁ ଆରମ୍ଭ ହେଉଛି। ସିରିଜ୍ର ପ୍ରଥମ ମ୍ୟାଚ୍ ପୂର୍ବରୁ ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି, ଚଳିତ ବର୍ଷ ବିଶ୍ୱକପ ଜିତିବା ଟିମ ଇଣ୍ଡିଆର ଲକ୍ଷ୍ୟ। ଏହା…
ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଆରମ୍ଭ ହେବ ମ୍ୟାଚ୍
ମୁମ୍ବାଇ,୩।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି। ସିରିଜର ପ୍ରଥମ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ। ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଟିମ ଇଣ୍ଡିଆର ଅଧିନାୟକ ହେବେ।…
ନିଜ ଷ୍ଟାଡିୟମରେ ଖେଳିବେ ଈଶ୍ୱରନ୍
ନୂଆଦିଲ୍ଲୀ,୩ା୧ ନିଜ ନାମରେ ନାମିତ ଷ୍ଟାଡିୟମରେ ଖେଳିବାର ସୌଭାଗ୍ୟ ଅନେକ ବଡ ଖେଳାଳିଙ୍କୁ ମିଳି ନ ଥାଏ। ଭିଭିଆନ୍ ରିଚାର୍ଡସ, ବ୍ରାଏନ ଲାରା ଓ ଆଲାନ ବର୍ଡରଙ୍କ ପରି ଖେଳାଳି ଅବସର ନେବା ପରେ ତାଙ୍କ ନାମରେ ଷ୍ଟାଡିୟମ ନିର୍ମାଣ ହୋଇଥିଲା।…
ପ୍ରଥମ ସଂସ୍କରଣରେ ଭାରତକୁ ବ୍ରୋଞ୍ଜ୍
ହକି ବିଶ୍ୱକପ୍ର ପ୍ରଥମ ସଂସ୍କରଣ ୧୯୭୧ ମସିହାରେ ଆରମ୍ଭ ହୋଇଥିଲା। ଆୟୋଜକ ଦେଶ ଥିଲା ସ୍ପେନ୍ ଏବଂ ପ୍ରତିଯୋଗିତା ବାର୍ସିଲୋନାରେ ଅନୁଷ୍ଠିତ ହୋଇଥିଲା। ଅକ୍ଟୋବର ୧୫ରୁ ୨୪ ପର୍ଯ୍ୟନ୍ତ ଏହି ଟୁର୍ନାମେଣ୍ଟ ଆୟୋଜିତ ହୋଇଥିଲା। ଏଥିପାଇଁ କୌଣସି ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ…
ଓଡ଼ିଶା ଦଳ ଘୋଷଣା
ଭୁବନେଶ୍ୱର, ୩।୧ (କ୍ରୀଡ଼ା ପ୍ରତିନିଧି): ବେଙ୍ଗାଲୁରୁଠାରେ ଚଳିତମାସ ୯ରୁ ୧୩ ପର୍ଯ୍ୟନ୍ତ ହେବାକୁଥିବା ଜାତୀୟ ଦୃଷ୍ଟିବାଧିତ ମହିଳା ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ସୋମବାର ଓଡ଼ିଶା ଦଳ ଘୋଷଣା କରାଯାଇଛି। ଏଥିପାଇଁ ଓଡ଼ିଶା ଦୃଷ୍ଟିବାଧିତ କ୍ରିକେଟ ଆସୋସିଏଶନ (କାଭି) ପକ୍ଷରୁ ଡିସେମ୍ବର…
ଭାରତ-ଶ୍ରୀଲଙ୍କା ଟି୨୦ ଆଜି
ମୁମ୍ବାଇ,୩ା୧: ଟି୨୦ ବିଶ୍ୱକପ୍କୁ ଆଉ ମାତ୍ର ୧୮ ମାସ ରହିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମିଶନ୍ ୨୦୨୪ ପାଇଁ ପ୍ରସ୍ତୁତ ହେଉଛି ଭାରତ। ଭାରତୀୟ ଦଳର ୩ ବରିଷ୍ଠ ଖେଳାଳି ରୋହିତ ଶର୍ମା, ଲୋକେଶ ରାହୁଲ ଓ ବିରାଟ କୋହଲିଙ୍କ…
ସୁଧୁରୁଛି ସ୍ବାସ୍ଥ୍ୟାବସ୍ଥା: ଆଇସିୟୁରୁ ଓ୍ବାର୍ଡକୁ ସ୍ଥାନାନ୍ତର
ଡେରାଡୁନ୍,୨।୧: ଭାରତୀୟ ଓ୍ବିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ଶୁକ୍ରବାର ଏକ କାର୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଡେରାଡୁନ୍ର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ତେବେ ତାଙ୍କୁ ଆଇସିୟୁରୁ ପ୍ରାଇଭେଟ୍ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଛି।…
ଜନ୍ମ ସହର ସାଣ୍ଟୋସ୍ରେ ପହଞ୍ଚିଲା ପେଲେଙ୍କ ମରଶରୀର: ମଙ୍ଗଳବାର ହେବ ଶେଷକୃତ୍ୟ
ସାଣ୍ଟୋସ୍,୨ା୧: ପେଲେଙ୍କ ଅନ୍ତ୍ୟେଷ୍ଟିକ୍ରିୟା ତାଙ୍କ ଜନ୍ମ ସହର ସାଣ୍ଟୋସରେ ହେବ। ଏନେଇ ବ୍ରାଜିଲର କିମ୍ବଦନ୍ତୀ ଖେଳାଳି ପେଲେଙ୍କ ମୃତ ଶରୀର ସାଣ୍ଟୋସ୍ରେ ପହଞ୍ଚତ୍ଛି। ସୋମବାର ତାଙ୍କୁ ଶେଷ ସମ୍ମାନ ଦିଆଯିବ। ଏପରିକି ସାଧାରଣ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ମଙ୍ଗଳବାର ଅନ୍ତ୍ୟେଷ୍ଟିକ୍ରିୟା…

